18 C
Bhubaneswar
Tuesday, January 19, 2021

ଟିକସରେ ସ୍ୱଚ୍ଛତା ଓ ସଚ୍ଚୋଟଙ୍କୁ ସମ୍ମାନ ଶୀର୍ଷକ ୱେବିନାର

Must read

ଭାରତ କେବଳ ହାତଗଣତି ମିନିଟେରାଲ୍ସ ସହିତ ରହିଯାଇଛି ।

ଆମେରିକା : ଆମେରିକାର ବାରମ୍ବାର ଚେତାବନୀ ସ୍ଵତେ ଚୀନ୍ ସହିତ ନିବେଶ ଉପରେ ୟୁରୋପୀୟ ୟୁନିଅନର ସମ୍ପ୍ରତି ବିସ୍ତୃତ ଚୁକ୍ତିନାମା ସମଗ୍ର ବିଶ୍ୱରେ ଆଖିକୁ...

ସୋସିଆଲ ମିଡିଆରେ ମୋନୀ ରୟ ଜଣେ ଲୋକପ୍ରିୟ ସେଲିବ୍ରିଟି ଅଟନ୍ତି |

ନୂଆଦିଲ୍ଲୀ: ପୁଣି ଥରେ ଅଭିନେତ୍ରୀ ମୁନି ରୟ ନିଜର ସାଇଜଲିଂ ବିକିନି ଚିତ୍ର ସହିତ ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି। ଷ୍ଟାନର୍ଙ୍କର ଏକ ...

ପବଜୀ ମୋବାଇଲ୍ ଇଣ୍ଡିଆ ପୁନ ଆରମ୍ଭ ତାରିଖ ।

ନୂଆଦିଲ୍ଲୀ: ଭାରତରେ ଖେଳର ପୁନ ପ୍ରବେଶ ପାଇଁ ଲକ୍ଷ ଲକ୍ଷ ମୋବାଇଲ୍ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଆଗାମୀ ଦିନରେ ଦେଶରେ ମୋବାଇଲ୍ ଇଣ୍ଡିଆ...

ଜୁନ୍ ମଧ୍ୟଭାଗରୁ ଭାରତ ସର୍ବନିମ୍ନ ସ୍ପାଇକ୍ ରେକର୍ଡ କରିଛି ।

ନୁଆଦିଲ୍ଲୀ: ଗତ ୨୪ଘଣ୍ଟା ମଧ୍ୟରେ ଭାରତ ୧୩,୭୮୮ ନୂତନ କୋଭିଡ -୧୯ ମାମଲା ରିପୋର୍ଟ କରିଛି | ଗତ ବର୍ଷ ଜୁନ୍ ମଧ୍ୟଭାଗରେ ଏହି...

ଭୁବନେଶ୍ୱର, ୬/୯ (ନିପ୍ର) : (ପିଆଇବି)ପକ୍ଷରୁ ଆୟୋଜିତଟିକସରେ ସ୍ୱଚ୍ଛତା ଓ ସଚ୍ଚୋଟଙ୍କୁ ସମ୍ମାନ ଶୀର୍ଷକୱେବିନାରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଷଡଙ୍ଗୀ ଏହା ପ୍ରକାଶ କରିବା ସହ ନୂତନ ଟିକସ ବ୍ୟବସ୍ଥାଟିକସ ଫାଙ୍କୁଥିବା ବ୍ୟକ୍ତିଙ୍କୁ ଠାବ କରିବାରେ ବେଶସହାୟକ ହେବ ବୋଲି କହିଛନ୍ତି । ଏହି ନୂତନ ବ୍ୟବସ୍ଥାଦେଶରେ କରଦାତାଙ୍କ ସଂଖ୍ୟା ବୃଦ୍ଧି କରିବା ସହ ଆୟକରପ୍ରଶାସନକୁ ସ୍ୱଚ୍ଛ, ସୁଗମ ଓ ପାରଦର୍ଶୀ କରିବ ବୋଲି ଶ୍ରୀଷଡଙ୍ଗୀ କହିଛନ୍ତି । ତେବେ ବିଜ୍ଞାନ ସମ୍ମତ ଡିଜିଟାଲବ୍ୟବସ୍ଥା କୌଣସି ବ୍ୟକ୍ତିକୁ ସଚ୍ଚୋଟ କରିପାରିବ ନାହିଁବରଂ ସ୍ୱେଚ୍ଛାକୃତ ଭାବେ କର ପଇଠ କରି ଜଣେ ନିଜକୁଦାୟିତ୍ୱାବାନ ନାଗରିକ ଭାବେ ଗଢ଼ି ତୋଳିବା ସହଦେଶର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେଇପାରିବବୋଲି ସେ କହିଛନ୍ତି । ଏହି ୱେବିନାରରେ ଅଂଶଗ୍ରହଣକରି ରାଜ୍ୟ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ଶ୍ରୀ ପ୍ରଣବକୁମାର ଦାସ କହିଲେ, ଆୟକର ପ୍ରଶାସନ କଳାଧନରୋକିବାରେ ବିଶେଷ ଧ୍ୟାନ ଦେଉଛି । ଡିଜିଟାଲ କରନିର୍ଦ୍ଧାରଣ ବ୍ୟବସ୍ଥା ଯୋଗୁଁ ସମସ୍ତ ବ୍ୟବସ୍ଥା ସ୍ୱୟଂକ୍ରିୟହୋଇପାରିବ । ଏହା ଟିକସ ପ୍ରଶାସନ ଓ କରଦାତା ମଧ୍ୟରେସହଯୋଗକୁ ଅଧିକ ସୁଦୃଢ଼ କରିବ ବୋଲି ସେ କହିଛନ୍ତି ।ଏଥିରେ ଅଂଶଗ୍ରହଣ କରି ଉକôଳ ଶିଳ୍ପ ବାଣିଜ୍ୟ ମହାସଂଘଉପାଧ୍ୟକ୍ଷ ଶ୍ରୀ ଅଶୋକ କୁମାର ଶାରଦା କହିଛନ୍ତି, ନୂତନଟିକସ ବ୍ୟବସ୍ଥା ଇଜ ଅଫ ଡୁଇଂ ବିଜିନେସରେ ବିଶେଷଭାବେ ସହାୟକ ହେବ । ଏହି ବ୍ୟବସ୍ଥାକୁ ସେ ବାଣିଜ୍ୟମହାସଂଘ ତରଫରୁ ସ୍ୱାଗତ କରିଥିଲେ । ଏଥିରେଅଂଶଗ୍ରହଣ କରି ସୁନାମଧନ୍ୟ ଚାଟାର୍ଡ ଆକାଉଂଟାଂଟ ଶ୍ରୀଅରୁଣ କୁମାର ସାବତ ନିଜର ଆୟ ନ ଲୁଚାଇ ଟିକସବ୍ୟବସ୍ଥାର ଆଇନ ପଦ୍ଧତି ଅନୁସରଣ କରି ସଚ୍ଚୋଟନାଗରିକର କର୍ତବ୍ୟ ପାଳନ ପୂର୍ବକ ଆବଶ୍ୟକ ଟିକସ ପଇଠକରି ଅଯଥା ମନସ୍ତାପରୁ ନିସ୍ତାର ପାଇବା ଉପରେ ଗୁରୁତ୍ୱଆରୋପ କରିଥିଲେ । ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟଅତିରିକ୍ତ ମହାନିଦେ୍ର୍ଦଶକ ଶ୍ରୀ ଶୈଳେଶ କୁମାର ମାଲବ୍ୟଦେଶ ବର୍ତମାନ ପରିସ୍ଥିତିରେ କିପରି ଏକ ସ୍ୱାସ୍ଥ୍ୟ ସମସ୍ୟାଓ ଜୀବିକା ସମସ୍ୟା ସହ ମୁକାବିଲା କରୁଛି ସେ ସମ୍ପର୍କରେସୂଚନା ଦେଇଥିଲେ । ଏଭଳି ପରିସ୍ଥିତିରେ ନୂତନ କରବ୍ୟବସ୍ଥା କରଦାତାମାନଙ୍କୁ ବିଶେଷ ସହାୟକ ହେବ ବୋଲିଶ୍ରୀ ମାଲବ୍ୟ ମତ ବ୍ୟକ୍ତ କରିଥିଲେ । ଭୁବନେଶ୍ୱର ପତ୍ର ସୂଚନାକାର୍ଯ୍ୟାଳୟ ଗଣ ଯୋଗାଯୋଗ ଅଧିକାରୀ ଶ୍ରୀ ପ୍ରଦୀପ କୁମାରଚୌଧୁରୀ ୱେବିନାର ପରିଚାଳନା କରିଥିଲେ । ୱେବିନାରରେସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓଡିଶା ପ୍ରାନ୍ତର ବିଭିନ୍ନଅଧିକାରୀ, ଉଦ୍ୟୋଗୀ, ବ୍ୟବସାୟୀ, ଚାଟାର୍ଡ ଆକାଉଂଟାଂଟ,ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବି ଯୋଗ ଦେଇଥିଲେ ।

- Advertisement -ଟିକସରେ ସ୍ୱଚ୍ଛତା ଓ ସଚ୍ଚୋଟଙ୍କୁ ସମ୍ମାନ ଶୀର୍ଷକ ୱେବିନାର

More articles

LEAVE A REPLY

Please enter your comment!
Please enter your name here

- Advertisement -ଟିକସରେ ସ୍ୱଚ୍ଛତା ଓ ସଚ୍ଚୋଟଙ୍କୁ ସମ୍ମାନ ଶୀର୍ଷକ ୱେବିନାର

Latest article

ଭାରତ କେବଳ ହାତଗଣତି ମିନିଟେରାଲ୍ସ ସହିତ ରହିଯାଇଛି ।

ଆମେରିକା : ଆମେରିକାର ବାରମ୍ବାର ଚେତାବନୀ ସ୍ଵତେ ଚୀନ୍ ସହିତ ନିବେଶ ଉପରେ ୟୁରୋପୀୟ ୟୁନିଅନର ସମ୍ପ୍ରତି ବିସ୍ତୃତ ଚୁକ୍ତିନାମା ସମଗ୍ର ବିଶ୍ୱରେ ଆଖିକୁ...

ସୋସିଆଲ ମିଡିଆରେ ମୋନୀ ରୟ ଜଣେ ଲୋକପ୍ରିୟ ସେଲିବ୍ରିଟି ଅଟନ୍ତି |

ନୂଆଦିଲ୍ଲୀ: ପୁଣି ଥରେ ଅଭିନେତ୍ରୀ ମୁନି ରୟ ନିଜର ସାଇଜଲିଂ ବିକିନି ଚିତ୍ର ସହିତ ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି। ଷ୍ଟାନର୍ଙ୍କର ଏକ ...

ପବଜୀ ମୋବାଇଲ୍ ଇଣ୍ଡିଆ ପୁନ ଆରମ୍ଭ ତାରିଖ ।

ନୂଆଦିଲ୍ଲୀ: ଭାରତରେ ଖେଳର ପୁନ ପ୍ରବେଶ ପାଇଁ ଲକ୍ଷ ଲକ୍ଷ ମୋବାଇଲ୍ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଆଗାମୀ ଦିନରେ ଦେଶରେ ମୋବାଇଲ୍ ଇଣ୍ଡିଆ...

ଜୁନ୍ ମଧ୍ୟଭାଗରୁ ଭାରତ ସର୍ବନିମ୍ନ ସ୍ପାଇକ୍ ରେକର୍ଡ କରିଛି ।

ନୁଆଦିଲ୍ଲୀ: ଗତ ୨୪ଘଣ୍ଟା ମଧ୍ୟରେ ଭାରତ ୧୩,୭୮୮ ନୂତନ କୋଭିଡ -୧୯ ମାମଲା ରିପୋର୍ଟ କରିଛି | ଗତ ବର୍ଷ ଜୁନ୍ ମଧ୍ୟଭାଗରେ ଏହି...

ଆଜି ଷ୍ଟାର୍ଟଅପ୍ ଇଣ୍ଡିଆ ଆନ୍ତର୍ଜାତୀୟ ସମ୍ମିଳନୀ ।

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଷ୍ଟାର୍ଟଅପ୍ ସହ ଯୋଗାଯୋଗ କରିବେ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ...