20.1 C
Bhubaneswar
Sunday, November 29, 2020

ଲଦାଖ ପର୍ଯ୍ୟନ୍ତ ସୀମିତ ନାହିଁ ଚୀନ ସୈନିକଙ୍କ ଅନୁପ୍ରବେଶ

Must read

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ୂନୂଆଦିଲ୍ଲୀ,୯୧୦ା୯(ଏଜେନ୍ସି): ଚୀନର ପିପୁଲ୍ସଲିବରେସନ୍ ଅ ।ର୍ମି (ପିଏଲଏ) ଗତ ଦୁଇମାସରେଅନେକ ଥର ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରଉଲ୍ଲଘଂନ କରିଛି । ଚୀନ ସୈନିକମାନେ ଅରୁଣାଚଳପ୍ରଦେଶ, ସିକ୍କିମ ଓ ଉତରାଖଣ୍ଡର ଅନେକ ସ୍ଥାନରେ ସୀମାଚୁକ୍ତି ଉଲ୍ଲଘଂନ କରିଥିବା ଗୁଇନ୍ଦା ରିପୋର୍ଟରୁ ସୂଚନାମିଳିଛି । ଜଣେ ବ୍ୟକ୍ତି ନିଜ ନାଁ ପ୍ରକାଶ ନ କରି ଏଭଳିତଥ୍ୟ ପ୍ରଦାନ କରିଛନ୍ତି । ତେବେ ଚୀନର ଏ ଉଲ୍ଲଘଂନପୂର୍ବ ଲଦାଖ ପର୍ଯ୍ୟନ୍ତ ସୀମିତ ନ ଥିଲା । ରିପୋର୍ଟ ଅନୁସାରେଚୀନ ସୈନିକ ଭାରତୀୟ ଇଲାକାର ପ୍ରାୟ ୪୦ କିମିଭିତରକୁ ପଶି ଅ ।ସିଥିଲେ ଯେଉଁମାନଙ୍କୁ ଭାରତୀୟସୈନିକମାନେ ଘୃଣା କରିଥିଲେ । ଭାରତୀୟ ସୈନିକଙ୍କଦ୍ୱାରା ଏଲଏସିକୁ ପାର୍ କରିବା ଦିଗରେ ଚୀନର ଦାବିବିଶ୍ୱସନୀୟ । ଏହା ଏକ ବଡ଼ ଚୀନ ରଣନୀତି ପ୍ରତି ଇଙ୍ଗିତକରୁଛି ।ଅଧିକାରୀଙ୍କ କହିବା କଥା ପ୍ରାୟ ୩,୫୦୦ କିମି ଲ ମ୍ବା ସୀମାଉପରେ କାର୍ଯ୍ୟକଳାପ ବୃଦ୍ଧି ଘଟିଛିୟ ଭାରାତୀୟ ସୈନିକମାନେଯେକୌଣସି ପରିସ୍ଥିତିକୁ ସାମ୍ନା କରିବାକୁ ମଧ୍ୟ ପ୍ରସ୍ତୁତ ।ଭାରତ-ଚୀନ ମଧ୍ୟରେ ·ରି ମାସରୁ ବିବାଦୀୟ ସ୍ଥିତି ସୃଷ୍ଟିହୋଇଛି । ଏଭଳି ସ୍ଥିତିରେ ଦୁଇ ପକ୍ଷର ଅନେକଯବାନଙ୍କ ଜୀବନ ମଧ୍ୟ ଯାଇଛି । ଜୁନ୍ ୧୫ରେପୂର୍ବ ଲଦାଖର ଗଲୱାନ ଘାଟିରେ ଜଣେକମାଣ୍ଡର ଅଫିସର ସମେତ ୨୦ ଜଣଭାରତୀୟ ସେନା ଶହୀଦ ହୋଇଥିଲେ । ଏହାସହ ଚୀନର ୪୦ରୁ ଅଧିକ ଯବାନଙ୍କ ମୃତ୍ୟୁହୋଇଥିଲା । ଗୁଇନ୍ଦା ରିପୋର୍ଟ ଅନୁସାରେପିଏଲଏରେ ଜୁଲାଇରେ ଦୁଇଥର ଅରୁଣାଚଳପ୍ରଦେଶରେ ପ୍ରବେଶ କରିଥିଲେ । ଚୀନ ସୈନିକଭାରତୀୟ ଇଲାକା ଭିତରକୁ ପ୍ରାୟ ୨୬ କିମିଦୂର ଯାଇଥିଲେ ଓ ବାହାରକୁ ବାହାରିବା ପୂର୍ବରୁତିନିରୁ ·ରି ଦିନ ସେଠାରେ ଡେରାପକାଇଥିଲେ । ଏହା ବ୍ୟତୀତ ପିଏଲଏରେଅରୁଣାଚଳରୁ ହେଡ୍ରିଗ୍ ଦରୋ ହୋଇ ୪୦ କିମିଯାଇଥିଲେ ।ଅଗଷ୍ଟ ପ୍ରାର ମ୍ଭରେ ପୂର୍ବ ସିକ୍କିମର ଜେଲେପା ଲାଇଲାକାରେ ଦୁଇ ଦେଶର ସୈନିକ ସାମ୍ନାସାମ୍ନିହୋଇଥିଲେ । ସେଠାରେ ପିଏଲଏ ଉଚ୍ଚ ଇଲାକା କବଜାକରି ନେଲା ଓ ଭାରତୀୟ ସୈନିକଙ୍କ ଉପରେ ପଥରମାଡ ହୋଇଥିଲା । ବରିଷ୍ଠ ଅଧିକାରୀଙ୍କ ହସ୍ତକ୍ଷେପପରେ ପୁଣି ଅଗଷ୍ଟ ମଧ୍ୟରେ ପିଏଲଏରଉପସ୍ଥିତି ଉତରାଖଣ୍ଡର ତଞ୍ଜୁନ ଲା ଦରୋରେଦର୍ଜ ହେଲେ । ସେନାର ଜଣେ ବିଷ୍ଠ ଅଧିକାରୀ ନାଁ ନନେଇ କହିଛନ୍ତି ପିଏଲଏ ସାମରିକ ଓ ରଣନୀତି ଲାଭହାସିଲ କରିବା ପାଇଁ ଉଚ୍ଚତା

- Advertisement -ଲଦାଖ ପର୍ଯ୍ୟନ୍ତ ସୀମିତ ନାହିଁ ଚୀନ ସୈନିକଙ୍କ ଅନୁପ୍ରବେଶ

More articles

LEAVE A REPLY

Please enter your comment!
Please enter your name here

- Advertisement -ଲଦାଖ ପର୍ଯ୍ୟନ୍ତ ସୀମିତ ନାହିଁ ଚୀନ ସୈନିକଙ୍କ ଅନୁପ୍ରବେଶ

Latest article

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଡିସେମ୍ବର ୧ ରୁ ଓଡିଶାର ମେଡିକାଲ କଲେଜଗୁଡ଼ିକ ଖୋଲିବ |

ଭୁବନେଶ୍ୱର: ଡିସେମ୍ବର ୧ ରୁ ମେଡିକାଲ କଲେଜ ଖୋଲିବା ଏବଂ ପରୀକ୍ଷା ପରିଚାଳନାରେ ସମାନତା ନିଶ୍ଚିତ କରିବାକୁ ଓଡିଶା ସରକାର ଶୁକ୍ରବାର ଦିନ ନିଷ୍ପତ୍ତି...