24 C
Bhubaneswar
Wednesday, November 25, 2020

ଗଞ୍ଜାମରୁ ଯାଇନି କରୋନା ଭୟ

Must read

ଆର୍ଥିକ ନିରାପତ୍ତା ଦେଇଛି ମାଛଚାଷ ।

ଭୁବନେଶ୍ଵର,୨୫ ।୧୧;ମହିଳାସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ମାଛଚାଷ ଜରିଆରେ ନିଜର ଆର୍ଥିକ ନିରାପତ୍ତାକୁ ସୁଦୃଢ କରିପାରିଛନ୍ତି । ଏହାର ଏକ ଉଦାହରଣା ତ୍ସାହିତ କରିଆସୁଛି...

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫ ।୧୧ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଛତ୍ରପୁର,୧୦/୯(ନି.ପ୍ର.): କେହି ଯଦିକରୋନାରେ ପୀଡିତ ହୋଇ ମୃତ୍ୟୁ ବରଣ କରେତେବେ ତାଙ୍କ ଶେଷ ଯାତ୍ରା ବେଳେ ଘର ଲୋକ ବିସ୍ମଶାନ ପର୍ଯ୍ୟନ୍ତ ଯାଇ ପାରୁ ନାହାନ୍ତି । ମୁଖାଗ୍ନି ଦେବାଦୂରର କଥା । ଏହାଠୁ ବଳି ଦୁଃଖର ବିଷୟ ଅ ।ଉକିଛି ନାହିଁ ଏଣୁ ସତର୍କ ରହିବାକୁ ଗଞ୍ଜାମ ଜିଲ୍ଲାପାଳବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାବାସୀଙ୍କୁ ଅନୁରୋଧକରିଛନ୍ତି । କରୋନାର ଭୟ ବର୍ଗ୍ଧମାନ ବି ଜିଲ୍ଲାରେଶେଷ ହୋଇନାହିଁ । କରୋନା ଶେଷ ହୋଇଗଲାଭାବି ଜିଲ୍ଲାବାସୀ ବେଖାତିର ଭାବେ ବୁଲାବୁଲିକରୁଛନ୍ତି । ସତର୍କତା ନିୟମ ପାଳୁ ନାହାନ୍ତି ।ଏହାସେମାନଙ୍କ ପ୍ରତି ବିପଦ । ଏଣୁ ସତର୍କ ରହିବା ଜରୁରୀହୋଇ ପଡୁଛି ।ଅ ।ଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତଭିଡିଓ କନଫରେନ୍ସିଂରେ ଜିଲ୍ଲାର ସମସ୍ତ ଅଧିକାରୀ,କର୍ମ·ରୀ ମାନଙ୍କୁ ଖୁସି ପ୍ରକଟ କରି ଅଭିନନ୍ଦନଣାଇଥିଲେ । ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେଗଞ୍ଜାମ ଜିଲ୍ଲାରୁ କରୋନା ପରି·ଳନା ଠିକ୍ ରୂପେହୋଇ ପାରିଛି । ଗୋଟିଏ ଯୋଜନା ପ୍ରଣୟନ କରିବାମୁସ୍କିଲ ନୁହେଁ । ତାକୁ ସଫଳ କରିବା ଦିଗରେ ଠିକ୍ରୂପେ ପରି·ଳନା କରିବା ବହୁ କଷ୍ଟକର ବ୍ୟାପାର ।ଠିକ୍ ରୂପେ ପରି·ଳନା ହୋଇଥିବା ହେତୁ ଅ ।ମକୁସଫଳତା ମିଳିପାରିଛି । ବର୍ତମାନ ସମୟ ଅ ।ସିଛିସେହି ଧାରାକୁ ବଜାୟ ରଖିବା ନଚେତ କରୋନାସଂକ୍ରମଣକୁ ରୋକିବା କଷ୍ଟକର ହୋଇ ପଡିବ ।ଅ ।ଗାମୀ ୬ ମାସ ପର୍ଯ୍ୟନ୍ତ ଗ୍ରାମାଞ୍ଚଳ ସ୍ତରରୁ ଅ ।ର ମ୍ଭକରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ପରି·ଳନାକୁ କଡାକଡିକରିବାକୁ ପଡି । ଲୋକ ପ୍ରତିନିଧି, କୋଭିଡ୍ ସାଥୀ,କୋଭିଡ୍ ମନିଟର୍,. କୋଭିଡ୍ ସଖୀଙ୍କ ଦ୍ୱାରାପରି·ଳନା କାର୍ଯ୍ୟକୁ ଅ ।ହୁରି ସୁଦୃଢ କରିବାକୁନିଦେ୍ର୍ଦଶ ଦେଇଥିଲେ ।ବର୍ତମାନ ବସ୍ ଚଳାଚଳ ଓ ଅଟୋରିକ୍ସାରେଯାତାୟତ କରିଥିବା ଯାତ୍ରୀ ଗଣ ମାସ୍କ ବ୍ୟବହାରକରୁ ନାହାନ୍ତି । ଏହା ଜିଲ୍ଲାପାଇଁ ଜଟିଳ ସମସ୍ୟା ସୃଷ୍ଟିକରିବ । କ୍ରସ୍ ମେଚିଙ୍ଗ ହୋଇ ସଂକ୍ରମଣ ସଂଖ୍ୟା ବୃଦ୍ଧିହେବ । ଅନ୍ୟ ଜିଲ୍ଲା କି ମ୍ବା ଅନ୍ୟ ରାଜ୍ୟର ସଂକ୍ରମିତବ୍ୟକ୍ତିଙ୍କ ସଂସ୍ପର୍ଶରେ ଅ ।ସି କରୋନା ସଂଖ୍ୟା ବ୍ୟାପୀପାରେ । ଏଣୁ ବସ୍ ଓ ଅଟୋରିକ୍ସା ଗୁଡିକରେ ମାସ୍କନାହିଁ ତ ପ୍ରବେଶ ନାହିଁ ପୋଷ୍ଟର ଲଗାଯିବ । ଅଧିକଚଢାଉ କରାଯିବ । ମାସ୍କ ନ ଥିଲେ ଯାତ୍ରୀଙ୍କୁ ଜିଲ୍ଲାକୁପ୍ରବେଶ ମନା । ଯେଉଁ ବସ୍ କି ମ୍ବା ଅଟୋ ରିକ୍ସା ରେମାସ୍କ ନ ପିନ୍ଧି ଯାତ୍ରା କରୁଥିବାନଜରକୁ ଅ ।ସିଲେ ବସ୍ ମାଲିକ କି ମ୍ବା ଅଟୋରିକ୍ସା ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବସ୍ ଗୁଡିକରେ ଷ୍ଟାଫ୍ ମାନଙ୍କନିମନ୍ତେ ସାନିଟାଇଜର୍ ରଖିବା ଜରୁରୀ । ପଞ୍ଚସୂତ୍ରୀ ପୂର୍ବ ପରି ବଳ ବତର ରହିବ । ସୋସିଅ ।ଲ୍ ମିଡିଅ । ଟ୍ୱିଟର୍ ଦ୍ୱାରା ଦୈନିକ କାର୍ଯ୍ୟଧାରାକୁଲୋକଲୋଚନକୁ ଅ ।ଣିବାକୁ ଜିଲ୍ଲାପାଳ ଜଣାଇଥିଲେ । ଯଦ୍ୱାରା ଜନ ସାଧାରଣ ସଚେତନତା ହୋଇପାରିବେ ଓ ପ୍ରଶାସନର କାର୍ଯ୍ୟକ୍ରମ ସମ୍ପର୍କରେଅବଗତ ହେବେ ।ଅନେକ ଭଲ କାମ କରିଛନ୍ତି । କିନ୍ତୁ ସେମାନଙ୍କୁ ଉତ୍ସାହିତ କରାଯାଉ ନାହିଁ । ସେମାନଙ୍କୁ ଉତ୍ସାହିତ କରନ୍ତୁ ଯଦ୍ୱାରା ସେମାନଙ୍କକାର୍ଯ୍ୟପ୍ରଣାଳୀ ଦ୍ୱିଗୁଣିତ ହେବ ।ବର୍ତମାନ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାର୍ଯ୍ୟ ଦିଗରେ ଅଧିକ କ୍ରିୟାଶୀଳ କରିବାକୁ ସମସ୍ତ ଗୋଷ୍ଠାଉନ୍ନୟନ ଅଧିକାରୀ ମାନଙ୍କୁ ଜଣାଇଥିଲେ । ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଦଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପ୍ରୋବେସନାଲ୍ଅ ।ଇ.ଏ.ଏସ୍. ଅଫିସର ତଥା ଭାରପ୍ରା ପ୍ତ କୋଭିଡ୍ ଅଧିକାରୀ କିତୀ ଭାସନ୍ ଭି, ଅତିରିକ୍ତ ପ୍ରକଲଳ୍ପ ନିଦେ୍ର୍ଦଶକ ଅମୀୟ କୁମାର ସାହୁ, ଛତ୍ରପୁରଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉମା ଶଙ୍କର ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେ‡ୀ, ଜିଲ୍ଲାମଙ୍ଗଳ ଅଧିକାରୀ ପରକ୍ଷୀତ ଦାଶ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିବ୍ୟଲୋଚନ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ

- Advertisement -ଗଞ୍ଜାମରୁ ଯାଇନି କରୋନା ଭୟ

More articles

LEAVE A REPLY

Please enter your comment!
Please enter your name here

- Advertisement -ଗଞ୍ଜାମରୁ ଯାଇନି କରୋନା ଭୟ

Latest article

ଆର୍ଥିକ ନିରାପତ୍ତା ଦେଇଛି ମାଛଚାଷ ।

ଭୁବନେଶ୍ଵର,୨୫ ।୧୧;ମହିଳାସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ମାଛଚାଷ ଜରିଆରେ ନିଜର ଆର୍ଥିକ ନିରାପତ୍ତାକୁ ସୁଦୃଢ କରିପାରିଛନ୍ତି । ଏହାର ଏକ ଉଦାହରଣା ତ୍ସାହିତ କରିଆସୁଛି...

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫ ।୧୧ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଚାଷୀଙ୍କ ବିକାଶ ପାଇଁ ଦିଆଯାଇଥିବା ଟିପ୍ପଣୀ ବାସ୍ତବଠୁୁ ସମ୍ପୂର୍ଣ୍ଣ ଭିନ୍ନ .

ଭୁବନେଶ୍ବର,୨୪ା୧୧; କେନ୍ଦ୍ର ବିଜେପିସରକାର କୃଷି କୃଷକର ବିକାଶ ପାଇଁ ବହୁ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାସୀନ ହେବା ପରେ...