28 C
Bhubaneswar
Saturday, September 19, 2020

ହଂସୁଆ ନଦୀ ଆଁରେ ଗୋବର୍ଦ୍ଧନପୁର ଗାଁ

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ରାଜନଗର,୧୧ା୯(ନି.ପ୍ର): ରାଜନଗରବ୍ଲକ ବ୍ରାହ୍ମଣସାହି ପଚାଂୟତରଗୋବର୍ଦ୍ଧନପୁର ଗାଁ ନିକଟରେ ହଂସୁଆନଦୀ ଗ୍ରାସ କରିବାରେ ଲାଗିଛି ।ରାଜନଗର-ଗୋପାଳପୁର ଲୁଣାଘେରୀବନ୍ଧର ବିଜୁଳିଆଠାରୁ ଗୋବର୍ଦ୍ଧନପୁରପର୍ଯ୍ୟନ୍ତ ହଂସୁଆ ନଦୀ କୂଳ ଖାଇବାରେଲାଗିଛି । ଶହଶହ ଏକର ଚାଷଜମିକୁ ନିଜଗର୍ଭକୁ ନେଇଗଲାଣି । ବିଶେଷକରିଗୋବର୍ଦ୍ଧନପୁର ଗାଁ ନିକଟରେ ନଦୀ ବନ୍ଧକୁବାରମ୍ବାର ଖାଇଯିବା ସହ ନଦୀବନ୍ଧ ବିପଦସଙ୍କୁଳ ଅବସ୍ଥାରେ ରହିଛି । ଏପରିକି୨୦୧୮ରେ ୧୦କୋଟି ଟଙ୍କା ବ୍ୟୟଅଟକଳରେ ଏହି ଘେରୀବନ୍ଧରପୁନଃନିର୍ମାଣ କରାଯାଉଛି । ମାତ୍ର ନଦୀଗ୍ରାସରୁ ଗାଁ, ଚାଷଜମି ଓ ସର୍ବୋପରିନଦୀବନ୍ଧର ସୁରକ୍ଷା ପାଇଁ ତଟବନ୍ଧବିଭାଜନ ପକ୍ଷରୁ ପଦକ୍ଷେପନିଆଯାଇନଥିବାରୁ ଏଠାରେ ବାରମ୍ବାରଅତଡା ଧସିବା ସହ ଘେରୀବନ୍ଧରେ ଘାଇସୃଷ୍ଟି ହେବାର ସମ୍ଭାବନା ଦେଖା ଦେଇଛି ।ଏଠାରେ ଘାଇ ସୃଷ୍ଟି ହେଲେ କେବଳଗୋବର୍ଦ୍ଧନପୁର ନୁହେଁ, ଏହି ପଚାଂୟତରଓଲସାହି, ପ୍ରହରାଜପୁର, ବଡନାଉକଣା,ବିନ୍ଧାନାଉକଣା, ଜୟପୁର ସହ ମହିଁଷାସୁରପଚାଂୟତର ମଙ୍ଗରାଜପୁର, ତରପଦା,ଧନେଶ୍ୱରପୁର ସହ ଅନ୍ୟ ଗାଁଗୁଡିକ ସହଚାଷଜମି ପ୍ରଭାବିତ ହେବାର ସମ୍ଭାବନା ସୃଷ୍ଟିହୋଇଛି । ପ୍ରାକ୍ତନ ସରପଚଂ ଦାମୋଦରବିଶ୍ୱାଳ କହନ୍ତି, ଆମେ ବାରମ୍ବାର ଏନେଇପ୍ରଶାସନକୁ ହାରିଗୁହାରୀ କଲେ ମଧ୍ୟ କେହିଶୁଣୁନାହାନ୍ତି । ବାରମ୍ବାର ଏଠାରେ ଅତଡାଧସି ଘେରୀବନ୍ଧ ବିପଦ ସଙ୍କୁଳ ଅବସ୍ଥାରେରହିଛି । ସରକାର ଏହି ଘେରୀବନ୍ଧ ପାଇଁକୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟନଦୀ ଗ୍ରାସରୁ ସୁରକ୍ଷା ଦେବା ପାଇଁ ଠୋସପଦକ୍ଷେପ ଗ୍ରହଣ କରିନଥିବାରୁ ଏହି ଟଙ୍କାପାଣିରେ ପଡୁଛି । ଗୋବର୍ଦ୍ଧନପୁର ଗ୍ରାମରମୁରବୀ ସୁରେନ୍ଦ୍ର ଦାସଙ୍କ ଅଭିଯୋଗଅନୁଯାୟୀ, ପ୍ରଶାସନ ନଦୀ ବନ୍ଧକୁ ସୁରକ୍ଷାପାଇଁ ପଦକ୍ଷେପ ଗ୍ରହଣ ନକରି ଏହାକୁସବୁଦିନିଆ ରାସ୍ତାରେ ପରିଣତ କରିବାରସ୍ୱପ୍ନ ଦେଖୁଛି । ତଟବନ୍ଧ ବିଭାଜନ ଭଳି ଏକଗୁରୁତ୍ୱପୂର୍ଣ୍ଣ ବିଭାଗ କେବଳ ଠିକାଦାରପୋଷିବା କାମରେ ରହିଛି । ଲୋକଙ୍କଧନଜୀବନକୁ ଗୁରୁତ୍ୱ ଦେଉନଥିବା ସେଅଭିଯୋଗ କରିଛନ୍ତି । ଏଭଳି ଏକସ୍ପର୍ଶକାତର ଘଟଣାକୁ ବିଭାଗୀୟ ଉଚ୍ଚକର୍ତୁପକ୍ଷ ଗମ୍ଭୀରତାର ସହିତ ନେଇନଥିବାଅଭିଯୋଗ ହେଉଛି । ଏଠାରେ ବାରମ୍ବାରନଦୀଗ୍ରାସ କରିବା ଅଭିଯୋଗ ପରେଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଜ୍ୟୋତିର୍ମୟ ରଥ ଅନୁଧ୍ୟାନ କରି ଫେରିଯାଇଛନ୍ତି । ଏଯାବତ୍ କାମ ଆରମ୍ଭ ହୋଇନିା ଏନେଇ ରାଜନଗର ବିଧାୟକ ଧୃବ ସାହୁଙ୍କଦୃଷ୍ଟି ଆକର୍ଷଣ କରିବାରୁ ମୁଁ ଏହି ଘଟଣାଜାଣିବା ପରେ ବିଭାଗୀୟ ଉଚ୍ଚ କର୍ତୁପକ୍ଷଙ୍କସହିତ ଆଲୋଚନା କରି ଘଟଣାସ୍ଥଳଦେଖାଇଥିଲି । ଖୁବଶୀଘ୍ର ସେଠାରେ ପଥରପ୍ୟାକିଂ କରାଯାଇ ନଦୀବନ୍ଧକୁ ସୁରକ୍ଷାଦିଆଯିବ ବୋଲି କହିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...