24 C
Bhubaneswar
Wednesday, November 25, 2020

ବିଦୁ୍ୟତ୍ ସରବରାହଜନିତ କ୍ଷତି

Must read

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫ ।୧୧ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଚାଷୀଙ୍କ ବିକାଶ ପାଇଁ ଦିଆଯାଇଥିବା ଟିପ୍ପଣୀ ବାସ୍ତବଠୁୁ ସମ୍ପୂର୍ଣ୍ଣ ଭିନ୍ନ .

ଭୁବନେଶ୍ବର,୨୪ା୧୧; କେନ୍ଦ୍ର ବିଜେପିସରକାର କୃଷି କୃଷକର ବିକାଶ ପାଇଁ ବହୁ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାସୀନ ହେବା ପରେ...

ନୂଆଦିଲ୍ଲୀ,୧୦/୯(ନି.ପ୍ର):ବହୁତ ବଡ଼ ମହତାକାଂକ୍ଷା ନେଇ ଓଡ଼ିଶାରେ ୧୯୯୫ ରୁ ବିଦୁ୍ୟତ୍କ୍ଷେତ୍ରରେ ବ୍ୟାପକ ସଂସ୍କାର ଆର ମ୍ଭହୋଇଥିଲା । ରାଜ୍ୟରେ ବିଦୁ୍ୟତ୍ଉତ୍ପାଦନ ବୃଦ୍ଧି ପାଇବ, ଶସ୍ତା ଓସୁବିଧାରେ ରାଜ୍ୟର ଉପଭୋକ୍ତାଙ୍କନିକଟରେ ବିଦୁ୍ୟତ ପହଂଚିବ । ବିଦୁ୍ୟତ ସରୋବରାହ କ୍ଷେତ୍ରରେ ଗୁଣା ତ୍ମକପରିବର୍ତର୍ନ ଘଟିବ । ବିଦୁ୍ୟତ୍ ସରବରାହଜନିତ କ୍ଷତି ଓ ବିଦୁ୍ୟତ୍ ଚୋରି କମିଜାତୀୟ ହାର ସହିତ ସମାନ ବା ତାଠାରୁ କମ୍ ରହିବ । ରାଜ୍ୟ ସହୁଥିବା କ୍ଷତି ହେବନାହିଁ । ଏହି ସଂସ୍କାର ପରେଦୀର୍ଘ ୨୦ବର୍ଷକାଳ ନିରବଚ୍ଛିନ୍ନଭାବେନବୀନବାବୁଙ୍କ ସରକାର ରାଜ୍ୟରେ ରହି ଆସିଛନ୍ତି । ସଂସ୍କାରର ଗୋଟିଏ ବିଉଦେ୍ଦଶ୍ୟ ଏପର୍ଯ୍ୟନ୍ତ ପୂରଣ ହେଲାନାହିଁ । ବରଂ ସବୁ କ୍ଷେତ୍ରରେ ସ୍ଥିତିଅଧିକ ଖରାପ ହୋଇଥିବାରଦେଖାଯାଇଛି । ବରଂ ବିଭିନ୍ନ ଭାବରେପାଖାପାଖି ୨୨ ହଜାର କୋଟି ଟଙ୍କାରାଜ୍ୟ ରାଜକୋଷରୁ ଯାଇଛି କେନ୍ଦ୍ରୀୟ ଅନୁଦାନ ସହିତ୧୨ ହଜାର କୋଟ ିଟଙ୍କାର ଋଣ ଅଣା ଯାଇଛି । ଏପରିମୋଟ ୩୪ ହଜାର କୋଟି ଟଙ୍କାବିଦୁ୍ୟତ୍ କ୍ଷେତ୍ରରେ ଖର୍ଚ୍ଚ ହୋଇ ସାରିଛି ।ଏ ମଧ୍ୟରେ ବିତରକ କମ୍ପାନୀ ସେସୁକୁଶାଗମାଛ ଦରରେ ଟାଟା ବିଦୁ୍ୟତ୍ କମ୍ପାନୀହାତକୁ ଟେକି ଦିଆଗଲା । ଟାଟାଆର ମ୍ଭରୁ କହିଲାଣି ଯେ ଯାହାସବୁସେସୁ ଅଧିନସ୍ଥ ଲାଇନ୍ ବା ବିଦୁ୍ୟତ୍ ବ୍ୟବସ୍ଥା ଅଛି ତାହା ଖରାପ । ସେହିଆଳରେ ସେ ବିଭିନ୍ନ ସୁବିଧା ସୁଯୋଗହାତେଇବାର ବ୍ୟବସ୍ଥା କରିବ ।ବିତରଣର ନିୟମ ପାଳନ ପାଇଁ ଗ୍ରୀନ୍ଏନର୍ଜୀ ଅର୍ଥାତ୍ ସୋଲାର ଏନର୍ଜୀଉତ୍ପାଦନ ନିମନ୍ତେ ଜମି ହାତେଇବ । ରାଜ୍ୟକୁ ମିଳିଥିବା କୋଲ୍ ବ୍ଲକରୁ ବଡ଼ଧରଣର ଫାଇଦା ଉଠାଇବା ପାଇଁଆଦାନୀ ରାଜ୍ୟର ବିଦୁ୍ୟତ୍ ଉତ୍ପାଦନ(ଙୟସଗ୍ଦଷବ ଚକ୍ଟଙ୍ଗରକ୍ସ ଏରଦ୍ଭରକ୍ସବ-ଗ୍ଧସକ୍ଟଦ୍ଭ ଉକ୍ଟକ୍ସକ୍ଟ୍ରକ୍ଟକ୍ସବଗ୍ଧସକ୍ଟଦ୍ଭ) ରମୁଖ୍ୟ ଅଂଶ ୪୯% ହାତେଇବାକୁ ଚେଷ୍ଟାକରିଛି ଓ ସରକାର ରାଜ୍ୟର ଏକବିରାଟ ସଂପତିକୁ ତା ହାତକୁ ଶାଗମାଛଦରରେ ଅର୍ଥାତ୍ ବାର ହଜାର କୋଟି ଟଙ୍କାର ଜିନିଷକୁ ମାତ୍ର ୧୦୦୦ କୋଟି ଟଙ୍କାରେ ଟେକି ଦେବା ମସୁଧାକରିଛନ୍ତି । । ଆଜି ଅନୁଷ୍ଠିତ ଏକ ସା ମ୍ବାଦିକସମ୍ମିଳନୀରେ ପୂର୍ବତନ ଅର୍ଥ ମନ୍ତ୍ରୀ ତଥାବରିଷ୍ଠ କଂଗ୍ରେସ ନେତା ପଂଚାନନକାନୁନ୍ଗୋ ଓ ଜ୍ଞାନଦେବ ବେଉରାକଂଗ୍ରେସ ପକ୍ଷରୁ ଏହି ପରିପ୍ରେୀକ୍ଷରେ ରାଜ୍ୟ ସରକାରଙ୍କୁ କେତେଗୋଟି ପ୍ରଶ୍ନପଚାରିବା ସହ କିଛି ଦାବି ଉପସ୍ଥାପନକରିଛନ୍ତି ଯାହାକି ରାଜ୍ୟବାସୀ ଜାଣିବାରଅଛି । ଏ.ଇ.ଏସ୍ କମ୍ପାନୀ ଏବଂ ରାଜ୍ୟ ସରକାର ମଧ୍ୟରେ ହୋଇଥିବା ଚୁକ୍ତି -ଏଗ୍ରୀମେଂଟ ଧାରା-୧୪ର କେଉଁ କେଉଁପକ୍ଷ କେଉଁ କେଉଁ ଉପଧାରା ଖିଲାପକରିଛନ୍ତି ? ଯେଉଁଥିପାଇଁ ଉଭୟ ଓହରିଯିବାକୁ ବସିଛନ୍ତି ବା ନିଜ ନିଜର ସେୟାର ବିକ୍ରି କରିବାକୁ ·ହାନ୍ତି । ଏହିଖିଲାପକାରୀଙ୍କ ଉପରେ କି କିଆଇନାନୁମୋଦିତ କାର୍ଯ୍ୟାନୁଷ୍ଠାନ ଗ୍ରହଣକରାଯାଇଛି ?ରାଜ୍ୟ ସରକାର ନିଜସ୍ୱଗ୍ରୀଡ଼୍ରୁ ବିଦୁ୍ୟତ୍ ଉତ୍ପାଦନ ନିମନ୍ତେନିର୍ମାଣ କରିଥିବା ୟୁନିଟ୍-୩, ୟୁନିଟ୍-୪ କେଉଁ ସ୍ଥିତିରେ ଅଛି । ଏଥିର ୁଉତ୍ପାଦନ ଧାର୍ଯ୍ୟଲକ୍ଷ୍ୟ ଅନୁସାରେ ହୋଇଥିଲା କି ନାହିଁ ।ଏଥିପାଇଁ ଙଚଏଉ ଯେଉଁ ଋଣକରିଥିଲେ (୭୫୬୦ କୋଟି) ଟଙ୍କାରୁକେଉଁ ସେୟାର ହୋଲ୍ଡର କେତେ ଭାଗିଦାର ଥିଲା ଓ କାହା ଉପରେ ସୁଧମୂଳ ସହିତ କେତେ ବାକି ଅଛି ?ଅବା କେଉଁ ଧରଣର ଗ୍ୟାରେଂଟି ପ୍ରଦାନ କରାଯାଇଥିଲା ?ଆଦା ନୀଙ୍କର ନୂଆ କମ୍ପାନୀ ରାଜ୍ୟ ଙଚଏଉ କର୍ପୋ ରେସନ୍ ହାତକୁ ନେବାପାଇଁ ଆଗ୍ରହ ପ୍ରକାଶ କରି ଛନ୍ତି । ସେସୁଧ ଓ ମୂଳ କେଉଁ ହାରରେ ପରିଶୋଧ କରିବେ? ଓ ସର୍ତ ସବୁ କ’ଣ ?ରାଜ୍ୟ ସରକାର ଓ ପାଇଁ ଯେଉଁ କୋଲ ବ୍ଲକ୍ ପାଇ ଥିଲେ ସେଥିରୁ ଉତ୍ପାଦିତ ସମସ୍ତ କୋଇଲା ଉତ୍ପାଦନରେ ଲାଗିବା ପରେଅଧିକ ବା ଉଦ୍ବୃତ ବଜାର ରେ କିଏବିକ୍ରି କରିବ ଓ ସେହି ଧନ କାହାକୁପ୍ରା ପ୍ତି ହେବ ବିଦୁ୍ୟତ୍ ଉତ୍ପାଦନ କରପୋରେସନର ଅଂଶ କ୍ରୟ ପାଇଁଆଗ୍ରହ ପ୍ରକାଶ କରିଥିବା କମ୍ପାନୀ ଏକନା ଏକାଧିକ । ସେମାନଙ୍କର ସର୍ତର୍ଗୁଡ଼ିକସଂପର୍କରେ ସରକାର ଅବଗତ ଥିବେ ।ସେଗୁଡ଼ିକୁ ସାଧାରଣରେ ପ୍ରକାଶ କରୁନାହାନ୍ତି କାହିଁକି? କାରଣ ଅତି କମ୍ଦରରେ ସୁଝୁଥିବା ଟନ୍ ପିଛା ରୟାଲଟିମାତ୍ର ୧୦୦ଟଙ୍କା – ମନୋହରପୁର ଓଡିପ୍ ମନୋହରପୁର କୋଲ ବ୍ଲକ ହେତୁୟୁନିଟ୍ ପିଛା ଉତ୍ପାଦନ ଖର୍ଚ୍ଚ ଖୁବ୍ କମ୍ପଡ଼ିଥାନ୍ତା । ଫଳତଃ ରାଜ୍ୟବାସୀ ବାଉପଭୋକ୍ତାମାନେ କମ୍ ଦରରେ ବିଦୁ୍ୟତ୍କ୍ରୟ କରି ବାର ସୁଯୋଗ ପାଇଥାନ୍ତେ ରାଜ୍ୟରେ ମଧ୍ୟ ରାଜସ୍ୱ ବୃଦ୍ଧି ଘଟିଥାନ୍ତା ।ଏକ ଦେଶ ଏକ ଗ୍ରୀଡ଼୍ -ଙଦ୍ଭର ଘବଗ୍ଧସକ୍ଟଦ୍ଭ, ଙଦ୍ଭର ଏକ୍ସରବୟର ନାରାଦେଇ ବି.ଜେ.ପି ସରକାରରାଜ୍ୟର ବିଦୁ୍ୟତଊ ଗ୍ରୀଡ଼୍କୁ କେନ୍ଦ୍ରୀୟଗ୍ରୀଡ଼୍ ସହିତ ମିଶାଇବାକୁ ନୂତନ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି । ଏହାଦ୍ୱାରା ଓଡ଼ିଶା ଓ ଓଡ଼ିଶାର ଲୋକେ କ୍ଷତିଗ୍ରସ୍ତହେବେ ।ବିଦୁ୍ୟତ୍ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ଉତ୍ପାଦନ କାରୀ କ୍ଷେତ୍ର ।ଏବେ ବିଦୁ୍ୟତ୍ ଉତ୍ପା ଦନ କେନ୍ଦ୍ରକୁ ବିତ ରଣବ୍ୟବସ୍ଥାକୁ କେତେକ ନିର୍ଦ୍ଦିଷ୍ଟ କମ୍ପାନୀଓ ପୁିପତି ଯଥା ଟାଟା, ଆଦାନୀ,ଅ ମ୍ବାନୀଙ୍କ ହାତକୁ ରାଜ୍ୟ ସର କାରକାହାର ଓ କେଉଁ ସ୍ୱାର୍ଥରେ ଟେକିଦେବାକୁ ·ହାନ୍ତି ?ଓଡ଼ିଶା ପାୱାର ଜେନେରେସନ୍କର ପୋରେ ସନର(ଙଚଏଉ)ଆବଶ୍ୟକ ପୁି ନିମନ୍ତେ ରାଜ୍ୟ ସର କାର ଓ ଙଗଉର ସହାୟତା ନେଲେ ନାହିଁ କାହିଁକି ?ଆଦାନୀ ନିୟନ୍ତ୍ରିତ ବିଦୁ୍ୟତ୍ କମ୍ପାନୀରଅତୀତ ଦେଖିଲେ ସେ ଯେ ଆଦୌସଫଳ ହେବ ନାହିଁ ଏକଥା ସ୍ପଷ୍ଟ । ସେହିସବୁ ବିଦୁ୍ୟତ୍ ଉତ୍ପାଦନ ସଂସ୍କାରକମ୍ପାନୀ ବାଲାନ୍ସ ସିଟ୍ ରାଜ୍ୟ ସରକାରଅଧ୍ୟୟନ କରିଛନ୍ତି କି । କରିଥିଲେ ଜାଣ ିଥାନ୍ତେ କେତେ ବଡ଼ କ୍ଷତିରେ ସେସବୁ ଚାଲିଛି । ଏଠି ଉତ୍ପା ଦନରେ ହେଳାକରି ସେ କୋଇଲା ବିକ୍ରି ପାଇଁ ମସୁଧା କରିଛି ।ଆଦାନୀ କମ୍ପାନୀକୁ ସୋଲାରଏନର୍ଜୀ ଉତ୍ପାଦନ ପାଇଁ ୧୪୭ ହେକ୍ଟରଜମି ମାଗଣା ବା ଅଳ୍ପଦରରେ ଦେବାର ବ୍ୟବସ୍ଥା ରାଜ୍ୟ ସରକାର କେଉଁ ସ୍ୱାର୍ଥରେ କଲେ । ଏଥି ସହିତ ତାକୁ ଯୋଡ଼ି ରଖାଯାଇଛି କି? ଏହି ପ୍ରଶ୍ନଗୁଡ଼ିକର ଉତର ରାଜ୍ୟ ବାସୀଙ୍କ ସ୍ୱାର୍ଥ ଓରାଜ୍ୟର ସ୍ୱାର୍ଥଦୃଷ୍ଟିରୁ ସରକାର ତୁରନ୍ତଦେବା ଦରକାର ବୋଲି ଶ୍ରୀ କାନୁନ୍ଗୋ କହି ଛନ୍ତି ।ବିଧାନ ସଭାରେ ଆଗାମୀ ଅଧିବେଶନରେ ରାଜ୍ୟ ବିଦୁ୍ୟତ୍ ସଂସ୍କାରରପରବର୍ତୀ ଅବସ୍ଥାରେ ଘଟିଥିବା ଲାଭ,କ୍ଷତି ସଂପର୍କିତ ତଥ୍ୟ ରଖି ଶ୍ୱେତ ପତ୍ରଉପସ୍ଥାପନ ନିମନ୍ତେ କଂଗ୍ରେସ ଦଳଦାବୀ କରିବ ।ଉଭୟଏନର୍ଜୀ ଓଫାଇ ନାନ୍ ସିଆଲ ଅଡିଟ୍ର ଆବ ଶ୍ୟ କତାଥିବାରୁ ଏନର୍ଜୀ ଅଡ଼ିଟ୍ ଏକ ବାହାରବୈଷୟିକଜ୍ଞାନ ସଂପନ୍ନ ଗୋଷ୍ଠୀ ଦ୍ୱାରାଓ ଫାଇ ନାନ୍ ସିଆଲ ଅଡ଼ିଟ୍ସି.ଏ. ଜିଙ୍କଦ୍ୱାରା କରାଇବାକୁ କଂଗ୍ରେସ ଦାବ ିକରୁଛି । ରାଜ୍ୟ ବିଦୁ୍ୟତ୍ ଉତ୍ପାଦନ (ଙଚଏଉ) କୁ ରାଜ୍ୟ ସରକାର ରାଜ୍ୟରମାଇନିଂ କର୍ପୋରେସନ୍, ଜଳବିଦୁ୍ୟତ୍ନିଗମ ସହାୟତରେ ପରି·ଳନାକରିବାକୁ ଆମେ ଦାବି କରୁଛୁ ଓ ଇଋଝର ୪୯% ଅଂଶକୁ ପ୍ରଦାନ କରାଯାଉ ।ଟାଟାକୁ ବିତରଣ ଦାୟିତ୍ୱ ନ ଦେଇ ସେସୁହାତରେ ରଖାଯାଇ ଓ ଟାଟାର ରିପୋର୍ଟଅନୁସାରେ ସେସୁର କ୍ଷୟକ୍ଷତି ପାଇଁ ଦାୟୀସେକ୍ରେଟାରୀ ହେମନ୍ତ ଶର୍ମା ସେସୁଅଫିସର ଇଂଜିନିୟର ଓ ସଂପୃକ୍ତଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକରାଯାଉ ବୋଲି ଶ୍ରୀ କାନୁନ୍ଗୋ ଦାବିକରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତାବିପିନ୍ ଦାସ ଓ ଦୀପକ ମହାପାତ୍ର ଉପସ୍ଥିତଥିଲେ ।

- Advertisement -ବିଦୁ୍ୟତ୍ ସରବରାହଜନିତ  କ୍ଷତି

More articles

LEAVE A REPLY

Please enter your comment!
Please enter your name here

- Advertisement -ବିଦୁ୍ୟତ୍ ସରବରାହଜନିତ  କ୍ଷତି

Latest article

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫ ।୧୧ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଚାଷୀଙ୍କ ବିକାଶ ପାଇଁ ଦିଆଯାଇଥିବା ଟିପ୍ପଣୀ ବାସ୍ତବଠୁୁ ସମ୍ପୂର୍ଣ୍ଣ ଭିନ୍ନ .

ଭୁବନେଶ୍ବର,୨୪ା୧୧; କେନ୍ଦ୍ର ବିଜେପିସରକାର କୃଷି କୃଷକର ବିକାଶ ପାଇଁ ବହୁ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାସୀନ ହେବା ପରେ...

ଜଗନ୍ନାଥ ବଲ୍ଲଭ ସଂଗ୍ରହାଳୟରେ ରହିବ ନାଗାର୍ଜୁନ ବେଶ ।

ପୁରୀ,୨୫/୧୧: ଶ୍ରୀମନ୍ଦିର ଛତିଶାନି ଯୋଗବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେତେକ ଗୁରୁତ୍ତ୍ୱପୂର୍ଣ୍ଣପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ...