ନୂଆଦିଲ୍ଲୀ,୧୦ା୯: ଅକ୍ସଫୋର୍ଡବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତକରୋନାଭାଇରସ୍ ଟିକା ପରୀକ୍ଷାକରାଉଥିବା “ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ଇଣ୍ଡିଅ ।’ ଭାରତରେ ଏହି ଟିକାରନେଦାନିକ ପରୀକ୍ଷା ସ୍ଥଗିତ ରଖିଛି । “ଡ୍ରଗ୍କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଅ ।’ଙ୍କ ଠାରୁନିର୍ଦେଶ ନ ଆସିବା ପର୍ଯ୍ୟନ୍ତ ଦେଶରେକରୋନାଭାଇରସ୍ ଟିକା ପରୀକ୍ଷା ବନ୍ଦରହିବ ବୋଲି “ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ଇଣ୍ଡିଅ ।’ ଏକ ବିବୃତିରେ ଉଲ୍ଲେଖକରିଛି ।”ଡାଇରେକ୍ଟର୍ ଜେନେରାଲ୍ ଅଫ୍ହେଲ୍ଥ୍ ସର୍ଭିସେସ୍’ ମଧ୍ୟ ଏକ ବିଜ୍ଞପ୍ତିରେଉଲ୍ଲେଖ କରିଛନ୍ତି ଯେ, ଅନ୍ୟଦେଶମାନଙ୍କରେ ଅ ।ଷ୍ଟ୍ରାଜେନିକାଚଳାଇଥିବା ନେଦାନିକ ପରୀକ୍ଷା ବନ୍ଦରଖିଥିବା କଥା ପୁଣେସ୍ଥିତ “ସିରମ୍ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଅ ।’ ଏ ପର୍ଯ୍ୟନ୍ତ”ସେଣ୍ଟ୍ରାଲ୍ ଲାଇସିନ୍ସିଙ୍ଗ୍ ଅଥରିଟି’କୁଅବଗତ କରାଇନାହ । ଏହାଛଡ଼ା,ନିରାପତ୍ତା ଦିଗରୁ ଦେଶରେ କରାଯାଉଥିବାଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟନେଦାନିକ ପରୀକ୍ଷାରେ ଦେଖା ଦେଇଥିବାପ୍ରତିକୂଳ ପ୍ରତିକ୍ରିୟାର ବିଶ୍ଳେଷଣ ରିପୋର୍ଟମଧ୍ୟ ଦାଖଲ କରିନାହିଁ ।
ମଙ୍ଗଳବାର ଦିନଅ ।ଷ୍ଟ୍ରାଜେନିକା କହିଥିଲା ଯେ, ଟିକାପରୀକ୍ଷା ବନ୍ଦ ରଖି ଏହାର ନିରାପତ୍ତାତଥ୍ୟାବଳୀ ସମୀକ୍ଷା କରିବାକୁ ଏକସ୍ୱାଧୀନ କମିଟିକୁ ଅନୁମତି ଦେଇଛୁ ।ଇଂଲଣ୍ଡ୍ରେ କରାଯାଇଥିବା ନେଦାନିକପରୀକ୍ଷାରେ ପ୍ରତିକୂଳ ଫଳାଫଳଜଣାପଡ଼ିବା ପରେ ବୁଧବାର ଦିନ “ସିରମ୍ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଅ ।’ର ସିଇଓଅଦର ପୂନାୱାଲା କହିଥିଲେ ଯେ,ଭାରତରେ କରାଯାଇଥିବା ପରୀକ୍ଷାରେକେଣସି ଅପ୍ରୀତିକର ରିପୋର୍ଟ ହସ୍ତଗତହୋଇନାହିଁ ।କିନ୍ତୁ, ଇଂଲଣ୍ଡ୍ରେଅ ।ଷ୍ଟ୍ରାଜେନିକା କୋଭିଡ୍-୧୯ ଟିକାପରୀକ୍ଷା ସ୍ଥଗିତ ରଖାଯିବା ପରେ ଡ୍ରଗ୍କଣ୍ଟ୍ରୋଲର୍ ଟିକା ପ୍ରସ୍ତୁତକର୍ତ୍ତା “ସିରମ୍ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଅ ।’କୁକାରଣଦର୍ଶାଅ ନୋଟିସ୍ ଜାରି କରିଥିଲେ ।ଏଠାରେ ସୂ·ଇ ଦିଅ ।ଯାଇ ପାରେଯେ, କରୋନାଭାଇରସ୍ ଟିକାର ଦ୍ୱିତୀୟଓ ତୃତୀୟ ପର୍ଯ୍ୟାୟ ମାନବୀୟନେଦାନିକ ପରୀକ୍ଷା କରାଇବାକୁ”ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଅ ।'”ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଅ ।’କୁ ଅନୁମତି ପ୍ରଦାନ କରିଥିଲେ ।