18 C
Bhubaneswar
Wednesday, November 25, 2020

ରେକର୍ଡସଂଖ୍ୟକ ପଜିଟିଭ୍ ଚିହ୍ନଟ

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ଭୁବନେଶ୍ୱର,୧୦ା୯(ନି.ପ୍ର.):ଗୋଟିଏ ଦିନରେ ଓଡ଼ିଶାରେ ରେକର୍ଡସଂଖ୍ୟକ ପ୍ରାୟ ୪ ହଜାର ନୂଅ । କରୋନାପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେଓଡ଼ିଶାରେ ମୋଟ କରୋନା ଅ ।କ୍ରାନ୍ତ ସଂଖ୍ୟା୧ଲକ୍ଷ ୩୯ ହଜାର ଟପିଯାଇଛି ।ରାଜ୍ୟ ସୂଚନା ଓ ଲୋକସଂପର୍କବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେଗତ ୨୪ ଘଣ୍ଟାରେ ରାଜ୍ୟରେ ୩୯୯୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ୨୩୧୫ ଓ ସ୍ଥାନୀୟ ଅଞ୍ଚଳରୁ ୧୬୭୬ଅ ।କ୍ରାନ୍ତ ଅଛନ୍ତି । ଏହା ଫଳରେ ରାଜ୍ୟରେକରୋନା ପଜିଟିଭ୍ ସଂଖ୍ୟା ୧ ଲକ୍ଷ ୩୯ହଜାର ୧୨୧କୁ ବୃଦ୍ଧି ପାଇଛି । ୩୦ଟିଜିଲ୍ଲାରୁ ଏହି ସବୁ ଅ ।କ୍ରାନ୍ତ ଚିହ୍ନଟହୋଇଛନ୍ତି । ଗତ ୨୪ ଘଣ୍ଟାରେ ଅ ।ଉ ୧୧ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣକରିଛନ୍ତି । ଏମାନଙ୍କୁ ମିଶାଇ ଓଡ଼ିଶାରେମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା୫୯୧ ରେ ପହଞ୍ଚିଛି ।ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୮୭ଜଣ କରୋନା ଅ ।କ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକ ଜିଲ୍ଲାରୁ ଦ୍ୱିତୀୟ ସର୍ବାଧିକ୩୯୨ ଜଣ ଓ ପୁରୀରୁ ୩୩୨ ପଜିଟିଭଚିହ୍ନଟ ହୋଇଛନ୍ତି । ବରଗଡରୁ ୧୬୯ ,ମୟୁରଭଞ୍ଜରୁ ୧୬୦, ଯାଜପୁର ଜିଲ୍ଲାରୁ୧୪୮, କେନ୍ଦ୍ରାପଡ଼ାରୁ ୧୪୭ ଅ ।କ୍ରାନ୍ତଚିହ୍ନଟ ହୋଇଛନ୍ତି । ଅପରପକ୍ଷରେନୟାଗଡ଼ ଜିଲ୍ଲାରୁ ୪୮, ଗଞ୍ଜାମ ଜିଲ୍ଲାରୁ୯୫, ବଲାଙ୍ଗୀର ଜିଲ୍ଲାରୁ୧୮୦,ବାଲେଶ୍ୱର ଜିଲ୍ଲାରୁ ୭୪, କୋରାପୁଟଜିଲ୍ଲାରୁ ୧୨୭, ଭଦ୍ରକ ଜିଲ୍ଲାରୁ ୮୨,ରାୟଗଡ଼ା ଜିଲ୍ଲାରୁ ୫୮, ସୁନ୍ଦରଗଡ଼ ଜିଲ୍ଲାରୁ୯୮, ଜଗତସିଂହପୁର ଜିଲ୍ଲାରୁ ୧୦୯,ସମ୍ବଲପୁର ଜିଲ୍ଲାରୁ ୧୦୪, କଳାହାଣ୍ଡିଜିଲ୍ଲାରୁ ୭୪, ଯାଜପୁର ଜିଲ୍ଲାରୁ ୧୪୮,କନ୍ଧମାଳ ଜିଲ୍ଲାରୁ ୫୭, ମାଲକାନଗିରିଜିଲ୍ଲାରୁ ୧୯, ଗଜପତି ଜିଲ୍ଲାରୁ ୧୮,ଝାରସୁଗୁଡ଼ା ଜିଲ୍ଲାରୁ ୪୯, ଢେଙ୍କାନାଳଜିଲ୍ଲାରୁ ୧୦୧, ନବରଙ୍ଗପୁର ଜିଲ୍ଲାରୁ୧୨୫, କେନ୍ଦୁଝର ଜିଲ୍ଲାରୁ ୮୧,ସୁବର୍ଣ୍ଣପୁର ଜିଲ୍ଲାରୁ ୭୪, ଅନୁଗୁଳ ଜିଲ୍ଲାରୁ୧୧୪, ନୂଅ ।ପଡ଼ା ଜିଲ୍ଲାରୁ ୯୬,ଦେବଗଡ଼ରୁ ୧୮ ଓ ବୌଦ୍ଧ ଜିଲ୍ଲାରୁ ୪୧ଜଣ କରୋନା ଅ ।କ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ମୃତ୍ୟୁବରଣ କରିଥିବା କୋରନାଅ ।କ୍ରାନ୍ତଙ୍କ ମଧ୍ୟରୁ ଜଣେ ମହିଳାଥିବାବେଳେ ୧୦ ଜଣ ପୁରୁଷ ଅଛନ୍ତି ।ପୁରୀ ଜିଲ୍ଲାର ଜଣ ୧୭ ବର୍ଷୀୟା ଯୁବତୀମୃତ୍ୟୁବରଣ କରିଥିବାବେଳେ ଭଦ୍ରକଜିଲ୍ଲାର ୫୧ ବର୍ଷୀୟ ପୁରୁଷ, କଟକ ଜିଲ୍ଲାରଜଣେ ୪୯ ବର୍ଷୀୟ ପୁରୁଷ ମୃତ୍ୟୁବରଣକରିଛନ୍ତି । ଏମାନଙ୍କର କୌଣସି ପୂର୍ବଅସୁସ୍ଥତା ଥିବା ଜଣାପଡ଼ିନାହିଁ । କିନ୍ତୁମୃତ୍ୟୁବରଣ କରିଥିବା ଅନ ଅ ।କ୍ରାନ୍ତମାନେବିଭିନ୍ନ ପ୍ରକାରର ସ୍ଥାୟୀ ରୋଗ ଯଥାଡାଇବେଟିସ, ଉଚ୍ଚରକ୍ତ·ପ ତଥା କିଡନୀରୋଗରେ ପୀଡ଼ିତ ଥିବା ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଡାଇବେଟିସ,ଉଚ୍ଚରକ୍ତ·ପ ରୋଗରେ ପୀଡ଼ିତ ଭୁବନେଶ୍ୱର ଜଣେ ୭୦ ବର୍ଷୀୟ, ଜଣେ ୫୭ ବର୍ଷୀୟପୁରୁଷ , ରାୟଗଡାର ୬୫ ବର୍ଷୀୟ ପୁରୁଷ ଓ ଗଞ୍ଜାମର ୭୫ ବର୍ଷୀୟ ପୁରୁଷ ପ୍ରାଣ ହରାଇଛନ୍ତି ।ସେହିପରି ଡାଇବେଟିସ ପୀଡ଼ିତ ଥିବା କୋରାପୁଟର ଜଣେ ୭୧ ବର୍ଷୀୟ ପୁରୁଷ, ନୟାଗଡ଼ରଜଣେ ୬୮ ବର୍ଷୀୟ ପୁରୁଷ ପ୍ରାଣ ହରାଇଛନ୍ତି । ଡାଇବେଟିସ, ଉଚ୍ଚରକ୍ତ·ପ ତଥା କିଡନୀରୋଗରେ ପୀଡ଼ିତ ଥିବା ପୁରୀର ଜଣେ ୬୦ ବର୍ଷୀୟ ପୁରୁଷଙ୍କ ପରଲୋକ ହୋଇଛି

- Advertisement -ରେକର୍ଡସଂଖ୍ୟକ ପଜିଟିଭ୍ ଚିହ୍ନଟ

More articles

LEAVE A REPLY

Please enter your comment!
Please enter your name here

- Advertisement -ରେକର୍ଡସଂଖ୍ୟକ ପଜିଟିଭ୍ ଚିହ୍ନଟ

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...