28 C
Bhubaneswar
Saturday, September 19, 2020

ପ୍ଲାଜମା ଚିକିତ୍ସା ମୃତ୍ୟୁହାର କମାଇବାରେ ବିଫଳ

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ୂଆଦିଲ୍ଲୀ,୧୦ା୯: ମହାମାରୀକୋଭିଡ୍-୧୯ ଚିକିତ୍ସା ପାଇଁପରୀକ୍ଷାମୂଳକ ଭାବେ ପ୍ରୟୋଗକରାଯାଉଥିବା ପ୍ଲାଜମା ଚିକିତ୍ସା ପଦ୍ଧତିମୃତ୍ୟୁହାର କମାଇବାରେ ବିଫଳ ବୋଲିଦେଶର ଶୀର୍ଷ ଭେଷଜ ଅନୁଷ୍ଠାନଭାରତୀୟ ଭେଷଜ ଗବେଷଣାପରିଷଦ(ଅ ।ଇସିଏମ୍ଅ ।ର୍) ଦ୍ୱାରାକରାଯାଇଥିବା ଏକ ଅନୁଧ୍ୟାନରୁଜଣାଯାଇଛି । ଏପରିକି ଏହି ପ୍ଳାଜ୍ମା ଚିକିତ୍ସାଗୁରୁତର କୋଭିଡ୍ ରୋଗୀଙ୍କ କ୍ଷେତ୍ରରେମଧ୍ୟ ଉନ୍ନତି ଅ ।ଣିବାରେ ବିଫଳ ବୋଲିସ୍ୱାସ୍ଥ୍ୟବିଜ୍ଞାନ ଭିତ୍ତିକ ପତ୍ରିକା ମେଡ୍ରିକ୍ସିଭରମଙ୍ଗଳବାର ସଂସ୍କରଣରେ ପ୍ରକାଶିତଅ ।ଇସିଏମ୍ଅ ।ର୍ ରିପୋର୍ଟରେଦର୍ଶାଯାଇଛି ।ସୂଚନା ଥାଉ କି, ଏହି ଚିକିତ୍ସାପଦ୍ଧତିରେ ଜଣେ କୋଭିଡ୍ ଅ ।ରୋଗ୍ୟବ୍ୟକ୍ତିର ପ୍ଲାଜ୍ମାକୁ ଯଥେଷ୍ଟ ରୋଗପ୍ରତିରୋଧପ୍ରତିକ୍ରିୟା ପ୍ରଦର୍ଶନ କରିପାରୁନଥିବାକୌଣସି କୋଭିଡ୍ ରୋଗୀର ରକ୍ତରେ ହିଁସଞ୍ଚାଳିତ କରାଯାଇଥାଏ । ଫଳରେ ସୁସ୍ଥହୋଇଥିବା ରୋଗୀ ଦେହରେ କୋଭିଡ୍ବିରୋଧରେ ଭଲ ରୋଗପ୍ରତିରୋଧକବିକଶିତ କରିପାରିଥିବା ଏହି ପ୍ଲାଜ୍ମା ନୂତନରୋଗୀ ଦେହରେ ଅନୁରୂପ ଫଳ ଆଣିବବୋଲି ଅ ।ଶା କରାଯିବା ସ୍ୱାଭାବିକ । ମାତ୍ରଅ ।ଇସିଏମ୍ଅ ।ର୍ ଦ୍ୱାରା କରାଯାଇଥିବାପ୍ଲାସିଡ୍ ନାମକ ବିଶ୍ୱର ଏହି ସର୍ବବୃହô ପ୍ଲାଜମାଅନୁଧ୍ୟାନରେ ପ୍ରତିକୂଳ ଫଳ ମିଳିଛ । ଦେଶର୧୪ଟି ରାଜ୍ୟରେ ସରକାରୀ ଓ ଘରୋଇମିଶାଇ ମୋଟ ୩୯ଟି ଡାକ୍ତରଖାନାରେ୪୬୪ ଜଣ ମଧ୍ୟମ ଧରଣର କୋଭିଡ୍-୧୯ରୋଗୀଙ୍କୁ ନେଇ କରାଯାଇଥିବା ଏହିଅନୁଧ୍ୟାନରେ ୨୩୫ ଜଣଙ୍କୁ ୨୪ ଘଣ୍ଟାଅନ୍ତରରେ ଦୁଇ ଥର ପ୍ଲାଜମାା ପ୍ରୟୋଗକରାଯାଇଥିବା ବେଳେ ଅନ୍ୟ ୨୨୯ ଜଣଙ୍କୁକେବଳ ଶ୍ରେଷ୍ଠ ଭେଷଜ ଚିକିତ୍ସା ସୁବିଧାଯୋଗାଇ ଦିଅ ।ଯାଇଥିଲା । ଏହାର ୨୮ ଦିନପରେ ମିଳିଥିବା ଫଳାଫଳରୁ ପ୍ଲାଜମାନେଇଥିବା ରୋଗୀଙ୍କ କ୍ଷେତ୍ରରେ ୧୩.୬ପ୍ରତିଶତ ମୃତ୍ୟୁହାର ଏବଂ ଅନ୍ୟମାନଙ୍କଠାରେ ତାହା ୧୪.୬ ପ୍ରତିଶତ ରହିଥିଲା ।ସେହିପରି ଉଭୟ କ୍ଷେତ୍ରରେ ୭.୨ ପ୍ରତିଶତରୋଗୀ ହିଁ ଗୁରୁତର ଭାବେ ଅସୁସ୍ଥହୋଇପଡ଼ିଥିଲେ । ସୁତରାଂ ପ୍ଲାଜମା ନେବାକି ନନେବା ମଧ୍ୟରେ ବେଶୀ କିଛି ଫରକପଡ଼ିନାହିଁ ବୋଲି ପ୍ଲାସିଡ୍ ଅନୁଧ୍ୟାନରୁ ସ୍ପଷ୍ଟହୋଇଛି । ଅପରପକ୍ଷେ, ୭ ଦିନ ପରେପ୍ଲାଜ୍ମା ନେଇଥିବା ରୋଗୀମାନେଶ୍ୱାସକ୍ରିୟାରେ ସମସ୍ୟା ଏବଂ କ୍ଳାନ୍ତିଅନୁଭବ କରିଥିବା ଜଣାଯାଇଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...