19 C
Bhubaneswar
Wednesday, November 25, 2020

ମହିଳା ନେତୃତ୍ୱାଧୀନ ଉଦ୍ୟୋଗ ବିକାଶ ପାଇଁ ‘ଓଡ଼ିଶା ୫୦’ କାର୍ଯ୍ୟକ୍ରମର ଶୁଭାରମ୍ଭ

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ଭୁବନେଶ୍ୱର, ୬/୯ (ନିପ୍ର) : ଫିକି ଓଡ଼ିଶା କାଉନସିଲ,ମିଡିଆ ହାଉସ ସମ୍ବାଦ ଏବଂ ଓଡ଼ିଶା ସରକାରଙ୍କ ମିଶନ ଶକ୍ତିବିଭାଗ ପକ୍ଷରୁ ମିଳିତ ଭାବେ ‘ଓଡ଼ିଶା ୫୦’ ଅଭିଯାନରଶୁଭାରମ୍ଭ କରାଯାଇଛି । ଗତ ସୋମବାର ଦିନ ଏହାକୁ ଭର୍ଚୁଆଲମାଧ୍ୟମରେ ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ହେଉଛିଫିକି ଏବଂ ଫିକି ମହିଳା ସଂଗଠନ ଦ୍ୱାରା ନୀକଟରେ ଶୁଭାରମ୍ଭହୋଇଥିବା ନ୍ତଏମ୍ପାଓରିଙ୍ଗ୍ ଗ୍ରେଟର ୫୦%ନ୍ତ ନାମକ ଜାତୀୟଅଭିଯାନର ଏକ ସଂପ୍ରସାରଣ । ଏହି “ଓଡ଼ିଶା ୫୦” କାର୍ଯ୍ୟକ୍ରମଜରିଆରେ ଓଡ଼ିଶାର ୩୧୪ଟି ବ୍ଲକରେ ଥିବା ୫୦୦୦ରୁ ଉଦ୍ଧ୍ୱର୍ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଆବଶ୍ୟକୀୟ କୌଶଳତାଲିମ ଏବଂ ସହାୟତା ଯୋଗାଇଦିଆଯିବ ବୋଲି ଫିକି ଓଡ଼ିଶାରଅଧ୍ୟକ୍ଷା ଶ୍ରୀମତୀ ମୋନିକା ନାୟର ପଟନାୟକ କହିଛନ୍ତି । ଏହିମହିଳାମାନଙ୍କୁ ପ୍ରଥମେ ରାଜ୍ୟର ୩୦ଟି ଜିଲ୍ଲାରୁ ପିକୃତ ସ୍ୱୟଂସହାୟକ ଗୋଷ୍ଠୀରୁ ବଛାଯାଇଥିବା ଅନ୍ୟ ୩୦୦ ମହିଳାସହଯୋଗୀଙ୍କ ମାଧ୍ୟମରେ ପରାମର୍ଶ ପ୍ରଦାନ କରାଯିବ । ଫିକିରସଭାପତି ଡା ସଙ୍ଗିତା ରେଡ୍ଡୀ ଆଶାବ୍ୟକ୍ତ କରିଛନ୍ତି ଯେ ତୃଣମୂଳସ୍ତରରେ ଥିବା ମହିଳାମାନେ ବିଶେଷ କରି ବ୍ୟବସାୟ କରୁଥିବାମହିଳାମାନେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଶେଷ ରୂପେଉପକୃତ ହୋଇପାରିବେ ଏବଂ ଆର୍ଥିକ ସାକ୍ଷରତା, ଡିଜିଟାଲମାର୍ଗେଟିଙ୍ଗ ଭଳି କ୍ଷେତ୍ରରେ ଆବଶ୍ୟକ ତାଲିମ ଅର୍ଜନ କରିବାଦ୍ୱାରା ସେମାନଙ୍କ ଆର୍ଥିକ ସ୍ୱାଧିନତା ମଧ୍ୟ ବୃଦ୍ଧି ପାଇବ । “ଓଡ଼ିଶା୫୦” ଅଭିଯାନରେ ଭାରତ ସରକାରଙ୍କ ସହବନ୍ଧିତାବିଷୟରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତିରପ୍ରମୁଖ ସଚିବ ଅନୁ ଗାର୍ଗ କହିଛନ୍ତି ଯେ ମହିଳା ସଶକ୍ତିକରଣଦିଗରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସରକାରୀ ପଦକ୍ଷେପଗୁଡ଼ିକରବୃହତ ଉଦେ୍ଦଶ୍ୟ ହେଉଛି ରାଜ୍ୟ ମଧ୍ୟରେ ଘଟୁଥିବାବିକାଶର ସମସ୍ତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେମହିଳାମାନଙ୍କର ସହଭାଗିତାକୁ ସୁନିଶ୍ଚିତ କରିବା ।ଷ୍ଟାର୍ଟଅପ୍, ଏମଏସଏମଇ, ବୟନଶିଳ୍ପ, ଖାଦ୍ୟପ୍ରକ୍ରିୟାକରଣ ଆଦି ସମସ୍ତ କ୍ଷେତ୍ରରେ ମହିଳାମାନଙ୍କୁସର୍ବାଧିକ ଗୁରୁ୍ତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି । ମିଶନଶକ୍ତିର କମିଶନର ତଥା ନିଦେ୍ର୍ଦଶିକା ସୁଜାତା କାର୍ତିକେୟନକହିଛନ୍ତି ଯେ ବର୍ତମାନ ସୁଦ୍ଧା ମିଶନ ଶକ୍ତ ସହିତ ୭୦ଲକ୍ଷ ମହିଳା ଯୋଡ଼ି ହୋଇଛନ୍ତି । ନ୍ତଓଡ଼ିଶା ୫୦ନ୍ତ ଅଭିଯାନସମସ୍ତ ବ୍ଳକର ଏସଏଚଜି ଅନ୍ତର୍ଭୁକ୍ତ ମହିଳାମାନଙ୍କ ନେତୃତ୍ୱଦକ୍ଷତା ସୃଷ୍ଟି କରିବ ଏବଂ ବର୍ତମାନ ମହିଳା ସଶକ୍ତିକରଣ,ଆତ୍ମ ନିର୍ଭରଶୀଳ ଏବଂ ନେତୃତ୍ୱ ଉପରେ ଜାରି ରହିଥିବାସରକାରୀ ଯୋଜନାଗୁଡ଼ିକୁ ମୂଲ୍ୟବୋଧକୁ ଆହୁରି ବଢ଼ାଇବବୋଲି ସେ କହିଛନ୍ତି ।

- Advertisement -ମହିଳା ନେତୃତ୍ୱାଧୀନ ଉଦ୍ୟୋଗ ବିକାଶ ପାଇଁ 'ଓଡ଼ିଶା ୫୦' କାର୍ଯ୍ୟକ୍ରମର ଶୁଭାରମ୍ଭ

More articles

LEAVE A REPLY

Please enter your comment!
Please enter your name here

- Advertisement -ମହିଳା ନେତୃତ୍ୱାଧୀନ ଉଦ୍ୟୋଗ ବିକାଶ ପାଇଁ 'ଓଡ଼ିଶା ୫୦' କାର୍ଯ୍ୟକ୍ରମର ଶୁଭାରମ୍ଭ

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...