18 C
Bhubaneswar
Wednesday, November 25, 2020

ଜିଲ୍ଲାରେ କରୋନା ସ୍ଥିତି ସଂଘିନ ସଚେତନତା ହିଁ ବଂଚିବାର ମାଧ୍ୟମ

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ପିପିଲ,୧୧/୦୯ (ନିପ୍ର) : ପୁରୀ ଜିଲ୍ଲାରେ ଗତ ସପ୍ତାହ ଭିତରେ କରୋନାର ସ୍ଥିତିସଂଘିନ ହୋଇ ପଡିଛି । ଯାହା ଗୋଷ୍ଠି ସଂକ୍ରମିତ ଆଡକୁ ଦିନ କୁ ଦିନ ବଢି ଗତିକରୁଛି । ନା ଏବେ ଅଛି ଲକ ଡାଉନ କି ସର୍ଟ ଡାଉନ ନିୟମ କି ଆଇସୋଲେସନର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର । ସରକାର କରୋନା ପରିକ୍ଷା କରି ତାର ରିପୋର୍ଟ ଦେଇଦେଲେ କାମ ସରିଲା । ସେଥିପାଇଁ ନିଜ ଜୀବନ ବଂଚଇବା ପାଇଁ ନିଜେ ହିଁ ସଚେତନରହିବାକୁ ପଡୁଛି ।ଯଦି ଜିଲ୍ଲାରେ ଏହି ସପ୍ତାହର ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଦେଖିବାତାହାଲେ ନିଶ୍ଚିତ ଭାବେ ଜାଣି ରଖିବାକୁ ପଡିବ ଏହି କରୋନା ମହାମାରୀ ରାଜ୍ୟର ସବୁ ଜିଲ୍ଲା ଠାରୁ କେତେ ଦ୍ରୁତ ଗତିରେ ବ୍ୟାପି ଅଂଚଳରେ ସଂକ୍ରମିତ ହେଉଛି ।ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୬ତାରିଖ ରପୋର୍ଟରେ ପୁରୀ ଜିଲ୍ଲା କରୋନା ସଂକ୍ରମିତଙ୍କସଂଖ୍ୟା ୧୧୭ ,୭ତାରିଖରେ୨ଶହ ୮ତାରିଖରେ୨ଶହ ୧୭,୯ତାରିଖରେ୩ଶହ୮୭,୧୦ତାରିଖରେ୩ଶହ ୩୨ ହୋଇଥିବା ବେଳେ ଆଜି ୨ଶହ୭୯ଜଣକରୋନା ପଜେଟିଭ୍ ଚିହ୍ନଟ ହୋଇ ରାଜ୍ୟରେ ସବୁ ଜିଲ୍ଲାଠାରୁ ଆଗରେ ରହିଥିବାଜଣାପଡିଛି । ସରକାର ସାମାଜିକ ଦୁରତା ବଜାୟ ରଖିବା,ମୁହଁରେ ମାସ୍କ ପନ୍ଧିବାଅଯଥାରେ ଘରୁ କେହୀ ବାହାରକୁ ନଯିବା ଭଳି ବିଭିନ୍ନ କଡା ନିୟମ ଜାରୀକରାଯାଇଥିଲା । ସତେ ଯେମିତି କରୋନା ମୁକାବିଲା ପାଇଁ ହାତ ଟେକିଦେଲା ଭଳିଦିନ କୁ ଦିନ ଏହା କୋହଳ ମନୋବୃତି ରଖି ସବୁ ନିୟମ ପାଳନ କରାଯାଉନାହିାଁସାଧରଣ ଜୀବନ ଯାପନ ଚଳପ୍ରଚଳରେ କୈାଣସି କଟକଣା ନାହିଁ । ଆଉ କେହିମାନୁ ନାହଁନ୍ତି ସରକାରୀ ନିୟମ ମନଇଛା ଲୋକମାନେ ବିଭିନ୍ନ ସ୍ଥାନରେ ଭିଡ ଜମାଉଛନ୍ତିା ଜିଲ୍ଲା ଓ ବ୍ଲକ ପ୍ରଶାସନ ସବୁ ଦେଖି ଚୁପ ରହୁଛି । ଦିନ କୁ ଦିନ କରୋନାରେଜିଲ୍ଲାରେ ମୃତୁ୍ୟ ସଂଖ୍ୟା ବି ବଢିବାରେ ଲାଗିଛି ।ଏହି ଘଟଣାକୁ ରାଜ୍ୟ ସରକାରଗୁରୁତରଭାବେ ବିଚାରକୁ ନେଇ ଟୀକା ବ୍ୟାବସ୍ଥାର ସୁବିଧା ରାଜ୍ୟକୁ ନଆସିବା ଯାଏଁପୁର୍ବଭଳି ନିୟମ କଡାକଡି ପାଳନ କରାଯିବା ପାଇଁ ସାଧାରଣରେ ଦାବୀ ଉଠୁଛି ।କରୋନା ମୁକାବିଲା ପାଇଁ କୈାଣସି ଟିକା ବା ଔଷଧ ବାହାରି ନଥିବା ବେଳେ ସରକାରଙ୍କନିୟମ ଓ ସଚେତନତା ହିଁ ଏହାର ମୁଖ୍ୟ ମାଧ୍ୟମ ସାଜିଥିବା ଜଣାପଡିଛି ।

- Advertisement -ଜିଲ୍ଲାରେ କରୋନା ସ୍ଥିତି ସଂଘିନ ସଚେତନତା ହିଁ ବଂଚିବାର ମାଧ୍ୟମ

More articles

LEAVE A REPLY

Please enter your comment!
Please enter your name here

- Advertisement -ଜିଲ୍ଲାରେ କରୋନା ସ୍ଥିତି ସଂଘିନ ସଚେତନତା ହିଁ ବଂଚିବାର ମାଧ୍ୟମ

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...