18 C
Bhubaneswar
Tuesday, January 19, 2021

ସ୍ୱାମୀର ମଦ କାରବାରକୁ ବିରୋଧ ସତ୍ୱେ ନିସ୍ତାର ପାଇଲାନି ପତ୍ନୀ

Must read

ଭାରତ କେବଳ ହାତଗଣତି ମିନିଟେରାଲ୍ସ ସହିତ ରହିଯାଇଛି ।

ଆମେରିକା : ଆମେରିକାର ବାରମ୍ବାର ଚେତାବନୀ ସ୍ଵତେ ଚୀନ୍ ସହିତ ନିବେଶ ଉପରେ ୟୁରୋପୀୟ ୟୁନିଅନର ସମ୍ପ୍ରତି ବିସ୍ତୃତ ଚୁକ୍ତିନାମା ସମଗ୍ର ବିଶ୍ୱରେ ଆଖିକୁ...

ସୋସିଆଲ ମିଡିଆରେ ମୋନୀ ରୟ ଜଣେ ଲୋକପ୍ରିୟ ସେଲିବ୍ରିଟି ଅଟନ୍ତି |

ନୂଆଦିଲ୍ଲୀ: ପୁଣି ଥରେ ଅଭିନେତ୍ରୀ ମୁନି ରୟ ନିଜର ସାଇଜଲିଂ ବିକିନି ଚିତ୍ର ସହିତ ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି। ଷ୍ଟାନର୍ଙ୍କର ଏକ ...

ପବଜୀ ମୋବାଇଲ୍ ଇଣ୍ଡିଆ ପୁନ ଆରମ୍ଭ ତାରିଖ ।

ନୂଆଦିଲ୍ଲୀ: ଭାରତରେ ଖେଳର ପୁନ ପ୍ରବେଶ ପାଇଁ ଲକ୍ଷ ଲକ୍ଷ ମୋବାଇଲ୍ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଆଗାମୀ ଦିନରେ ଦେଶରେ ମୋବାଇଲ୍ ଇଣ୍ଡିଆ...

ଜୁନ୍ ମଧ୍ୟଭାଗରୁ ଭାରତ ସର୍ବନିମ୍ନ ସ୍ପାଇକ୍ ରେକର୍ଡ କରିଛି ।

ନୁଆଦିଲ୍ଲୀ: ଗତ ୨୪ଘଣ୍ଟା ମଧ୍ୟରେ ଭାରତ ୧୩,୭୮୮ ନୂତନ କୋଭିଡ -୧୯ ମାମଲା ରିପୋର୍ଟ କରିଛି | ଗତ ବର୍ଷ ଜୁନ୍ ମଧ୍ୟଭାଗରେ ଏହି...

ବାଲେଶ୍ୱରି, ୧୧ା୦୯ (ନି.ପ୍ର.) :ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁଁଁବ୍ରାଉନସୁଗାର କାରବାର କ୍ଷେତ୍ରରେବାଲେଶ୍ୱର ଏବେ ସମଗ୍ର ଦେଶରେ ହବ୍ପାଲଟିଛି । ଅନ୍ୟପକ୍ଷରେ ବାଲେଶ୍ୱରଅବକାରୀ ବିଭାଗ ଅଧିକାରୀଙ୍କ ମାମଲାସଂଖ୍ୟା ବୃଦ୍ଧି ଓ ପଦୋନ୍ନତି ପାଇବାନିଶା ଯୋଗୁଁ ବିଭିନ୍ନ ସମୟରେ ସମ୍ପୂର୍ଣ୍ଣଟିମ୍କୁ ଅପଦସ୍ତ ହେବାକୁ ପଡ଼ୁଛି ।ଅନୁରୂପ ଭାବେ ସଦର ଥାନା ଅନ୍ତର୍ଗତଚଣ୍ଡିପୁର ଗ୍ରାମରେ ଦେଶୀମଦ ବ୍ୟବସାୟକରୁଥିବା ଜନୈକ ଯୁବକଙ୍କ ପତ୍ନୀଙ୍କୁଅବକାରୀ ଟିମ୍ ଗିରଫ କରିବା ଘଟଣାକୁନେଇ ସାଧାରଣରେ ତୀବ୍ର ଅସନ୍ତୋଷପ୍ରକାଶ ପାଇଛି । ଏହି ଗ୍ରାମରଶ୍ୟାମସୁନ୍ଦର ବେହେରାଙ୍କ ପୁତ୍ର ରାଜମିସ୍ତ୍ରୀଶମ୍ଭୁନାଥ ବେହେରା ନିଜେ ମଦ ପିଇବାସହିତ ସ୍ଥାନୀୟ ଯୁବକଙ୍କୁ ମଦ ବିକ୍ରିକରୁଥିବା ନେଇ ଅଭିଯୋଗ ହେଉଥିଲା ।ପତ୍ନୀ ତପସ୍ୱନୀ ବେହେରା ମାତାଲିସ୍ୱାମୀ ଶମ୍ଭୁନାଥର ମଦପିଆ ଓ ମଦବିକ୍ରିନୀତିକୁ ବିରୋଧ କରିବା ସହସମ୍ପର୍କୀୟଙ୍କ ଜରିଆରେ ପୁଲିସ ତଥାଅବକାରୀ ବିଭାଗକୁ ବହୁବାର ଖବରଦେଇଛି । ଏମିତିକି ଅଭିଯୋଗ କରିବାଯୋଗୁଁ ସ୍ୱାମୀଠାରୁ ମାଡ଼ଖାଇ ତାଙ୍କୁବାପଘରେ ରହିବାକୁ ପଡ଼ିଛି । କୋଳରେଏବେ ବର୍ଷକର ପୁଅଟିଏ ବି ତାଙ୍କରଅଛି । ତେବେ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଅବକାରୀ ବିଭାଗର ସଦରଶାଖାର ଇନ୍ସ୍ପେକ୍ଟର ପ୍ରବୀଣ କୁମାରପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ଶମ୍ଭୁନାଥଙ୍କ ଘର ଉପରେ ଆଜି ସକାଳେଚଢ଼ଉ କରିଥିଲା । ସେତେବେଳକୁଶମ୍ଭୁନାଥ କାମ କରିବାକୁ ଘରୁ ପଳାଇଯାଇଥିଲା । ଅବକାରୀ ଟିମ୍ ତାଙ୍କ ପତ୍ନୀତପସ୍ୱନୀଙ୍କୁ ମଦ ସମ୍ପର୍କରେପଚରାଉଚୁରା ବି କରିଥିଲେ । ତେବେତାଙ୍କ ବିରୋଧ ଯୋଗୁଁ ଶମ୍ଭୁନାଥ ଘରଭିତରେ ମଦ ରଖେନାହିଁ ଓ ଘର ବାହାରବାଡ଼ିରେ କେଉଁଠି ରଖିଥିବ ବୋଲି ସେଅବକାରୀ କର୍ମଚାରୀଙ୍କୁ ସୂଚୀତକରିଥିଲେ । ସେହିକ୍ର୍ରମରେ ଅବକାରୀକର୍ମଚାରୀମାନେ ଶମ୍ଭୁନାଥର ଘରବାଡ଼ିରୁଗୋଟିଏ ଜରକିନ୍ରେ ଥିବା ୯ ଲିଟରଦେଶୀମଦକୁ ଜବତ କରିଥିଲେ । ପରେକିଛି ବୁଝିବା ପୂର୍ବରୁ ଶମ୍ଭୁନାଥ ପରିବର୍ତେତାଙ୍କ ପତ୍ନୀ ତପସ୍ୱିନୀଙ୍କୁ ସେମାନେଆରେଷ୍ଟ କରିଥିଲେ । ୧ବର୍ଷର ପୁଅକୁଛାଡ଼ି ସେ କେମିତି ଯିବେ ବୋଲି ତପସ୍ୱିନୀକାକୁତି ମିନତି ହୋଇ କହିଥିଲେ ।ସ୍ୱାମୀଙ୍କ କୁକର୍ମକୁ ସେ ସବୁବେଳେବିରୋଧ କରିଆସୁଥିବା ନେଇ ପ୍ରକାଶକରିବା ସହ ପଡ଼ୋଶୀଙ୍କୁ ଏ ବାବଦରେପଚାରିବାକୁ ତପସ୍ୱନୀ ଅବକାରୀକର୍ମଚାରୀଙ୍କୁ ନେହୁରା ମଧ୍ୟ ହୋଇଥିଲେ ।ପରେ ଗ୍ରାମବାସୀମାନେ ମଧ୍ୟ ଅବକାରୀଟିମ୍କୁ ସବୁକଥା ଜଣାଇବା ସହତପସ୍ୱିନୀଙ୍କ ସୂଚନା କ୍ରମେ ଏହି ଚଢ଼ଉହୋଇଥିବା ବୁଝାଇଥିଲେ । ମାତ୍ର କାହାରିକଥା ଶୁଣିବା ପରିବର୍ତେସଦର ଇନସ୍ପେକ୍ଟରଶ୍ରୀ ପ୍ରଧାନ ତପସ୍ୱିନୀଠାରୁ କ୍ଷୀର ପିଇଥିବାତାଙ୍କର ପୁଅକୁ ଅଲଗା କରି ଜୋରଜବରଦସ୍ତ ଗିରଫ ସହ ଅଫିସକୁ ନେଇଆସିଥିଲେ । ଏଭଳି ଅମାନବୀୟ ଦୃଶ୍ୟକୁଦେଖି ଗ୍ରାମବାସୀଙ୍କ ମଧ୍ୟରେ ଉତେଜନାପ୍ରକାଶ ପାଇବା ସହ ସେମାନେଅବକାରୀଟିମ୍କୁ କିଛି କରିବା ପୂର୍ବରୁସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ସେଠାରେପହଞ୍ଚି ପରିସ୍ଥିତିକୁ ଆୟତ କରିଥିଲେ ।ତେବେ ମାମଲା ସଂଖ୍ୟା ବୃଦ୍ଧି କରିବା ଓପଦୋନ୍ନତି ପାଇବା ନିଶାରେ ଅବକାରୀଅଧିକାରୀଙ୍କର ଏହିଭଳି ଅପରିଣାମଦର୍ଶୀକାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ଟିମ୍କୁ ସାଧାରଣରେଶରବ୍ୟ ହେବାକୁ ପଡ଼ୁଛି । ଏହି ଘଟଣାରଉଚ୍ଚସ୍ତରୀୟ ତଦନ୍ତ ପାଇଁ ଚଣ୍ଡିପୁର,ଭୀମପୁର ଓ ରସାଳପୁର ଗ୍ରାମବାସୀମାନେଦାବି କରିଛନ୍ତି

- Advertisement -ସ୍ୱାମୀର ମଦ କାରବାରକୁ ବିରୋଧ ସତ୍ୱେ ନିସ୍ତାର ପାଇଲାନି ପତ୍ନୀ

More articles

LEAVE A REPLY

Please enter your comment!
Please enter your name here

- Advertisement -ସ୍ୱାମୀର ମଦ କାରବାରକୁ ବିରୋଧ ସତ୍ୱେ ନିସ୍ତାର ପାଇଲାନି ପତ୍ନୀ

Latest article

ଭାରତ କେବଳ ହାତଗଣତି ମିନିଟେରାଲ୍ସ ସହିତ ରହିଯାଇଛି ।

ଆମେରିକା : ଆମେରିକାର ବାରମ୍ବାର ଚେତାବନୀ ସ୍ଵତେ ଚୀନ୍ ସହିତ ନିବେଶ ଉପରେ ୟୁରୋପୀୟ ୟୁନିଅନର ସମ୍ପ୍ରତି ବିସ୍ତୃତ ଚୁକ୍ତିନାମା ସମଗ୍ର ବିଶ୍ୱରେ ଆଖିକୁ...

ସୋସିଆଲ ମିଡିଆରେ ମୋନୀ ରୟ ଜଣେ ଲୋକପ୍ରିୟ ସେଲିବ୍ରିଟି ଅଟନ୍ତି |

ନୂଆଦିଲ୍ଲୀ: ପୁଣି ଥରେ ଅଭିନେତ୍ରୀ ମୁନି ରୟ ନିଜର ସାଇଜଲିଂ ବିକିନି ଚିତ୍ର ସହିତ ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି। ଷ୍ଟାନର୍ଙ୍କର ଏକ ...

ପବଜୀ ମୋବାଇଲ୍ ଇଣ୍ଡିଆ ପୁନ ଆରମ୍ଭ ତାରିଖ ।

ନୂଆଦିଲ୍ଲୀ: ଭାରତରେ ଖେଳର ପୁନ ପ୍ରବେଶ ପାଇଁ ଲକ୍ଷ ଲକ୍ଷ ମୋବାଇଲ୍ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଆଗାମୀ ଦିନରେ ଦେଶରେ ମୋବାଇଲ୍ ଇଣ୍ଡିଆ...

ଜୁନ୍ ମଧ୍ୟଭାଗରୁ ଭାରତ ସର୍ବନିମ୍ନ ସ୍ପାଇକ୍ ରେକର୍ଡ କରିଛି ।

ନୁଆଦିଲ୍ଲୀ: ଗତ ୨୪ଘଣ୍ଟା ମଧ୍ୟରେ ଭାରତ ୧୩,୭୮୮ ନୂତନ କୋଭିଡ -୧୯ ମାମଲା ରିପୋର୍ଟ କରିଛି | ଗତ ବର୍ଷ ଜୁନ୍ ମଧ୍ୟଭାଗରେ ଏହି...

ଆଜି ଷ୍ଟାର୍ଟଅପ୍ ଇଣ୍ଡିଆ ଆନ୍ତର୍ଜାତୀୟ ସମ୍ମିଳନୀ ।

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଷ୍ଟାର୍ଟଅପ୍ ସହ ଯୋଗାଯୋଗ କରିବେ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ...