29 C
Bhubaneswar
Thursday, September 24, 2020

ଚୀନର କୂଟନୀତି ଫେଲ

Must read

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତ ନେଇ ଅନେକ ସମୟରେଗଣମାଧ୍ୟମରେ ଚର୍ଚ୍ଚା ହୋଇଥାଏ । ବିରୋଧୀ ମଧ୍ୟ ଏହାକୁସମାଲୋଚନା କରନ୍ତି ଏବଂ ଏହା ଦ୍ୱାରା ରାଜକୋଷରୁ ବିପୁଳ ଅର୍ଥଅପବ୍ୟୟ ହେଉଛି ବୋଲି ଅଭିଯୋଗ କରନ୍ତି । କିନ୍ତୁ ଏହା ଦ୍ୱାରାବିଶ୍ୱ ଦରବାରରେ ଭାରତର ପ୍ରଭାବ କ’ଣ ପଡ଼ିଛି, ପ୍ରମୁଖ ରାଷ୍ଟ୍ରମାନଙ୍କସହ ଭାରତର ସମ୍ପର୍କରେ କିପରି ସୁଧାର ଆସିଛି ସେ ସମ୍ପର୍କରେମଧ୍ୟ ବିଚାର କରାଯିବା ଉଚିତ । କାରଣ ଦେଶର ବିକାଶରେକୂଟନୈତିକ କୋ÷ଶଳର ମଧ୍ୟ ଆବଶ୍ୟକତା ରହିଛି । ଏହା ଦ୍ୱାରାବାଣିଜ୍ୟିକ ସ୍ଥିତି ମଜବୁତ ହୋଇଥାଏ ଏବଂ ପ୍ରତିକ୍ଷା କ୍ଷେତ୍ରରେ ମଧ୍ୟଏହାର ପ୍ରଭାବ ପଡ଼ିଥାଏ । ମୋଦିଙ୍କ ଘନ ଘନ ବିଦେଶ ଗସ୍ତ ଏବଂବିଭିନ୍ନ ରାଷ୍ଟ୍ର ସହ ସୁସମ୍ପର୍କ ଯୋଗୁଁ ଆଜି ଭାରତ ବିଶ୍ୱ ଦରବାରରେଏକ ପ୍ରଭାବଶାଳି ରାଷ୍ଟ୍ର ଭାବେ ଠିଆ ହୋଇଛି । ଏହି କାରଣରୁଭାରତର ଦୁଇ ମୁଖ୍ୟ ଶ୍ରତୁ ଚୀନ ଓ ପାକିସ୍ତାନ ବିଶ୍ୱରେ ଏକଘରିକିଆହୋଇଯାଇଛି । କାଶ୍ମୀର ପ୍ରସଙ୍ଗ ହେଉ ବା ଆତଙ୍କବାଦ ପ୍ରସଙ୍ଗପାକିସ୍ତାନ ବିରୋଧରେ ଭାରତ ବିଜୟୀ ହୋଇ ଆସୁଛି । ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଏହା ବିରୋଧରେବେଶ କିଛି ଦିନ ଗର୍ଜିଲା । କାଶ୍ମୀରକୁ ଭାରତ ଯୋରଜବରଦସ୍ତ ନିଜଅକ୍ତିଆରରେ ରଖିଛି, ସେଠାରେ ବନ୍ଧୁକ ମୁନରେ ଶାସନ କରାଯାଉଛି,ମାନବାଧିକାର ଉଲ୍ଲଂଘନ କରାଯାଉଛି ବୋଲି ପାକିସ୍ତାନ ଯେତେଅଭିଯୋଗ କଲେ ମଧ୍ୟ ସେଥିପ୍ରତି କେହି କର୍ଣ୍ଣପାତ କଲେ ନାହିଁ ।ବରଂ ଭାରତର ପଦକ୍ଷେପକୁ ଅନେକ ସମର୍ଥନ କଲେ ଓ ଏହାରଭାରତର ଆଭ୍ୟନ୍ତରୀଣ ବ୍ୟାପାର ବୋଲି କହିଲେ । ଏହା ପୂର୍ବରୁପୁଲୱାମା ହମଲା ନେଇ ଭାରତର ସର୍ଜିକାଲ ଷ୍ଟ୍ରାଇକ ନେଇ ମଧ୍ୟପାକିସ୍ତାନ ଢେର ଅଭିଯୋଗ ଆଣିଥିଲା । ଏହାର ମଧ୍ୟ କୋ÷ଣସିପ୍ରଭାବ ପଡ଼ିଲା ନାହିଁ । ଏବେ ଚୀନ ସହ ଭାରତର ମୁହାଁମୁହିଁ ପରିସ୍ଥିତି,ଲଦାଖରେ ଉତ୍ତେଜନା ଏବଂ ସଂଘର୍ଷ ନେଇ ଭାରତ ସପକ୍ଷରେ ବିଶ୍ୱଜନମତ ସୃଷ୍ଟି ହୋଇଛି । ଚୀନର ବର୍ବର ଆକ୍ରମଣ ଏବଂ ସାମ୍ରାଜ୍ୟବାଦୀନୀତିକୁ ସମସ୍ତେ ନିନ୍ଦା କରିଛନ୍ତି ଓ ଭାରତର ସଂଯମତା ତଥା ନିଜସୁରକ୍ଷା ଲାଗି ପଦକ୍ଷେପକୁ ସମର୍ଥନ ଓ ପ୍ରଶଂସା କରିଛନ୍ତି । ଆମେରିକା,ରୁଷ, ଜାପାନ, କୋରିଆ, ଅଷ୍ଟ୍ରେଲିଆ, ବ୍ରିଟେନ, ଫ୍ରାନ୍ସ ଓ ଜର୍ମାନୀଭଳି ପ୍ରମୁଖ ଓ ରାଷ୍ଟ୍ରମାନେ ଭାରତକୁ ଦୃଢ଼ ସମର୍ଥନ କରିଛନ୍ତି । ଏପରିକିଭାରତର ସମର୍ଥନରେ ଆମେରିକା ନିଜ ନୋ÷ସେନାକୁ ପଠାଇଛି ।ଚୀନକୁ ରୋକିବା ଲାଗି ଜାପାନ ମଧ୍ୟ ସହାୟତାର ହାତ ବଢ଼ାଇଛି ।ଫଳରେ ଚୀନ ସେନା ଲଦାଖରୁ ପଛକୁ ହଟିବାକୁ ବାଧ୍ୟ ହୋଇଛି ।ଏହା ହେଉଛି ଭାରତର କୂଟନୈତିକ ବିଜୟ । ଚୀନ ଏମିତିଖାଲିଟାରେ ପଛକୁ ହଟିନି । ଭାରତର ଶକ୍ତି ଓ ସାମର୍ଥ୍ୟ ଆଗରେଚୀନକୁ ନତମସ୍ତକ ହେବାକୁ ପଡ଼ିଛି । ଏହା କିଛି କମ କଥା ନୁହେଁ ।ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସାର ପାତ୍ର । ତାଙ୍କ ଦୃଢ଼ତା,କୂଟନୈତିକ ସଫଳତା ଏବଂ ସମୟୋପଯୋଗୀ ପଦକ୍ଷେପ ଫଳରେଚୀନ ଶାନ୍ତି ପ୍ରତିଷ୍ଠା ଲାଗି ରାଜି ହେବାକୁ ବାଧ୍ୟ ହୋଇଛି ।ଇତିମଧ୍ୟରେ ଭାରତ ନିଜର ସାମରିକ ଶକ୍ତି ବୃଦ୍ଧି ଲାଗି ବିଭିନ୍ନରାଷ୍ଟ୍ରରୁ ବିପୁଳ ଯୁଦ୍ଧାସ୍ତ୍ର, ଲଢ଼ୁଆ ବିମାନ ଏବଂ ହେଲିକପ୍ଟର ଆଦିକଅୟ କରିଛି । ଆଉ କିଛି ଭାରତକୁ ମିଳିବାକୁ ଯାଉଛି । ଫ୍ରାନ୍ସରୁଶୀଘ୍ର ରାଫେଲ ଯୁଦ୍ଧ ବିମାନ ଫ୍ରାନ୍ସରୁ ଆସି ପହଞ୍ଚôବ । ଆମେରିକାଥିମଧ୍ୟରେ ଭାରତକୁ ୨୨ଟି ଆପାଚି ହେଲିକପ୍ଟର ପ୍ରଦାନ କରିସାରିଛି । ଜାପାନ ଓ କୋରିଆ ମଧ୍ୟ ଭାରତକୁ ସାମରିକ ସହାୟତାପ୍ରଦାନ କରିବାକୁ ରାଜି ହୋଇଛନ୍ତି । ଭାରତ ନିଜସ୍ୱ ଜ୍ଞାନ କୋ÷ଶଳରେମଧ୍ୟ ଅନେକ ଯୁଦ୍ଧାସ୍ତ୍ର ଏବଂ ବିମାନ ପ୍ରସ୍ତୁତ କରିବାକୁ ଯାଉଛି ।ଏହା ଦ୍ୱାରା ଦେଶର ସାମରିକ ଶକ୍ତି ଏବଂ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ହୋଇପାରିବ । ଚୀନ ହେଉ ବା ପାକିସ୍ତାନ ଭାରତର ସାର୍ବଭୋ÷ମତ୍ୱଉପରେ ନଜର ପକାଇବାକୁ ସାହସ କରିପାରିବେ ନାହିଁ । ଏହା ହିଁମୋଦିଙ୍କ କୂଟନୈତିକ ସଫଳତା, ବିଦେଶ ନୀତିର ସଫଳତା ଏବଂବିଭିନ୍ନ ରାଷ୍ଟ୍ର ସହ ସୁସମ୍ପର୍କ ରକ୍ଷାର ପ୍ରଭାବ । ଜାତି ସଂଘରେ କୋ÷ଣସିପ୍ରସଙ୍ଗରେ ଆଲୋଚନା ବେଳେ ଭାରତର ଯୁକ୍ତିକୁ ସମସ୍ତେ ସମର୍ଥନକରୁଛନ୍ତି । ଭାରତ ସପକ୍ଷରେ ବାହାରୁଛନ୍ତି । ଏହା କିଛି କମ ସଫଳତାବା ବାହାଦୂରୀର ବିଷୟ ନୁହେଁ । ତେଣୁ ସରକାରଙ୍କ ବିଦେଶ ନୀତିକୁସମାଲୋଚନା କରିବା ପରିବର୍ତ୍ତେ ବିଶ୍ୱ ଦରବାରରେ ଭାରତର ଟେକରଖିବା ନିମନ୍ତେ ବିରୋଧୀ ଦଳ ଗୁଡ଼ିକ ସରକାରଙ୍କ ପଛରେ ଏକହୋଇ ରହିବା ଉଚିତ । ଏବେ ସୀମାରେ ଚୀନ ସେନା ଭାରତୀୟଅଞ୍ଚଳରେ ଅନୁପ୍ରବେଶ କରିବା ନିମନ୍ତେ ବରାବର ଉଦ୍ୟମ କରୁଥିବାବେଳେ ଭାରତୀୟ ସେନା ଏହାର ଦୃଢ଼ ଜବାବ ଦେଇଛି । ଚୀନରହୀନ ଷଡ଼ଯନ୍ତ୍ର ବିଫଳ ହୋଇଛି । ଏହା କେବଳ ସାମରିକ ଶକ୍ତିଆଧାରରେ ନୁହେଁ, କେନ୍ଦ୍ର ସରକାରଙ୍କ କୂଟନୈତିକ ସଫଳତା ମଧ୍ୟଏହା ପଛରେ ରହିଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ଗୌତମ ଗମ୍ଭୀର ଏମଏସ ଧୋନିଙ୍କ ମଧ୍ୟରେ ଝଗଡା ।

ନୁଆଦିଲ୍ଲୀ,୨୩/୯ ;ଏକ ବଡ଼ ଧରଣର ଗୋଡ଼ାଇବା ସମୟରେ ନିଜକୁ ବ୍ୟାଟିଂ ଅର୍ଡରରୁ ଓହ୍ଲାଇ ଆଗରୁ ଆଗେଇ ନଥିଲେ, ପୂର୍ବତନ ଭାରତ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀରଙ୍କୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସପ୍ତମ...