28 C
Bhubaneswar
Sunday, September 20, 2020

କୋଭିଡ୍ରୁ ସୁସ୍ଥ ପ୍ଲାଜମା ଦାତା କୋଭିଡ୍ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

Must read

ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ଜାତୀୟ ୱେବିନାର

ପ…ାମୁଣ୍ଡାଇ, ୧୯/୯ (ନିପ୍ର) :ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ପକ୍ଷରୁମ୍ୟାପିଂଙ୍ଗ ଦ ଇନୋଭେସନ ସିଷ୍ଟମ ଫରଆତ୍ମ ନିର୍ଭର ଭାରତ ଶୀର୍ଷକ ଜାତୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୁଜୁରାଟଅହମଦାବାଦବିଶ୍ୱବିଦ୍ୟାଳୟର ସ୍କୁଲଅଫଲ ଏବଂଏନଭରନମେଟଂ ଆଣ୍ଡ...

ଆଇସିଆଇସିଆଇ, ଏନ୍ଏସ୍ଡିଏଲ୍ପେମେଂଟସ୍ ବ୍ୟାଙ୍କ ସହବନ୍ଧିତ

ଭୁବନେଶ୍ୱର, ୧୯/୯ (ନିପ୍ର):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ଇନ୍ସୁ୍ୟରାନ୍ସ , ଭାରତର ସର୍ବବୃହତ୍ଜମାକାରୀ ସଂସ୍ଥା ଏନ୍ଏସ୍ଡିଏଲରସହାୟକ କମ୍ପାନୀ ଏନ୍ଏସ୍ଡିଏଲ୍ପେମେଂଟସ ବ୍ୟାଙ୍କ ସହିତ ଏକକର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷରକରିଛି । ଏହି ଚୁକ୍ତି ଅଧୀନରେଆଇସିଆଇସିଆଇ...

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...

ବାରିପଦା, ୧୧ା୦୯ (ନି.ପ୍ର.) : ମୟୂରଭଜିଲ୍ଲା ପ୍ରସାଶନ ତତ୍ୱାବଧାନରେ ଜିଲ୍ଲାରେକୋଭିଡ୍-୧୯ ପରିଚାଳନା ତଥା ସତର୍କତାସଚେତନତା କାର୍ଯ୍ୟକ୍ରମ ଉପରେବିଶେଷଧ୍ୟାନ ଦେଇ ସୁପରିଚାଳନାକରାଯାଇ ଆସୁଅଛି । ସ୍ୱାସ୍ଥ୍ୟ ବିଭାଗମାର୍ଗଦର୍ଶିକାନୁଯାୟୀ କୋଭିଡ୍ରେ ଆକ୍ରାନ୍ତଜଟିଳ ରୋଗୀ ମାନଙ୍କୁ ପ୍ଲାଜମା ଥେରାପିଚିକିସôା ବ୍ୟବସ୍ଥାକୁ ବିଶେଷ ଗୁରୁତ୍ୱ ଦେଇଏହାର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟକ୍ରମକୁଜିଲ୍ଲାରେ ତରାନ୍ୱିତ କରାଯାଉଛି ।କୋଭିଡ୍ରୁ ସୁସ୍ଥ ହୋଇଥିବା ଯୋଗ୍ୟ ବ୍ୟକ୍ତିମାନଙ୍କ ଠାରୁ ପ୍ଲାଜମା ସଂଗ୍ରହ କାର୍ଯ୍ୟକ୍ରମକୁଅଧିକ ପ୍ରୋସôାହିତ କରାଯଉଛି । ଏହିପରିପ୍ରେକ୍ଷୀରେ, ତା.୧୦.୦୯.୨୦୨୦ରିଖ ପୂର୍ବାହ୍ନରେ ମୟୂରଭ ଜିଲ୍ଲାପାଳଙ୍କକାର୍ଯ୍ୟାଳୟ ସ୍ଥିତ ଫେସିଲିଟେସନ ସମ୍ମଳନୀକକ୍ଷରେ ମୟୂରଭ ଜିଲ୍ଲାପାଳ ବିନୀତଭରଦ୍ୱାଜ, ଭା.ପ୍ର.ସେ. ଙ୍କ ଅଧ୍ୟକ୍ଷତାରେଅନୁଷ୍ଠିତ ଏକ ଜିଲ୍ଲା ସ୍ତରୀୟ ସମ୍ବନ୍ଧନାକାର୍ଯ୍ୟକ୍ରମରେ ୬ ଜଣ ପ୍ଲାଜମା ଦାତାକୋଭିଡ୍ ଯୋଦ୍ଧା ମାନଙ୍କୁ ପୁଷ୍ପଗୁଚ୍ଛ ଓମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏହିଅବସରରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜତାଙ୍କର ପ୍ଲାଜମା ଦାନ ପରି ଏକ ମହ୍ୱତତଥା ଜଟିଳ ଆକ୍ରାନ୍ତ କୋଭିଡ ରୋଗୀମାନଙ୍କ ଜୀବନ ରକ୍ଷା ପାଇଁ ପ୍ରେରଣା ଉସôସାଜିଥିବାରୁ ସେମାନଙ୍କୁ ସାଧୁବାଦଜଣାଇବା ସହିତ ଜିଲ୍ଲାରେ ବର୍ତମାନ ସୁଦ୍ଧାତିନି ହଜାରରୁ ଉର୍ଦ୍ଧ ବ୍ୟକ୍ତି କୋଭିଡରୁ ସୁସ୍ଥହୋଇଥିବା ସମସ୍ତ ବ୍ୟକ୍ତି ମାନଙ୍କୁ ମଧ୍ୟ ଏଦିଗରେ ଉସôାହିତ କରିବା ପାଇଁ ପରାର୍ମଶଦେଇଥିଲେ । ଏହି ଅବସରରେ ବଡସାହିସିଏଚ୍ସିର ଡା. ସଂଜିବ କୁମାର ବଇତାଳପ୍ଲାଜମା ଦାତା ତାଙ୍କର ଅନୁଭୂତି ପ୍ରକାଶକରିଥିଲେ । ପ୍ଲାଜମା ଥେରାପି ଚିକିସôା ପାଇଁପ୍ଲାଜମା ସଂଗ୍ରହ କାର୍ଯ୍ୟକ୍ରମରେ ସ୍ୱେଚ୍ଛାକୃତଭାବରେ ପ୍ଲାଜମା ଦାନ କରିଥିବା ପରେରରୁଆଁ ବ୍ଲକ ଝୁମୁକପାଳ ଗ୍ରାମ ଦୁର୍ଯ୍ୟଧନମାଝୀ, କପ୍ତିପଦା ବ୍ଲକର ଛୁଇଁପୋଷିଗ୍ରାମର ଆଲୋକ ଦେହୁରୀ,ରାସଗୋବିନ୍ଦପୁର ବ୍ଲକର ମଙ୍ଗଳପୁରଝାଡିଆଡା ଗ୍ରାମର ହିମାଂଶୁ କୁଣ୍ଡୁ ଓରାସଗୋବିନ୍ଦପୁର ବ୍ଲକର ମଙ୍ଗଳପୁରଝାଡିଆଡା ଗ୍ରାମର ଚନ୍ଦ୍ରକାନ୍ତ ଦାସ ଏବଂବଡସାହି ସିଏଚ୍ସିର ଡା. ସଂଜିବ କୁମାରବଇତାଳ ଓ ଖୁଣ୍ଟା ବ୍ଲକର ଡୁକୁରା ସିଏଚ୍ସିର ଡା. ଜୟନ୍ତ କୁମାର ସିଆଳ ପ୍ରମୁଖକୋଭିଡ୍ ଯୋଦ୍ଧା ମାନଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତକରିଥିଲେ ।ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ମୟୂରଭ ଶ୍ରୀବିବେକାନନ୍ଦ ସାହୁ ପି.ଏ.ଆଇ.ଟି.ଏ.ବାରିପଦା ତଥା କୋଭିଡ୍-୧୯ ଜିଲ୍ଲା ପ୍ଲାଜମାଥେରାପି ନୋଡାଲ ଅଫିସର ଶ୍ରୀ ବସନ୍ତକୁମାର ସେଠୀ, ଜିଲ୍ଲା ଜରୁରୀ ଅଧିକାରୀ,ଡେପୁଟି କଲେକ୍ଟର ସୁଜୟ କୁମାର ପତି,ଓ.ପ୍ର.ସେ., ଅତିରିକ୍ତ ଉପଜିଲ୍ଲାପାଳବାରିପଦା ଶ୍ରୀ ପ୍ରକାଶ ବେହେରା ପ୍ରମୂଖସମେତ ସଂପୃକ୍ତ ପଦାଧିକାରୀ ଉପସ୍ଥିତ ରହିପ୍ଲାଜମା ଦାତାଙ୍କୁ ଉସôାହିତ କରିଥିଲେ । ସୂଚନାଯୋଗ୍ୟ, ଯେ ପ୍ରଥମ ପ୍ରର୍ଯ୍ୟାୟରେ ୪ ଜଣ ଓଦ୍ୱିତୀୟ ପ୍ରର୍ଯ୍ୟାୟରେ ୬ ଜଣ ପ୍ଲାଜମା ଦାନକରିଥିବାବେଳେ ଆଗାମୀ ଦିନରେ କୋଭିଡ୍ରୁ ସୁସ୍ଥ ଓ ଯୋଗ୍ୟ ବ୍ୟକ୍ତିଙ୍କୁ ସ୍କ୍ରିନିଂ କରାଯାଇଉକ୍ତ ବ୍ୟକ୍ତିଙ୍କ ଠାରୁ ପ୍ଲାଜମା ଦାନ କରିବାପାଇଁ ଜିଲ୍ଲା ପ୍ରସାଶନ ତତ୍ୱାବଧାନରେ ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କାର୍ଯ୍ୟକର୍ମକତା ତ୍ୱରାନ୍ନିତକରାଯାଉଅଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ଜାତୀୟ ୱେବିନାର

ପ…ାମୁଣ୍ଡାଇ, ୧୯/୯ (ନିପ୍ର) :ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ପକ୍ଷରୁମ୍ୟାପିଂଙ୍ଗ ଦ ଇନୋଭେସନ ସିଷ୍ଟମ ଫରଆତ୍ମ ନିର୍ଭର ଭାରତ ଶୀର୍ଷକ ଜାତୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୁଜୁରାଟଅହମଦାବାଦବିଶ୍ୱବିଦ୍ୟାଳୟର ସ୍କୁଲଅଫଲ ଏବଂଏନଭରନମେଟଂ ଆଣ୍ଡ...

ଆଇସିଆଇସିଆଇ, ଏନ୍ଏସ୍ଡିଏଲ୍ପେମେଂଟସ୍ ବ୍ୟାଙ୍କ ସହବନ୍ଧିତ

ଭୁବନେଶ୍ୱର, ୧୯/୯ (ନିପ୍ର):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ଇନ୍ସୁ୍ୟରାନ୍ସ , ଭାରତର ସର୍ବବୃହତ୍ଜମାକାରୀ ସଂସ୍ଥା ଏନ୍ଏସ୍ଡିଏଲରସହାୟକ କମ୍ପାନୀ ଏନ୍ଏସ୍ଡିଏଲ୍ପେମେଂଟସ ବ୍ୟାଙ୍କ ସହିତ ଏକକର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷରକରିଛି । ଏହି ଚୁକ୍ତି ଅଧୀନରେଆଇସିଆଇସିଆଇ...

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...

ଏଆଇସିସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳର କେନ୍ଦୁଝର ଗସ୍ତ

ଭୁବନେଶ୍ୱର, ୧୯.୯(ନିପ୍ର): ଏଆଇସିସିଦ୍ୱାରା ଗଠିତ ଟିମ୍ ଆଜି କେଉଁଝରବନ୍ୟାଂଚଳ ଗ୍ରସ୍ତ କରିବା ସହିତକ୍ଷୟକ୍ଷତିର ଆକଳନ କରିବା ପାଇଁ ଗ୍ରସ୍ତକରିଥିଲେ । ଟିମ୍ରେ ଥିବା ପୂର୍ବତନ ପିସିସିସଭାପତି ଶ୍ରୀ ଜୟଦେବ ଜେନା...