29 C
Bhubaneswar
Saturday, September 19, 2020

ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଭୁବନେଶ୍ୱର,୧୦/୯ (ନି.ପ୍ର):କରୋନା ପରିପ୍ରେକ୍ଷୀରେ ଓଡିଶାହାଇ କୋର୍ଟର ମାମଲା ଶୁଣାଣି ସଂକ୍ରା ନ୍ତରେ ପୁଣି ଏକ ଅ ।ଦେଶନାମା ଜାରିକରାଯାଇଛି ।ହାଇ କୋର୍ଟର ଫୁଲ୍ବେଂଚର ନିଷ୍ପତି ମୁତାବକ ସେପ୍ଟେ ମ୍ବର୧୬ ତାରିଖ ପର୍ଯ୍ୟନ୍ତ ଭିଡିଓ କନ୍ଫରେନ୍ସିଂଓ ଭର୍ଚୁଅ ।ଲ ମୋଡରେ ହାଇକୋର୍ଟରେ ଗୁରୁ ତ୍ୱପୂର୍ଣ୍ଣ ମାମଲା ଗୁଡିକର ଶୁଣାଣି ହେବ । ଏଥିଲାଗି କେଉଁଦିନ କେଉଁ କୋର୍ଟକାର୍ଯ୍ୟ କରିବ ସେ ପ୍ରସଙ୍ଗରେ ମୁଖ୍ୟବି·ରପତି ରୋଷ୍ଟର ଅନୁଯାୟୀ ଦାୟିତ୍ୱପ୍ରଦାନ କରିବେ । ପୂର୍ବରୁ ଚଳିତ ମାସ୨ ତାରିଖରେ କୋଭିଡ ପରିପ୍ରେକ୍ଷୀରେହାଇକୋର୍ଟରେ ମାମଲା ଶୁଣାଣିସଂକ୍ରାନ୍ତରେ ଏକ ନିଦେ୍ର୍ଦଶନାମା ଜାରିହୋଇଥିଲା । ଏଥିରେ ମାମଲା ଓମେମୋ ସବୁ ଇ-ଫାଇଲିଂ ମାଧ୍ୟମ ରେ କରିବାକୁ କୁହାଯାଇଥିଲା । ଏହିବ୍ୟବସ୍ଥା ଅନୁଯାୟୀ ଏବେ ଓକିଲ ଓପକ୍ଷମାନେ ହାଇ କୋର୍ଟକୁ ନଅ ।ସି ନିଜଘରେ ବସି ମାମଲା ଶୁଣାଣିରେ ଭିଡିଓ କନଫରେନ୍ସିଂ ଓ ଭର୍ଚୁଅ ।ଲ ମୋଡ୍ ମାଧ୍ୟମରେ ଅଂଶଗ୍ରହଣ କରୁଛନ୍ତି ।ଏଥିରେ ମୁଖ୍ୟତଃ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡିକ ସ୍ଥାନ ପାଉଛି । ଫୁଲ୍ କୋର୍ଟରନିଷ୍ପତି ଅନୁଯାୟୀ ଓଡିଶାହାଇ କୋର୍ଟର ରେଜିଷ୍ଟ୍ରାର ଜେନେରାଲ ଜାରି କରିଥିବାନିଦେ୍ର୍ଦଶନାମାରେ ହାଇକୋର୍ଟ ସମେତଅନ୍ୟ ଜିଲ୍ଲା ଓ ନିମ୍ନ ଅଦାଲତ ଏବଂ ଟ୍ରିବ୍ୟୁ ନାଲ ସବୁ କିଭଳି କୋଭିଡ ସମ ୟରେ କାମ କରିବ ସେ ସଂକ୍ରାନ୍ତ ରେସ୍ପଷ୍ଟ ସୂଚନା ଦିଅ । ଯାଇଛି ଏଥିରେ କେଂଟନମେଂଟ ଜୋନ୍, ସଟ୍ଡାଉନ୍ ଓଲ କ୍ଡାଉନ୍ ଅ ।ଦି ଯେଉଁ ଅଂଚଳରେ ଘୋଷଣା ହୋଇଛି ସମ୍ପୃକ୍ତ ଅଂଚଳର ଅଦା ଲତଗୁଡିକ ଏଥିରେ ଥିବା କଟକଣା ଅ ।ଧାରରେ କାର୍ଯ୍ୟ କରିବେ ୟ ତେବେକୋର୍ଟ ଗୁଡିକ ଭିଡିଓ କନ୍ଫରେନ୍ସିଂମାଧ୍ୟମରେ ଶୁଣାଣି କରିବାପାଇଁ ଏଥିରେ କୁହା ଯାଇଛି ଯେଉଁ କ୍ଷେତ୍ରରେ ସମ୍ପୃକ୍ତ ପକ୍ଷ ଓ ସାକ୍ଷୀମାନଙ୍କ କୋର୍ଟରେ ଉପସ୍ଥିତି ଏକାନ୍ତ ପ୍ରୟୋ ଜନ ହେବ ସେ କ୍ଷେତ୍ରରେ ସାମା ଜିକ ଦୂରତା, ମାସ୍କ ପରିଧାନ ଅ ।ଦିପରିପାଳନ କରିବା ପାଇଁ ମଧ୍ୟ ନିଦେ୍ର୍ଦଶ ଦିଅ । ଯାଇଛି । ସେହିପରି ଅଭିଯୁକ୍ତ ମାନଙ୍କୁ ପ୍ରଥମଥର ଲାଗି ପୁଲିସ୍ ମାଜି ଷ୍ଟ୍ରେଟଙ୍କନିକଟରେ ହାଜର କରାଇବ ଏବଂ ସେମା ନଙ୍କ ପର ବର୍ତୀ ହାଜିରା ଭିଡିଓ କନ୍ଫ ରେନ୍ସିଂ ମାଧ୍ୟମରେ ହେବ ବୋଲି କୁହା ଯାଇଛି ମାମଲା ଶୁଣାଣି ପ୍ରକ୍ରିୟାକୁ ସହଜ କରିବାପାଇଁ ପକ୍ଷମାନଙ୍କ ତରଫରୁସମ୍ପୃକ୍ତ ଅ ।ଇନ୍ଚୀବୀମାନେ ଆଗୁଆ ସେମା ନଙ୍କ ଲିଖିତ ତର୍କ ଉପସ୍ଥାପନ କରିବାକୁ ହାଇକୋର୍ଟ ପରାମର୍ଶ ଦେଇଛନ୍ତିନିମ୍ନ ଅଦାଲତ ଗୁଡି କରେ ଯେଉଁ ମାମ ଲାର ଶୁଣାଣି ଯେଉଁ ଦିନକୁ ଧାର୍ଯ୍ୟ କରା ଯାଉଛି ତାହାର ତାଲିକା ସମ୍ପୃକ୍ତଜିଲ୍ଲା କୋର୍ଟର ୱେବ ସାଇଟ୍ରେ ପ୍ରକାଶ କରିବାଣାଣି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...