18 C
Bhubaneswar
Wednesday, November 25, 2020

ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ଦୁର୍ନିତୀର ତଦନ୍ତ

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

କେନ୍ଦ୍ରାପଡା,୧୧ା୯(ନି.ପ୍ର): କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ପଳସିଂହାଗ୍ରାମପଂଚାୟତବାସୀଙ୍କ ପକ୍ଷରୁ ଲାଇଭଷ୍ଟକଏଡ ସେଂଟର ନିର୍ମାଣ ଦୁର୍ନିତୀର ତଦନ୍ତଦାବୀ କରାଯାଇଛି । ଗ୍ରାମପଂଚାୟତରଅଧିବାସୀମାନେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁଭେଟି ଏହି ଦୁର୍ନିତୀର ବିଧିବଦ୍ଧ ତଦନ୍ତକରାଯିବାକୁ ଦାବି କରିଛନ୍ତି । ଅଭିଯୋଗଅନୁଯାଇ ଗତ ୨୦୦୯-୧୦ ଆର୍ଥିକବର୍ଷରେ ପଳସିଂହା ପଂଚାୟତରେ ଲାଇଭଷ୍ଟକ ଏଡ ସେଂଟର ନିର୍ମାଣ ପାଇଁ ୪ଲକ୍ଷ୨୫ହଜାର ଟଙ୍କା ସରକାରୀ ଅନୁଦାନମଞ୍ଜୁର ହୋଇଥିଲା । ଏହି ସେଂଟର ନିର୍ମାଣନିମନ୍ତେ ପଳସିଂହା ମୈାଜାର ସଂରକ୍ଷିତଖାତା ନମ୍ବର ୧୦୭୬ ଓ ପ୍ଲଟ ନମ୍ବର୧୧୭୯ ଏରିଆ ଏ ୦.୦୧ ଡିସିମିଲଘରବାରୀ କିଷମ ଜମି ଉପରେ ନିର୍ମିତହୋଇଥିବା ପଳସିଂହା ଗ୍ରାମର ମହେନ୍ଦ୍ରମଳିକ ସୂଚନା ଅଧିକାର ଆଇନରେ ବ୍ଲକରେକର୍ଡରୁ ପାଇଥିବା ତଥ୍ୟରୁ ଜଣାପଡିଛି ।ଏହି କାର୍ଯ୍ୟଟି ବ୍ଲକର ତତକାଳୀନ କନିଷ୍ଠଯନ୍ତ୍ରୀଙ୍କ ନାମରେ ବିଭାଗୀୟ କାର୍ଯ୍ୟାଦେ୍ଦଶଗତ ତା ୨୭.୧୨.୨୦୧୦ରିଖରେପ୍ରଦାନ କରାଯାଇଥିବା ସୂଚନା ମିଳିଛି । ଏହିକାର୍ଯ୍ୟ ନିମନ୍ତେ ପ୍ରଥମ କିସ୍ତି ବାବଦରେ ଗତତା ୯.୦୩.୨୦୧୬ରିଖରେ ୨ଲକ୍ଷ୨୧ହଜାର ୬୮୫ଟଙ୍କା ଅଗ୍ରୀମଉଠାଯାଇଛି । ଦ୍ୱିତୀୟ କିସ୍ତିରେ ଗତ ତା୯,୦୧.୨୦୧୭ରିଖରେ ୧ଲକ୍ଷ୧୬ହଜାର ୯୯୮ଟଙ୍କା ଅଗ୍ରୀମଉଠାଯାଇଥିବା ବେଳେ ଗତ ତା୬.୧୦.୨୦୧୭ରିଖରେ ଅନ୍ୟଜଣେତତକାଳୀନ କନିଷ୍ଠ ଯନ୍ତ୍ରୀ ନାରାୟଣ ରଣାଙ୍କନାମରେ କାର୍ଯ୍ୟାଦେ୍ଦଶ ପରିବର୍ତନ କରାଯାଇ୮୬ହଜାର ୩୮୭ଟଙ୍କା ଉଠାଯାଇଥିବାସୂଚନା ଅଧିକାର ଆଇନରେ ବ୍ଲକରୁମିଳିଥିବା ତଥ୍ୟରୁ ଜଣାପଡିଛି । କିନ୍ତୁ ଏହିନିର୍ମାଣ ପାଇଁ ପ୍ରଦାନ କରାଯାଇଥିବାକାର୍ଯ୍ୟାଦେ୍ଦଶରେ ଉଲ୍ଲେଖଥିବା ପଳସିଂହାମୈାଜାର ଖାତା ନମ୍ବର ୧୦୭୬ ଓ ପ୍ଲଟନମ୍ବର ୧୧୭୯ ଉପରେ କୈାଣସି ଗୃହନଥିବା ଅଭିଯୋଗ ହୋଇଛି । ତେଣୁ ଏହି୪ଲକ୍ଷ ୨୫ହଜାର ଟଙ୍କା ସରକାରୀଅନୁଦାନ ଅର୍ଥକୁ ମିଥ୍ୟା ବିଲ ପ୍ରସ୍ତୁତକରାଯାଇ ହଡପ କରାଯାଇଥିବା ଯୋଗୁଁଏଥିନିମନ୍ତେ ଦାୟୀ ପୂର୍ବତନ କନିଷ୍ଠ ଯନ୍ତ୍ରୀପ୍ରତାପ କୁମାର ସାହୁ ଓ ନାରାୟଣରଣା,ପୂର୍ବତନ ସହକାରୀ ଯନ୍ତ୍ରୀ ଅକ୍ଷୟକୁମାର ପ୍ରଧାନ,ପୂର୍ବତନ ବିଡିଓ କିଶୋରଚନ୍ଦ୍ର ସ୍ୱାଇଁ ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷାନିବେଦିତା ସାମଲଙ୍କ ବିରୋଧରେ ଦୃଢକାର୍ଯୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀକରାଯାଇଛି । ଏହି ପଂଚାୟତଟି ପୂର୍ବତନବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସାମଲଙ୍କ ନିଜପଂଚାୟତ ହୋଇଥିବାରୁ ଏଠାରେ ହଡପହୋଇଥିବା ସମସ୍ତ ସରକାରୀ ଅର୍ଥ ଅଧ୍ୟକ୍ଷାଙ୍କନିଦେ୍ର୍ଦଶରେ ଓ ସହଯୋଗରେ ହୋଇଛି ବୋଲିଅଭିଯୋଗ ହୋଇଛି । ତେଣୁ ତୁରନ୍ତ ସେହିକେଶ ରେକର୍ଡକୁ ଜବତ କରାଯିବା ସହସଂପୃକ୍ତ ସ୍ଥାନକୁ ପରିଦର୍ଶନ ପୂର୍ବକ ଘଟଣାରବିଧିବଦ୍ଧ ତଦନ୍ତ କରାଯାଇ ଏଭଳି ମହାଦୁର୍ନିତୀପାଇଁ ଦାୟୀ ସମସ୍ତ ବ୍ୟକ୍ତି ବିଶେଷଙ୍କବିରୋଧରେ କଠୋରରୁ କଠୋରତମଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁପଂଚାୟତବାସୀଙ୍କ ପକ୍ଷରୁ ଦାବୀ କରାଯାଇଛିା ସେହିପରି ୨୦୧୪-୧୫ ଆର୍ଥିକ ବର୍ଷରେବିଧାୟକ ଆଂଚଳିକ ଉନ୍ନୟନ ପାଣ୍ଠିରୁ ମଞ୍ଜୁରହୋଇଥିବା ୩ଲକ୍ଷ ଟଙ୍କା ଅନୁଦାନରେ ଏହିପଂଚାୟତର ଗରଜଙ୍ଗା ରାଜସ୍ୱ ଗ୍ରାମରଆମ୍ବପଡାରେ ପୂର୍ବତନ ସରପଂଚ ମଧୁସୁଦନଭଳଙ୍କ ନାମରେ ମଧୁସୁଦନ କମୁ୍ୟନିଟିସେଂଟର ଓ ଏକ ଅଙ୍ଗନୱାଡି କେନ୍ଦ୍ର ଗୃହଖାତା ନମ୍ବର ୬୨୬, ପ୍ଲଟ ନମ୍ବର ୧୭୯୧ଗୋଚର କିଷମ ଜମି ଉପରେ ବେଆଇନଭାବେ ନିର୍ମାଣ କରାଯାଉଥିବା ଅଭିଯୋଗହୋଇଛି । ପଂଚାଦୟତବାସୀଙ୍କ ପକ୍ଷରୁ ଶରତଚନ୍ଦ୍ର ଭଳ, ମହେନ୍ଦ୍ର କୁମାର ମଳିକ, ଶଶୀକାନ୍ତମଳିକ, ଭିକାରୀ ପରିଡା, ଗୋପବନ୍ଧୁ ସେଠୀ,ବସନ୍ତ ସେଠୀ, ରଶ୍ମୀତା ସେଠୀ, ଚାନ୍ଦିନୀସେଠୀ, ରାମଚନ୍ଦ୍ର ବେହେରା, ମଦନମୋହନସେଠୀ, ଜଗବନ୍ଧୁ ପଲାଇ, ଖଗେଶ୍ୱର ମଳିକ,ବିଚିତ୍ର ନାୟକ ପ୍ରମୁଖ ଶତାଧିକ ଲୋକଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି

- Advertisement -ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ଦୁର୍ନିତୀର ତଦନ୍ତ

More articles

LEAVE A REPLY

Please enter your comment!
Please enter your name here

- Advertisement -ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ଦୁର୍ନିତୀର ତଦନ୍ତ

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...