18 C
Bhubaneswar
Wednesday, November 25, 2020

କରୋନା ପାଇଁ ଚଳଚ୍ଚିତ୍ର ଶିଳ୍ପ କ୍ଷତିଗ୍ରସ୍ତ

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ଭୁବନେଶ୍ୱର,୧୧ା୯(ନି.ପ୍ର.):ଲୋକଙ୍କ ଜୀବନ ଜୀବିକା ଓ ଅର୍ଥନୀତିକୁଦୃଷ୍ଟିରେ ରଖି ସିନେମାହଲ ଓ ମଲ୍ଟିପ୍ଲେକ୍ସଗୁଡିକୁ ତୁରନ୍ତ ଖୋଲିବା ଲାଗି ରାଜ୍ୟସରକାରଙ୍କୁ ଅନୁରୋଧ କରାଯାଇଛି । ସପିଙ୍ଗସେଣ୍ଟର ଆସୋସିଏସନ ଅଫ୍‍ ଇଣ୍ଡିଆ(ଏସ୍‍ସିଏଆଇ) ପକ୍ଷରୁ ଏହି ମର୍ମରେସରକାରଙ୍କୁ ଅନୁରୋଧ କରାଯାଇଥିବାଜଣାଯାଇଛି ।କରୋନା ଯୋଗୁଁ ଗତ ମାର୍ଚ୍ଚରୁସିନେମାହଲ ଗୁଡିକ ବନ୍ଦ ରହିଥିବାବେଳେଏକାଧିକ ଅନ୍‍ଲକ୍‍ ଘୋଷଣା ପରେ ବିଏହା ଖୋଲିବାକୁ ଅନୁମତି ମିଳୁନାହିଁ ।ଲୋକଙ୍କ ଜୀବନ ଓ ଅର୍ଥନୀତିକୁ ଦୃଷ୍ଟିରେରଖି ରାଜ୍ୟ ସରକାର ସକରାତ୍ମମ ପଦକ୍ଷେପଗ୍ରହଣକରି ଏଗୁଡିକୁ ଖୋଲିବାପାଇଁ ଅନୁମତିଦେବାକୁ ଏସ୍‍ସିଏଆଇ ପକ୍ଷରୁ ଅନୁରୋଧକରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛିସପିଙ୍ଗ ସେଣ୍ଟର ଓ ମଲ୍‍ ଗୁଡିକରେସିନେମାହଲ ରହିଛି ।ଏସ୍‍ସିଏଆଇ ପକ୍ଷରୁ ଜନସାଧାରଣଙ୍କପାଇଁ ସୁରକ୍ଷା ପ୍ରୋଟୋକଲ ପ୍ରସ୍ତୁତହୋଇଥିବାବେଳେ ଏଥିରେ ସାମାଜିକଦୂରତା ଓ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱଦିଆଯାଉଛି । ବର୍ତ୍ତମାନ ମଲ୍‍ ଓ ସପିଙ୍ଗସେଣ୍ଟର ଗୁଡିକୁ ଖୋଲିବାପାଇଁ ଅନୁମତିମିଳିଥିବାବେଳେ ସିନେମାହଲ ଗୁଡିକୁକିନ୍ତୁ ଅନୁମତି ପ୍ରଦାନ କରାଯାଉନାହିଁ ।ତେଣୁ କର୍ମଚାରୀଙ୍କ ଜୀବନ ଜୀବିକାପାଇଁ ରାଜ୍ୟରେ ଥିବା ମଲ୍ଟିପ୍ଲେକ୍ସ ଗୁଡିକୁଖୋଲିବାପାଇଁ ଏସ୍‍ସିଏଆଇ ପକ୍ଷରୁରାଜ୍ୟ ସରକାରଙ୍କୁ ଅନୁରୋଧକରାଯାଇଛି ।ପୂର୍ବରୁ ଅଲ୍‍ ଓଡିଶା ସିନେମା ହଲମାଲିକ ସଂଘ ପକ୍ଷରୁ ମାର୍ଚ୍ଚ ୨୦ରୁ ବନ୍ଦରହିଥିବା ସିନେମାହଲ ଗୁଡିକୁ ବିଜୁଳିଦେୟ ଛାଡ କରିବାପାଇଁ ଅନୁରୋଧକରାଯାଇଛି । କରୋନା କାଳରେ ଟଙ୍କାଟିଏରୋଜଗାର ହୋଇନଥିବାରୁ ସର୍ବନିମ୍ନବିଜୁଳି ଦେବା ଦେବା ଅବସ୍ଥାରେମାଲିକମାନେ ନଥିବା ସଂଘର ସଭାପତିବି.କେ.ମହାନ୍ତି ଦର୍ଶାଇବା ସହିତ ଏ ନେଇମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ବର୍ତ୍ତମାନସ୍ଥିତିରେ କର୍ମଚାରୀଙ୍କୁ ଦରମା, ବ୍ୟାଙ୍କ୍‍ଋଣ, ସୁଧ,ଜିଏସ୍‍ଟି, ଏସ୍‍ଜିଏସ୍‍ଟି ଓ ହୋଲଡିଂ ଟିକସଆଦି ଦେବାପାଇଁ ହଲ ମାଲିକମାନଙ୍କର ସ୍ଥିତିନାହିଁ । ସଂଘ ପକ୍ଷରୁ ଦର୍ଶାଯାଇଛି ଯେ ହଲନଖୋଲିବା ପର୍ଯ୍ୟନ୍ତ ଏହି ସବୁ ଦେୟ ପଇଠକରିବା ଅବସ୍ଥାରେ ମାଲିକମାନେ ନାହାନ୍ତି ।ସିନେମାହଲ ଗୁଡିକ ତିଷ୍ଠିବା ଉପରେ ପ୍ରଶ୍ନଚିହ୍ନଲାଗିଥିବାବେଳେ ଓଡିଶା ଚଳଚିତ୍ର ଶିଳ୍ପ ମଧ୍ୟଗୁରୁତର ସଙ୍କଟର ସମ୍ମୁଖୀନ ହୋଇଛି ।ସିନେମାହଲ ନଖୋଲିଲେ ଏହା ତିଷ୍ଠି ରହିବାକଷ୍ଟକର ହୋଇପଡିବା ସହିତ ଏହା ଉପରେନିର୍ଭରଶୀଳ ଲକ୍ଷାଧିକ ବ୍ୟକ୍ତି ମଧ୍ୟ ସେମାନଙ୍କଜୀବନ ଜୀବିକା ହରାଇବାର ଆଶଙ୍କା ରହିଛି ।ଏଭଳି ସ୍ଥିତିରେ ତିଷ୍ଠି ରହିବାପାଇଁ ସଂଘର୍ଷକରୁଥିବା ସିନେମାହଲଗୁଡିକୁ ତୁରନ୍ତଖୋଲିବାପାଇଁ ରାଜ୍ୟ ସରକାରଙ୍କୁ ଏସ୍‍ସିଏଆଇପକ୍ଷରୁ ଅନୁରୋଧ କରାଯାଇଛି ।

- Advertisement -କରୋନା ପାଇଁ ଚଳଚ୍ଚିତ୍ର ଶିଳ୍ପ କ୍ଷତିଗ୍ରସ୍ତ

More articles

LEAVE A REPLY

Please enter your comment!
Please enter your name here

- Advertisement -କରୋନା ପାଇଁ ଚଳଚ୍ଚିତ୍ର ଶିଳ୍ପ କ୍ଷତିଗ୍ରସ୍ତ

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...