18 C
Bhubaneswar
Tuesday, November 24, 2020

ବନ୍ୟା ଧୋଇନେଲା ସବୁ ଫସଲ

Must read

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ାଲିଅନ୍ତା,୬ ।୯(ନି.ପ୍ର) : ଧାନଫସଲ ସହ ପରିବା ·ଷ ପୂରା ଉଜୁଡ଼ିଯାଇଛି । ବନ୍ୟାଜଳ ଲଗାତର ୬ ଦିନଫସଲକୁ ବୁଡ଼ାଇ ରଖିବାରୁ ବିଲରେ ଆଉକିଛି ନାହିଁ । ତେଣୁ ହାତ ପାଣ୍ଠି ଓଧାରକରଜ କରି ବିଲରେ ଫସଲ କରିଥିବା·ଷୀ ଏବେ ଚିନ୍ତାରେ । କୃଷି ଋଣଶୁଝିବା ଚିନ୍ତା ଅଧିକ ଘାରିଛି । ବନ୍ୟା ସବୁଧୋଇନେଲା ପରେ କୃଷି ଋଣ ଚିନ୍ତା·ଷୀର ମାନସିକ ସ୍ଥିତିକୁ ଦୋହଲାଇଦେଇଛି । ଏ ହେଉଛି ବାଲିଅନ୍ତାବ୍ଲକର ଶହ ଶହ ·ଷୀଙ୍କ ଦୁଃଖରକାରଣ । ଚଳିତ ବର୍ଷ ଭାର୍ଗବୀ ନଦୀବନ୍ୟାରେ ପୁରୋହିତପୁର ଏବଂଝିଣ୍ଟିଶାସନ ପଞ୍ଚାୟତରେ ବିପୁଳ ଧାନଫସଲ ନଷ୍ଟ ହୋଇଛି । ସେହିଭଳିନିକଟସ୍ଥ ବାଲିପାଟଣା ବ୍ଲକରଅ ।ଳିଶିଶାସନ ସମେତ ୭ଟିପଞ୍ଚାୟତରେ ମଧ୍ୟ ଖରିଫ ଧାନଫସଲକ୍ଷତିଗ୍ରସ୍ତ ହୋଇଛି ।

ଏଭଳି ସ୍ଥିତିରେବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ କୃଷିସମବାୟ ସମିତିରୁ ଋଣ ଅ ।ଣି ଧାନ·ଷ କରିଥିବା ·ଷୀଙ୍କ ମୁଣ୍ଡରେ ଚଡ଼କପଡ଼ିଛି । ଗତବର୍ଷ ଫନି କ୍ଷୟକ୍ଷତି ଭରଣାହୋଇ ନଥିବା ବେଳେ ଏବର୍ଷ ବନ୍ୟାଦାଉ ସାଧିଛି । ତେଣୁ କୃଷି ଋଣ ଶୁଝିବୁକେମିତି ବୋଲି ·ଷୀମାନେ ପ୍ରଶ୍ନଉଠାଇଛନ୍ତି । ଶହ ଶହ ହେକ୍ଟର ଧାନଜମିରେ ପଟୁ ମାଡ଼ିଯାଇଛି । ଦୀର୍ଘ ଦିନଧରି ବନ୍ୟାପାଣିରେ କ୍ଷେତ ବୁଡ଼ି ରହିବାଦ୍ୱାରା ଧାନଗଛ ପଚିସଢ଼ି ଯାଇଛି ।ଧନୁଆ ନଈ ବନ୍ୟାରେ ହେକ୍ଟର ହେକ୍ଟର·ଷ ଜମିରେ ବାଲି ଜମି ଯାଇଛି ।ବେଉଷଣ ପରେ ପରେ ବିଲରେ ଧାନଗଛ ନଷ୍ଟ ହୋଇଯାଇଥିବା ଦେଖି·ଷୀମାନେ ମୁଣ୍ଡରେ ହାତ ଦେଇବସିଛନ୍ତି । ଧାନ ଋଅ । ବେଉଷଣ ସମୟଅତିକ୍ରାନ୍ତ ହୋଇଯାଇଥିବାରୁ ଉପରୋକ୍ତ·ଷ ଜମିସବୁ ପଡ଼ିଆ ପଡ଼ିବା ପ୍ରାୟତଃନିଶ୍ଚିତ ହୋଇଯାଇଛି

- Advertisement -ବନ୍ୟା ଧୋଇନେଲା ସବୁ ଫସଲ

More articles

LEAVE A REPLY

Please enter your comment!
Please enter your name here

- Advertisement -ବନ୍ୟା ଧୋଇନେଲା ସବୁ ଫସଲ

Latest article

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...