29 C
Bhubaneswar
Friday, September 18, 2020

ପ୍ରକାଶ ପାଇଲା ଓଷ୍ଟା ଦଶମ ଶ୍ରେଣୀ ଟେଷ୍ଟ ପେପର୍ସ

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

କଟକ,୧୧/୦୯ (ନିପ୍ର) : ସମ୍ପ୍ରତି ୨୦୨୧ମସିହାରେ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେସଂଶୋଧିତ ପାଠ୍ୟଖସଡ଼ା ଅନୁଯାୟୀ ଓଷ୍ଟାଟେଷ୍ଟ ପେପର୍ସ ଆସନ୍ତା ସେପ୍ଟେମ୍ବର ୧୧ତାରିଖରେ ବଜାରରେ ଉପଲବ୍ଧ ହେବାକୁଯାଉଛି । କରୋନା ଜନିତ କଟକଣାସମୟରେ ବିଦ୍ୟାଳୟ ସବୁ ବନ୍ଦ ଥିବା ହେତୁଏହି ପିଲାମାନଙ୍କର ପାଠପଢ଼ାକୁ ସୁନିଶ୍ଚିତକରିବା ପାଇଁ ଜି ଓଡ଼ିଶା ଟିଭି ମାଧ୍ୟମରେଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ଏକ ଜୀବନ୍ତ ଶିକ୍ଷାଦାନ ବ୍ୟବସ୍ଥା ହାତକୁନେଇଛି ବୋଲି ଓଷ୍ଟାର ସାଧାରଣ ସଂପାଦକଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମହାନ୍ତି ଏକ ସାମ୍ବାଦିକସମ୍ମିଳନୀରେ ପ୍ରକାଶ କରିଛନ୍ତି ।ପ୍ରକାଶଥାଉକି, ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକସଂଘ (ଓଷ୍ଟା) କେବଳ ଶିକ୍ଷକ ମାନଙ୍କରପେଟ ପାଟଣାର ଦାବି ସମ୍ପର୍କରେ କାର୍ଯ୍ୟକରେ ନାହିଁ । ରାଜ୍ୟର ଶିକ୍ଷା ବ୍ୟବସ୍ଥା,ଛାତ୍ରଛାତ୍ରୀମାନଙ୍କର ଶିକ୍ଷାଦାନ, ଏପରିକିବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟସମୟରେ ଓଷ୍ଟା ରାଜ୍ୟର ଛାତ୍ରଛାତ୍ରୀ,ଅଭିଭାବକ ଓ ଜନସାଧାରଣଙ୍କ ପାଖରେସହଭାଗି ହୋଇ ସଦାସର୍ବଦା ଦୃଢ଼ ଭାବରେଛିଡ଼ା ହୋଇ ଆସିଛି । ଚଳିତ ବର୍ଷରମହାମାରୀ କରୋନାର ଭୟାବହତା ପାଇଁବିଦ୍ୟାଳୟ ସବୁ ବନ୍ଦ ଅଛି । ପାଖାପାଖି୧୦୦ ଦିନରୁ ଅଧିକ ଶିକ୍ଷାଦାନ ଦିବସ ନଷ୍ଟହୋଇ ସାରିଲାଣି । ଛାତ୍ରଛାତ୍ରୀମାନଙ୍କ ଉପରୁସମୁଦାୟ ଶିକ୍ଷାବର୍ଷର ବୋଝକୁ ଲାଘବକରିବା ପାଇଁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକସଂଘ (ଓଷ୍ଟା) ରାଜ୍ୟ ସରକାରଙ୍କ ପାଖରେଦାବିକରି ସମୁଦାୟ ପାଠ୍ୟ ଖସଡ଼ାରୁ ୩୦ଭାଗ କମାଇବାରେ ସଫଳ ହୋଇଛି ।ଅବଶିଷ୍ଟ ୭୦ ଭାଗ ସଂଶୋଧିତପାଠ୍ୟଖସଡ଼ା ଆଧାରରେ ଚଳିତ ବର୍ଷ ଅର୍ଥାତ୍୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଉଭୟସଂକ୍ଷିପ୍ତ ଓ ଦୀର୍ଘ ଉତ୍ତରମୂଳକ ଓଷ୍ଟା ଟେଷ୍ଟପେପର୍ସ ପ୍ରସ୍ତୁତ କରିଛି । ଏଥିରେ ବହୁ ଅଭିଜ୍ଞଶିକ୍ଷକ ସେମାନଙ୍କର ଦୀର୍ଘ ଅଭିଜ୍ଞତାକୁବିନିଯୋଗ କରିଛନ୍ତି । ଆସନ୍ତା ସେପ୍ଟେମ୍ବର୧୧ ତାରିଖ ଦିନ ଓଷ୍ଟା ଟେଷ୍ଟ ପେପର୍ସବିକ୍ରୟ ଉପଲବ୍ଧ ହେବ । ଜନସାଧାରଣଙ୍କରକରୋନା ଜନିତ ଆର୍ଥିକ ଦୁଃସ୍ଥିତିକୁ ଲକ୍ଷ୍ୟ କରିଓଷ୍ଟାଦ୍ୱାରା ପ୍ରକାଶିତ ଏହି ପୁସ୍ତକକୁ ସୁଲଭଦରରେ ଯୋଗାଇ ଦେବା ପାଇଁ ଓଷ୍ଟାକାର୍ଯ୍ୟକାରୀ କମିଟି ନିଷ୍ପତ୍ତି କରିଛି ।ଏଥିସହିତ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ାକୁସୁନିଶ୍ଚିତ କରିବା ନିମନ୍ତେ ଓଡ଼ିଶା ମାଧ୍ୟମିକସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଆଉ ଏକକାର୍ଯ୍ୟକ୍ରମ ହାତକୁ ନେଇଛି । କରୋନାକବଳରେ ଆଜି ସାରା ବିଶ୍ୱ । ସବୁଠି ଆତଙ୍କଓ ଆଶଙ୍କାର ମାହୋଲ । ଏହାର ପ୍ରଭାବରେଶିକ୍ଷା ବିଭାଗ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି । ଅଦ୍ୟାବଧି ସ୍କୁଲ୍ ଓ କଲେଜ ଖୋଲି ନାହିଁ ।ସେ ସବୁ କେବେ ଖୋଲିବ ତାହା ମଧ୍ୟପ୍ରଶ୍ନବାଚୀ ମଧ୍ୟରେ । ଛାତ୍ରଛାତ୍ରୀ, ଶିକ୍ଷକ,ଅଭିଭାବକ ସମସ୍ତେ ଚିନ୍ତାରେ ।ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣକୁ ଜାରି ରଖିବାପାଇଁ ସରକାର ଅନ୍ଲାଇନ୍ ପଢ଼ା ଉପରେଗୁରୁତ୍ୱ ପ୍ରଦାନ କରିଛନ୍ତି । ମାତ୍ର ଓଡ଼ିଶାରସାମାଜିକ ଭିତ୍ତି ଓ ସ୍ଥିତି ଦୃଷ୍ଟିକୋଣରୁ ଏହାଆଶାନୁରୂପ ଫଳପ୍ରଦ ହୋଇ ନାହିଁ । ଓଡ଼ିଶାରବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ବା ଅଭିଭାବକଙ୍କପାଖରେ ଆଣ୍ଡ୍ରୋଏଡ଼୍ ଫୋନ୍ ନାହିଁ । ଏପରିପ୍ରେକ୍ଷୀରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକସଂଘ (ଓଷ୍ଟା) ଛାତ୍ରଛାତ୍ରୀଙ୍କ ନିକଟରେ ଶିକ୍ଷାକୁପହଞ୍ଚାଇବାର ସଂକଳ୍ପ ନେଇ ଦୂରଦର୍ଶନମାଧ୍ୟମରେ ପରିବର୍ତ୍ତିତ ପାଠ୍ୟଖସଡ଼ା ଅନୁଯାୟୀଦଶମ ଶ୍ରେଣୀର ସବୁ ବିଷୟରେ ବିଶାରଦଶିକ୍ଷକଙ୍କ ମାଧ୍ୟମରେ ଶିକ୍ଷାଦାନର ପ୍ରୟାସକରିଛି । ଏହା ପ୍ରତିଦିନ ଦିବା ୧୨ ଘଟିକାରୁ୧ ଘଟିକା ପର୍ଯ୍ୟନ୍ତ ଜି ଓଡ଼ିଶା ଚ୍ୟାନେଲ୍ମାଧ୍ୟମରେ ପ୍ରସାରିତ ହେଉଛି । ପାଠ୍ୟଦାନପରେ ପରେ ଛାତ୍ରଛାତ୍ରୀମାନେ ଫୋନ୍ମାଧ୍ୟମରେ ସଂପୃକ୍ତ ଶିକ୍ଷକଙ୍କ ସହିତଯୋଗାଯୋଗ ସ୍ଥାପନ କରି ନିଜର ସଂଶୟକୁମଧ୍ୟ ଦୂର କରିପାରୁଛନ୍ତି । ରାଜ୍ୟର ବହୁସଂଖ୍ୟକ ଛାତ୍ରଛାତ୍ରୀ ଓ ଶିକ୍ଷକ ଏହାକୁଉପଯୋଗ କରି ଶିକ୍ଷାଗ୍ରହଣର ସୁଯୋଗ ନେଇପାରିବେ । ଏଥିରେ ଛାତ୍ରଛାତ୍ରୀଙ୍କୁ କୌଣସିବ୍ୟୟଭାର ବହନ କରିବାକୁ ପଡ଼ିବ ନାହିଁ ।ଏହି କାର୍ଯ୍ୟକ୍ରମ ଫଳରେ ଓଷ୍ଟା ତାର ସାମାଜିକଦାୟିତ୍ୱ ପାଳନ କରିଛି ବୋଲି ଅନୁଭବ କରୋ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଓଶିକ୍ଷକ ଓଷ୍ଟାର ଏହି କାର୍ଯ୍ୟକ୍ରମକୁ ଅଧିକସଂପ୍ରସାରିତ କରିବା ନିମନ୍ତେ ସହଯୋଗରହାତ ବଢ଼ାଇବାକୁ ଓଷ୍ଟାର ନେତୃତ୍ୱ ସର୍ବଶ୍ରୀବିନୋଦ ବିହାରୀ ପାଣିଗ୍ରାହୀ, ଭିକାରି ଚରଣସାହୁ, ରନ କୁମାର ଦାଶ, ଅଶୋକ କୁମାରମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...