29 C
Bhubaneswar
Saturday, September 19, 2020

ନିୟମାବଳୀ ଉପରେ ଜାତୀୟ ସ୍ତରରେ ଆଲୋଚନା

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭୁବନେଶ୍ୱର,୧୦/୯ (ନି.ପ୍ର): ଆନ୍ତର୍ଜାତିକ ନିର୍ମାଣ ଓ ଜଙ୍ଗଲ କର୍ମଚାରୀମହାସଂଘଆନୁ କୁଲ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକା ଶିତ ମଜୁରୀ ଆଇନର ନିୟମା ବଳୀ୨୦୨୦ ଏକ ଜାତୀୟ ସ୍ତରରେଏକ ଆଲୋ ଚନା ଚକ୍ର ଏସିଆ ଓପ୍ରଶାନ୍ତ ମହାସାଗରୀୟ ଅଂଚଳରଉପ-ଅଧ୍ୟକ୍ଷ ଓ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭା ପତି,ଓଡ଼ିଶା ଶାଖାର ସଭାପତି, ପୂର୍ବତନସାଂସଦ ଡକ୍ଟର ରାମଚନ୍ଦ୍ର ଖୁଂଟିଆଙ୍କ ଅଧ୍ୟକ୍ଷତାରେଗତ ୨୧ତାରିଖରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଆଲୋ ଚନାରେ ଜାତୀୟ ଆଇନ ସଂଘର ସଭାପତି ଡକ୍ଟର ପ୍ରଭିନ ୍କୁମାର, ଭି.ଭି.ଗିରି ନ୍ୟାସନାଲ ଲେବର ଇନ୍ଶ୍ଚି୍ୟଟ୍ ପ୍ରଫେସର ଅନୁପଶତପଥି, ବି.ଡବ୍ଲୁ୍ୟ. ଆଇ ପୋଲିସ୍ ଅଫିସର ଡକ୍ଟର ରାଜୀବ ଶର୍ମା,ଶ୍ରୀମତୀ ପ୍ରେରଣା ପ୍ରସାଦ ପ୍ରମୁଖଯୋଗ ଦେଇ ଆଲୋ ଚନାରେ ଭାଗ ନେଇ ଥିଲେ ।ଆଲୋ ଚନାରେ ମୁଖ୍ୟତଃ ଆଡ଼ଭାଇଜରୀକମିଟ ିବୈଠକରେ ସମୟସୀମା, ମଜୁରୀ ନିର୍ଦ୍ଧାରଣ ନିତୀ ନିୟମ ବିଶେଷଭାବରେ ପରିବାରର ସଂଜ୍ଞା,ଅଭିଯୋଗ ନିବାରଣ ମେସିନାରୀପରିଦର୍ଶନ କରିବା ପାଇଁ ନିତିନିର୍ଦ୍ଧାରଣ, ତ୍ରିପାକ୍ଷିକ ଏକ୍ସପର୍ଟକମିଟି ଏବଂ ସାଂପ୍ରତିକପରିସ୍ଥିତିରେ ବଂଚି ବାର ଆବଶ୍ୟକତାକୁ ନେଇ ମଜୁରୀ ନିର୍ଦ୍ଧାରଣ କରିବା ଓ ଏହାକୁ ସାରାଦେଶରେ ଲାଗୁ କରିବା ପାଇଁଅଧିକାଂଶ ଶ୍ରମିକ ନେତା ମତପ୍ରକାଶକରିଥିଲେ । ୧୯୫୩ ମସିହାରେ ନିର୍ଦ୍ଧାରିତ ପିରବାର ରସଂଜ୍ଞା, ଘରଭଡ଼ା, ଖାଦ୍ୟ, ଲୁଗାଏବଂ ପରିବହନ ଖର୍ଚ୍ଚ ପାଇଁ ବ୍ୟବସ୍ଥାପରିମାଣକୁ ନେଇ ମଜୁରୀ ନିର୍ଦ୍ଧାରଣକରିବା ପରିବର୍ତେ ସାଂପ୍ରତିକପରିବେଶ ଓ ପରି ସ୍ଥିତିକୁ ନେଇମଜୁରୀ ନିର୍ଦ୍ଧାରଣ କରିବା ଉଚିତ୍ ।କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ୭ମ ପେ କମିସନଙ୍କ ଦ୍ୱାରା ନିର୍ଦ୍ଧାରିତ ମଜୁରୀ ୧୮ ହଜାର ଟଙ୍କାରୁ କମ୍ହେବା ଉଚିତ୍ନୁହେଁ । ମହଙ୍ଗା ଭଡ଼ାପାଇଁ ସବୁ କର୍ମଚାରୀ ଓ ଶ୍ରମିକଙ୍କପାଇଁ ଜାତୀୟ ସ୍ତରରେ ଗୋଟିଏ ନିତିନିର୍ଦ୍ଧାରଣ ହେବା ଉଚିତ୍ ଏବଂଉପଦେଷ୍ଟା କମିଟିର ଅପେକ୍ଷା ନ କରିପ୍ରତି ତିନିମାସରେ ଥରେ ମହଙ୍ଗା ଭତାଘୋଷଣା କରାଯିବା ଉଚିତ୍ । ମଜୁରୀମାସକ ପାଇଁ ଧାର୍ଯ୍ୟ କରାଯିବା ଓକାର୍ଯ୍ୟ ନିର୍ଘଂଟକୁ ୮ ଘଂଟା ରଖିବାଓ ୮ ଘଂଟାରୁ ଅଧିକ କାର୍ଯ୍ୟ କଲେ ଓଭର ଟାଇମ୍ ହିସାବରେ ୨ଗୁଣ ମଜୁରୀଦେବାପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା । ଡକ୍ଟର ଖୁଂଟିଆଙ୍କ ଅଧ୍ୟକ୍ଷତାରେ ହୋଇ ଥିବାଏହି ବୈଠକରେ ବିଭିନ୍ନ ପ୍ରସ୍ତାବକୁସମ୍ମିଳିତ କରି ୨୪ ତାରିଖ ପୂର୍ବରୁକେନ୍ଦ୍ର ସରକାରଙ୍କୁ ଏକ ସ୍ମାରକ ପତ୍ରଦେବା ପାଇଁ ବୈଠକରେ ନିଷ୍ପତିହୋଇଥିଲା । ଏହିବୈଠକରେଓଡ଼ିଶାରୁ କିଶୋର ଜେନା, ମଦନମୋହନ ଧଳ, ବିଦ୍ୟାଧର ମହାନ୍ତି, ସତ୍ୟ ବ୍ରତ ନାୟକ, ପିତବାସ ପଣ୍ଡା, ଭୁବନ ସାହୁ, ମୁକ୍ତାର ଖାଁ, ଘନ ସବର, କୃଷ୍ଣଚନ୍ଦ୍ର ସାହୁ, ଅଜୟପାଇକରାୟ ପ୍ରମୁଖ ଯୋଗଦେଇ ଆଲୋ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...