30 C
Bhubaneswar
Tuesday, September 22, 2020

ଅଭାବୀଙ୍କ ଜୀବନ ଶେଷ କରିଦେଲେକେନ୍ଦ୍ର ସରକାର

Must read

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ନୂଆଦିଳ୍ଲୀ,୧୦ା୯: କଂଗ୍ରେସ ନେତାରାହୁଲ ଗାନ୍ଧୀ କରୋନା ମହାମାରୀ ଯୋଗୁଁଲାଗୁ ହୋଇଥିବା ହୋଇଥିବା ଲକଡାଉନକୁନେଇ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାରଙ୍କୁଟାର୍ଗେଟ କରି ରାହୁଲ ବୁଧବାର ଦିନ ଏକଭିଡିଓ ଜାରି କରିଛନ୍ତି ।ମୋଦିଙ୍କ ଜନବିରୋଧୀ”ଡ଼ିଜାଷ୍ଟର ପ୍ଲାନ’ ଜାଣିବାପାଇଁ ଏହି ଭିଡିଓ ଦେଖନ୍ତୁବୋଲି କହିଛନ୍ତି ରାହୁଲଭିଡିଓରେ ସେ କହିଛନ୍ତି,ହଠାତ ଲାଗୁ ହୋଇଥିବାଲକଡାଉନ ଅସଂଗଠିତ ବର୍ଗଙ୍କ ପାଇଁମୃତ୍ୟୁଦଣ୍ଡ ପ୍ରମାଣିତ ହୋଇଛି ।୨୧ଦିନରେ କରୋନା ଶେଷ କରିବାକୁ ପ୍ରତିଶୃତିଦେଇଥିଲେ, କିନ୍ତୁ ଶେଷ କରିଦେଲେ କୋଟିକୋଟି ଟଙ୍କାର ରୋଜଗାର ଓ ଛୋଟଉଦ୍ୟୋଗ ।ଲକଡାଉନ କରୋନା ଉପରେଅ ।କ୍ରମଣ ନଥିଲା । ଲକଡାଉନ ଦେଶରଗରିବ, ଦେଶର ଯୁବପିଢ଼ିଙ୍କ ଭବିଷ୍ୟ,ଶ୍ରମିକ, ·ଷୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କଉପରେ ଅ ।କ୍ରମଣ ଥିଲା ।ଦେଶରଅସଂଗଠିତ ଅର୍ଥ ବ୍ୟବସ୍ଥା ଉପରେଅ ।କ୍ରମଣ ଥିଲା । ଏହି ଅ ।କ୍ରମଣବିରୋଧରେ ଅ ।ମ ସମସ୍ତଙ୍କୁ ଛିଡା ହେବାଦରକାର ବୋଲି ରାହୁଲ କହିଛନ୍ତି ।ଅ ।ଗକୁ ରାହୁଲ କହିଛନ୍ତି, “ଅ ।ମେକ୍ଷୁଦ୍ର ଓ ମଧ୍ୟମ ବର୍ଗବ୍ୟବସାୟ ପାଇଁପ୍ୟାକେଜ ସମ୍ପର୍କରେକହିଥିଲେ । କାରଣସେମାନଙ୍କୁ ରକ୍ଷା କରିବାଅ ।ବଶ୍ୟକ କିନ୍ତୁ ବିନାଟଙ୍କା ସେ ବଞ୍ଚିବ ନାହିଁକିନ୍ତୁ ସରକାର କିଛି କଲେନି । ଓଲଟାସରକାର ସବୁଠାରୁ ଧନୀ ୧୫-୨୦ଜଣଙ୍କ ଲକ୍ଷ-କୋଟି ଟଙ୍କାର ଟ୍ୟାକ୍ସ କ୍ଷମାକରିଦେଲେ ‘ । ରାହୁଲ କହିଛନ୍ତି କଂଗ୍ରେସଦଳ ଥରେ କି ଦୁଇଥର ନୁହେଁ ବରଂଅନେକଥର ଗରିବ ଓ ଅଭାବୀଙ୍କୁ ସାହାଯ୍ୟକରିବାକୁ ସରକାରଙ୍କୁ କହିଛି । ନ୍ୟାୟ ଭଳିଯୋଜନା ଲାଗୁ କରିବାକୁ ଓ ଅଭାବୀଙ୍କୁଅ ।ର୍ଥିକ ସାହାଯ୍ୟ ଦେବାକୁ କହିଥିଲେ କିନ୍ତୁସରକାର କିଛି ଶୁଣିନାହାନ୍ତି ବୋଲିଅଭିଯୋଗ କରିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଜମ୍ମୁ ଓ କାଶ୍ମୀର ରେ ଆତଙ୍କି ଆକ୍ରମଣ ।

ଶ୍ରୀନଗର: ସୋମବାର ସକାଳେ ଶ୍ରୀନଗରର ନୋଭଗାମରେ ଆତଙ୍କବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଦଳ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ସିଆରପିଏଫ ର ୧୧୦ ବାଟାଲିୟନର ଏକ ଅଂଶକୁ...