28 C
Bhubaneswar
Sunday, September 20, 2020

ରାଫେଲ୍କୁ ରାଜତିଳକ

Must read

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...

ଏଆଇସିସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳର କେନ୍ଦୁଝର ଗସ୍ତ

ଭୁବନେଶ୍ୱର, ୧୯.୯(ନିପ୍ର): ଏଆଇସିସିଦ୍ୱାରା ଗଠିତ ଟିମ୍ ଆଜି କେଉଁଝରବନ୍ୟାଂଚଳ ଗ୍ରସ୍ତ କରିବା ସହିତକ୍ଷୟକ୍ଷତିର ଆକଳନ କରିବା ପାଇଁ ଗ୍ରସ୍ତକରିଥିଲେ । ଟିମ୍ରେ ଥିବା ପୂର୍ବତନ ପିସିସିସଭାପତି ଶ୍ରୀ ଜୟଦେବ ଜେନା...

ୂତନ କିଆ ସୋନେଟର ଶୁଭାରମ୍ଭ

ଭୁବନେଶ୍ୱର, ୧୯/୯ (ନିପ୍ର): କିଆ ମୋଟର୍ସ ପକ୍ଷରୁ ଏହାର ସର୍ବପ୍ରଥମ ଏସୟୁଭି,ନୂତନ କିଆ ସୋନେଟର ଶୁଭାରମ୍ଭ କରାଯାଇଛି । ଏହି ସୋନେଟ ଏଂଟ୍ରି ସ୍ତରରସ୍କାର୍ଟଷ୍ଟ୍ରିମ ଜି୧.୨ ୫ଏମଟି ଭାରିଆଂଟ ୬,୭୧,୦୦୦ଟଙ୍କାର...

କୋଭିଡ କର୍ମଶାଳା ଉଦ୍ଘାଟିତ

ସୁନ୍ଦରପଦା,୧୯ ।୯(ନି.ପ୍ର): ଗତକାଲିି ହାଇଟେକ ପ୍ଲାଜା ସଭାକକ୍ଷରେ ଭୁବନେଶ୍ୱରଉପକଣ୍ଠ ବିକାଶ ମଞ୍ଚ (ଦକ୍ଷିଣ) ଦ୍ୱାରା ପଂଚାୟତସ୍ତରୀୟ ଏକ କୋଭିଡ କର୍ମଶାଳାଅନୁଷ୍ଠିତ ହୋଇଯାଇଛି । ଜଟଣୀ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ...

ଅ ମ୍ବାଲା,୧୦ା୯: ଭାରତୀୟବାୟୁସେନା ପାଇଁ ଅ ।ଜିର ଦିନଐତିହାସିକ ।ଅ ।ଜିର ଦିନରେଭାରତୀୟ ବାୟୁ ସେନାରେ ସାମିଲହୋଇଛି ଲୁଆ ବିମାନ ରାଫେଲ । ଏବେଶତ୍ରୁଙ୍କ ଅ ।ଖିରେ ଅ ।ଖି ମିଳାଇସେମାନଙ୍କୁ ଜବାବ ଦେବ ଭାରତ । ଆଜିଅ ମ୍ବାଲା ଏୟାରବେସ୍ ରେ ଏକ ଭବ୍ୟକାର୍ଯ୍ୟକ୍ରମର ଅ ।ୟୋଜନ କରାଯାଇ ୫ଟିଲୁଅ । ବିମାନକୁ ବାୟୁସେନାରେ ସାମିଲକରାଯାଇଛି । ଭାରତର ପ୍ରତିରକ୍ଷା ମନ୍ତ୍ରୀରାଜନାଥ ସିଂଙ୍କ ଏବଂ ଫ୍ରାନ୍ସର ପ୍ରତିରକ୍ଷାମନ୍ତ୍ରୀ ଫ୍ଲୋରେନ୍ସ୍ ପାର୍ଲିଙ୍କ ସହ ସିଡିଏସବିପିନ୍ ରାୱତ ଏବଂ ଭାରତୀୟବାୟୁସେନାର ମୁଖ୍ୟ ଅ ।ର.କେ.ଏସ୍ଭଦୋରିଅ । କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।ନିିଜର ବକ୍ତବ୍ୟ ରଖି ଅ ।ଇଏଏଫ୍ମୁଖ୍ୟ ଅ ।ର.କେ.ଏସ୍ ଭଦୋରିଅ ।କହିଛନ୍ତି ଯେ, ବତମାନର ସୁରକ୍ଷାପରିସ୍ଥିତିକୁ ଦୃଷ୍ଟିରେ ରଖି ବାୟୁସେନାରେରାଫେଲକୁ ସାମିଲ କରିବା ଦ୍ୱାରା ଶତ୍ରୁକୁକଡ଼ା ଜବାବ ମିଳିପାରିବ । ରାଫେଲଯେକେଣସି ସ୍ଥାନରେ ଏବଂଯେତେବେଳେ ବି ନିୟୋଜିତ ହେବସେ ଉପରେ ନିଜର ପ୍ରାଧାନ୍ୟ ବିସ୍ତାରକରିବ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତିଯେ, ରାଫେଲ ଜେଟ ଭାରତୀୟବାୟୁସେନାରେ ସାମିଲ ହେବାଟା ଭାରତଏବଂ ଫ୍ରାନ୍ସ ମଧ୍ୟରେ ସମ୍ପର୍କର ଶକ୍ତିଦର୍ଶାଉଛି । ବର୍ତମାନର ସୁରକ୍ଷା ପରିସ୍ଥିତିରେରାଫେଲ ଜେଟ୍ ଭାରତକୁ ସାହାଯ୍ୟକରିବ । ଏହା ଭାରତର ପ୍ରତିରକ୍ଷାଇତିହାସରେ ଏକ ଐତିହାସିକ ମୁହୂର୍ତ ।ଘରୋଇ ପ୍ରତିରକ୍ଷା ଶିଳ୍ପକୁ ଉତ୍ସାହିତ କରିବାପାଇଁ ଅ ।ମେ ଫ୍ରାନ୍ସକୁ ଭାରତୀୟ ପ୍ରତିରକ୍ଷାକ୍ଷେତ୍ରରେ ବିନିଯୋଗ କରିବାକୁ ଅ ।ମନ୍ତ୍ରଣକରୁଛୁ ପ୍ରତିରକ୍ଷା ଏବଂ ପ୍ରତିରକ୍ଷାକରିଡରରେ ୭୪% ଏଫଡିଅ ।ଇ ଅନୁମତିଦିଅ ।ଯାଇଛି । ଅ ।ଶା କରୁଛି ଫ୍ରାନ୍ସଏହିପଦକ୍ଷେପର ଲାଭ ଉଠାଇବ ସ୍କର୍ପିନ୍ ଏବଂରାଫେଲ୍ ଅ ।ମର ପ୍ରତିରକ୍ଷା ସମ୍ପର୍କକୁ ଅ ।ହୁରି ମଜବୁତ କରିଛି ବୋଲି ସେକହିଛନ୍ତି । ଫ୍ରାନ୍ସ ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲିକହିଛନ୍ତି ଯେ, କୋଭିଡ -୧୯ ମହାମାରୀସତ୍ୱେ ମୁଁ ଭାରତରେ ଥିବାରୁ ଅତ୍ୟନ୍ତଅ ।ନନ୍ଦିତ ଅଟେ । ଏହା ଭାରତ ଏବଂଫ୍ରାନ୍ସ ପାଇଁ ଏକ ଚମକ୍ରାର ସଫଳତାୟଏଠାରେ ରହିବା ଏକ ଗେରବର ବିଷୟ ।ରାଫେଲେ ଅର୍ଥ ହେଉଛି ପବନ ବହିବାକି ମ୍ବା ଅଗ୍ନି ବିସ୍ଫୋରଣ ହେବା । ଏହା ମଧ୍ୟଭାରତ-ଫ୍ରାନ୍ସ ସମ୍ପର୍କର ପ୍ରତୀକ ଅଟେୟ୩୬ରାଫାଲ୍ ଜେଟ୍ କାର୍ଯ୍ୟକ୍ରମର ଅର୍ଥଅ ।ମ ପାଇଁ ବହୁତ କିଛି ।ସୂଚନା ମୁତାବକ,୧୦ଟା୩୦ମିନିଟରେ ହିନ୍ଦୁ, ମୁସଲ ମାନ,ଖ୍ରୀଷ୍ଟିଅ ।ନ, ଶିଖ ପୁରୋହିତମାନେଭାରତୀୟ ବାୟୁସେନାରେ ପାଞ୍ଚଟି ରାଫେଲଯୁଦ୍ଧ ବିମାନର ସାମିଲ କରିବା ପୂର୍ବରୁ ସର୍ବଧର୍ମ ପୂଜାରେ ରୀତିନୀତି ଅ ।ର ମ୍ଭକରିଥିଲେ । ଏହା ପରେ ଉଦ୍ଘାଟନୀସମାରୋହ ଅ ।ର ମ୍ଭ ହୋଇଥିଲା । ଫ୍ଲାଏପାଷ୍ଟସହ ପାରମ୍ପାରିକ ଶେଳୀରେ ପୁନର୍ବାରରାଫେଲ ବିମାନକୁ ଏକ ପାଣି ତୋପସଲାମି ଦିଅ ।ଯାଇଥିଲା । ପରେ ସାରଙ୍ଗଏରୋବାଟିକ୍ ଟିମ୍ ଅ ମ୍ବାଲାଏୟାରବେସରେ ଅ ।ୟୋଜିତ ଭବ୍ୟକାର୍ଯ୍ୟକ୍ରମର ଗେରବ ବାଇଥିଲେ । ଏହିଦଳ ରାଫେଲଙ୍କୁ ତାଙ୍କର ଅନନ୍ୟ କୌଶଳସହିତ ଅଭିବାଦନ ଜଣାଇଥିଲେ ‘

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...

ଏଆଇସିସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳର କେନ୍ଦୁଝର ଗସ୍ତ

ଭୁବନେଶ୍ୱର, ୧୯.୯(ନିପ୍ର): ଏଆଇସିସିଦ୍ୱାରା ଗଠିତ ଟିମ୍ ଆଜି କେଉଁଝରବନ୍ୟାଂଚଳ ଗ୍ରସ୍ତ କରିବା ସହିତକ୍ଷୟକ୍ଷତିର ଆକଳନ କରିବା ପାଇଁ ଗ୍ରସ୍ତକରିଥିଲେ । ଟିମ୍ରେ ଥିବା ପୂର୍ବତନ ପିସିସିସଭାପତି ଶ୍ରୀ ଜୟଦେବ ଜେନା...

ୂତନ କିଆ ସୋନେଟର ଶୁଭାରମ୍ଭ

ଭୁବନେଶ୍ୱର, ୧୯/୯ (ନିପ୍ର): କିଆ ମୋଟର୍ସ ପକ୍ଷରୁ ଏହାର ସର୍ବପ୍ରଥମ ଏସୟୁଭି,ନୂତନ କିଆ ସୋନେଟର ଶୁଭାରମ୍ଭ କରାଯାଇଛି । ଏହି ସୋନେଟ ଏଂଟ୍ରି ସ୍ତରରସ୍କାର୍ଟଷ୍ଟ୍ରିମ ଜି୧.୨ ୫ଏମଟି ଭାରିଆଂଟ ୬,୭୧,୦୦୦ଟଙ୍କାର...

କୋଭିଡ କର୍ମଶାଳା ଉଦ୍ଘାଟିତ

ସୁନ୍ଦରପଦା,୧୯ ।୯(ନି.ପ୍ର): ଗତକାଲିି ହାଇଟେକ ପ୍ଲାଜା ସଭାକକ୍ଷରେ ଭୁବନେଶ୍ୱରଉପକଣ୍ଠ ବିକାଶ ମଞ୍ଚ (ଦକ୍ଷିଣ) ଦ୍ୱାରା ପଂଚାୟତସ୍ତରୀୟ ଏକ କୋଭିଡ କର୍ମଶାଳାଅନୁଷ୍ଠିତ ହୋଇଯାଇଛି । ଜଟଣୀ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ...

ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର,୧୯ ।୯(ନି.ପ୍ର): ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଉପଲକ୍ଷେବିଜେପି ପକ୍ଷରୁ ଆରମ୍ବ ହୋଇଛି ସେବାସପ୍ତାହ । ଏହି ଅବସରରେ ଗାମ ଜିଲ୍ଲାବିଜେପି ପକ୍ଷରୁ ସେବ ସପ୍ତାହ ପାଳନନେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ...