26 C
Bhubaneswar
Sunday, September 27, 2020

ଧନୁଆ ନଈ ଆଁରେ ବେଲମରା ଗାଁ

Must read

ଆଗେଇ ପାରୁନି ବସଷ୍ଟାଣ୍ଡ ନବୀକରଣ କାମ ।

ଭୁବନେଶ୍ୱର,୨୫ ।୯: ବହୁପ୍ରତୀକ୍ଷିତ ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣକାର୍ଯ୍ୟ ଆଗେଇ ପାରୁନି । ବିଭିନ୍ନ ସମସ୍ୟା ନେଇ ନବୀକରଣ କାର୍ଯ୍ୟବାଧାପ୍ରାପ୍ତ ହେଉଛି । ବିଶେଷ କରି...

ଗଞ୍ଜାମରୁ ସୁରତକୁ ଯାଉଛି ଗଞ୍ଜେଇ ।

ବ୍ରହ୍ମପୁର,୨୫ ।୯: ଗଞ୍ଜାମରୁ ସୂତାକଳରେ କାମ କରିବା ଲାଗି କେବଳଶ୍ ରମିକମାନେ ସୁରତ ଯାଉନାହାନ୍ତି; ଏଠାରୁ ଗଞ୍ଜେଇ ମଧ୍ୟ ଚୋରା ଚାଲାଣ ହେଉଛି ।ଏକ ଟ୍ରକ୍ରେ ସୁରତକୁ ଗଞ୍ଜେଇ ଚାଲାଣବେଳେ...

ପିଆଜ କେଜି ୬୦ରୁ ୧୦୦ ଛୁଇଁବ!

ଭୁବନେଶ୍ୱର,୨୫ ।୯ : ପିଆଜ ଦରରେ ନିଆଁ ଲାଗି ଯାଇଛି । ଖୁଚୁରା ବେପାରିମାନେ ପିଆଜ କିଲୋପ୍ରତି ୬୦ ଟଙ୍କାରେ ବିକିଲେଣି । ଲୋକେ...

ଖଣି ପୁନରୁଦ୍ଧାରରେ କରୋନା ସାଜିଛି ବାଧକ ।

ଭୁବନେଶ୍ୱର,୨୫ ।୯; ଅଚଳ ହୋଇପଡିଥିବା ଖଣିଜ ବ୍ଲକର ପୁନରୁଦ୍ଧାର ସହିତ ରାଜ୍ୟରେ ଖଣି କାର୍ଯ୍ୟଚଳାଇବା ପାଇଁ ସରକାର ପ୍ରସ୍ତୁତ ହେଉଥିବା ବେଳେ କରୋନା ମହାମାରୀଏ...

ବାଲିପାଟଣା ,୬ ।୯(ନି.ପ୍ର): ଖୋର୍ଦ୍ଧାଜିଲ୍ଲା ବାଲିପାଟଣା ବ୍ଲକ ଅ ।ଳିଶିପଞ୍ଚାୟତର ବେଲମରା ଗାଁ । ଧନୁଅ । ନଈଏହି ଗାଁର ଚିରଶତ୍ରୁ । ଭାର୍ଗବୀ ନଦୀରଅଚୁ୍ୟତପୁର କାଜରୁ ପାଣି ଗଡ଼ିବା ପରେପରେ ହିଁ ପ୍ରଥମେ ବେଲମରା ଜଳବନ୍ଦୀହୋଇଯାଏ । ଗହୀର ମଝିରେ ଥିବା ଏହିଗାଁ ପୂରା ବାହ୍ୟଜଗତରୁ ବିଚ୍ଛିନ୍ନହୋଇପଡେ । ଫଳରେ ବନ୍ୟା ଏହି ଗାଁପାଇଁ କାଳ ପାଲଟିଯାଏ । ବିଶେଷକରିଏହି ଗାଁର ଅଧିବାସୀମାନେ ଗରିବଶ୍ରେଣୀର ହୋଇଥିବାରୁ ବନ୍ୟା ଅ ।ସିଲେ,ସେମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଯାଏ ।ଚଳିତ ବନ୍ୟା ସମଗ୍ର ବ୍ଲକରେ ଏହି ଗାଁକୁବେଶି କ୍ଷତିଗ୍ରସ୍ତ କରିଛି । ଗ୍ରାମବାସୀମାନେପିଇବା ପାଣି ବିନା ବେଶି ହନ୍ତସନ୍ତହୋଇଛନ୍ତି । ୨୧ଟି ଦଳିତ ପରିବାରକୁନେଇ ଗଠିତ ଏହି ଗାଁର ଲୋକଙ୍କ ଆର୍ଥିକଅବସ୍ଥା ସ୍ୱଚ୍ଛଳ ନଥିବା ବେଳେ ବନ୍ୟାଦାଉ ସାଧିଛି । ବନ୍ୟା ପାଣି ଛାଡ଼ିଯାଇଥିଲେ ବି ଲୋକଙ୍କ ପାଖରେ ଭଲରେମୁଠାଏ ଖାଇବାକୁ କିଛି ନାହିଁୟ ପ୍ରଶାସନବନ୍ୟା ସହାୟତା ଦେବା ପୂର୍ବରୁ ଏମାନେବଞ୍ଚିବା ପାଇଁ ସଂଘର୍ଷ କରୁଥିବା ଦେଖିବାକୁମିଳିଛି । ଏମିତି ସମୟରେ ରିଲିଫ୍ବାଣ୍ଟୁଥିବା ବିଭିନ୍ନ ସଂସ୍ଥା ମଧ୍ୟ ସେମାନଙ୍କପାଖରେ ପହଞ୍ଚି ନାହାନ୍ତି । ତେଣୁ ଏବେବି କିଛି ପରିବାର ଭୋକ ଉପାସରେ ପଡ଼ିରହିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟଯେ କିଛି ବର୍ଷ ହେଲା ଏହି ଗାଁର ଲୋକେବିଭିନ୍ନ ରୋଗରେ ଶିକାର ହୋଇଅକାଳରେ ମୃତୁ୍ୟ ମୁଖରେ ପଡୁଛନ୍ତି ।ଗୋଟିଏ ପରିବାରର ବାପା ଓ ପୁଅଆଗପଛ ହୋଇ ମୃତୁ୍ୟବରଣ କରିବାପରେ ଉକ୍ତ ପରିବାରର ଅବସ୍ଥାଶୋଚନୀୟ ହୋଇପଡ଼ିଛି । ୨ ବର୍ଷଭିତରେ ୩ ଜଣ ଯୁବକଙ୍କ ସମେତ ୩ପୁରୁଷ ଏବଂ ଜଣେ ୩୫ ବର୍ଷୀୟମହିଳାଙ୍କ ମୃତୁ୍ୟକୁ ନେଇ ଗାଁ ଲୋକଙ୍କଚିନ୍ତା ବଢ଼ିଛି । ଆର୍ଥିକ ଅନାଟନରେକାଳ କାଟୁଥିବା ଗ୍ରାମବାସୀମାନେ ବନ୍ୟାଅ ।ସିଲେ, ଅ ।ହୁରି ଅଧିକ ଚିନ୍ତିତହୋଇ ପଡ଼ନ୍ତି । ଘରେ ରୋଜଗାରିଅ ।ପୁରୁଷ ନଥିବା ପରିବାର ବେଶି ହୀନସ୍ତାହୁଅନ୍ତି । ସେମିତି ଏକ ପରିବାରହେଉଛି ସୁଲୋଚନାଙ୍କ ସଂସାରୟ ବୃଦ୍ଧଶାଶୂ ଓ ୨ ପିଲାଙ୍କୁ ଧରି ସୁଲୋଚନାବନ୍ୟା ପାଣି ଘେରରେ ଦୀର୍ଘ ୬ଦିନଦୁଃଖକଷ୍ଟରେ ବିତାଇଛନ୍ତି । ପାଖରେକାଣି କଉଡ଼ିଟିଏ ନାହିଁ । ପିଲାଙ୍କ ପାଇଁଖାଦ୍ୟ ଯୋଗାଡ଼ ନ କରି ପାରି ସେଅସହାୟ ହୋଇପଡ଼ିଛନ୍ତି । କୌଣସିସ୍ୱେଚ୍ଛାସେବୀ ସଂସ୍ଥା କିମ୍ବା ସରକାରଙ୍କତରଫରୁ ଉକ୍ତ ପରିବାରକୁ ସାହାଯ୍ୟଯୋଗାଇ ଦେବାକୁ ଗ୍ରାମବାସୀମାନେନିବେଦନ କରିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଆଗେଇ ପାରୁନି ବସଷ୍ଟାଣ୍ଡ ନବୀକରଣ କାମ ।

ଭୁବନେଶ୍ୱର,୨୫ ।୯: ବହୁପ୍ରତୀକ୍ଷିତ ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣକାର୍ଯ୍ୟ ଆଗେଇ ପାରୁନି । ବିଭିନ୍ନ ସମସ୍ୟା ନେଇ ନବୀକରଣ କାର୍ଯ୍ୟବାଧାପ୍ରାପ୍ତ ହେଉଛି । ବିଶେଷ କରି...

ଗଞ୍ଜାମରୁ ସୁରତକୁ ଯାଉଛି ଗଞ୍ଜେଇ ।

ବ୍ରହ୍ମପୁର,୨୫ ।୯: ଗଞ୍ଜାମରୁ ସୂତାକଳରେ କାମ କରିବା ଲାଗି କେବଳଶ୍ ରମିକମାନେ ସୁରତ ଯାଉନାହାନ୍ତି; ଏଠାରୁ ଗଞ୍ଜେଇ ମଧ୍ୟ ଚୋରା ଚାଲାଣ ହେଉଛି ।ଏକ ଟ୍ରକ୍ରେ ସୁରତକୁ ଗଞ୍ଜେଇ ଚାଲାଣବେଳେ...

ପିଆଜ କେଜି ୬୦ରୁ ୧୦୦ ଛୁଇଁବ!

ଭୁବନେଶ୍ୱର,୨୫ ।୯ : ପିଆଜ ଦରରେ ନିଆଁ ଲାଗି ଯାଇଛି । ଖୁଚୁରା ବେପାରିମାନେ ପିଆଜ କିଲୋପ୍ରତି ୬୦ ଟଙ୍କାରେ ବିକିଲେଣି । ଲୋକେ...

ଖଣି ପୁନରୁଦ୍ଧାରରେ କରୋନା ସାଜିଛି ବାଧକ ।

ଭୁବନେଶ୍ୱର,୨୫ ।୯; ଅଚଳ ହୋଇପଡିଥିବା ଖଣିଜ ବ୍ଲକର ପୁନରୁଦ୍ଧାର ସହିତ ରାଜ୍ୟରେ ଖଣି କାର୍ଯ୍ୟଚଳାଇବା ପାଇଁ ସରକାର ପ୍ରସ୍ତୁତ ହେଉଥିବା ବେଳେ କରୋନା ମହାମାରୀଏ...

ସୌର ପାର୍କ ପ୍ରତିଷ୍ଠା ବିଳମ୍ବ ହେଉଛି ।

ଭୁବନେଶ୍ୱର,୨୫ ।୯: ଓଡିଶାରେ ସୌର ପାର୍କ ପ୍ରତିଷ୍ଠାର ପର୍ଯ୍ୟାପ୍ତ ସୁଯୋଗ ଥିବାବେଳେ ଏଥିରେ କିନ୍ତୁ ବିଳମ୍ବ ହେବାରେ ଲାଗିଛି । ଦେଶର ଅନ୍ୟ ରାଜ୍ୟଗୁଡିକ...