20.1 C
Bhubaneswar
Sunday, November 29, 2020

ପାରାଦୀପ ବନ୍ଦର କର୍ମ·ରୀ ଶ୍ରୀକାନ୍ତ ରାୟ

Must read

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ପାରାଦୀପ, ୬/୯(ନିପ୍ର): ପାରାଦୀପବନ୍ଦରରେ ସୁଖଦୁଃଖରେ ସହଭାଗୀ ହୋଇଶ୍ରମିକମାନଙ୍କ ହକ୍ ଓ ନ୍ୟାୟ ଦାବି ପାଇଁଲଢେଇକରି ଆସୁଥିବା ଭାରତୀୟ ବନ୍ଦରମଜଦୁର ସଂଘର ସାଧାରଣ ସମ୍ପାଦକଭାବେ ବନ୍ଦର କର୍ମ·ରୀ ଶ୍ରୀକାନ୍ତ ରାୟଙ୍କୁଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ଗୁରୁଦାୟିତ୍ୱ ସଂଘର କାର୍ଯ୍ୟକାରିଣୀ କମିଟିରନିଷ୍ପତ୍ତି କ୍ରମେ ଦିଆଯାଇଛି ବୋଲି ସଂଘରସଭାପତି ରାକେଶ କୁମାର ପ…ନାୟକଏକ ପ୍ରେସ୍ ଇସ୍ତାହାରରେ କହିଛନ୍ତି ।ସେହିପରି ବିଏମ୍ଏସ୍ର କାର୍ଯ୍ୟକାରିଣୀସଦସ୍ୟ ତଥା ସଂଘର ସଙ୍ଗଠନ ସମ୍ପାଦକଭବେନ୍ଦ୍ର ଦାସ କହିଛନ୍ତି ଯେ, ସଂଘବନ୍ଦର କର୍ମ·ରୀଙ୍କ ସମାଧାନ କରିବାରେଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣକରିଆସୁଥିଲାବେଳେ ଶ୍ରୀ ରାୟଙ୍କ ଦାୟିତ୍ୱଗ୍ରହଣ କର୍ମ·ରୀଙ୍କ ଆତ୍ମବଳକୁ ଦ୍ୱିଗୁଣିତକରିବ ଏଥିରେ ଦ୍ୱିମତନାହିଁ ବୋଲିକହିଛନ୍ତି । ଶ୍ରୀ ରାୟଙ୍କ ଦକ୍ଷତା ଓପାରିବାପଣିଆ ଓ ପାରାଦୀପର କର୍ମ·ରୀ,ଡିଏଲଆର୍ ଓ କଣ୍ଟ୍ରାକ୍ଟ ଶ୍ରମିକ ମାନଙ୍କପାଇଁ ଆଣିଦେଇଛି ନୂତନ ଦିଶା । ଏପରିକିଟ୍ରଷ୍ଟି ନିର୍ବାଚନରେ ସମର୍ଥିତ ପାର୍ଥୀଙ୍କୁବିପୁଳ ଭୋଟରେ ଜିତାଇବାରେ ତାଙ୍କରଭୂମିକା ଅତୁଳନୀୟ । ଶ୍ରୀ ରାୟ ବନ୍ଦରକର୍ମ·ରୀଙ୍କ ପାଇଁ ରଚିଛନ୍ତି ନୂତନଇତିହାସ । ହେଲେ ଦୁଃଖ ଓ ବିଡମ୍ବନାରବିଷୟ ଶ୍ରମିକ ମାରଣ ନୀତିରେ ଅତିଷ୍ଠହୋଇ ବିଏମ୍ଏସ୍ର ନୀତି ଆଦର୍ଶରେଅନୁପ୍ରାଣିତ ହୋଇ କୋଭିଡ-୧୯ପ୍ରାରମ୍ଭିକ ସମୟରୁ ଭାରତୀୟ ବନ୍ଦରମଜଦୁର ସଂଘକୁ ଆପଣେଇ ନେବା ସହସଂଘରେ ପ୍ରାଥମିକ ସଦସ୍ୟ ଗ୍ରହଣକରିଥିଲେ । ତାଙ୍କ ନେତୃବର୍ଗ ପ୍ରାରମ୍ଭରୁଶ୍ରମିକମାନଙ୍କ ସମସ୍ୟା ସହିତ ଜଡିତଥିବାରୁ ତାଙ୍କର କାର୍ଯ୍ୟ ଦକ୍ଷତା ଶ୍ରମିକଙ୍କବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବବୋଲି ବର୍ଷିୟାନ ଶ୍ରମିକନେତା ତଥାସଂଘର ସାଧାରଣ ସମ୍ପାଦକ ଦୋଳଗୋବିନ୍ଦ ଦାସ ଆଶାବ୍ୟକ୍ତ କରିଛନ୍ତି ।ପ୍ରକାଶଥାଉ କି ପାରାଦୀପ ବନ୍ଦରକୁ ଶ୍ରୀଦାସ ୧୯୭୪ ମସିହାରେ କଲିକତାରୁଆସି ଆପଣାର ଓଡିଆ ଶ୍ରମିକ ଭାଇମାନଙ୍କୁପୁଞ୍ଜିପତି ମାନଙ୍କଠାରୁ ୧୨ ଘଣ୍ଟିଆ କାମରୁମୁକ୍ତିଦେଇ ୮ ଘଣ୍ଟଆ କାମ ଦେବା ପାଇଁଓଡିଶା ରିଜର୍ଭ ପୁଲ, ନୀଳଚକ୍ର ସିପିଙ୍ଗସର୍ଭିସେସ, ଜାହାଜକୁ ୱାଚମ୍ୟାନ ସପ୍ଲାଇଓ ଖାଦ୍ୟ ବିତରଣ କମ୍ପାନୀ ସହ ବହୁଗୁରୁତ୍ୱପୂର୍ଣ ସଂସ୍ଥା ପ୍ରତିଷ୍ଠା କରିଥିଲେ ।ପାରାଦୀପର ଡକ୍ ଶ୍ରମିକମାନଙ୍କୁ ୧୯୭୮ମସିହାରେ କେନ୍ଦ୍ର ସରକାରଙ୍କ ଠାରୁସେମାନଙ୍କ ହକ୍ ଓ ନ୍ୟାାୟଦାବି ମିଳିଥିଲା । ଶ୍ରମିକମାନଙ୍କୁ ନେଇ ୧୯୮୨ମସିହାରେ ଭାରତୀୟ ବନ୍ଦର ମଜଦୁରସଂଘ ଗଠନ କରାଯାଇ ପାରାଦୀପ ଡକ୍କର୍ମ·ରୀଙ୍କ ଉନ୍ନତି ପାଇଁ ସଂଗ୍ରାମ କରିଶେଷରେ ଶ୍ରମିକମାନଙ୍କୁ କେନ୍ଦ୍ରୀୟକର୍ମ·ରୀ ମାନ୍ୟତା ମିଳିଥିଲା । ଶ୍ରମିକଙ୍କହକ୍ ଓ ନ୍ୟାୟ ଦାବିକୁ ହାସଲ କରିବାକୁପାରାଦୀପରୁ ଦିଲ୍ଲୀ ପର୍ଯ୍ୟନ୍ତ ତାଙ୍କର ସଂଗ୍ରାମଓ ତ୍ୟାଗପୁତ ଜୀବନକୁ ସମ୍ମାନ ଜଣାଇତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ସାମୁହିକ ମତବ୍ୟକ୍ତ କରାଯାଇଛି ।କରୋନା ଯୋଗୁ ନିଡାମ୍ବରପୂର୍ଣ୍ଣ ଭାବେଏହି କାର୍ଯ୍ୟକ୍ରମ ହୋଇଥିଲା । ବାର୍ଷିକସାଧାରଣ ବୈଠକ ୩୧.୧୨.୨୦ରିଖପର୍ଯ୍ୟନ୍ତ ଏହି ଦାୟିତ୍ୱ୍ୱ ଦିଆଗଲା ବୋଲିବରିଷ୍ଠ ଓ କନିଷ୍ଠ ସଦସ୍ୟଙ୍କ ପରାମର୍ଶକ୍ରମେସଂଘର ଉପ ସଭାପତି ପବିତ୍ର ମୋହନ ମିଶ୍ରଓ ତ୍ରିଗୁଣାତୀତ ବିଶ୍ୱାଳ, ସହ ସାଧାରଣ ସମ୍ପାଦକମହେନ୍ଦ୍ର ନାୟକ, କୋଷାଧ୍ୟକ୍ଷ କିର୍ତ୍ତୀଚନ୍ଦ୍ର ଦାସଓ ଆଇନ ପରାମର୍ଶଦାତା ଆଇଜୀବୀ ସତ୍ୟବ୍ରତମହାନ୍ତିଙ୍କ ସମେତ ସମସ୍ତ କାର୍ଯ୍ୟକାରିଣୀସଦସ୍ୟ ମତବ୍ୟକ୍ତ କରିଥିଲେ ।

- Advertisement -ପାରାଦୀପ ବନ୍ଦର କର୍ମ·ରୀ ଶ୍ରୀକାନ୍ତ ରାୟ

More articles

LEAVE A REPLY

Please enter your comment!
Please enter your name here

- Advertisement -ପାରାଦୀପ ବନ୍ଦର କର୍ମ·ରୀ ଶ୍ରୀକାନ୍ତ ରାୟ

Latest article

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଡିସେମ୍ବର ୧ ରୁ ଓଡିଶାର ମେଡିକାଲ କଲେଜଗୁଡ଼ିକ ଖୋଲିବ |

ଭୁବନେଶ୍ୱର: ଡିସେମ୍ବର ୧ ରୁ ମେଡିକାଲ କଲେଜ ଖୋଲିବା ଏବଂ ପରୀକ୍ଷା ପରିଚାଳନାରେ ସମାନତା ନିଶ୍ଚିତ କରିବାକୁ ଓଡିଶା ସରକାର ଶୁକ୍ରବାର ଦିନ ନିଷ୍ପତ୍ତି...