28 C
Bhubaneswar
Sunday, September 20, 2020

ରିଲାଏନ୍ସ ରିଟେଲ୍ ଭେଂଚର୍ସରେ ୭,୫୦୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ସିଲ୍ଭର୍ ଲେକ

Must read

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...

ଏଆଇସିସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳର କେନ୍ଦୁଝର ଗସ୍ତ

ଭୁବନେଶ୍ୱର, ୧୯.୯(ନିପ୍ର): ଏଆଇସିସିଦ୍ୱାରା ଗଠିତ ଟିମ୍ ଆଜି କେଉଁଝରବନ୍ୟାଂଚଳ ଗ୍ରସ୍ତ କରିବା ସହିତକ୍ଷୟକ୍ଷତିର ଆକଳନ କରିବା ପାଇଁ ଗ୍ରସ୍ତକରିଥିଲେ । ଟିମ୍ରେ ଥିବା ପୂର୍ବତନ ପିସିସିସଭାପତି ଶ୍ରୀ ଜୟଦେବ ଜେନା...

ୂତନ କିଆ ସୋନେଟର ଶୁଭାରମ୍ଭ

ଭୁବନେଶ୍ୱର, ୧୯/୯ (ନିପ୍ର): କିଆ ମୋଟର୍ସ ପକ୍ଷରୁ ଏହାର ସର୍ବପ୍ରଥମ ଏସୟୁଭି,ନୂତନ କିଆ ସୋନେଟର ଶୁଭାରମ୍ଭ କରାଯାଇଛି । ଏହି ସୋନେଟ ଏଂଟ୍ରି ସ୍ତରରସ୍କାର୍ଟଷ୍ଟ୍ରିମ ଜି୧.୨ ୫ଏମଟି ଭାରିଆଂଟ ୬,୭୧,୦୦୦ଟଙ୍କାର...

କୋଭିଡ କର୍ମଶାଳା ଉଦ୍ଘାଟିତ

ସୁନ୍ଦରପଦା,୧୯ ।୯(ନି.ପ୍ର): ଗତକାଲିି ହାଇଟେକ ପ୍ଲାଜା ସଭାକକ୍ଷରେ ଭୁବନେଶ୍ୱରଉପକଣ୍ଠ ବିକାଶ ମଞ୍ଚ (ଦକ୍ଷିଣ) ଦ୍ୱାରା ପଂଚାୟତସ୍ତରୀୟ ଏକ କୋଭିଡ କର୍ମଶାଳାଅନୁଷ୍ଠିତ ହୋଇଯାଇଛି । ଜଟଣୀ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ...

ଭୁବନେଶ୍ୱର, ୧୦/୯(ନିପ୍ର) : ରିଲାଏନ୍ସଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଓ ରିଲାଏନ୍ସ ରିଟେଲ୍ଭେଂଚର୍ସ ଲିିମିଟେଡ୍ ପକ୍ଷରୁ ଆଜି ଘୋଷଣାକରାଯାଇଛି ଯେ ସିଲ୍ଭର୍ ଲେକ୍ ପକ୍ଷରୁରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ସହଯୋଗୀ ସଂସ୍ଥାରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍(ଆର୍ଆର୍ଭିଏଲ୍)ରେ ୭୫୦୦ କୋଟି ଟଙ୍କାନିବେଶ କରାଯିବ । ଆର୍ଆର୍ଭିଏଲ୍ର ମୋଟଇକ୍ୱିଟି ମୂଲ୍ୟକୁ ୪.୨୧ ଲକ୍ଷ କୋଟି ଟଙ୍କାଭାବେ ଆକଳନ କରି ଏହି ନିବେଶକରାଯାଇଛି । ସିଲଭର୍ ଲେକ୍ର ନିବେଶଆର୍ଆଇଏଲ୍ର ପୂର୍ଣ୍ଣ ବିଘଟିତ ୧.୭୫ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତହେବ । ଏହା ଜରିଆରେ ସିଲ୍ଭର୍ ଲେକ୍ ପକ୍ଷରୁରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ରେ ଦ୍ୱିତୀୟ ଥର ବିଲିଅନଡଲାରରୁ ଅଧିକ ନିବେଶ କରାଯାଇଛି । କିଛିମାସ ପୂର୍ବରୁ ସିଲ୍ଭର୍ ଲେକ୍ ପକ୍ଷରୁ ରିଲାଏନ୍ସଇଣ୍ଡଷ୍ଟ୍ରିଜ୍ର ଡିଜିଟାଲ୍ କଂପାନୀ ଜିଓପ୍ଲାଟଫର୍ମସ୍ରେ ୧.୩୫ ବିଲିଅନ୍ ଡଲାରରପୁଞ୍ଜିନିବେଶ କରାଯାଇଥିଲା । ରିଲାଏନ୍ସ ରିଟେଲ୍ଲିିମଟେଡ୍ ହେଉଛି ଆର୍ଆର୍ଭିଏଲ୍ର ଏକସହଯୋଗୀ ସଂସ୍ଥା ଯାହାର ସାରା ଭାରତରେ୧୨,୦୦୦ରୁ ଅଧିକ ବିଭିନ୍ନ ପ୍ରକାରର ଷ୍ଟୋର୍ରହିଛି ଏବଂ ସେହି ସବୁ ଷ୍ଟୋର୍ରେ ୬୪କୋଟିରୁ ଅଧିକ ଲୋକ ପ୍ରବେଶ କରୁଛନ୍ତି ।ଭାରତୀୟ ସମାଜକୁ ଲାଭ ପହଂଚାଇବା ଲାଗିଏହା ଲକ୍ଷ ଲକ୍ଷ ଚାଷୀ, ଏମ୍ଏସ୍ଏମ୍ଇକୁ ସଶକ୍ତକରୁଥିବା ବେଳେ ଅନେକ ସ୍ଥାନୀୟ ଓ ବିଶ୍ୱସ୍ତରୀୟ ସଂସ୍ଥା ସହ ଯୋଡ଼ି ହୋଇଛି ଏବଂନିୟୁତାଧିକ ଭାରତୀୟଙ୍କ ପାଇଁ ନିଯୁକ୍ତି ସୃଷ୍ଟି ଓସୁରକ୍ଷା ପ୍ରଦାନ କରୁଛି । ଏହାର ନୂଆ କମର୍ସରଣନୀତିରେ ଅଣସଂଗଠିତ କ୍ଷେତ୍ରରବ୍ୟବସାୟୀମାନଙ୍କୁୂ ଏହା ଡିଜିଟାଇଜ୍ କରୁଥିବାବେଳେ ଖୁବ୍ଶୀଘ୍ର ୨୦ ନିୟୁତରୁ ଅଧିକବ୍ୟବସାୟୀଙ୍କ ପାଖରେ ପହଂଚିବାକୁ ଏହା ଲକ୍ଷ୍ୟରଖିଛି. ଯାହା ଦ୍ୱରା ସେମାନେ ପ୍ରଯୁକ୍ତି ଓ ଦକ୍ଷଯୋଗାଣ ଶୃଙ୍ଖଳର ଲାଭ ପାଇପାରିବା ସହନିଜର ଗ୍ରାହକମାନଙ୍କୁ ଅଧିକ ସୁବିଧା ପ୍ରଦାନକରିପାରୁଛନ୍ତି । ସେହିଭଳି, ସିଲଭର ଲେକ୍ହେଉଛି ଏହି ଏକ ବିଶ୍ୱସ୍ତରୀୟ ସଂସ୍ଥା ଯାହାରପରିଚାଳନା ଅଧୀନରେ ୫୦ ବିଲିଅନଡଲାରର ସଂପତି ରହିଛି । ଏହା ଏୟାରବିଏନ୍ବି, ଆଲିବାବା, ଆଲଫାବେଟ୍ରଭେରିଲାଏ ଓ ୱେମୋ, ଡେଲ୍ଟେକ୍ନୋଲୋଜିସ୍, ଟ୍ୱିଟର୍ ଭଳି ବିଶ୍ୱର ଅନେକପ୍ରମୁଖ ପ୍ରଯୁକ୍ତି କଂପାନିରେ ପୁିନିବେଶ କରିଛି ।ସିଲଭର୍ ଲେକ୍ ସହ ହୋଇଥିବା କାରବାରସମ୍ପର୍କରେ ଶ୍ରୀଯୁକ୍ତ ମୁକେଶ ଅ ମ୍ବାନି, ଅଧ୍ୟକ୍ଷଓ ପରିଚାଳନା ନିଦେ୍ର୍ଦଶକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍କହିଛନ୍ତି ଯେ, ନ୍ତଭାରତର ରିଟେଲ୍ କ୍ଷେତ୍ରରେସାରା ଦେଶର ଗ୍ରାହକଙ୍କୁ ଉଚିତ ମୂଲ୍ୟ ପ୍ରଦାନକରିବା ଲାଗି ନିୟୁତାଧିକ ବ୍ୟବସାୟୀମାନଙ୍କସହ ଅନ୍ତୁର୍ଭକ୍ତୀକରଣ ସହଭାଗିତା ସ୍ଥାପନଦିଗରେ ଆମର ଉଦ୍ୟମକୁ ସିଲ୍ଭର୍ ଲେକ୍ସହଯୋଗର ହାତ ବଢାଇଥିବାରୁ ମୁଁ ବହୁତଖୁସି । ଆମର ବିଶ୍ୱାସ ରହିଛି ଯେ ଏହିକ୍ଷେତ୍ରରେ ଆବଶ୍ୟକ ହେଉଥିବା ପରିବର୍ତନଆଣିବା ଲାଗି ପ୍ରଯୁକ୍ତି ହେଉଛି ଏକ ପ୍ରମୁଖଆବଶ୍ୟକତା ଯଦ୍ୱାରା ଅନ୍ତର୍ଭୁକ୍ତୀକରଣଅଭିବୃଦ୍ଧି ବ୍ୟବସ୍ଥା ଲାଗି ଖୁଚୁରା କ୍ଷେତ୍ରରବିଭିନ୍ନ ଉପାଦାନକୁ ଏକତ୍ରୀତକରାଯାଇପାରିବ । ଭାରତୀୟ ଖୁଚୁରାବ୍ୟବସାୟ କ୍ଷେତ୍ର ପ୍ରତି ଆମର ରହିଥିବା ଲକ୍ଷ୍ୟକୁ କାର୍ଯ୍ୟକାରୀ କରିବାରେ ସିଲଭର୍ଲେକ୍ ଏକ ମୂଲ୍ୟବାନ ସହଯୋଗୀ ହେବ ।”ଏହି ନିବେଶ ସମ୍ପର୍କରେ ସିଲଭର୍ ଲେକ୍ରସହ-ସିଇଓ ଓ ମ୍ୟାନେଜିଂ ପାର୍ଟନର ଶ୍ରୀଯୁକ୍ତଏଗନ ଡର୍ବାନ କହିଛନ୍ତି ଯେ, ନ୍ତଏହି ନିବେଶଜରିଆରେ ରିଲାଏନ୍ସ ସହିତ ଆମର ସମ୍ପର୍କକୁଆହୁରି ଗଭୀର କରିଥିବାରୁ ଆମେ ଉଲ୍ଲସିତ ।ମୁକେଶ ଅ ମ୍ବାନି ଓ ରିଲାଏନ୍ସରେ ତାଙ୍କ ଟିମ୍ସେମାନଙ୍କର ସାହସପୂର୍ଣ୍ଣ ଲକ୍ଷ୍ୟ, ସାମାଜିକଲାଭ ନେଇ ପ୍ରତିବଦ୍ଧତା, ନବସୃଜନରେଉକ୍ରର୍ଷ ଏବଂ ନିରବଚ୍ଛିନ୍ନ କାର୍ଯ୍ୟକାରିତା ପ୍ରତିରହିଥିବା ନିଷ୍ଠା ଓ ପ୍ରତିବଦ୍ଧତା ଜରିଆରେଖୁଚୁରା ଓ ପ୍ରଯୁକ୍ତି କ୍ଷେତ୍ରରେ ବିଶ୍ୱର ଏକଉଲ୍ଲେଖନୀୟ ସଂସ୍ଥା ସୃଷ୍ଟି କରିଛନ୍ତି । ଭାରତଓ ବିଶ୍ୱର ଅନ୍ୟ ପ୍ରାନ୍ତ କୋଭିଡ୍-୧୯ମହାମାରୀ ସହିତ ଲଢ଼େଇ କରୁଥିବା ବେଳେଖୁବ୍ କମ୍ ସମୟ ଭିତରେ ଜିଓମାର୍ଟ ହାସଲକରିଥିବା ସଫଳତା ବାସ୍ତବରେ ଉଲ୍ଲେଖନୀୟଏବଂ ସବୁଠୁ ଉତ୍ସାହଜନକ ଅଭିବୃଦ୍ଧି ପର୍ଯ୍ୟାୟଆର ମ୍ଭ ହୋଇଛି । ରିଲାଏନ୍ସର ନୂଆ ବାଣିଜ୍ୟବା ନିଉ କମର୍ସ ରଣନୀତି ଏହି ଦଶନ୍ଧିରପରିବର୍ତନକାରୀ ସାବ୍ୟସ୍ତ ହେବାର ଦକ୍ଷତାରଖିଛି । ଭାରତୀୟ ରିଟେଲ୍ କ୍ଷେତ୍ରରେରିଲାଏନ୍ସର ରହିଥିବା ଲକ୍ଷ୍ୟରେ ସାମିଲ ହେବାଲାଗି ଆମନ୍ତ୍ରିତ ହୋଇଥିବାରୁ ଆମେ ବେଶ୍ରୋମାଂଚିତ ।” ଏହି ବୁଝାମଣା ଆବଶ୍ୟକନିୟାମକ ଓ ଅନ୍ୟାନ୍ୟ ମଂଜୁରୀ ଉପରେନିର୍ଭରଶୀଳ । ରିଲାଏନ୍ସ ରିଟେଲ୍ ପାଇଁ ମର୍ଗାନଷ୍ଟାନଲି ଆର୍ଥିକ ଉପଦେଷ୍ଟା ଭାବେ କାର୍ଯ୍ୟକରିଥିବା ବେଳେ ସିରିଲ୍ ଅମରଚାନ୍ଦମଙ୍ଗଲଦାସ ଓ ଡେଭିସ୍ ପୋଲ୍କ ଆଣ୍ଡ୍ ୱାର୍ଡୱେଲ୍ଆଇନଗତ ପରାମର୍ଶ ପ୍ରଦାନ କରିଛନ୍ତି ରିଲାଏନ୍ସଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଓ ରିଲାଏନ୍ସ ରିଟେଲ୍ଭେଂଚର୍ସ ଲିିମିଟେଡ୍ ପକ୍ଷରୁ ଆଜି ଘୋଷଣାକରାଯାଇଛି ଯେ ସିଲ୍ଭର୍ ଲେକ୍ ପକ୍ଷରୁରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ସହଯୋଗୀ ସଂସ୍ଥାରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍(ଆର୍ଆର୍ଭିଏଲ୍)ରେ ୭୫୦୦ କୋଟି ଟଙ୍କାନିବେଶ କରାଯିବ । ଆର୍ଆର୍ଭିଏଲ୍ର ମୋଟଇକ୍ୱିଟି ମୂଲ୍ୟକୁ ୪.୨୧ ଲକ୍ଷ କୋଟି ଟଙ୍କାଭାବେ ଆକଳନ କରି ଏହି ନିବେଶକରାଯାଇଛି । ସିଲଭର୍ ଲେକ୍ର ନିବେଶଆର୍ଆଇଏଲ୍ର ପୂର୍ଣ୍ଣ ବିଘଟିତ ୧.୭୫ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତହେବ । ଏହା ଜରିଆରେ ସିଲ୍ଭର୍ ଲେକ୍ ପକ୍ଷରୁରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ରେ ଦ୍ୱିତୀୟ ଥର ବିଲିଅନଡଲାରରୁ ଅଧିକ ନିବେଶ କରାଯାଇଛି । କିଛିମାସ ପୂର୍ବରୁ ସିଲ୍ଭର୍ ଲେକ୍ ପକ୍ଷରୁ ରିଲାଏନ୍ସଇଣ୍ଡଷ୍ଟ୍ରିଜ୍ର ଡିଜିଟାଲ୍ କଂପାନୀ ଜିଓପ୍ଲାଟଫର୍ମସ୍ରେ ୧.୩୫ ବିଲିଅନ୍ ଡଲାରରପୁଞ୍ଜିନିବେଶ କରାଯାଇଥିଲାରିଲାଏନ୍ସ ରିଟେଲ୍ଲିିମଟେଡ୍ହେଉଛି ଆର୍ଆର୍ଭିଏଲ୍ରଏକସହଯୋଗୀ ସଂସ୍ଥା ଯାହାର ସାରା ଭାରତରେ୧୨,୦୦୦ରୁ ଅଧିକ ବିଭିନ୍ନ ପ୍ରକାରର ଷ୍ଟୋର୍ରହିଛି ଏବଂସେହିସବୁଷ୍ଟୋର୍ରେ ୬୪କୋଟିରୁ ଅଧିକ ଲୋକ ପ୍ରବେଶ କରୁଛନ୍ତି ।ଭାରତୀୟ ସମାଜକୁ ଲାଭ ପହଂଚାଇବା ଲାଗିଏହା ଲକ୍ଷ ଲକ୍ଷ ଚାଷୀ, ଏମ୍ଏସ୍ଏମ୍ଇକୁ ସଶକ୍ତକରୁଥିବା ବେଳେ ଅନେକ ସ୍ଥାନୀୟ ଓ ବିଶ୍ୱସ୍ତରୀୟ ସଂସ୍ଥା ସହ ଯୋଡ଼ି ହୋଇଛି ଏବଂନିୟୁତାଧିକ ଭାରତୀୟଙ୍କ ପାଇଁ ନିଯୁକ୍ତି ସୃଷ୍ଟି ଓସୁରକ୍ଷା ପ୍ରଦାନ କରୁଛି । ଏହାର ନୂଆ କମର୍ସରଣନୀତିରେ ଅଣସଂଗଠିତ କ୍ଷେତ୍ରରବ୍ୟବସାୟୀମାନଙ୍କୁୂ ଏହା ଡିଜିଟାଇଜ୍ କରୁଥିବାବେଳେ ଖୁବ୍ଶୀଘ୍ର ୨୦ ନିୟୁତରୁ ଅଧିକବ୍ୟବସାୟୀଙ୍କ ପାଖରେ ପହଂଚିବାକୁ ଏହା ଲକ୍ଷ୍ୟ ରଖିଛି. ଯାହା ଦ୍ୱରା ସେମାନେ ପ୍ରଯୁକ୍ତି ଓ ଦକ୍ଷଯୋଗାଣ ଶୃଙ୍ଖଳର ଲାଭପାଇପାରିବା ସହନିଜର ଗ୍ରାହକମାନଙ୍କୁ ଅଧିକ ସୁବିଧା ପ୍ରଦାନକରିପାରୁଛନ୍ତି । ସେହିଭଳି, ସିଲଭର ଲେକ୍ହେଉଛି ଏହି ଏକ ବିଶ୍ୱସ୍ତରୀୟ ସଂସ୍ଥା ଯାହାରପରିଚାଳନା ଅଧୀନରେ ୫୦ ବିଲିଅନଡଲାରର ସଂପତି ରହିଛି । ଏହା ଏୟାରବିଏନ୍ବି, ଆଲିବାବା, ଆଲଫାବେଟ୍ରଭେରିଲାଏ ଓ ୱେମୋ, ଡେଲ୍ଟେକ୍ନୋଲୋଜିସ୍, ଟ୍ୱିଟର୍ ଭଳି ବିଶ୍ୱର ଅନେକପ୍ରମୁଖ ପ୍ରଯୁକ୍ତି କଂପାନିରେ ପୁିନିବେଶ କରିଛି ।ସିଲଭର୍ ଲେକ୍ ସହ ହୋଇଥିବା କାରବାରସମ୍ପର୍କରେ ଶ୍ରୀଯୁକ୍ତ ମୁକେଶ ଅ ମ୍ବାନି, ଅଧ୍ୟକ୍ଷଓ ପରିଚାଳନା ନିଦେ୍ର୍ଦଶକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍କହିଛନ୍ତି ଯେ, ନ୍ତଭାରତର ରିଟେଲ୍ କ୍ଷେତ୍ରରେସାରା ଦେଶର ଗ୍ରାହକଙ୍କୁ ଉଚିତ ମୂଲ୍ୟ ପ୍ରଦାନକରିବା ଲାଗି ନିୟୁତାଧିକ ବ୍ୟବସାୟୀମାନଙ୍କସହ ଅନ୍ତୁର୍ଭକ୍ତୀକରଣ ସହଭାଗିତା ସ୍ଥାପନଦିଗରେ ଆମର ଉଦ୍ୟମକୁ ସିଲ୍ଭର୍ ଲେକ୍ସହଯୋଗର ହାତ ବଢାଇଥିବାରୁ ମୁଁ ବହୁତଖୁସି । ଆମର ବିଶ୍ୱାସ ରହିଛି ଯେ ଏହିକ୍ଷେତ୍ରରେ ଆବଶ୍ୟକ ହେଉଥିବା ପରିବର୍ତନଆଣିବା ଲାଗି ପ୍ରଯୁକ୍ତି ହେଉଛି ଏକ ପ୍ରମୁଖଆବଶ୍ୟକତା ଯଦ୍ୱାରା ଅନ୍ତର୍ଭୁକ୍ତୀକରଣଅଭିବୃଦ୍ଧି ବ୍ୟବସ୍ଥା ଲାଗି ଖୁଚୁରା କ୍ଷେତ୍ରରବିଭିନ୍ନ ଉପାଦାନକୁ ଏକତ୍ରୀତକରାଯାଇପାରିବ । ଭାରତୀୟ ଖୁଚୁରା ବ୍ୟବସାୟ କ୍ଷେତ୍ର ପ୍ରତି ଆମର ରହିଥିବାଲକ୍ଷ୍ୟକୁ କାର୍ଯ୍ୟକାରୀ କରିବାରେ ସିଲଭର୍ଲେକ୍ ଏକ ମୂଲ୍ୟବାନ ସହଯୋଗୀ ହେବ ।”ଏହି ନିବେଶ ସମ୍ପର୍କରେ ସିଲ ଭର୍ ଲେକ୍ରସହ-ସିଇଓ ଓ ମ୍ୟାନେଜିଂ ପାର୍ଟନର ଶ୍ରୀଯୁକ୍ତଏଗନ ଡର୍ବାନ କହିଛନ୍ତି ଯେ, ନ୍ତଏହି ନିବେଶଜରିଆରେ ରିଲାଏନ୍ସ ସହିତ ଆମର ସମ୍ପର୍କକୁଆହୁରି ଗଭୀର କରିଥିବାରୁ ଆମେ ଉଲ୍ଲସିତ ।ମୁକେଶ ଅ ମ୍ବାନି ଓ ରିଲାଏନ୍ସରେ ତାଙ୍କ ଟିମ୍ସେମାନଙ୍କର ସାହସପୂର୍ଣ୍ଣ ଲକ୍ଷ୍ୟ, ସାମାଜିକଲାଭ ନେଇ ପ୍ରତିବଦ୍ଧତା, ନବସୃଜନରେଉକ୍ରର୍ଷ ଏବଂ ନିରବଚ୍ଛିନ୍ନ କାର୍ଯ୍ୟକାରିତା ପ୍ରତିରହିଥିବା ନିଷ୍ଠା ଓ ପ୍ରତିବଦ୍ଧତା ଜରିଆରେଖୁଚୁରା ଓ ପ୍ରଯୁକ୍ତି କ୍ଷେତ୍ରରେ ବିଶ୍ୱର ଏକଉଲ୍ଲେଖନୀୟ ସଂସ୍ଥା ସୃଷ୍ଟି କରିଛନ୍ତି । ଭାରତଓବିଶ୍ୱର ଅନ୍ୟପ୍ରାନ୍ତ କୋଭିଡ୍-୧୯ମହାମାରୀ ସହିତ ଲଢ଼େଇ କରୁଥିବା ବେଳେ ଖୁବ୍ କମ୍ ସମୟ ଭିତରେ ଜିଓମାର୍ଟ ହାସଲକରିଥିବା ସଫଳତା ବାସ୍ତବରେ ଉଲ୍ଲେଖନୀୟଏବଂ ସବୁଠୁ ଉତ୍ସାହଜନକ ଅଭିବୃଦ୍ଧି ପର୍ଯ୍ୟାୟଆର ମ୍ଭ ହୋଇଛି । ରିଲାଏନ୍ସର ନୂଆ ବାଣିଜ୍ୟବାନିଉକମର୍ସ ରଣନୀତି ଏହିଦଶନ୍ଧିରପରିବର୍ତନକାରୀସାବ୍ୟସ୍ତ ହେବାର ଦକ୍ଷତାରଖିଛି । ଭାରତୀୟ ରିଟେଲ୍ କ୍ଷେତ୍ରରେରିଲାଏନ୍ସର ରହିଥିବା ଲକ୍ଷ୍ୟରେ ସାମିଲ ହେବାଲାଗି ଆମନ୍ତ୍ରିତ ହୋଇଥିବାରୁଆମେ ବେଶ୍ରୋମାଂଚିତ ।” ଏହି ବୁଝାମଣା ଆବଶ୍ୟକନିୟାମକ ଓ ଅନ୍ୟାନ୍ୟ ମଂଜୁରୀ ଉପରେନିର୍ଭରଶୀଳ । ରିଲାଏନ୍ସ ରିଟେଲ୍ ପାଇଁ ମର୍ଗାନଷ୍ଟାନଲି ଆର୍ଥିକ ଉପଦେଷ୍ଟା ଭାବେ କାର୍ଯ୍ୟକରିଥିବା ବେଳେ ସିରିଲ୍ ଅମରଚାନ୍ଦମଙ୍ଗଲଦାସ ଓ ଡେଭିସ୍ ପୋଲ୍କ ଆଣ୍ଡ୍ ୱାର୍ଡୱେଲ୍ଆଇନଗତ ପରାମର୍ଶ ପ୍ରଦାନ କରିଛନ୍ତି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...

ଏଆଇସିସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳର କେନ୍ଦୁଝର ଗସ୍ତ

ଭୁବନେଶ୍ୱର, ୧୯.୯(ନିପ୍ର): ଏଆଇସିସିଦ୍ୱାରା ଗଠିତ ଟିମ୍ ଆଜି କେଉଁଝରବନ୍ୟାଂଚଳ ଗ୍ରସ୍ତ କରିବା ସହିତକ୍ଷୟକ୍ଷତିର ଆକଳନ କରିବା ପାଇଁ ଗ୍ରସ୍ତକରିଥିଲେ । ଟିମ୍ରେ ଥିବା ପୂର୍ବତନ ପିସିସିସଭାପତି ଶ୍ରୀ ଜୟଦେବ ଜେନା...

ୂତନ କିଆ ସୋନେଟର ଶୁଭାରମ୍ଭ

ଭୁବନେଶ୍ୱର, ୧୯/୯ (ନିପ୍ର): କିଆ ମୋଟର୍ସ ପକ୍ଷରୁ ଏହାର ସର୍ବପ୍ରଥମ ଏସୟୁଭି,ନୂତନ କିଆ ସୋନେଟର ଶୁଭାରମ୍ଭ କରାଯାଇଛି । ଏହି ସୋନେଟ ଏଂଟ୍ରି ସ୍ତରରସ୍କାର୍ଟଷ୍ଟ୍ରିମ ଜି୧.୨ ୫ଏମଟି ଭାରିଆଂଟ ୬,୭୧,୦୦୦ଟଙ୍କାର...

କୋଭିଡ କର୍ମଶାଳା ଉଦ୍ଘାଟିତ

ସୁନ୍ଦରପଦା,୧୯ ।୯(ନି.ପ୍ର): ଗତକାଲିି ହାଇଟେକ ପ୍ଲାଜା ସଭାକକ୍ଷରେ ଭୁବନେଶ୍ୱରଉପକଣ୍ଠ ବିକାଶ ମଞ୍ଚ (ଦକ୍ଷିଣ) ଦ୍ୱାରା ପଂଚାୟତସ୍ତରୀୟ ଏକ କୋଭିଡ କର୍ମଶାଳାଅନୁଷ୍ଠିତ ହୋଇଯାଇଛି । ଜଟଣୀ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ...

ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର,୧୯ ।୯(ନି.ପ୍ର): ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଉପଲକ୍ଷେବିଜେପି ପକ୍ଷରୁ ଆରମ୍ବ ହୋଇଛି ସେବାସପ୍ତାହ । ଏହି ଅବସରରେ ଗାମ ଜିଲ୍ଲାବିଜେପି ପକ୍ଷରୁ ସେବ ସପ୍ତାହ ପାଳନନେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ...