28 C
Bhubaneswar
Sunday, September 20, 2020

ଅଭିବୃଦ୍ଧି ସହିତ ଏହାର ସ୍ଥାନକୁ ସୃଦୁଡ କରିପାରିଛି

Must read

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ଭୁବନେଶ୍ୱର, ୬/୯ (ନିପ୍ର) : ଅଗଷ୍ଟ୨୦୨୦ ରେ ୮୦୬୦ଟି ୟୁନିଟରଜାନ ବିକ୍ରି ସହିତ ରେନୋ ଇଣ୍ଡିଆ ଗତବର୍ଷର ଏହି ସମାନ ଅବଧି ତୁଳନାରେ୪୧% ବୃଦ୍ଦି ରେକର୍ଡ କରିଛି । ପ୍ରମୁଖକାର୍ଯ୍ୟ ଯାହାଦ୍ୱାରା ରେନୋର ଅଭିବୃଦ୍ଧିସମ୍ଭବ ହୋଇପାରିଛି ସେ ସମ୍ପର୍କରେସୂଚନା ଦେଇ ଥୋମାସ୍ ଡୁବ୍ରୁଏଲ,ଭାଇସ୍-ପ୍ରେସିଡେଂଟ ସେଲସ୍ ଓମାର୍କେଟିଂ ରେନୋ ଇଣ୍ଡିଆ କହିଛନ୍ତି ଯେଆମେ ଟ୍ରାଇବରର ଚାହିଦା ବୃଦ୍ଧିପାଉଥିବା ଲକ୍ଷ୍ୟ କରୁଛୁ । ଏହା ସହିତକ୍ୱିଡ୍ ରେଞର ନୂତନ ସଂସ୍କରଣ ରେମଧ୍ୟ ଉସôାହଜନକ ପ୍ରତିକ୍ରୀୟା ମିଳିଛି ।ଏହା ସହିତ ନିକଟରେ ଶୁଭାରମ୍ଭହୋଇଥିବା ଡଷ୍ଟର ପେଟ୍ରୋଲ୍ ଟର୍ବୋ୧.୩ଏମ୍ଟି ଓ ସିଭିଟି ଭର୍ସନ ଙ୍କୁ ମଧ୍ୟଗ୍ରାହକମାନେ ପସନ୍ଦ କରିଛନ୍ତି । ଆମେମଧ୍ୟ ଆମର ଡିଲରସିପ୍ କୁ ୧୭ଟିନୂଆ ସେଲସ୍ ଓ ସର୍ଭିସ ଟଚପଏଂଟକୁ ସାମିଲ କରିଛୁ ଯାହା ଦ୍ୱାରାମାର୍କେଟରେ ବ୍ରାଣ୍ଡର ଅଭିବୃଦ୍ଧିକରାଯାଇପାରିବ । ନୂତନ ଡିଲରସିପରଶୁଭାରମ୍ଭ ସହିତ ଭାରତରେ ରେନୋରନେଟୱର୍କ ୩୯୦ ରୁ ଅଧିକ ସେଲସ୍ଓ ୪୭୦+ ସର୍ଭିସ ଟଚ ପଏଂଟ କୁସଂପ୍ରସାରିତ ହୋଇଛି ।ଅଗଷ୍ଟ ୨୦୨୦ ରେ ଟ୍ରାଇବର ଏକ ବର୍ଷପୁରଣ କରିଛି ଓ ଏହାର ମାନୁଆଲ୍ ତଥାନୂତନ ଭାବରେ ଶୁଭାରମ୍ଭ ହୋଇଥିବାଏଏମ୍ଟି ସଂସ୍କରଣରେ ଗ୍ରାହାକଙ୍କର ଭଲପ୍ରତିକି୍ରୟା ମିଳିପାରିଛି ଯାହା ଦ୍ୱାରା ଏହିରେଞ ଆହୁରି ଆକର୍ଷଣିୟ ହୋଇପରିଛିା କ୍ୱିଡ ନୂତନ ଭାବରେ ସାମିଲ ହେବାଦ୍ୱାରା ଏହି ରେଞଟି ଅଧିକ ଲୋକପ୍ରିୟଓ କମ ମୂଲ୍ୟଯୁକ୍ତ ହୋଇପାରିଛି । ଏହିଶ୍ରେଣୀରେ ଅଗ୍ରଣୀ ବୈ÷ଶିଷ୍ଟ୍ୟ ଦ୍ୱାରା ଏହିସେଗମେଂଟରେ ନିଜକୁ ପ୍ରମାଣିତ କରିପାରିଛି । ସମ୍ପୁର୍ଣ୍ଣ ନୂଆ ୧.୩ଲି ଟର୍ବୋପେଟ୍ରୋଲ୍ ବିକଳ୍ପ ସହିତ ଡଷ୍ଟରବରର୍ତମାନ ଏହି ସେଗମେଂଟରେସବୁଠାରୁ ଶକ୍ତିଶାଳୀ ଏସ୍ୟୁଭି ଅଟେ ।ଏହା ଏହାର ପ୍ରତିଯୋଗିମାନଙ୍କତୁଳନାରେ କମ୍ ମୂଲ୍ୟରେ ଉପଲବ୍ଧ ଓସମସ୍ତ ପ୍ରକାର ସୁବିଧା ଏଥିରେ ଉପଲବ୍ଧରହିଛି । ଏହା ସହିତ ରେନୋରଅଟୋମେଟିକ ଭର୍ସନର ଚାହିଦାକ୍ରମାଗତ ଭାବରେ ବୃଦ୍ଧି ପାଉଛି । କ୍ୱିଡ୍ଓ ଟ୍ରାଇବରରେ ଏଏମ୍ଟି ବିକଳ୍ପ ଓଡଷ୍ଟର ଟର୍ବୋରେ ସିଭିଟି ଲୋକପ୍ରିୟତାହାସଲ କରିଛି । ରେନୋର ମଧ୍ୟ ରେଗ୍ରହଣୀୟତା ଅଧିକ ହୋଇଛି ଯାହାକିଏହି ବ୍ରାଣ୍ଡର ଲୋକପ୍ରିୟତାକୁ ଦର୍ଶାଉଛିା ରେନୋର ବିକ୍ରି ଭଲ୍ୟୁମର ୨୫%ହେଉଛି ଗ୍ରମିଣ ସେଲସ୍ ।ଏହି ସମୟରେ ରେନୋ କ୍ରମାଗତଭାବରେ ନେଟୱାର୍କ ପାର୍ଟନର ମାନଙ୍କସହିତ ମିଶି ନୂତନ କୈାଶଳର ପ୍ରସ୍ତୁତଓ କାର୍ଯ୍ୟାନ୍ୱୟନ ଉପରେ ଧ୍ୟାନ ପ୍ରଦାନକରୁଛି ଯାହାଦ୍ୱାରା ବଜାରରେ ଏହାରବିକ୍ରିରେ ଉଲ୍ଲେଖନୀୟ ଭାବରେ ବୃଦ୍ଧିହୋଇଛି । ରେନୋ ମଧ୍ୟ ଏହାରଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଓ ଆକର୍ଷଣିୟଅଫର ଆଣିଛି ଯଥା ରେନୋ ବୁକିଂକ୍ଷେତ୍ରରେ ପ୍ରଥମ ୪ ମାସ ପାଇଁଇଏମ୍ଆଇ ନାହଁ ଓ ବଛା ବଛା ସହର ପାଇଁଉସôବକାଳୀନ ଅଫର ମଧ୍ୟ ଉପଲବ୍ଧ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ଉନ୍ନୟନ ବ୍ୟୟ ନୈରାଶ୍ୟ ଜନକ

ଭୁବନେଶ୍ୱର,୧୮ ।୯(ନି.ପ୍ର):ଉନ୍ନୟନ କାର୍ଯ୍ୟ ପାଇଁ ପାଣ୍ଠି ମହଜୁଦଥିବାବେଳେ ଅଧିକାଂଶ ବିଭାଗ କିନ୍ତୁ ଅର୍ଥଖର୍ଚ୍ଚ କରିପାରୁ ନାହାନ୍ତି । ଏଭଳିନୈରାଶ୍ୟଜନକ ବ୍ୟୟ ଏବେ ରାଜ୍ୟସରକାରଙ୍କୁ ଚିନ୍ତାରେ...