19 C
Bhubaneswar
Wednesday, November 25, 2020

ହୋମ୍‍ ଡେଲିଭରୀରେ ଆମୱେର ୨୦୦% ବୃଦ୍ଧି

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ଭୁବନେଶ୍ୱର,୧୧ା୯ (ନି.ପ୍ର) :ଦେଶର ଅନ୍ୟତମ ଅଗ୍ରଣୀ ଏଫଏମସିଜିପ୍ରତ୍ୟକ୍ଷ ବିକ୍ରୟକାରୀ କମ୍ପାନୀ ଆମୱେଇଣ୍ଡିଆ ଅନ୍‍ଲାଇନ ଅର୍ଡର ବୃଦ୍ଧିକୁସହଯୋଗ କରିବା ପାଇଁ ନିଜର ହୋମଡେଲିଭରୀ (ବାସଗୃହକୁ ଯୋଗାଣ)ସଞ୍ଚଳନକୁ ମଜଭୁତ କରିବା ଉପରେଦୃଷ୍ଟିନିବଦ୍ଧ କରୁଛି । ଔଦ୍ୟୋଗିକ କ୍ଷମତାରଉପଯୋଗ ଉପରେ ଆଧାରିତ ଆମୱେର୧୦ବର୍ଷିଆ ଅଭିବୃଦ୍ଧି ଲକ୍ଷ୍ୟରଅଂଶବିଶେଷ ସହିତ ସାମାଜିକ ସ୍ତରରେବ୍ୟବସାୟର ନବୀନତମ ଧାରାରସମ୍ମିଶ୍ରଣରେ ବିଶ୍ୱସ୍ତରୀୟ ଏହି ପ୍ରତ୍ୟକ୍ଷବିକ୍ରୟକାରୀ ସଂସ୍ଥା ଲକ୍ଷ୍ୟଭିତ୍ତିକଫଳାଫଳ ହାସଲ କରିବାକୁ ଚଳିତ ବର୍ଷପ୍ରାରମ୍ଭରୁ ଅନ୍‍ଲାଇନ ସହିତଅଫ୍‍ଲାଇନକୁ ସମନ୍ୱିତ କରିବା ପ୍ରକ୍ରିୟାଆରମ୍ଭ କରିଥିଲା । କମ୍ପାନୀ ଅନ୍‍ଲାଇନବିକ୍ରିରେ ଉଲ୍ଲେଖନୀୟ ପରିବର୍ତ୍ତନ ଲକ୍ଷ୍ୟକରିଛି, ଯେଉଁଠାରେ ଚଳିତ ବର୍ଷଫେବ୍ରୁଆରୀରେ ଅନ୍‍ଲାଇନ ବିକ୍ରି୩୩.୬% ଥିବାବେଳେ ସମ୍ପ୍ରତି ତାହା୭୦%ରୁ ଅଧିକ ହୋଇଛି । ଏହି ଧାରାଅପରିବର୍ତ୍ତିତ ରହିବ ଏବଂ ଚଳିତ ବର୍ଷଶେଷସୁଦ୍ଧା ଅନ୍‍ଲାଇନ ଅର୍ଡର ମାସିକ୫-୬ ଲକ୍ଷରୁ ଅଧିକ ହେବ ବୋଲିଆଶାପ୍ରକାଶ କରିଛି ।ଆମୱେର ହୋମ୍‍ ଡେଲିଭରୀରଣକୋ÷ଶଳ ସମ୍ପର୍କରେ ମତଦେଇଆମୱେ ଇଣ୍ଡିଆର ସିଇଓ ଅଂଶୁ ବୁଦ୍ଧରାଜାକହିଛନ୍ତି, “ଗତ କିଛିମାସ ମଧ୍ୟରେଉପଭୋକ୍ତାଙ୍କର ଆଚରଣରେ ଆମେ ଦ୍ରୁତପରିବର୍ତ୍ତନ ଲକ୍ଷ୍ୟ କରିଛୁ, ବିଶେଷକରିଖୁଚୁରା ବ୍ୟବସାୟରେ ଲୋକମାନେକିଣାକିଣି କରିବାକୁ ଅଧିକରୁ ଅଧିକଅନ୍‍ଲାଇନ ପ୍ଲାଟଫର୍ମକୁ ସ୍ଥାନାନ୍ତରିତହେଉଛନ୍ତି । ଆମୱେ ମଧ୍ୟ ଅନୁରୂପ ଧାରାଲକ୍ଷ୍ୟ କରିଛି । ୱେବ ବିକ୍ରି ଦ୍ୱିଗୁଣିତହୋଇଥିôବାରୁ ବାସଗୃହକୁ ଯୋଗାଣ ଅର୍ଡରମଧ୍ୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟିଛି,ଏବଂ ଆମେ ଆଶା କରୁଛୁ ଏହି ଧାରାବଜାୟ ରହିବ । ନିର୍ବିଘ୍ନ କିଣାକିଣିଅଭିଜ୍ଞତାକୁ ନିଶ୍ଚିତ କରିବା ଏବଂଅର୍ଡରଗୁଡିକୁ କୋଣ ଅନୁକୋଣରେପହଞ୍ଚାଇବା ସକାଶେ ଆମେ ଆମରଯୋଗାଣ ଶୃଙ୍ଖଳ ଓ ସଂଚାଳନ ବ୍ୟବସ୍ଥାସୁଦୃଢ କରିବା ଦିଗରେ କାର୍ଯ୍ୟ କରୁଛୁ ।ଅଧିକ ଗୋଦାମଗୃହ, ଲୋକଶକ୍ତି, ନୂତନସଂଚାଳନ ଅଂଶୀଦାର ଯୋଗକରିବାସହିତ ଗୋଦାମଘରଗୁଡିକରେସ୍ୱୟଂଚାଳିତ ବ୍ୟବସ୍ଥା ଲାଗୁ ଓ ଅନ୍ୟାନ୍ୟପଶ୍ଚାତ୍‍ଭାଗ ପ୍ରକ୍ରିୟାକୁ ସୁସଂହତ କରିହୋମ୍‍ ଡେଲିଭରୀ (ବାସଗୃହକୁଯୋଗାଣ) ଅନୁଭୂତିରେ ବୃଦ୍ଧି ଘଟାଇବାକୁଆମେ ୩୦କୋଟି ଟଙ୍କା ନିବେଶକରିବୁ । ଆମେ ଆଗକୁ ବଢୁଥିବାବେଳେଉଭୟ ଅଫ୍‍ଲାଇନ ଓ ଅନ୍‍ଲାଇନପ୍ଲାଟଫର୍ମ ଆମୱେ ଇଣ୍ଡିଆର ଭବିଷ୍ୟତକୋ÷ଶଳର ମୁଖ୍ୟ ଉପାଦାନ ହେବ ଏବଂଉପଭୋକ୍ତାଙ୍କ ଆଚରଣ ତଥା ଧାରାଆଧାରରେ ଅନ୍‍ଲାଇନ ଉପରେ ସର୍ବାଧିକଗୁରୁତ୍ୱ ଦିଆଯିବ ।”ବର୍ଦ୍ଧିତ ଅନ୍‍ଲାଇନ ଅର୍ଡର ଏବଂଏହାର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖକରିଗ୍ଲୋବାଲ ଓମ୍‍ନି ଚାନେଲ ଲଜିଷ୍ଟିକ୍‍ସ,ଆମୱେ ଇଣ୍ଡିଆର ଉପସଭାପତି ସଞ୍ଜୀବସୁରୀ କହିଛନ୍ତି, “ସମ୍ପ୍ରତି ଆମେ ପ୍ରାୟ୨.୮ ଲକ୍ଷ ହୋମ୍‍ ଡେଲିଭରୀ କରୁଛୁ,ଯାହା ଆମର ମୋଟ ବିକ୍ରିର ପ୍ରାୟ ୭୦%-୮୦% । ଏହା ମାର୍ଚ୍ଚ ପୂର୍ବରୁ ୧ଲକ୍ଷରହିଥିଲା ଏବଂ ତାହା ମୋଟ ବିକ୍ରିର୪୦% ଥିଲା । ଏହା ଏକ ନୂତନବିଶ୍ୱକ୍ରମକୁ ପ୍ରତିଫଳିତ କରୁଛିଯେଉଁଠାରେ ଉପଭୋକ୍ତା କେବଳ ବଟନ୍‍ଚିପି ସବୁକିଛି ପାଇବାକୁ ଚାହୁଁଛନ୍ତି ।ବିଶେଷକରି ଭାରତୀୟ ଉପଭୋକ୍ତା ଇ-ବାଣିଜ୍ୟକୁ ଆପଣେଇବା ଅବସରରେଏହି ଧାରା ଅଧିକ ଗ୍ରହଣୀୟ ହୋଇଛି,ଯାହା ଗୋଲ୍‍ଡମ୍ୟାନ ସାଚ୍‍ସ ପକ୍ଷରୁ ପ୍ରସ୍ତୁତକରାଯାଇଥିବା ଅଧୁନାତମ ରିପୋର୍ଟ‘ଗ୍ଲୋବାଲ ଇଂଟରନେଟ: ଇ-କମର୍ସଷ୍ଟିପେନିଂ କର୍ଭ’ ଅନୁଯାୟୀ ୨୭%ବୃଦ୍ଧିପାଇ ୨୦୨୪ ସୁଦ୍ଧା ୯୯ ବିଲିଅନଡଲାର ହେବାକୁ ଯାଉଛି । ଏହି ପରିବର୍ତ୍ତିତଧାରା ସହିତ ଖାପଖୁଆଇବା ସକାଶେ ବିକ୍ରିପରବର୍ତ୍ତୀ ଅନୁଭୂତିରେ ବୃଦ୍ଧି ଘଟାଇବାକୁଆମେ ସେହି ଗୋଟିଏ ଦିନରେ ସାମଗ୍ରୀଯୋଗାଣ ଏବଂ ଅନ୍‍ଲାଇନରେ ଫେରସ୍ତସେବା ଆସନ୍ତା ବର୍ଷ ପ୍ରଥମ ତୈ୍ରମାସିକରେପ୍ରଚଳନ ଯୋଜନା କରୁଛୁ ।”ପରିବର୍ତ୍ତିତ ଯୋଗାଣ ଶୃଙ୍ଖଳଦୃଶ୍ୟପ… ସହିତ ନିଜକୁ ପ୍ରସ୍ତୁତ କରିବାପାଇଁ ଆମୱେ ଇଣ୍ଡିଆ ଏକ ସୁସଂହତଯୋଗାଣ ଶୃଙ୍ଖଳ ଏବଂ ହୋମ୍‍ଡେଲିଭରୀ କୋ÷ଶଳ ଉପରେକାର୍ଯ୍ୟକରୁଛି । ସେଥିପାଇଁ ଆମୱେ ସ୍ୱାଧୀନଭାବରେ ଶେଷସ୍ଥଳ ପର୍ଯ୍ୟନ୍ତ ସାମଗ୍ରୀପହଞ୍ଚାଇବା ମଡେଲ ନିର୍ମାଣ କରୁଛି ଏବଂଏହା ଅତ୍ୟନ୍ତ ସୁସଂହତ ବହୁଧା-ବିକ୍ରେତାଜାତୀୟ ସଂଗଠନ ଅଧୀନରେକରାଯାଉଛି । ସମ୍ପ୍ରତି ଆମୱେ ୧୮ଟିସ୍ଥାନୀୟ ଏବଂ ଜାତୀୟସ୍ତରରଯୋଗାଣକାରୀ ଅଂଶୀଦାରଙ୍କ ସହିତ ମିଳିତଭାବେ କାର୍ଯ୍ୟକରୁଛି ଏବଂ ଚଳିତ ବର୍ଷଶେଷସୁଦ୍ଧା ଆଉକେତେକ ଅଗ୍ରଣୀଜାତୀୟସ୍ତରର ସଂଚାଳନ ଅଂଶୀଦାରଙ୍କୁସଂଯୋଗ କରି ଏହି ନେଟୱାର୍କକୁ ସୁଦୃଢକରିବା ଯୋଜନା କରିଛି । କମ୍ପାନୀ ସମ୍ପ୍ରତି୮୦୦୦ ପିନ୍‍କୋଡ ଠିକଣାରେ ସେବାଯୋଗାଉଛି ଏବଂ ଅଧିକ ସଂଖ୍ୟକଜାତୀୟସ୍ତରର ସଂସ୍ଥାକୁ ଯୋଗକରି ତଥାସେଗୁଡିକର ନେଟୱାର୍କରେ ସମ୍ମିଶ୍ରଣଘଟାଇ ୧୫୦୦୦ ପିନ୍‍କୋଡଠିକଣାରେ ସେବା ଯୋଗାଣ ଲକ୍ଷ୍ୟରଖିଛି । ଆମୱେ ମଧ୍ୟ ଭାରତରେଅନ୍‍ଲାଇନ ଚାହିଦାକୁ ସହାୟତା ଏବଂପୂରଣ କରିବା ନିମନ୍ତେ ୪୦% ଅତିରିକ୍ତତୃତୀୟ ପକ୍ଷ ଲୋକଶକ୍ତି ନିଯୁକ୍ତି ଯୋଜନାକରିଛି । ପ୍ରଯୁକ୍ତି ଉପରେ ବର୍ଦ୍ଧିତନିର୍ଭରଶୀଳତା ଆମୱେ ଇଣ୍ଡିଆରପ୍ରତ୍ୟେକ କାର୍ଯ୍ୟକାରିତା ସ୍ତରରେ ନିରନ୍ତରଡିଜିଟାଲ ରୂପାନ୍ତରଣ ନିମନ୍ତେ ପଥପରିଷ୍କାର କରିଛି । ସମ୍ପ୍ରତି ବହୁଧା ଡିଜିଟାଲଏବଂ ସାମାଜିକ ସାଧନ ପ୍ରଚଳନ ସହିତଆମୱେ ଇଣ୍ଡିଆ ତାହାର ପ୍ରତ୍ୟକ୍ଷବିକ୍ରେତାଙ୍କ ନିମନ୍ତେ ଉତ୍ପାଦଗୁଡିକର କ୍ରୟଓ ବିକ୍ରୟ ଏବଂ ସେମାନଙ୍କର ବ୍ୟବସାୟନିର୍ମାଣ ଆଦି ପାଇଁ ଅନ୍‍ଲାଇନ ପଦ୍ଧତିଆପଣେଇବା ୧୦ଗୁଣ ଅଧିକ ସହଜକରିବାକୁ ଲକ୍ଷ୍ୟ ରଖିଛି ।

- Advertisement -ହୋମ୍‍ ଡେଲିଭରୀରେ ଆମୱେର ୨୦୦% ବୃଦ୍ଧି

More articles

LEAVE A REPLY

Please enter your comment!
Please enter your name here

- Advertisement -ହୋମ୍‍ ଡେଲିଭରୀରେ ଆମୱେର ୨୦୦% ବୃଦ୍ଧି

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...