29 C
Bhubaneswar
Saturday, September 19, 2020

ସାମ୍ସଙ୍ଗ ଇଣ୍ଡିଆ ଓ ମାଇକ୍ରୋସଫ୍ଟ ସହବନ୍ଧି

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭୁବନେଶ୍ୱର, ୬/୯ (ନିପ୍ର) : ଭାରତର ସର୍ବାଧିକ ବିଶ୍ୱାସନୀୟ ସ୍ମାର୍ଟଫୋନ୍ବ୍ରାଣ୍ଡ ସାମ୍ସଙ୍ଗ, ଏହାର ଫ୍ଲାଗ୍ସିପ୍ ଗ୍ୟାଲାକ୍ସି ନୋଟ୍୨୦ ଅଲ୍ଟ୍ରା ୫ଜି ଓଗ୍ୟାଲାକ୍ସି ନୋଟ୍୨୦ର ଉପଭୋକ୍ତାମାନଙ୍କ ପାଇଁ ଆକର୍ଷଣୀୟ ଅଫର୍ ଆଣିବାଲାଗି ମାଇକ୍ରୋସଫ୍ଟ ଇଣ୍ଡିଆ ସହିତ ସହବନ୍ଧିତ ହୋଇଛି । ଏହି ସହବନ୍ଧନ ସହିତଗ୍ୟାଲାକ୍ସି ନୋଟ୍୨୦ ଉପଭୋକ୍ତାମାନେ ଏକ ସ୍ୱତନ୍ତ୍ର ମୂଲ୍ୟରେ ମାଇକ୍ରୋସଫ୍ଟ୩୬୫ ପାଇଁ ଆକ୍ସେସ୍ ପାଇପାରିବେ । ମାଇକ୍ରୋସଫ୍ଟ ୩୬୫ ହେଉଛିମାଇକ୍ରୋସଫ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ଏକ ଉତ୍ପାଦକତା କ୍ଷେତ୍ର, ଯାହାକିକ୍ଲାଉଡ୍ ଷ୍ଟୋରେଜ୍, ଅତ୍ୟାଧୁନିକ ସୁରକ୍ଷା ଓ ପ୍ରିମିୟମ ମାଇକ୍ରୋସଫ୍ଟଆପ୍ଲିକେସନଗୁଡିକ ପାଇଁ ପହଂଚକୁ ଅନ୍ତର୍ଭୁକ୍ତ କରୁଛି ।ମାଇକ୍ରୋସଫ୍ଟ ସହିତ ସାମ୍ସଙ୍ଗର ସହଭାଗିତା ମାଇକ୍ରୋସଫ୍ଟ ୩୬୫ ଓ ୱିଣ୍ଡୋଜ୍୧୦ ପିସିଗୁଡିକ ସହିତ ଗ୍ୟାଲାକ୍ସି ଡିଭାଇସ୍ଗୁଡିକର ବାଧାହୀନ ଇଂଟିଗ୍ରେସନକୁସୁନିଶ୍ଚିତ କରିବ । ମାଇକ୍ରୋସଫ୍ଟ ୩୬୫ ସହିତ ଗ୍ୟାଲାକ୍ସି ବ୍ୟବହାରକାରୀମାନେ୬ ଟିବି (ପ୍ରତି ବ୍ୟବହାରକାରୀଙ୍କ ପାଇଁ ୧ ଟିବି ହିସାବରେ ୬ ବ୍ୟବହାରକାରୀଙ୍କପାଇଁ) ୱାନ୍ ଡ୍ରାଇଭ୍ କ୍ଲାଉଡ୍ ସ୍ପେସ୍ ସହିତ ଅତ୍ୟାଧୁନିକ ସୁରକ୍ଷା ପାଇଁ ପର୍ସନାଲଭଲ୍ଟ ପାଇପାରିବେ । ମାଇକ୍ରୋସଫ୍ଟ ୩୬୫ ଉପଭୋକ୍ତାଙ୍କୁ ନିଜ ସ୍ମାର୍ଟଫୋନ୍ହେଉ କିମ୍ବା ଲାପ୍ଟପ୍ ସମସ୍ତ ଡିଭାଇସ୍ରେ ୱାର୍ଡ, ଏକ୍ସେଲ୍ ପାୱାରପଏଂଟ୍,ଆଉଟ୍ଲୁକ୍ ଆଦି ପ୍ରିମିୟମ ଅଫିସ୍ ଆପ୍ଲିକେସନଗୁଡିକ ପାଇଁ ଆକ୍ସେସ୍ ପ୍ରଦାନକରିଥାଏ । ‘ୟୋର୍ ଫୋନ୍ ଆପ୍’ ସହିତ ଆପଣ ନିଜର ଗ୍ୟାଲାକ୍ସି ନୋଟ୍୨୦ରୁନିଜ କମ୍ପୁ୍ୟଟରକୁ ସିଧାସଳଖ ଆଣ୍ଡ୍ରଏଡ୍ ଆପ୍ଗୁଡିକୁ ଆକ୍ସେସ୍ କରିପାରିବେ ।ଉପଭୋକ୍ତାମାନେ ନିଜ ସ୍ମାର୍ଟଫୋନ୍ରୁ ନିଜ କମ୍ପୁ୍ୟଟରରେ ନୋଟ୍ ଓରିମାଇଣ୍ଡରଗୁଡିକୁ ଦେଖିବା ପାଇଁ ସାମ୍ସଙ୍ଗ ନୋଟ୍କୁ ୱାନ୍ନୋଟ୍ ଫିଡ୍ସହିତ ସିଙ୍କ୍ କରିପାରିବେ । ମାଇକ୍ରୋସଫ୍ଟ ୩୬୫ ଫ୍ୟାମିଲିର ମୂଲ୍ୟ ୫୨୯୯ଟଙ୍କା ରହିଛି କିନ୍ତୁ ଗ୍ୟାଲାକ୍ସି ନୋଟ୍୨୦ ଓ ନୋଟ୍୨୦ ଅଲ୍ଟ୍ରା ୫ଜିରଉପଭୋକ୍ତାମାନେ ଏହାକୁ ୨୨.୬%ର ଏକ ପ୍ରଭାବୀ ରିହାତି ସହିତ ସାମ୍ସଙ୍ଗସପ୍ରୁ କିଣିପାରିବେ ।ଏସମ୍ପର୍କରେ ସାମ୍ସଙ୍ଗ ଇଣ୍ଡିଆର ମୋବାଇଲ ବିଜ୍ନେସ୍ ବିଭାଗର ନିଦେ୍ର୍ଦଶକଶ୍ରୀ ଆଦିତ୍ୟ ବାବର କହିଛନ୍ତ ଯେ, “ନୂଆ ୱାୟାରଲେସ୍ ସାମ୍ସଙ୍ଗ୍ ଡେକ୍ସ ଓମାଇକ୍ରୋସଫ୍ଟ ସହିତ ଆମର ସହଭାଗିତା ଆପଣଙ୍କୁ ୱର୍କ ଡିଭାଇସ୍ଗୁଡିକରେସବୁବେଳେ କନେକ୍ଟେଡ୍ ରଖିବ ।ନ୍ତ ସେହିପରି ମାଇକ୍ରୋସଫ୍ଟ ଇଣ୍ଡିଆରଡିଭାଇସ୍ ବିଭାଗର ଗ୍ରୁପ୍ ଡାଇରେକ୍ଟର ଫର୍ହାନା ହକ୍ କହିଛନ୍ତି ଯେ,“ମାଇକ୍ରୋସଫ୍ଟ ୩୬୫ ଓ ୱିଣ୍ଡୋଜ୍ ୧୦ରେ ଥିବା ଆପ୍ ଓ ସେବାଗୁଡିକରବିସ୍ତୃତ ଶୃଙ୍ଖଳାକୁ ସାମ୍ସଙ୍ଗର ନୂତନ ଡିଭାଇସ୍ଗୁଡିକ ସହିତ ଏକତ୍ରିତ କରିବାଫଳରେ ଉପଭୋକ୍ତାମାନେ ନିଜର କାର୍ଯ୍ୟକୁ ଆହୁରି ସହଜରେ କରିପାରିବେ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...