28 C
Bhubaneswar
Sunday, September 20, 2020

ଗ୍ୟାସ ଆଧାରିତ ଭିତିିଭୂମି ନିର୍ମାଣ ଦିଗରେ ଭାରତ ଅଗ୍ରସର

Must read

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...

ଏଆଇସିସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳର କେନ୍ଦୁଝର ଗସ୍ତ

ଭୁବନେଶ୍ୱର, ୧୯.୯(ନିପ୍ର): ଏଆଇସିସିଦ୍ୱାରା ଗଠିତ ଟିମ୍ ଆଜି କେଉଁଝରବନ୍ୟାଂଚଳ ଗ୍ରସ୍ତ କରିବା ସହିତକ୍ଷୟକ୍ଷତିର ଆକଳନ କରିବା ପାଇଁ ଗ୍ରସ୍ତକରିଥିଲେ । ଟିମ୍ରେ ଥିବା ପୂର୍ବତନ ପିସିସିସଭାପତି ଶ୍ରୀ ଜୟଦେବ ଜେନା...

ୂତନ କିଆ ସୋନେଟର ଶୁଭାରମ୍ଭ

ଭୁବନେଶ୍ୱର, ୧୯/୯ (ନିପ୍ର): କିଆ ମୋଟର୍ସ ପକ୍ଷରୁ ଏହାର ସର୍ବପ୍ରଥମ ଏସୟୁଭି,ନୂତନ କିଆ ସୋନେଟର ଶୁଭାରମ୍ଭ କରାଯାଇଛି । ଏହି ସୋନେଟ ଏଂଟ୍ରି ସ୍ତରରସ୍କାର୍ଟଷ୍ଟ୍ରିମ ଜି୧.୨ ୫ଏମଟି ଭାରିଆଂଟ ୬,୭୧,୦୦୦ଟଙ୍କାର...

କୋଭିଡ କର୍ମଶାଳା ଉଦ୍ଘାଟିତ

ସୁନ୍ଦରପଦା,୧୯ ।୯(ନି.ପ୍ର): ଗତକାଲିି ହାଇଟେକ ପ୍ଲାଜା ସଭାକକ୍ଷରେ ଭୁବନେଶ୍ୱରଉପକଣ୍ଠ ବିକାଶ ମଞ୍ଚ (ଦକ୍ଷିଣ) ଦ୍ୱାରା ପଂଚାୟତସ୍ତରୀୟ ଏକ କୋଭିଡ କର୍ମଶାଳାଅନୁଷ୍ଠିତ ହୋଇଯାଇଛି । ଜଟଣୀ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ...

ନୂଆଦିଲ୍ଲୀ/ଭୁବନେଶ୍ୱର,୧୦ା୯(ନି.ପ୍ର.): ଦେଶର ତୈଳ ଏବଂ ଗ୍ୟାସରାଷ୍ଟ୍ରାୟତ ଉଦ୍ୟୋଗ(ପିଏସୟୁ) ଓସେମାନଙ୍କ ଯୌଥ ଉଦ୍ୟୋଗ ସାହାଯ୍ୟରେଗ୍ୟାସ ଆଧାରିତ ଭିତିଭୂମି ନିର୍ମାଣ ଦିଗରେଭାରତ ଅଗ୍ରସର ବୋଲି ଆଜି ଭିଡିଓକନଫରେନ୍ସିଂ ଯୋଗେ ରାଷ୍ଟ୍ରଉଦେ୍ଦଶ୍ୟରେ ୫୬ଟି ସିଏନଜି ଷ୍ଟେସନଲୋକାର୍ପଣ କରିବା ଅବସରରେକହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା ଲୋକାର୍ପିତ ସିଏନଜି ଷ୍ଟେସନଭାରତର ସ୍ୱଚ୍ଛ ଓ ସବୁଜ ଭବିଷ୍ୟତଗଠନ ଦିଗରେ ଥିବା ପ୍ରଚେଷ୍ଟାକୁସଶକ୍ତ କରିବ ବୋଲି ଶ୍ରୀ ପ୍ରଧାନକହିଛନ୍ତି ।ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦି ଜଳବାୟୁ ନ୍ୟାୟକୁନିଶ୍ଚିତ କରିବା ଓ ସମସ୍ତଙ୍କ ପାଇଁସୁଲଭ ମୂଲ୍ୟରେ ସ୍ୱଚ୍ଛ ଇନ୍ଧନଯୋଗାଇଦେବା ପାଇଁ ଦୃଢ ନିଶ୍ଚିତ ।ଆଜି ରାଷ୍ଟ୍ର ଉଦେ୍ଦଶ୍ୟରେ ଅନେକସିଏନଜି ଷ୍ଟେସନ ଲୋକାର୍ପିତକରାଯାଇଛି । ସେ କହିଛନ୍ତି ଆଗାମୀଦିନରେ ଭାରତକୁ ଗ୍ୟାସ ଆଧାରିତଅର୍ଥନୀତିରେ ପରିଣତ କରାଯିବା ପାଇଁଚେଷ୍ଟା କରାଯାଉଛି । ଦେଶର ୫କୋଟି ଘରକୁ ପାଇପ ଯୋଗ୍ପ୍ରୋକୃତିକ ଗ୍ୟାସ ପହଁଚାଇବାର ଲକ୍ଷ୍ୟରଖାଯାଇଛି । ସେହିପରି ସ୍ୱର୍ଣ୍ଣଚତୁର୍ଭୁଜରେ ୧୦୦ ଏଲ୍ଏନ୍ଜିଷ୍ଟେସନ ପ୍ରତିଷ୍ଠା କରିବାକୁ ହୋଇଥିବାଯୋଜନା ସ୍ୱଚ୍ଛ ଇନ୍ଧନ ବ୍ୟବହାରରେନୂଆ ମାପଦଣ୍ଡ ଆଣିବ । ଏହାସହସାରା ଦେଶରେ ୫୦୦୦ କମ୍ପ୍ରେସଡ୍ବାୟୋ ଗ୍ୟାସ ପ୍ଲାଂଟ୍ ପ୍ରତିଷ୍ଠା କରିବାଦିଗରେ ଭାରତ ସରକାର ଅଗ୍ରସରବୋଲି ଶ୍ରୀ ପ୍ରଧାନ କହିଛନ୍ତି । “ଭାରତସରକାର ପ୍ରାକୃତିକ ଗ୍ୟାସକୁପ୍ରୋତ୍ସାହନ ଦେବା ଦିଗରେ କାମକରୁଛନ୍ତି ।୨୦୩୦ ସୁଦ୍ଧା ପ୍ରାକୃତିକ ଗ୍ୟାସରସେୟାରକୁ ବର୍ତମାନର ୬.୩ପ୍ରତିଶତରୁ ୧୫ ପ୍ରତିଶତ କରାଯିବାରଲକ୍ଷ୍ୟ ରଖାଯାଇଛି । ବର୍ତମାନ ଦେଶରେପ୍ରାୟ ୧୭ ହଜାର କିମି ଲ ମ୍ବ ଗ୍ୟାସପାଇପଲାଇନର ନିର୍ମାଣ କାମ ଚାଲୁଅଛିା ପରିବେଶ ସହଯୋଗୀ ଇନ୍ଧନ ଉପଲବ୍ଧକରିବା ପାଇଁ ସିଜିଡି ନେଟୱାର୍କରସଂପ୍ରସାରଣ କରାଯାଉଛି । ଘର, ଶିଳ୍ପଏବଂ ବାଣିଜ୍ୟିକ କେନ୍ଦ୍ର ଏବଂ ସିଏନଜିପରିବହନ କ୍ଷେତ୍ର ପାଇଁ ପ୍ରାକୃତିକ ଗ୍ୟାସଯୋଗାଯାଉଛି । କମ୍ପ୍ରେସଡ୍ ବାୟୋ-ଗ୍ୟାସ(ସିବିଜି) ଏବଂ ଜୈବଖତଉତ୍ପାଦନ କରି ଉଦ୍ୟମୀ ମାନଙ୍କୁପ୍ରୋତ୍ସାହନ ଦେବା ପାଇଁ ବିଭିନ୍ନପଦକ୍ଷେପ ନିଆଯାଇଛି ।ଶ୍ରୀ ପ୍ରଧାନ କହିଛନ୍ତି ଚୀନ ଏବଂଆମେରିକା ପରେ ଦ୍ୱିତୀୟ ବୃହତମଜନସଂଖ୍ୟା ଆଧାରରେ ଭାରତ ତୃତୀୟସର୍ବବୃହତ ଉର୍ଜା ଉପଭୋକ୍ତା ରାଷ୍ଟ୍ର ।ବିଶ୍ୱରେ ଅଧିକ ଉର୍ଜା ବ୍ୟବହାରକରିଥିବା କ୍ଷେତ୍ରରେ ଭାରତରେ ଉର୍ଜାଉପଭୋକ୍ତା ଏବଂ ଉର୍ଜା ଚାହିଦା ଦ୍ରୁତଗତିରେ ବୃଦ୍ଧି ପାଉଛି । ଦେଶରପ୍ରଦୂଷଣକୁ ହ୍ରାସ କରିବା ଦିଗରେଦେଶର ପ୍ରଧାନମନ୍ତ୍ରୀ କାର୍ଯ୍ୟ କରୁଛନ୍ତି ।ଉର୍ଜା ବ୍ୟବସାୟରେ ନୂଆନିବେଶକଙ୍କ ପାଇଁ ନୀତି ସଂସ୍କାରଅଣାଯାଇଛି । ଏହି ଅବସରରେ ଶ୍ରୀପ୍ରଧାନ ମାର୍କେଟିଂ କମ୍ପାନୀଙ୍କ ଭବିଷ୍ୟତକୁଦୃଷ୍ଟିରେ ରଖି କାମ କରିବା ପାଇଁ ଆହ୍ୱାନକରିଛନ୍ତି । ଏହା ଦ୍ୱାରା ଉର୍ଜା କ୍ଷେତ୍ରରେଅଧିକ ପ୍ରତିଯୋଗିତା ବଢିବ ଏବଂଉପଭୋକ୍ତାଙ୍କ ପାଇଁ ସଠିକ୍ ମୂଲ୍ୟ ନିର୍ଣ୍ଣୟକରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନକହିଛନ୍ତି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...

ଏଆଇସିସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳର କେନ୍ଦୁଝର ଗସ୍ତ

ଭୁବନେଶ୍ୱର, ୧୯.୯(ନିପ୍ର): ଏଆଇସିସିଦ୍ୱାରା ଗଠିତ ଟିମ୍ ଆଜି କେଉଁଝରବନ୍ୟାଂଚଳ ଗ୍ରସ୍ତ କରିବା ସହିତକ୍ଷୟକ୍ଷତିର ଆକଳନ କରିବା ପାଇଁ ଗ୍ରସ୍ତକରିଥିଲେ । ଟିମ୍ରେ ଥିବା ପୂର୍ବତନ ପିସିସିସଭାପତି ଶ୍ରୀ ଜୟଦେବ ଜେନା...

ୂତନ କିଆ ସୋନେଟର ଶୁଭାରମ୍ଭ

ଭୁବନେଶ୍ୱର, ୧୯/୯ (ନିପ୍ର): କିଆ ମୋଟର୍ସ ପକ୍ଷରୁ ଏହାର ସର୍ବପ୍ରଥମ ଏସୟୁଭି,ନୂତନ କିଆ ସୋନେଟର ଶୁଭାରମ୍ଭ କରାଯାଇଛି । ଏହି ସୋନେଟ ଏଂଟ୍ରି ସ୍ତରରସ୍କାର୍ଟଷ୍ଟ୍ରିମ ଜି୧.୨ ୫ଏମଟି ଭାରିଆଂଟ ୬,୭୧,୦୦୦ଟଙ୍କାର...

କୋଭିଡ କର୍ମଶାଳା ଉଦ୍ଘାଟିତ

ସୁନ୍ଦରପଦା,୧୯ ।୯(ନି.ପ୍ର): ଗତକାଲିି ହାଇଟେକ ପ୍ଲାଜା ସଭାକକ୍ଷରେ ଭୁବନେଶ୍ୱରଉପକଣ୍ଠ ବିକାଶ ମଞ୍ଚ (ଦକ୍ଷିଣ) ଦ୍ୱାରା ପଂଚାୟତସ୍ତରୀୟ ଏକ କୋଭିଡ କର୍ମଶାଳାଅନୁଷ୍ଠିତ ହୋଇଯାଇଛି । ଜଟଣୀ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ...

ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର,୧୯ ।୯(ନି.ପ୍ର): ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଉପଲକ୍ଷେବିଜେପି ପକ୍ଷରୁ ଆରମ୍ବ ହୋଇଛି ସେବାସପ୍ତାହ । ଏହି ଅବସରରେ ଗାମ ଜିଲ୍ଲାବିଜେପି ପକ୍ଷରୁ ସେବ ସପ୍ତାହ ପାଳନନେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ...