28 C
Bhubaneswar
Saturday, September 19, 2020

ସମ୍ବାଦ ଉପନିଷଦ ଓ ଅକ୍ଷର ଯାତ୍ରା ପୁସ୍ତକ ଉନ୍ମୋଚିତ

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭୁବନେଶ୍ୱର, ୧୧/୯ (ନିପ୍ର): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଆଜି ଜୟପୁରଠାରେ ନବର୍ନିମିତ ନ୍ତପତ୍ରିକା ଗେଟ୍’କୁ ଉଦ୍ଘାଟନକରିଛନ୍ତି । ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ସେ ଏହି ଗେଟକୁଉଦ୍ଘାଟନ କରିବା ସହିତ ନ୍ତସମ୍ବାଦ ଉପନିଷଦ’ ଏବଂ ନ୍ତଅକ୍ଷରଯାତ୍ରା’ ନାମରେ ଦୁଇଖଣ୍ଡ ପୁସ୍ତକକୁ ମଧ୍ୟ ଉନ୍ମୋଚନ କରିଛନ୍ତି ।ପତ୍ରିକା ଗ୍ରୁପର ଅଧ୍ୟକ୍ଷ ଶ୍ରୀ ଗୁଲାବ କୋଠାରୀଙ୍କ ଦ୍ୱାରା ଏହି ଦୁଇଟିପୁସ୍ତକ ରଚିତ ହୋଇଛି । ଏହି ଅବସରରେ ଉଦ୍ୱୋଧନ ଦେଇପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନବଉଦ୍ଘାଟିତ ଗେ…ି ରାଜସ୍ଥାନରସଂସ୍କୃତିକୁ ପ୍ରତିଫଳିତ କରୁଛି । ଏହା ଉଭୟ ଜାତୀୟ ଓ ଅ ।ନ୍ତର୍ଜାତିକପର୍ଯ୍ୟଟକଙ୍କ ଦୃଷ୍ଟିଅ ।କର୍ଷଣ କରିବାରେ ସଫଳ ହେବ ବୋଲିପ୍ରଧାନମନ୍ତ୍ରୀ ଅ ।ଶା ପ୍ରକାଶ କରିଛନ୍ତି । ଦୁଇଟି ବହି ସଂପର୍କରେଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏଥିରେ ଭାରତୀୟ ସଂସ୍କୃତିଓ ଦର୍ଶନର ବାସ୍ତବ ପତିଫଳନ ହୋଇଛି । ସମାଜକୁ ଶିକ୍ଷିତକରାଇବାରେ ଏହାର ଲେଖକ ଏକ ବଡ ଭୂମିକା ର୍ନିବାହ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରତ୍ୟେକ ବରିଷ୍ଠ ସ୍ୱାଧୀନତାସଂଗ୍ରାମୀ କିପରି ଲେଖାଲେଖି କରୁଥିଲେ ଏବଂ ନିଜ ଲେଖାମାଧ୍ୟମରେ ଲୋକଙ୍କୁ ଦିଗ୍ଦର୍ଶନ ଦେଉଥିଲେ ତାହାର ସ୍ମୃତି·ରଣକରିଥିଲେ । ଭାରତୀୟ ସଂସ୍କୃତି, ସଭ୍ୟତା ଓ ମୂଲ୍ୟବୋଧକୁ ସୁରକ୍ଷିତକରିବାରେ ପତ୍ରିକା ଗ୍ରୁପର ଉଦ୍ୟମକୁ ପ୍ରଧାନମନ୍ତ୍ରୀ ଏହି ଅବସରରେଉଚ୍ଚପ୍ରଶଂସା କରିଛନ୍ତି । ପତ୍ରିକା ଗ୍ରୁପର ପ୍ରତିଷ୍ଠାତା ଶ୍ରୀ କର୍ପୁରଚନ୍ଦ୍ରକୁଳିଶଙ୍କ ସାମ୍ବାଦିକତା ପ୍ରତି ଅବଦାନ ସଂପର୍କରେ ପ୍ରଧାନମନ୍ତ୍ରୀମନେ ପକାଇଛନ୍ତି । ସେ କିପରି ସମାଜରେ ବେଦଜ୍ଞାନ ପ୍ର·ରରେଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ ସେ ସଂପର୍କରେ କହିଛନ୍ତି । ଶ୍ରୀ କୁଳିଶଙ୍କ ଜୀବନ ଓ କାର୍ଯ୍ୟାବଳୀ ସଂପର୍କରେ ଉଲ୍ଲେଖକରିପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ସାମ୍ବାଦିକ ସକାରାତ୍ମକମନୋଭାବ ରଖି କାର୍ଯ୍ୟ କରିବା ଉଚିତ । ସେହିଭଳି ପ୍ରତ୍ୟେକବ୍ୟକ୍ତି ମଧ୍ୟ ଗଠନମୂଳକ ମନୋଭାବ ନେଇ ସମାଜ ପାଇଁ କିଛିଅର୍ଥପୂର୍ଣ୍ଣ କାର୍ଯ୍ୟ କରିବା ଅ ।ବଶ୍ୟକ । ଉନ୍ମୋଚିତ ଦୁଇଟି ପୁସ୍ତକସଂପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବେଦର ଦର୍ଶନ ଓ ମତକାଳଜୟୀ ଏବଂ ସମଗ୍ର ମାନବ ସମାଜ ପାଇଁ ଉଦ୍ଦିଷ୍ଟ । ଉପନିଷଦସମ୍ବାଦ ଓ ଅକ୍ଷର ଯାତ୍ରା ଉଭୟ ପୁସ୍ତକ ପାଠକଙ୍କ ଦ୍ୱାରା ବିଶେଷଅ ।ଦୃତ ହେବ ବୋଲି ପ୍ରଧାନମନ୍ତ୍ରୀ ଅ ।ଶା ପ୍ରକାଶ କରିଛନ୍ତି ।ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂଅ । ପିଢି ଗହନଜ୍ଞାନ ଅଧ୍ୟୟନଠାରୁଦୂରେଇ ରହିବା ଅନୁଚିତ ୟ ସେ କହିଛନ୍ତି ଯେ ବେଦ ଓ ଉପନିଷଦକେବଳ ଅ ।ଧ୍ୟାତ୍ମିକ ଜ୍ଞାନର ଭଣ୍ଡାର ନୁହେଁ, ଏହା ମଧ୍ୟ ବିଜ୍ଞାନଭି ିକଜ୍ଞାନ ଓ ଚେତନାର ଅ ।ଧାର । ଏହି ଅବସରରେ ପ୍ରଧାନମନ୍ତ୍ରୀସ୍ୱଚ୍ଛ ଭାରତ ଅଭିଯାନର ଅ ।ବଶ୍ୟକତା ସଂପର୍କରେ କହିଥିଲେ ।ଗରିବ ଲୋକମାନଙ୍କୁ ଶୌ·ଳୟ ସୁବିଧା ଯୋଗାଇଦେଲେସେମାନେ ଅନେକ ରୋଗରୁ ରକ୍ଷା ପାଇପାରିବେ ବୋଲି ସେଉଲ୍ଲେଖ କରିଥିଲେ । ସେ ମଧ୍ୟ ଉଜ୍ଜ୍ୱଳା ଯୋଜନାର ଗୁରୁତ୍ୱସଂପର୍କରେ ଅ ।ଲୋଚନା କରି ଏହାଦ୍ୱାରା ମା’ ଭଉଣୀମାନେ କିପରିଧୂଅ ।ଁରୁ ରକ୍ଷା ପାଇ ପାରୁଛନ୍ତି ସେ ସଂପର୍କରେ କହିଥିଲେ ।ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ଜଳଜୀବନ ମିଶନ ଦ୍ୱାରାପ୍ରତ୍ୟେକ ଘରକୁ ଜଳ ଯୋଗାଇ ଦେବାର ଉଦ୍ୟମ ସଂପର୍କରେଉଲ୍ଲେଖ କରିଥିଲେ । ଭାରତୀୟ ଗଣମାଧ୍ୟମର ଅଭୂତପୂର୍ବଜନସେବା ଏବଂ କରୋନା ସଂପର୍କରେ ସଚେତନତା ସୃଷ୍ଟିଉଦ୍ୟମକୁ ପ୍ରଧାନମନ୍ତ୍ରୀ ଉଚ୍ଚପ୍ରଶଂସା କରି କହିଛନ୍ତି ଯେ ରୂପାୟନସ୍ତରରେ ଗଣମାଧ୍ୟମ ସରକାରୀ କାର୍ଯ୍ୟର ବ୍ୟାପକ ପ୍ର·ର ଓ ପ୍ରସାରକରୁଛି ଏବଂ ଅ ।ବଶ୍ୟକସ୍ଥଳେ ସେଥିରେ ଥିବା ତ୍ରୁଟିକୁଲୋକଲୋଚନକୁ ଅ ।ଣୁଛି । ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିକହିଛନ୍ତି ଯେ ଗଣମାଧ୍ୟମ ଅ ।ତ୍ମର୍ନିଭର ଭାରତ ଅଭିଯାନକୁ ଅ ।କାରଦେଉଛି । ଏହି ଅଭିଯାନରେ ଭୋକାଲ ଫର୍ ଲୋକାଲକୁ ଗୁରୁତ୍ୱଦିଅ ।ଯାଉଛି । ଏହି ଲକ୍ଷ୍ୟକୁ ଅ ।ହୁରି ବ୍ୟାପକ କରିବା ପାଇଁ ସେଗୁରୁତ୍ୱାରୋପ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତରସ୍ଥାନୀୟ ସାମଗ୍ରୀ ଏବେ ବିଶ୍ୱବ୍ୟାପୀ ହେଉଛି ୟ ଏହାଫଳରେସମଗ୍ର ବିଶ୍ୱରେ ଭାରତର ସ୍ୱର ଅଧିକ ଶୁଣାଯିବ । ସେ କହିଛନ୍ତିଏବେ ସମଗ୍ର ବିଶ୍ୱ ଭାରତକୁ ଅଧିକ ଗୁରୁତ୍ୱର ସହ ଶୁଣୁଛି ।ଏଭଳି ପରିସ୍ଥିତିରେ ଭାରତୀୟ ଗଣମାଧ୍ୟମ ମଧ୍ୟ ବୈଶ୍ୱିକ ହେବାଉଚିତ । ଅ ।ନ୍ତର୍ଜାତିକ ସ୍ତରର ବିଭିନ୍ନ ସାହିତ୍ୟିକ ସମ୍ମାନ ଭାରତୀୟଅନୁଷ୍ଠାନଗୁଡିକ ପ୍ରଦାନ କରିବା ଉଚିତ ବୋଲି ସେ କହିଛନ୍ତି । ଶ୍ରୀକର୍ପୁରଚନ୍ଦ୍ର କୁଳିଶଙ୍କ ନାମରେ ପତ୍ରିକା ଗୋଷ୍ଠୀ ଅ ।ନ୍ତର୍ଜାତିକସାମ୍ବାଦିକତା ପୁରସ୍କାର ପ୍ରଦାନ ବ୍ୟବସ୍ଥା ଅ ।ରମ୍ଭ କରିଥିବାରୁପ୍ରଧାନମନ୍ତ୍ରୀ ଅନୁଷ୍ଠାନକୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...