28 C
Bhubaneswar
Saturday, September 19, 2020

ବାଲିପାଟଣା ବ୍ଲକରେ ଯୁବ କଂଗ୍ରେସ ପକ୍ଷରୁ ରିଲିଫ ବଣ୍ଟନ

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭୁବନେଶ୍ୱର,୬ ।୯(ନି.ପ୍ର): ଖୋର୍ଦ୍ଧାଜିଲ୍ଲା ଯୁବକଂଗ୍ରେସ ସଭାପତି ସ୍ୱାଗତ କରଏବଂ ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସସଭାପତି ରଞ୍ଜିତ ପାତ୍ରଙ୍କ ପକ୍ଷରୁ ଆଜିବାଲିପାଟଣା ବ୍ଲକ କଂଗ୍ରେସ ସଭାପତିବଟକୃଷ୍ଣ ରାଉତରାୟଙ୍କ ସହାୟତାରେବାଲିପାଟଣା ବ୍ଲକର ବେଲମରା,ଟିକିପଡ଼ା, ଇନ୍ଦ୍ରପୋସିଆଳି, ବିଲସାହି,ସାନମାଛପୁର, ଅଙ୍ଗାରପଡ଼ା ଭୋଇସାହିପ୍ରଭୃତି ଗ୍ରାମରେ ରିଲିଫ ବଣ୍ଟନକରାଯାଇଥିଲା । ଏହି କାର୍ଯ୍ୟକ୍ରମରେଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାରରାଉତରାୟ ଯୋଗଦେଇ ରିଲିଫ ବଣ୍ଟନକରିବା ସହିତ ବନ୍ୟା କ୍ଷୟକ୍ଷତିର ଅନୁଧ୍ୟାନକରିଥିଲେ । ଏହି ପ୍ରରୀପେକ୍ଷୀରେ ଶ୍ରୀରାଉତରାୟ କହିଛନ୍ତିି ଯେ ବାଲିପାଟଣାବ୍ଲକର ପ୍ରାୟ ୭୦ପ୍ରତିଶତ ·ଷଜମିରଫସଲ ନଷ୍ଟହୋଇଯାଇଛି । ଧାନବିଲରେବାଲିଚରିଯିବା ସହ ପଟୁମାଡ଼ିଯିବା ଫଳରେଫସଲ ସଂପୂର୍ଣ୍ଣ ଉଜୁଡ଼ି ପଡ଼ିଛି । ·ଷୀହିଡ଼ମୁଣ୍ଡରେ କାନ୍ଦୁଛି । ବହୁତଘର ଭୁଷୁଡ଼ିପଡ଼ିଛି । ରାସ୍ତା ନଷ୍ଟ ହୋଇଯିବା ସହପୋଲ ଭାଙ୍ଗିଯାଇଛି । ବିଭିନ୍ନ ବନ୍ୟାପ୍ଲାବିତଗ୍ରାମର ଲୋକମାନଙ୍କର ଦାବି ଏହିକିଯେଧନୁଆ ଓ ଅଚୁ୍ୟତପୁର କାଜ ଠାରେ ତୁରନ୍ତଆଡ଼ିବନ୍ଧ ନିର୍ମାଣ କରାଯାଉ । ଯାହାଫଳରେସବୁଦିନ ପାଇଁ ବନ୍ୟା ଦାଉରୁସାଧାରଣଲୋକ ରକ୍ଷାପାଇବେ । ସବୁଠାରୁଦୁଃଖର ବିଷୟ ଏହିକିଯେ ଆରଆଇଏପର୍ଯ୍ୟନ୍ତ ଲୋକମାନଙ୍କ ପାଖକୁଯାଇନାହାନ୍ତି । ବିଭିନ୍ନ ସ୍ଥାନରେ ସାଧାରଣଲୋକଙ୍କ ପାଖରେ ଏପର୍ଯ୍ୟନ୍ତ ସରକାରୀରିଲିଫ ପହଞ୍ଚିପାରି ନାହିଁ । ଏହିକାର୍ଯ୍ୟକ୍ରମରେ ଅଖିଳ ଭାରତ ଯୁବକଂଗ୍ରେସ ସଂପାଦକ ରିୟା ଜନ୍ସାରୀଯୋଗଦେଇ କହିଥିଲେ ଯେ ବନ୍ୟାପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ନବୀନସରକାର ବିଫଳ ହୋଇଛନ୍ତି । ନବୀନସରକାର କେବଳ ପ୍ରଚାର ସର୍ବସ୍ୱହୋଇଛନ୍ତି । ଏହି କାର୍ଯ୍ୟକ୍ରମରେମନୋରନ ସେନାପତି, ପ୍ରକାଶ ମିଶ୍ର,ଅଜୟ କୁମାର ସାହୁ, ବେଣୁଧର ଭୋଇ,ବିପିନ୍ ପାତ୍ର, ମନୋଜ ନାୟକ, ଲିଙ୍ଗରାଜସାହୁ, ସଞ୍ଜୟ ମଲ୍ଲିକ, ନାରାୟଣମଙ୍ଗରାଜ, ହଳଧର ସେଠୀ, ସଂକୁନାକହଁର, ସୁଧିର ଦାସ, ବସନ୍ତ ପଣ୍ଡା,ରମେଶ ମହାପାତ୍ର, ବିରଞ୍ଚô ବାରିକ୍, ବିସ୍ମୟନାଥ ଭୋଇ, ଅମୁଲ୍ୟ ଭୋଇ, ମଣ୍ଟୁ ସାହୁ,ପିୟୁସ ଜେନା, ଲିପୁ ବସ୍ତିଆ, ନଳିନୀକାନ୍ତନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...