19 C
Bhubaneswar
Wednesday, November 25, 2020

ସୀମାରେ ଶାନ୍ତି ପାଇଁ ୫ ସର୍ତ୍ତ

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ନୂଅ ।ଦିଲ୍ଲୀ: ଭାରତ-ଚୀନ ମଧ୍ୟରେସୀମା ବିବାଦ ·ଲିଥିବା ବେଳେ ଭାରତରବେଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଚୀନ୍ବେଦେଶିକ ମନ୍ତ୍ରୀ ତଥା ରାଜ୍ୟ ପରିଷଦୱାଙ୍ଗ ୱାଇଙ୍କୁ ଭେଟିଛନ୍ତି । ଋଷର ରାଜଧାନୀମସ୍କୋରେ ଦୁଇ ମନ୍ତ୍ରୀ ସାଂଘାଇ ସହଯୋଗସଂଗଠନ (ଏସସିଓ) ବେଠକରେ ସୀମାବିବାଦକୁ ନେଇ ଅ ।ଲୋଚନା କରିଥିଲେ ।ପୂର୍ବ ଲଦାଖରେ କିପରି ତିକ୍ତତା ହ୍ରାସକରାଯାଇପାରିବ ସେ ସମ୍ପର୍କରେଅ ।ଲୋଚନା କରାଯାଇଥିଲା । ଲାଇନ୍ ଅଫ୍ଅ ।କ୍ଟୁଅ ।ଲ୍ କଣ୍ଟ୍ରୋଲ୍ (ଏଲଏସି) ରେପରିବେଶକୁ ଥଣ୍ଡା କରିବାକୁ ଦୁଇ ନେତା ୫ଟିକଥାକୁ ମାନି ଚଳିବା ପାଇଁ ସହମତହୋଇଥିବା ଜଣା ପଡ଼ିଛି ।ସେ ମଧ୍ୟରେ ରହିଛି ଭାରତ-ଚୀନ୍ସମ୍ପର୍କର ବିକାଶ ଉପରେ ନେତାଙ୍କ ସହମତିଭିତ୍ତିରେ ଉଭୟ ପକ୍ଷ ମାର୍ଗଦର୍ଶନ ଗ୍ରହଣକରିବା ଉଚିତ, ଯେପରିକି ମତଭେଦବିବାଦର ରୂପ ନନେବ । ସୀମା ଅଞ୍ଚଳରେସାମ୍ପ୍ରତିକ ପରିସ୍ଥିତି ଉଭୟ ପକ୍ଷର ହିତରେନାହିଁ । ତେଣୁ ଉଭୟ ପକ୍ଷର ସୀମାରେସୈନ୍ୟମାନେ ସେମାନଙ୍କ ମଧ୍ୟରେ କଥାବାର୍ତ୍ତାଜାରି ରଖିବେ, ଶୀଘ୍ର ସେନ୍ୟ ପ୍ରତ୍ୟାହରକରିବେ, ଉପଯୁକ୍ତ ଦୂରତା ବଜାୟ ରଖିବେଏବଂ ଉତ୍ତେଜନାକୁ ହ୍ରାସ କରିବେ । ଚୀନ୍-ଭାରତ ସୀମା ବ୍ୟାପାରରେ ଥିବା ସମସ୍ତଚୁକ୍ତିନାମା ଏବଂ ପ୍ରୋଟୋକଲ୍ ଉଭୟ ପକ୍ଷସୀମାରେ ଉଭୟପକ୍ଷର ସୈନ୍ୟମାନେ ସେମାନଙ୍କ ମଧ୍ୟରେ ଆଲୋଚନାଉତ୍ତେଜନା ବୃଦ୍ଧି କରୁଥିବା କୌଣସି କାର୍ଯ୍ୟଠାରୁ ଦୂରେଇ ରହିବେସୀମା ବ୍ୟାପାରରେ ସମସ୍ତ ଚୁକ୍ତିନାମା ଏବଂ ପ୍ରୋଟୋକଲ୍ ପାଳନପାଳନ କରିବେ । ସୀମା ଅଞ୍ଚଳରେ ଶାନ୍ତିବଜାୟ ରଖିବେ ଏବଂ ଉତ୍ତେଜନା ବୃଦ୍ଧିକରୁଥିବା କୌଣସି କାର୍ଯ୍ୟଠାରୁ ଦୂରେଇରହିବେ । ଭାରତ-ଚୀନ୍ ସୀମା ପ୍ରଶ୍ନ ଉପରେସ୍ୱତନ୍ତ୍ର ପ୍ରତିନିଧୀ ପ୍ରଣାଳୀ ମାଧ୍ୟମରେକଥାବାର୍ତ୍ତା ଏବଂ ଯୋଗାଯୋଗ ଜାରିରଖିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି ।ଏହା ସହ ଭାରତ-ଚୀନ୍ ସୀମା ବ୍ୟାପାରଉପରେ ପରାମର୍ଶ ଏବଂ ସମନ୍ୱୟ ପାଇଁ ୱାର୍କିଂମେକାନିଜିମ୍ ମଧ୍ୟ ଏହାର ବୈଠକ ଜାରିରଖିବା ଉଚିତ ବୋଲି ଉଭୟ ପକ୍ଷ ସହମତହୋଇଛନ୍ତି । ସୀମାନ୍ତ ଅଞ୍ଚଳରେ ଶାନ୍ତି ବଜାୟରଖିବା ତଥା ବଢ଼ାଇବା ପାଇଁ ନୂତନଆତ୍ମନିର୍ଭରଶୀଳ ପଦକ୍ଷେପ ଗ୍ରହଣ କରିବାକୁଦୁଇ ପକ୍ଷ କାର୍ଯ୍ୟ ତ୍ୱରାନ୍ୱିତ କରିବା ଉଚିତ ।

- Advertisement -ସୀମାରେ ଶାନ୍ତି ପାଇଁ ୫ ସର୍ତ୍ତ

More articles

LEAVE A REPLY

Please enter your comment!
Please enter your name here

- Advertisement -ସୀମାରେ ଶାନ୍ତି ପାଇଁ ୫ ସର୍ତ୍ତ

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...