20.1 C
Bhubaneswar
Sunday, November 29, 2020

ବିଶ୍ୱବିଦ୍ୟାଳୟଗୁଡ଼ିକରେ ହେଉନି କରୋନା ଗବେଷଣା

Must read

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଭୁବନେଶ୍ୱର,୧୦ା୯(ନି.ପ୍ର.):କରୋନା ପ୍ରତିଷେଧକ ଟୀକା କାଢିବାପାଇଁବିଭିନ୍ନ ଦେଶରେ ବିଶ୍ୱବିଦ୍ୟାଳୟଗୁଡିକଉକ୍ରୃଷ୍ଟମାନର ଗବେଷଣା ଜାରି ରଖି ଚର୍ଚ୍ଚାରକେନ୍ଦ୍ରବିନ୍ଦୁ ପାଲଟୁଥିବାବେଳେ ଓଡିଶାରେ୩୫ଟି ବିଶ୍ୱବିଦ୍ୟାଳୟ ସମେତ ଜାତୀୟସ୍ତରର ୧୭ଟି ପ୍ରତିଷ୍ଠାନ ଥିବା ସ୍ଥଳେ ଏକ୍ଷେତ୍ରରେ କିନ୍ତୁ କେହି ମୌଳିକ ଗବେଷଣାକରୁନାହାନ୍ତି ।ବି୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟପ୍ରସ୍ତୁତ କରୁଥିବା ଟୀକା ଉପରେ ଏବେ ସାରାବିଶ୍ୱର ନଜର । ସେହିପରି ଯୁକ୍ତରାଷ୍ଟ୍ରଆମେରିକାରେ କାଲିଫଣ୍ଣିଆ, ଚିକାଗୋ,ମାସାଚୁ୍ୟଟ୍‍ସ ଭଳି ବିଶ୍ୱବିଦ୍ୟାଳୟଗୁଡିକକରୋନା ଟୀକା କାଢିବାରେ ମୁଖ୍ୟ ଭୂମିକାଗ୍ରହଣ କରୁଛନ୍ତି । ଚୀନ୍‍ ଠାରୁ ଆରମ୍ଭକରିସୋଭିଏତ୍‍ ଋଷ୍‍ ପର୍ଯ୍ୟନ୍ତ ବିଭିନ୍ନ ଦେଶରେବିଶ୍ୱବିଦ୍ୟାଳୟମାନେ ଏ କ୍ଷେତ୍ରରେଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି ।ଓଡିଶାରେ ଏବେ ୨୧ଟି ସରକାରୀବିଶ୍ୱବିଦ୍ୟାଳୟ ରହିଛି । ଏହାଛଡା ୨ଟିଡିମ୍‍ଡ ବିଶ୍ୱବିଦ୍ୟାଳୟ ଘରୋଇ ଉଦ୍ୟମରେଚାଲିଥିବାବେଳେ ଆଉ ୧୨ଟି ଘରୋଇବିଶ୍ୱବିଦ୍ୟାଳୟ ବି ରାଜ୍ୟର ବିଭିନ୍ନ ସ୍ଥାନରେରହିଛି । ଏମାନଙ୍କ ଛଡା ଏମ୍‍ସ,ଆଇଆଇଟି, ଆଇଜର, ନାଇଜର, ଜୀବବିଜ୍ଞାନ ପ୍ରତିଷ୍ଠାନ, ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ,ଆଇଆଇଆଇଟି, ଏନ୍‍ଆଇଟି,ଆରଏମ୍‍ଆରସି ଭଳି ଜାତୀୟ ସ୍ତରରପ୍ରତିଷ୍ଠାନ ମଧ୍ୟ ଓଡିଶାରେ ଅଛି ।ଏଗୁଡିକ ମଧ୍ୟରୁ କେବଳ ଭୁବନେଶ୍ୱରସ୍ଥିତ ସୋଆ ବିଶ୍ୱବିଦ୍ୟାଳୟର ସମ୍‍ହସ୍ପିଟାଲରେ ଅନ୍ୟଏକ ସଂସ୍ଥା ତିଆରିକରୁଥିବା ଟୀକାର ମାନବ ପରୀକ୍ଷଣଚାଲିଛି । କିନ୍ତୁ ୩୫ଟି ଯାକ ବିଶ୍ୱବିଦ୍ୟାଳୟଓ ଅନ୍ୟ ପ୍ରତିଷ୍ଠାନ ଗୁଡିକ ଭିତରୁ କେଉଁଗୋଟିକରେ ହେଲେ ବି କରୋନାପ୍ରତିଷେଧକ କାଢିବାଲାଗି ମୌଳିକଗବେଷଣା ହେଉନାହିଁ ।ଓଡିଶାର ସର୍ବ ପୁରାତନ ଉକ୍ରଳବିଶ୍ୱବିଦ୍ୟାଳୟରେ ଗବେଷଣା ତଦୂରରକଥା ପାଠ ପଢାଇବାପାଇଁ ପର୍ଯ୍ୟାପ୍ତସଂଖ୍ୟକ ଅଧ୍ୟାପକ ନାହାନ୍ତି । ଅନ୍ୟ ସବୁବିଶ୍ୱବିଦ୍ୟାଳୟରେ ବି ଅନୁରୂପ ଅବସ୍ଥା ।ବୁର୍ଲାରେ ଭିଏସ୍‍ଏସ୍‍ ମେଡିକାଲ କଲେଜହସ୍ପିଟାଲର ନାମ ବଦଳାଇ ବୀର ସୁରେନ୍ଦ୍ରସାଏ ଇନ୍‍ଷ୍ଟିଟୁ୍ୟଟସ୍‍ ଅଫ୍‍ ମେଡିକାଲସାଇନସେନ୍ସ ଆଣ୍ଡ ରିସର୍ଚ୍ଚ ନାମରେ ନାମିତକରାଯାଇଥିବାବେଳେ ସେଠାରେ କରୋନାଟୀକା ଗବେଷଣା ପାଇଁ କିଛି ବ୍ୟବସ୍ଥା ନାହିାଁ ଏସ୍‍ସିବି, ଏମ୍‍କେସିଜି ସମେତ ୬ଟି ଯାକସରକାରୀ ମେଡିକାଲ କଲେଜରେ ଅନୁରୂପଦୁରବସ୍ଥା । ବ୍ରହ୍ମପୁର, ସମ୍ବଲପୁରବିଶ୍ୱବିଦ୍ୟାଳୟରୁ ଆରମ୍ଭକରିଦ୍ଭଦ୍ଭଦ୍ଭଦ୍ଭଦ୍ଭପୃଷ୍ଠା-୮ଦ୍ଭଦ୍ଭଦ୍ଭଦ୍ଭ ଭୁବନେଶ୍ୱରର ଏମ୍‍ସରେ ବି କରୋନା ଟୀକା ଲାଗି କିଛି କାମ ହେଉନାହିଁ ।ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟ କରୋନା ବିପତ୍ତି ସମୟରେ ମାନବ ସମାଜକୁ ରକ୍ଷା କରିବାପାଇଁବ୍ୟାପକ ଗବେଷଣା ଚଳାଉଥିବାବେଳେ ଓଡିଶାର ବିଶ୍ୱବିଦ୍ୟାଳୟଗୁଡିକ କେବଳ ପିଏଚ୍‍ଡି ଡିଗ୍ରୀସାର୍ଟିଫିକେଟ ବଣ୍ଟନରେ ନିଜ ଗବେଷଣାକୁ ସୀମିତ ରଖିଛନ୍ତି । ଅନ୍ୟ ପକ୍ଷରେ ବିଦେଶରେ କରୋନାଟୀକା ବିକାଶ ପାଇଁ ଗବେଷଣା କ୍ଷେତ୍ରରେ ଆମ ଦେଶର ବିଶେଷକରି ଓଡିଶାର କେତେକ ଗବେଷକପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି । ଅଥଚ ସେମାନଙ୍କୁ ଗବେଷଣା ଓ ପ୍ରୟୋଗ ଲାଗି ରାଜ୍ୟ ଭିତରେସୁଯୋଗ ମିଳୁନାହିଁ । ହାଇଦ୍ରାବାଦର ଭାରତ ବାୟୋଟେକ ଓ ପୁନାର ସିରମ ଇନ୍‍ଷ୍ଟିଟୁ୍ୟଟ କରେନାଟୀକା ଗବେଷଣା କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରୁଥିବା ଦୃଷ୍ଟିରୁ ଭବିଷ୍ୟତକୁ ଆଖିଆଗରେ ରଖିଓଡିଶାରେ ଉନ୍ନତମାନର ଗବେଷଣା ଲାଗି ବିଶ୍ୱବିଦ୍ୟାଳୟ ଓ ଅନ୍ୟ ଜାତୀୟ ସ୍ତରର ଅନୁଷ୍ଠାନଗୁଡିକରେସୁଯୋଗ ସୃଷ୍ଟି କରିବାକୁ ବରିଷ୍ଠ ବୈଜ୍ଞାନିକମାନେ ମତବ୍ୟକ୍ତ କରୁଛନ୍ତି ।

- Advertisement -ବିଶ୍ୱବିଦ୍ୟାଳୟଗୁଡ଼ିକରେ ହେଉନି କରୋନା ଗବେଷଣା

More articles

LEAVE A REPLY

Please enter your comment!
Please enter your name here

- Advertisement -ବିଶ୍ୱବିଦ୍ୟାଳୟଗୁଡ଼ିକରେ ହେଉନି କରୋନା ଗବେଷଣା

Latest article

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଡିସେମ୍ବର ୧ ରୁ ଓଡିଶାର ମେଡିକାଲ କଲେଜଗୁଡ଼ିକ ଖୋଲିବ |

ଭୁବନେଶ୍ୱର: ଡିସେମ୍ବର ୧ ରୁ ମେଡିକାଲ କଲେଜ ଖୋଲିବା ଏବଂ ପରୀକ୍ଷା ପରିଚାଳନାରେ ସମାନତା ନିଶ୍ଚିତ କରିବାକୁ ଓଡିଶା ସରକାର ଶୁକ୍ରବାର ଦିନ ନିଷ୍ପତ୍ତି...