24 C
Bhubaneswar
Tuesday, November 24, 2020

ସାମ୍ସଙ୍ଗ ଗ୍ୟାଲାକ୍ସି ଏମ୍୫୧ର ଶୁଭାରମ୍ଭ

Must read

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

ଭୁବନେଶ୍ୱର,୧୧ା୯: ସାମ୍ସଙ୍ଗ ପକ୍ଷରୁ ପ୍ରଯୁକ୍ତି ପ୍ରେମୀ ଯୁବଉପଭୋକ୍ତାଙ୍କ ପାଇଁ ଏହାର ସବୁଠାରୁ ଶକ୍ତିଶାଳୀ ଓ ପ୍ରିମିୟମ ଏମ୍ସିରିଜ୍ ସ୍ମାର୍ଟଫୋନ୍ ଗ୍ୟାଲାକ୍ସି ଏମ୍୫୧ର ଶୁଭାରମ୍ଭ କରାଯାଇଛି ।କ୍ୱାଲ୍କମ୍ ସ୍ନାପ୍ଡ୍ରାଗନ୍ ୭୩୦ଜି ଦ୍ୱାରା ପରିଚାଳିତ ଗ୍ୟାଲାକ୍ସି ଏମ୍୫୧ହେଉଛି ୭୦୦୦ ମେଗାହର୍ଜ ବ୍ୟାଟେରୀ ଥିବା ଭାରତର ପ୍ରଥମସ୍ମାର୍ଟଫୋନ୍ । ଗ୍ୟାଲାକ୍ସି ଏମ୍୫୧ରେ ନିମଜ୍ଜିତ ଅଭିଜ୍ଞତା ପାଇଁ ବେଷ୍ଟ-ଇନ୍-ସେଗ୍ମେଂଟ୍ ୬.୭ ଇଂଚ୍ ଏସ୍ଆମୋଲେଡ୍ ପ୍ଲସ୍ ଇନ୍ଫିନିଟି-ଓ ଡିସ୍ପ୍ଲେ ଏବଂ ସିଙ୍ଗଲ୍ ଟେକ୍ ଫିଚର ସହିତ ଅଗ୍ରଣୀ ସୋନି୬୪ଏମ୍ପି କ୍ୱାଡ୍ କ୍ୟାମେରା ରହିଛି; ଯାହାକି ଏହାକୁ ସାମ୍ସଙ୍ଗରଏମ୍ ସିରିଜ୍ ପୋର୍ଟଫୋଲିଓରେ ସବୁଠାରୁ ‘ମିନିଏଷ୍ଟ ମନ୍ଷ୍ଟର’ରେପରିଣତ କରୁଛି ।ଏସମ୍ପର୍କରେ ସାମ୍ସଙ୍ଗ ଇଣ୍ଡିଆର ବରିଷ୍ଠ ଉପାଧ୍ୟକ୍ଷ ଆସିମ୍ ୱାର୍ସିକହିଛନ୍ତି ଯେ, “ଗ୍ୟାଲାକ୍ସି ଏମ୍୫୧ ହେଉଛି ଶୁଭାରମ୍ଭ ହୋଇଥିବାସମସ୍ତ ଏମ୍ ସିରିଜ୍ ମଡେଲ୍ଗୁଡିକ ମଧ୍ୟରେ ସବୁଠାରୁ ନୂତନ ଓଶକ୍ତିଶାଳୀ ସ୍ମାର୍ଟଫୋନ୍ । ଶିଳ୍ପର ଏକମାତ୍ର ୭୦୦୦ ଏମ୍ଏଏଚ୍ବ୍ୟାଟେରୀ ଏବଂ ଅନ୍ୟାନ୍ୟ ଏକାଧିକ ଅତ୍ୟାଧୁନିକ ଫିଚର ସହିତଗ୍ୟାଲାକ୍ସି ଏମ୍୫୧ ଏହାର ମାର୍କେଟିଙ୍ଗ୍ ଅଭିଯାନ ଟ୍ୟାଗ୍ଲାଇନ୍‘ମିନିଏଷ୍ଟ ମନ୍ଷ୍ଟର ଏଭର୍’କୁ ସଠିକ୍ ରୂପେ ପ୍ରତିଫଳିତ କରୁଛି ।କ୍ୱାଲ୍କମ୍ ଇଣ୍ଡିଆ ଓ ସାର୍କର ଅଧ୍ୟକ୍ଷ ଏବଂ କ୍ୱାଲ୍କମ୍ ଇଣ୍ଡିଆପ୍ରାଇଭେଟ୍ ଲିମିଟେଡ୍ର ଉପାଧ୍ୟକ୍ଷ ରାଜେନ୍ ଭଗାଡିଆ କହିଛନ୍ତି,“ଶକ୍ତିଶାଳୀ ପ୍ରଦର୍ଶନ ହେଉଛି ସ୍ନାପ୍ଡ୍ରାଗନ୍ ୭୩୦ଜିର ଅନ୍ୟତମପ୍ରମୁଖ ଫିଚର, ଯାହାକି ଗ୍ୟାଲାକ୍ସି ଏମ୍୫୧ ପାଇଁ ରୋମାଂଚକରଭିନ୍ନତା ସୃଷ୍ଟି କରିଥାଏ । ସାମସଙ୍ଗର ଏହି ନୂତନ ଏମ ସିରିଜଡିଭାଇସ ସହିତ କାର୍ଯ୍ୟ କରି ଆମେ ବେଶ ଉସôାହିତ । ”ଗ୍ୟାଲାକ୍ସି ଏମ୍୫୧ ଦୁଇଟି ମେମୋରୀ ଭାରିଆଂଟ୍- ୬/୧୨୮ଜିବି ଓ ୮ଜିବି/୧୨୮ଜିବିରେ ଯଥାକ୍ରମେ ୨୪୯୯୯ଟଙ୍କା ଓ ୨୬୯୯୯ ଟଙ୍କା ମୂଲ୍ୟରେ ଶୁଭାରମ୍ଭହୋଇଥିବାବେଳେ ଏହା ଇଲେକ୍ଟ୍ରିକ୍ ବ୍ଲୁ ଓ ସେଲେଷ୍ଟିଆଲବ୍ଲାକ୍ ରଙ୍ଗରେ ଉପଲବ୍ଧ ହେବ । ଏହା ଆସନ୍ତା ସେପ୍ଟେମ୍ବର୧୮ ତାରିଖ ଦିନ ୧୨ଟାରୁ ଆମାଜନ୍ ଡଟ୍ ଇନ୍, ସାମ୍ସଙ୍ଗଡଟ୍ କମ୍ ଓ ନିର୍ଦ୍ଧିଷ୍ଟ ରିଟେଲ୍ ଷ୍ଟୋର୍ଗୁଡିକରେ ଉପଲବ୍ଧ ହେବ ।ଆମାଜନ୍ ଡଟ୍ ଇନ୍ରେ ଆସନ୍ତା ସେପ୍ଟେମ୍ବର ୧୮ ତାରିଖରୁଏହି ସ୍ମାର୍ଟଫୋନ୍ ଉପରେ ଏକ ସୀମିତ ଅବଧିର ପ୍ରାରମ୍ଭିକ ଲଂଚ୍ଅଫର ଉପଲବ୍ଧ ହେବ ।

- Advertisement -ସାମ୍ସଙ୍ଗ ଗ୍ୟାଲାକ୍ସି ଏମ୍୫୧ର ଶୁଭାରମ୍ଭ

More articles

LEAVE A REPLY

Please enter your comment!
Please enter your name here

- Advertisement -ସାମ୍ସଙ୍ଗ ଗ୍ୟାଲାକ୍ସି ଏମ୍୫୧ର ଶୁଭାରମ୍ଭ

Latest article

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...