18 C
Bhubaneswar
Wednesday, November 25, 2020

ବିନା ନୋଟିସ୍ରେ ଉଠା ଦୋକାନ ଉଚ୍ଛେଦକୁ ନେଇ ଅସନ୍ତୋଷ

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ଭୁବନେଶ୍ୱର,୬ ।୯(ନି.ପ୍ର) :ବିଏମ୍ସି ଆଜି ନୂଆପଲ୍ଲୀ ପୁଲିସ ଷ୍ଟେସନଠାରୁଆରମ୍ଭ କରି ଅ ।ଇଡି ମାର୍କେଟ,ସାଲିଅ ।ସାହି ଓ ସିଅ ।ର୍ପିଏଫ୍ ଛକର ଉଭୟପାର୍ଶ୍ୱରେ ଥିବା ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଉଠାଦୋକାନକୁ ଉଚ୍ଛେଦ କରିଛି । କିନ୍ତୁସନ୍ଧ୍ୟାବେଳକୁ ପୁଣି ପୂର୍ବ ସ୍ଥାନରେ କିଛିଦୋକାନ ମୁଣ୍ଡ ଟେକିଛି । ବିନାନୋଟିସ୍ରେ ଏହି ଉଚ୍ଛେଦକରାଯାଇଥିବାରୁ ଅସନ୍ତୁଷ୍ଟ କିଛି ବ୍ୟବସାୟୀପୁଣି ରାସ୍ତା କଡ଼ରେ ସେମାନଙ୍କ ପସରାମେଲାଇଛନ୍ତି । ତେଣୁ ଏହି ଘଟଣାକୁନେଇ ସ୍ଥାନୀୟ ଅଞ୍ଚଳରେ ମିଶ୍ରିତ ପ୍ରତିକ୍ରିୟାସୃଷ୍ଟି ହୋଇଛି । କରୋନା ସଂକଟବେଳେଏହି କ୍ଷୁଦ୍ର ବ୍ୟବସାୟୀଙ୍କ ପେଟକୁ ଲାତମାରିବା ଠିକ୍ ନୁହେଁ ବୋଲି ଅନେକ ମତଦେଇଛନ୍ତି । ଅପରପକ୍ଷେ ଏହି ଉଚ୍ଛେଦପ୍ରକ୍ରିୟା ବିଏମ୍ସିର ଲୋକ ଦେଖାଣିଆ କାମବୋଲି ସ୍ଥାନୀୟ ଲୋକେ କହିଛନ୍ତି । ରାସ୍ତାଜାମ୍ ହେଉଥିବାରୁ ଉଠା ଦୋକାନୀଙ୍କୁହଟାଇବା ଜରୁରୀ ଥିବାବେଳେ ପୁଣିଦୋକାନ ଗଢ଼ି ଉଠିବା ପଛରେ ବିଏମ୍ସିରପରୋକ୍ଷ ଇଙ୍ଗିତ ରହିଛି ବୋଲି ଅଭିଯୋଗହୋଇଛି । ତେଣୁ ଉଠା ଦୋକାନ ଉଚ୍ଛେଦଏକ ପାଲା ବୋଲି ଚର୍ଚ୍ଚା ହେଉଛି । ଆଜିଅପରାହ୍ନ ପ୍ରାୟ ୨ଟା ବେଳ ପର୍ଯ୍ୟନ୍ତ ଏହିଉଚ୍ଛେଦ ·ଲିଥିଲା । ୮ଟି ପାନ ଦୋକାନ,୪ଟି ଚିକେନ୍ କାଉଣ୍ଟର, ୮ଟି ଫଳଦୋକାନ, ୧୧ଟି ଜୁସ୍ ଦୋକାନ,୧୪ଟି ଭେଜ୍ ସପ୍, ୮ଟି ·’ଦୋକାନ, ୨୧ଟି ଫାଷ୍ଟ୍ ଫୁଡ୍, ୧୮ଟିଜଳଖିଆ ଦୋକାନ ଭଙ୍ଗା ଯାଇଛି ।ତେବେ ବିନା ନୋଟିସ୍ରେ ମାତ୍ର କେଇମିନିଟ୍ ପୂର୍ବରୁ ଘୋଷଣା କରି ଦୋକାନଭଙ୍ଗା ଯିବାରୁ ବ୍ୟବସାୟୀମାନେଅସନ୍ତୋଷ ପ୍ରକାଶ କରିଥିଲେ । ଦୀର୍ଘବର୍ଷ ଧରି ଏହି ରାସ୍ତା କଡ଼ରେ ଦୋକାନକରି ପରିବାର ଭରଣପୋଷଣ କରୁଥିବାକ୍ଷୁଦ୍ର ବ୍ୟବସାୟୀଙ୍କୁ ଏମିତି ରାସ୍ତାକୁଫୋପାଡ଼ି ଦେବା କେତେ ଯୁକ୍ତିଯୁକ୍ତବୋଲି ସେମାନେ ପ୍ରଶ୍ନ କରିଥିଲେ ।ସେମାନଙ୍କୁ ଉପଯୁକ୍ତ ସ୍ଥାନରେ ଥଇଥାନନ କରି ଉଚ୍ଛେଦ କରିବା ଅସାମ୍ବିଧାନିକବୋଲି ଉଠା ଦୋକାନୀ ସଂଘ ନେତାସୁର ଜେନା କହିଛନ୍ତି । ଏଭଳିପଦକ୍ଷେପ ଦ୍ୱାରା ବିଏମ୍ସି ଭୁବନେଶ୍ୱରରବିକାଶ ନାଁରେ ଲୋକଙ୍କ ବିନାଶକରୁଛି ବୋଲି ସେ କହିଛନ୍ତି । ତେବେବିଏମ୍ସିର ଦକ୍ଷିଣ ପଶ୍ଟିମ ଜୋନ୍ ଓସେଣ୍ଟ୍ରାଲ୍ ସ୍କ୍ୱାଡର ମିଳିତ ଉଦ୍ୟମରେହୋଇଥିବା ଏହି ଉଚ୍ଛେଦ ରାସ୍ତା ଜାମ୍ରହୁଥିବା ଅଭିଯୋଗ ଅ ।ଧାରରେକରାଯାଇଛି ବୋଲି ବିଏମ୍ସି କର୍ତ୍ତୃପକ୍ଷସୂଚନା ଦେଇଛନ୍ତି ।

- Advertisement -ବିନା ନୋଟିସ୍ରେ ଉଠା ଦୋକାନ ଉଚ୍ଛେଦକୁ ନେଇ ଅସନ୍ତୋଷ

More articles

LEAVE A REPLY

Please enter your comment!
Please enter your name here

- Advertisement -ବିନା ନୋଟିସ୍ରେ ଉଠା ଦୋକାନ ଉଚ୍ଛେଦକୁ ନେଇ ଅସନ୍ତୋଷ

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...