19 C
Bhubaneswar
Wednesday, November 25, 2020

ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

କେନ୍ଦ୍ରାପଡା , ୧୧ା୦୯ (ନି.ପ୍ର.) : ଅଲଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନକେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ କୋଭିଡପରିସ୍ଥିତିରେ ଜୀବନ ଜୀବିକାର ସୁରକ୍ଷାପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନକରାଯାଇଛି । ସେହି ଦାବୀପତ୍ରରେଉଲ୍ଲେଖ ରହିଛି ଯେ ଓଡିଶାରଗରୀବ,ଖଟିଖିଆ, ଶ୍ରମଜୀବିଜନସାଧାରଣ କରୋନା ଓ ତତଜନିତଲକଡାଉନ ପରିସ୍ଥିତି ଯୋଗୁଁ ଅତ୍ୟନ୍ତଶୋଚନୀୟ ଅବସ୍ଥା ମଧ୍ୟ ଦେଇ ଗତିକରୁଛନ୍ତି । ଜୀବିକା ହରାଇ ପ୍ରବାସୀଶ୍ରମିକମାନେ ରାଜ୍ୟକୁ ଫେରିବା ପରେଏଠାରେ ସେମାନଙ୍କ ପାଇଁ ନିଯୁକ୍ତିରକୈାଣସି ବ୍ୟବସ୍ଥା ନାହିଁ । ରାଜ୍ୟ ଭିତରେନିର୍ମାଣ ଓ ଅନ୍ୟାନ୍ୟ କ୍ଷେତ୍ରରେ ନିୟୋଜିତଶ୍ରମିକମାନେ ମଧ୍ୟ ଜୀବିକା ହରାଇଛନ୍ତିା କ୍ଷୁଦ୍ର ବ୍ୟବସାୟୀ ଓଉଠାଦୋକାନୀମାନଙ୍କର ବ୍ୟବସାୟ ମଧ୍ୟବନ୍ଦ ହୋଇଯାଇଛି । ପରିଚାରିକାଭାବରେ ବାବୁମାନଙ୍କ ଘରେ କାମକରୁଥିବା ମହିଳାମାନେ ମଧ୍ୟ କାମହରାଇଛନ୍ତି । ଏହିପରି ଭାବରେ ଘରେଘରେ ହା ହା କାର ପରିସ୍ଥିତି ସୃଷ୍ଟି ହୋଇଛିା ଦିନକୁ ଦୁଇ ଓଳି ଖାଦ୍ୟ ଯୋଗାଡକରିବା ମଧ୍ୟ କଠିନ ହୋଇପଡିଛି ।ରାଜ୍ୟର ଗରୀବ ଜନସାଧାରଣଙ୍କ ମଧ୍ୟରୁଅନେକଙ୍କର ରେସନକାର୍ଡ ନଥିବାରୁଖାଦ୍ୟ ସାମଗ୍ରୀ ପାଇବାରୁ ସେମାନେବଂଚିତ ହେଉଛନ୍ତି ।

ଆଶା, ଅଙ୍ଗନୱାଡି,ପାଚିକା, ସହାୟିକା ଭାବରେ କଠିନପରିଶ୍ରମକରି ସରକାରୀ ନୀତି ଗୁଡିକକାର୍ଯ୍ୟକାରୀ କରୁଥିବା ମହିଳାମାନଙ୍କୁଅତିକମ ପାରିଶ୍ରମିକ ଦିଆଯାଉଛି ।ତାହାପୁଣି ନିୟମିତ ଭାବରେ ନୁହେଁ ।ରାଜ୍ୟର ବନ୍ୟା ପରିସ୍ଥିତି ମଧ୍ୟ ଏହିଜନସାଧାରଣଙ୍କ ଦୁଃଖକୁ ଆହୁରିବଢାଇଦେଇଛି । ଏହି ସମସ୍ତ ଅଭାବୀମହିଳା ଓ ଜନଗଣଙ୍କ ଜୀବନର ସୁରକ୍ଷାପାଇଁ ସରକାରଙ୍କ ପକ୍ଷରୁ ଖାଦ୍ୟ, ନିଯୁକ୍ତିଓ ନିୟମିତ ରୋଜଗାରର ବ୍ୟବସ୍ଥା କରିବାସର୍ବାଗ୍ରେ ଜରୁରୀ ହୋଇଥିବାରୁ ସେମାନଙ୍କୁତୁରନ୍ତ ଆର୍ଥିକ ସହାୟତା ଯୋଗାଇଦେବାକୁଦାବି କରାଯାଇଛି । ଏଥିସହିତ ବର୍ତମାନପରିସ୍ଥିତିରେ କରୋନା ସମେତ ସମସ୍ତରୋଗର ଦେୟମୁକ୍ତ ଚିକିସôା ସେମାନଙ୍କୁଯୋଗାଇ ଦିଆଯାଉ । ଜୀବନ ଜୀବିକା ସହିତନାରୀମାନଙ୍କ ମର୍ଯର୍ାଦା ମଧ୍ୟ ବିପନ୍ନହୋଇପଡିଛି । ମଦ ଓ ଅଶ୍ଳିଳତାର ପ୍ରସାରସହିତ ନାବାଳିକା ଓ ଶିଶୁମାନଙ୍କ ଉପରେଯୈ÷ାନ ଉତ୍ପିଡନ ମଧ୍ୟ ବୃଦ୍ଧି ପାଇ ଚାଲିଛି ।ପୁନଶ୍ଚ ଲକଡାଉନ ପରିସ୍ଥିତିର ସୁଯୋଗରେସରକାର ରେଳ, ବ୍ୟାଙ୍କ, ଶିକ୍ଷା ଓ ସ୍ୱାସ୍ଥ୍ୟବ୍ୟବସ୍ଥାର ଘରୋଇକରଣ କରି କର୍ପୋରେଟହାତକୁ ଟେକିଦେଇଛନ୍ତି । ଏପରିକି ସ୍ୱାଧୀନଭାବରେ ମତବ୍ୟକ୍ତ କରିବାର ଅଧିକାରସହିତ ଅନ୍ୟାନ୍ୟ ଗଣତାନ୍ତ୍ରିକ ଅଧିକାର ଗୁଡିକୁଖର୍ବ କରିବାର ଯୋଜନା କରିଚାଲିଛନ୍ତି । ଏଣୁଏହି ଅବସରରେ ଏକ ୧୧ଦଫା ସମ୍ବଳିତଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେଜିଲ୍ଲାପାଳଙ୍କୁ ସଂଗଠନ ପକ୍ଷରୁ ହୀରାମଣୀରାଉତ, ଏଲୀନା ସାମନ୍ତରାୟ, ପ୍ରତିଜ୍ଞାନାୟକ, ଜୟନ୍ତୀ ଜେନା, ସରୋଜିନୀ ପ୍ରଧାନପ୍ରମୁଖ ପ୍ରଦାନ କରିଛନ୍ତି ।

- Advertisement -ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

More articles

LEAVE A REPLY

Please enter your comment!
Please enter your name here

- Advertisement -ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...