28 C
Bhubaneswar
Thursday, September 24, 2020

ମୁମ୍ବାଇ-ଚେନ୍ନାଇ ମଧ୍ୟରେ ଉଦଘାଟନୀ ଲଢ଼େଇ

Must read

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ନୂଆଦିଲ୍ଲୀ,୬ା୯(ଏଜେନ୍ସି): କରୋନା କାରଣରୁ ସ୍ଥଗିତ ରହିଥିବା ଇଣ୍ଡିଆନ ପ୍ରିମିୟରଲିଗ୍(ଅ ।ଇପିଏଲ)ର ୧୩ତମ ସଂସ୍କରଣର କାର୍ଯ୍ୟସୂଚୀ ଘୋଷଣା ହୋଇଛି । ଭାରତୀୟକ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଅ ।ଇ)ଅନୁଯାୟୀ ଟୂର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଅ ।ନ୍ସ ମଧ୍ୟରେ ସେପ୍ଟେମ୍ବର ୧୯ରେ ଅ ।ବୁଧାବିରେ ଖେଳାଯିବ । ଏହାସହିତ କ୍ରୀଡାସୂଚୀକୁ ନେଇ ଅପେକ୍ଷାର ଘଡି ସମାପ୍ତ ହୋଇଛି । ରୋହିତ ଶର୍ମାଙ୍କ ନେତୃତ୍ୱାଧୀନଡିଫେଣ୍ଡିଂ ଚମ୍ପିଅ ।ନ ମୁମ୍ବାଇ ଇଣ୍ଡିଅ ।ନ୍ସ ଏବଂ ମହେନ୍ଦ୍ର ସିଂହ ଧୋନୀଙ୍କ ତିନି ଥରର ଅ ।ଇପିଏଲବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ ।ଟୂର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ପୂର୍ବରୁ ଘୋଷିତହେବାର ଥିଲା, କିନ୍ତୁ ଚେନ୍ନାଇ ସୁପର କିଙ୍ଗ୍ସରଦୁଇ ଖେଳାଳି କରୋନା ସଂକ୍ରମିତହୋଇଥିଲେ । ବେ ଚେନ୍ନାଇର ଖେଳାଳିଙ୍କରିପୋର୍ଟ ନେଗେଟିଭ୍ ଅ ।ସିଛି । ଏବେ ଦଳଅଭ୍ୟାସ୍ ମଧ୍ୟ ଅ ।ରମ୍ଭ କରି ଦେଇଛି । ଉଭୟ ଦଳ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ସେପ୍ଟେମ୍ବର୧୯ ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ରେ ଅ ।ରମ୍ଭ ହେବ ।୧୩ ତମ ସଂସ୍କରଣ ୫୩ ଦିନ ଧରି ଖେଳାଯିବ । ଏହାର ଫାଇନାଲ ମ୍ୟାଚ୍ ନଭେମ୍ବର୧୦ରେ ଖେଳାଯିବ । ଏଥିରେ ୧୦ ଡବଲ ହେଡର ଅର୍ଥାତ ଦିନରେ ଦୁଇଟି ମ୍ୟାଚ୍ ଖେଳାଯିବ ।ଅ ।ଇପିଏଲର ଅ ।ୟୋଜନ ୟୁଏଇର ତିନି ଜାଗା ଅ ।ବୁଧାବି, ଦୁବାଇ ଓ ଶାରଜାହାରେ ହେବୟଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ରେ ଦ୍ୱ୍ିତୀୟ ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ଅପରାହ୍ନ୩ଟା ୩୦ରେ ଖେଳାଯିବ । ଦୁବାଇରେ ୨୪ ମ୍ୟାଚ୍, ଅ ।ବୁଧାବିରେ ୨୦ ଏବଂ ଶାରଜାହାରେ୨୦ଟି ମ୍ୟାଚ୍ ଖେଳାଯିବ । ଫାଇନାଲ ମ୍ୟାଚ୍ର ଭେନ୍ୟୁ ପରେ ଘୋଷଣା କରାଯିବ ।ଅ ।ଇପିଏଲର ଅ ।ୟୋଜନ ମାର୍ଚ୍ଚ ୧୩ରେ ହେବାର ଥିଲା । ହେଲେ କରୋନା ଭାଇରସକାରଣରୁ ଏହାକୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିାଲ । ଏସିଅ । କପ୍ ଏବଂ ପରେଟି-୨୦ ବିଶ୍କପ୍ ୨୦୨୧କୁ ଘୁଞ୍ଚିଯିବା ପରେ ବିସିସିଅ ।ଇକୁ ଅ ।ଇପିଏଲ ଅ ।ୟୋଜନକରିବାକୁ ଖାଲି ସମୟ ମିଳି ଯାଇଥିାଲ । ଏହାପରେ ବିସିସିଅ ।ଇ ୟୁଏଇରେ ଟୂର୍ଣ୍ଣାମେଣ୍ଟଅ ।ୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲ । ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ଗୌତମ ଗମ୍ଭୀର ଏମଏସ ଧୋନିଙ୍କ ମଧ୍ୟରେ ଝଗଡା ।

ନୁଆଦିଲ୍ଲୀ,୨୩/୯ ;ଏକ ବଡ଼ ଧରଣର ଗୋଡ଼ାଇବା ସମୟରେ ନିଜକୁ ବ୍ୟାଟିଂ ଅର୍ଡରରୁ ଓହ୍ଲାଇ ଆଗରୁ ଆଗେଇ ନଥିଲେ, ପୂର୍ବତନ ଭାରତ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀରଙ୍କୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସପ୍ତମ...