18 C
Bhubaneswar
Tuesday, November 24, 2020

ରେଳପଥରୁ ଅତିରିକ୍ତ ତିନି ଯୋଡ଼ା ସ୍ୱତନ୍ତ୍ର ଟ୍ରେନ

Must read

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ଭୂବନେଶ୍ୱର,୧୦ା୯(ନି.ପ୍ର.): ଅ ।ହୁରିତିନିଟି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ ପୂର୍ବତଟରେଳପଥରୁ ଚଳାଚଳ କରିବ । ପୂର୍ବତଟରେଳପଥରୁ ସମୁଦାୟ ୮ ଟି ଅତିରିକ୍ତସ୍ୱତନ୍ତ୍ର ଟ୍ରେନ ଚଳଚଳ କରିବ । ସ୍ୱତନ୍ତ୍ରଟ୍ରେନ ଗୁଡିକ ହେଲା ଖୋର୍ଦ୍ଧା ରୋଡ଼ ରୁଅହମଦାବାଦ, ଓÿଖା ଓ ଗାନ୍ଧୀଧାମ ମଧ୍ୟରେ ।ଭୁବନେଶ୍ୱର ରୁ ଦୁର୍ଗ ଓ ଅହମଦାବାଦ ସ୍ୱତନ୍ତ୍ରଟ୍ରେନ, କୋର୍ବା ଓ ବିଶାଖାପାଟଣା ମଧ୍ୟରେସ୍ୱତନ୍ତ୍ର ଟ୍ରେନ, ପୂର୍ବତଟ ରେଳପଥମଧ୍ୟଦେଇ ହାଓଡ଼ା ଓ ତ୍ରିଚିରାପଲ୍ଲୀ ମଧ୍ୟରେସ୍ୱତନ୍ତ୍ର ଟ୍ରେନ । ୧୨ ସେପ୍ଟେ ମ୍ବର ଠାରୁଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ ।୧୦ ସେପ୍ଟେ ମ୍ବର ଠାରୁ ବିଭିନ୍ନଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ ଗୁଡିକରେ ବୁକିଙ୍ଗକରାଯିବ । ଖୋର୍ଦ୍ଧା ରୋଡ଼-ଅହମଦାବାଦ-ଖୋର୍ଦ୍ଧାରୋଡ଼ସ୍ୱତନ୍ତ୍ର ଟ୍ରେନ(୦୨୮୪୩/୦୨୮୪୪) ଖୋର୍ଦ୍ଧା ରୋଡ଼ରୁ ସେପ୍ଟେ ମ୍ବର ୧୨ ତାରିଖ ଠାରୁ ପ୍ରତିମଙ୍ଗଳ, ଗୁରୁ, ଶୁକ୍ର ଓ ଶନିବାର ଦିନମାନଙ୍କରେ ସନ୍ଧ୍ର୍ୟା ୬ଘ.୪୦ମି.ରେ ଛାଡିବଏବଂ ଅହମଦାବାଦ ଠାରୁ ସେପ୍ଟେ ମ୍ବର ୧୪ତାରିଖରୁ ପ୍ରତି ସୋମ, ଗୁରୁ, ଶନି ଓରବିବାର ଦିନମାନଙ୍କରେ ସନ୍ଧ୍ର୍ୟା୬ଘ.୪୦ମି.ରେ ଛାଡିବ । ରହଣି -ଖୋର୍ଦ୍ଧାରୋଡ଼ ଓ ଅହମଦାବାଦ ମଧ୍ୟରେବ୍ରହ୍ମପୁର, ଶ୍ରୀକାକୁଲମ, ବିଜୟନଗରମ,ରାୟଗଡା, କେସିଙ୍ଗା, ଟିଟିଲାଗଡ଼,କଣ୍ଟାବାଞ୍ଜି, ଖରିଅ ।ର ରୋଡ଼, ବାଗବାହାର,ମହାସମୁନ୍ଦ, ରାଇପୁର, ଭିଲାଇ ପାୱାରହାଉସ, ଦୁର୍ଗ ସହିତ ୱର୍ଧା, ନାଗପୁର,ଭୁଷାବଲ, ସୁରଟ ଓ ବରୋଦା ଇତ୍ୟାଦିଗୁରୁତ୍ୱପୂର୍ଣ ଷ୍ଟେସନ ମାନଙ୍କରେ ରହଣିକରିବ ।ଖୋର୍ଦ୍ଧା ରୋଡ଼-ଓÿଖା-ଖୋର୍ଦ୍ଧାରୋଡ଼ସ୍ୱତନ୍ତ୍ର ଟ୍ରେନ (୦୮୪୦୧/୦୮୪୦୨)ଖୋର୍ଦ୍ଧା ରୋଡ଼ ରୁ ସେପ୍ଟେ ମ୍ବର୧୩ ତାରିଖ ଠାରୁ ପ୍ରତି ରବିବାର ଦିନପୂର୍ବାହ୍ନ ୧୦ଘ.୪୦ମି.ରେ ଛାଡିବ ଏବଂଓÿଖା ଠାରୁ ସେପ୍ଟେ ମ୍ବର ୧୬ ତାରିଖରୁ ପ୍ରତିବୁଧବାର ସକାଳ ୮ ଘ.୩୦ମି.ରେଛାଡିବ । ରହଣି – ଖୋର୍ଦ୍ଧାରୋଡ଼ ଓଅହମଦାବାଦ ମଧ୍ୟରେ ବ୍ରହ୍ମପୁର,ଶ୍ରୀକାକୁଲମ, ବିଜୟନଗରମ,ବିଶାଖାପାଟଣା, ବିଜୟୱାଡା, ୱର୍ଧା, ସୁରଟ,ବରୋଦା, ରାଜକୋଟ ଓ ଦ୍ାରକା ଇତ୍ୟାଦିଗୁରୁତ୍ୱପୂର୍ଣ ଷ୍ଟେସନ ମାନଙ୍କରେ ରହଣିକରିବ । ଗାନ୍ଧୀଧାମ-ଖୋର୍ଦ୍ଧାରୋଡ଼-ଗାନ୍ଧୀଧାମସ୍ୱତନ୍ତ୍ର ଟ୍ରେନ (୦୨୯୭୩/୦୨୯୭୪) ଗାନ୍ଧୀଧାମ ରୁ ସେପ୍ଟେ ମ୍ବରମାସ ୧୬ ତାରିଖ ପ୍ରତି ବୁଧବାର ରାତ୍ର୧୧ ଘଟିକାରୁ ଛାଡିବ ଏବଂ ଖୋର୍ଦ୍ଧା ରୋଡ଼ରୁ ସେପ୍ଟେ ମ୍ବର ମାସ ୧୬ ତାରିଖଠାରୁପ୍ରତି ଶନିବାର ପୂର୍ବାହ୍ନ ୧୧ଘ.୪୦ମି.ରେଛାଡିବ । ରହଣି – ଖୋର୍ଦ୍ଧାରୋଡ଼ ଓଗାନ୍ଧୀଧାମ ମଧ୍ୟରେ ବ୍ରହ୍ମପୁର, ଶ୍ରୀକାକୁଲମ,ବିଜୟନଗରମ, ରାୟଗଡା, କେସିଙ୍ଗା,ଟିଟିଲାଗଡ଼, କଣ୍ଟାବାଞ୍ଜି, ମହାସମୁନ୍ଦ,ରାଇପୁର, ଦୁର୍ଗ ସହିତ ୱର୍ଧା, ନାଗପୁର,ଭୁଷାବଲ, ସୁରଟ, ବରୋଦା ଓଅହମଦାବାଦ ଇତ୍ୟାଦି ଗୁରୁତ୍ୱପୂର୍ଣ ଷ୍ଟେସନମାନଙ୍କରେ ରହଣି କରିବ ।ସେପ୍ଟେ ମ୍ବର ମାସ ୧୨ ତାରିଖ ଠାରୁପୂର୍ବରୁ ଘୋଷିତ ହୋଇଥିବା ଟ୍ରେନ ଗୁଡିକଭୁବନେଶ୍ୱର-ଦୁର୍ଗ-ଭୁବନେଶ୍ୱର ସ୍ୱତନ୍ତ୍ରଟ୍ରେନ (୦୮୪୨୫/୦୮୪୨୬)ସେପ୍ଟେ ମ୍ବର ୧୨ ତାରିଖ ଠାରୁଭୁବନେଶ୍ୱର ରୁ ସନ୍ଧ୍ୟା ୭ ଘ. ୫୫ମି.ରେଛାଡିବ ଏବଂ ସେପ୍ଟେ ମ୍ବର ୧୩ ତାରିଖଠାରୁ ଅପରାହ୍ନ ୪ ଘ.୧୦ମି.ରେ ଦୁର୍ଗ ଠାରୁଛାଡିବ । ରାୟଗଡା ମାର୍ଗ ଦେଇବିଶାଖାପାଟଣା-କୋର୍ବା-ବିଶାଖାପାଟଣାସ୍ୱତନ୍ତ୍ର ଟ୍ରେନ (୦୮୫୧୮/୦୮୫୧୭) ।ସେପ୍ଟେ ମ୍ବର ମାସ ୧୨ ତାରିଖ ଠାରୁବିଶାଖାପାଟଣା ରୁ ସନ୍ଧ୍ର୍ୟା ୮ ଘ. ୦୫ମି.ରେ ଛାଡିବ ଏବଂ ସେପ୍ଟେ ମ୍ବର ମାସ ୧୩ତାରିଖ ଠାରୁ କୋର୍ବା ରୁ ଅପରାହ୍ନ ୪ଘ.୧୦ମି.ରେ ଛାଡିବ ।ଭୁବନେଶ୍ୱର-ଅହମଦାବାଦ-ଭୁବନେଶ୍ୱର ସା ପ୍ତାହିକ ସ୍ୱତନ୍ତ୍ର ଟ୍ରେନ(୦୮୪୦୫/୦୮୪୦୬) । ସେପ୍ଟେ ମ୍ବରମାସ ୧୬ ତାରିଖ ଠାରୁ ଭୁବନେଶ୍ୱର ରୁପ୍ରତି ବୁଧବାର ସନ୍ଧ୍ର୍ୟା ୬ ଘଟିକାରେ ଛାଡିବଓ ସେପ୍ଟେ ମ୍ବର ମାସ ୧୮ ତାରିଖ ଠାରୁଅହମଦାବାଦ ଠାରୁ ପ୍ରତି ଶୁକ୍ରବାର ସନ୍ଧ୍ୟା୬ ଘ. ୪୦ମି,ରେ ଛାଡିବ । ତିରୁଚିରାପଲ୍ଲୀ-ହାଓଡ଼ା-ତିରୁଚିରାପଲ୍ଲୀ ଦ୍ୱି-ସା ପ୍ତାହିକ ସ୍ୱତନ୍ତ୍ରଟ୍ରେନ (୦୨୬୬୪/୦୨୬୬୩)-ସେପ୍ଟେ ମ୍ବର ମାସ ୧୫ ତାରିଖ ଠାରୁତିରୁଚିରାପଲ୍ଲୀ ଠାରୁ ପ୍ରତି ମଙ୍ଗଳବାର ଓଶୁକ୍ରବାର ଦିନ ଅପରାହ୍ନ ୪ ଘ.୨୦ମି,ରେଛାଡିବ ଓ ସେପ୍ଟେ ମ୍ବର ମାସ ୧୬ ତାରିଖଠାରୁ ହାଓଡ଼ାରୁ ପ୍ରତି ଗୁରୁବାର ଓ ରବିବାରଅପରାହ୍ନ ୪ ଘ.୧୦ମି.ରେ ଛାଡିବ ।ଗୌହାଟୀ-ବାଙ୍ଗାଲୋର-ଗୌହାଟୀତ୍ରି-ସା ପ୍ତାହିକ ସ୍ୱତନ୍ତ୍ର ଟ୍ରେନ (୦୨୫୦୯/୦୨୫୧୦) ସେପ୍ଟେ ମ୍ବର ମାସ ୧୩ତାରିଖ ଠାରୁ ଗୌହାଟୀ ରୁ ପ୍ରତି ରବି,ସୋମ, ମଙ୍ଗଳ ଦିନ ମାନଙ୍କରେ ସକାଳ୬ ଘ.୨୦ମି.ରେ ଛାଡିବ ଏବଂସେପ୍ଟେ ମ୍ବର ମାସ ୧୬ ତାରିଖ ଠାରୁବାଙ୍ଗାଲୋର କେଣ୍ଟ ରୁ ପ୍ରତି ବୁଧ, ଗୁରୁ ଓଶୁକ୍ରବାର ଦିନ ମାନଙ୍କରେ ରାତ୍ର ୧୧ ଘ.୪୦ମି.ରେ ଛାଡିବ । ଉଭୟ ରେଳବାଇଯାତ୍ରୀ ସଂରକ୍ଷଣ କେନ୍ଦ୍ର ଓଅ ।ଇଅ ।ରସିଟିସି ୱେବ ସାଇଟ ରୁଟିକେଟ ଉପଲବ୍ଧ ହୋଇପାରିବ । କେବଳସଂରକ୍ଷିତ ଯାତ୍ରୀମାନେ ଟ୍ରେନ ରେଯାଇପାରିବେ । ପୂର୍ବରୁ ·ଲୁଥିବା ନୂଅ ।ଦିଲ୍ଲୀରୁ ଭୁବନେଶ୍ୱର, ଭୁବନେଶ୍ୱର ରୁ ମୁ ମ୍ବାଇ,ଭୁବନେଶ୍ୱର ରୁ ହାଓଡ଼ା/ସିଅ ।ଲଦ । ସ୍ୱତନ୍ତ୍ର ଟ୍ରେନ ଗୁଡିକ ପୂର୍ବ ନିଧାରିତସମୟାନୁସାରେ ଚଳାଚଳ କରିବ ।

- Advertisement -ରେଳପଥରୁ ଅତିରିକ୍ତ ତିନି ଯୋଡ଼ା ସ୍ୱତନ୍ତ୍ର ଟ୍ରେନ

More articles

LEAVE A REPLY

Please enter your comment!
Please enter your name here

- Advertisement -ରେଳପଥରୁ ଅତିରିକ୍ତ ତିନି ଯୋଡ଼ା ସ୍ୱତନ୍ତ୍ର ଟ୍ରେନ

Latest article

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ଓଡିଶା ରାଜ୍ୟପାଳଙ୍କ ପତ୍ନୀ ସୁଶୀଲା ଦେବୀଙ୍କ ଦେହାନ୍ତ ।

ଭୁବନେଶ୍ୱର: ରାଜ୍ୟର ପ୍ରଥମ ମହିଳା ତଥା ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲଙ୍କ ପତ୍ନୀ ସୁଶୀଲା ଦେବୀ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ...