18 C
Bhubaneswar
Tuesday, November 24, 2020

ପୂର୍ବତଟ ରେଳପଥର ଅତିରିକ୍ତ ଅନ୍ତଃରାଜ୍ୟ ସ୍ୱତନ୍ତ୍ର ଟ୍ରେନ

Must read

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ଭୁବନେଶ୍ୱର,୬ା୯(ନି.ପ୍ର.): ପୂର୍ବତଟରେଳପଥ ପକ୍ଷରୁ ୫ଟି ଅନ୍ତରାଜ୍ୟ ଟ୍ରେନଚଳାଚଳର ବିଜ୍ଞପ୍ତି ପ୍ରକାଶ କରାଯାଇଛି ।ଦୁର୍ଗ ଓ ଅହମଦାବାଦକୁ ଭୁବନେଶ୍ୱରରୁସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥ କରାଯାଇଛି ।ରାୟଗଡା ମାର୍ଗ ଦେଇ ବିଶାଖାପାଟଣା ଓକୋର୍ବା ମଧ୍ୟରେ, ପୂର୍ବତଟ ରେଳପଥ ମଧ୍ୟଦେଇ ହାଓଡ଼ା ଓ ତିରୁଚିରାପଲ୍ଲୀ ମଧ୍ୟରେସ୍ୱତନ୍ତ୍ର ଟ୍ରେନ ୧୨ ରୁ ଚଳାଚଳ କରିବ ।ସେପ୍ଟେମ୍ବର ୧୦ ରୁ ସ୍ୱତନ୍ତ୍ର ଟ୍ରେନ ପାଇଁବୁକିଙ୍ଗ କରାଯିବ । ପୂର୍ବତଟ ରେଳପଥପକ୍ଷରୁ ିଜ୍ଞପ୍ତି ପ୍ରକାଶ ପାଇଥିବା ଟ୍ରେନ ଗୁଡିକହେଲା, ଭୁବନେଶ୍ୱର-ଦୁର୍ଗ-ଭୁବନେଶ୍ୱରଦୈନିକ ସ୍ୱତନ୍ତ୍ର ଟ୍ରେନ (୦୮୪୨୫/୦୮୪୨୬); ସେପ୍ଟେମ୍ବର ୧୨ ତାରିଖଠାରୁ ଭୁବନେଶ୍ୱର ରୁ ସନ୍ଧ୍ର୍ୟା ୭ ଘ.୫୫ମି.ରେ ଛାଡିବ ଏବଂ ସେପ୍ଟେମ୍ବର୧୩ ତାରିଖ ଠାରୁ ଅପରାହ୍ନ ୪ଘ.୧୦ମି.ରେ ଦୁର୍ଗ ଠାରୁ ଛାଡିବ । ରହଣି- ଭୁବନେଶ୍ୱର ଓ ଦୁର୍ଗ ମଧ୍ୟରେ କଟକ,ଢେଙ୍କାନାଳ, ତାଳଚେର, ଅନୁଗୁଳ,ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗୀର,ଟିଟିଲାଗଡ, କଣ୍ଟାବାଞ୍ଜି, ଖରିଅ ।ର ରୋଡ଼,ବାଗବାହାର, ମହାସମୁନ୍ଦ, ରାଇପୁର ଓଭିଲାଇ ପାୱାର ହାଉସ ଠାରେ ଉଭୟଦିଗରୁ ରହଣି କରିବ । ସେହିପରି ରାୟଗଡାମାର୍ଗ ଦେଇ ବିଶାଖାପାଟଣା-କୋର୍ବା-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ (୦୮୫୧୮/୦୮୫୧୭) ସେପ୍ଟେମ୍ବର ମାସ ୧୨ତାରିଖ ଠାରୁ ବିଶାଖାପାଟଣା ରୁ ସନ୍ଧ୍ୟା ୮ଘ. ୦୫ମି. ରେ ଛାଡିବ ଏବଂ ସେପ୍ଟେମ୍ବରମାସ ୧୩ ତାରିଖ ଠାରୁ କୋର୍ବା ରୁ ଅପରାହ୍ନ୪ ଘ.୧୦ମି.ରେ ଛାଡିବ । ରହଣି -ବିଶାଖାପାଟଣା ଓ କୋର୍ବା ମଧ୍ୟରେବିଜୟନଗରମ, ବୋବିଲି, ପାର୍ବତୀପୁରମ,ରାୟଗଡା, କେସିଙ୍ଗା, ଟିଟିଲାଗଡ଼,କଣ୍ଟାବାଞ୍ଜି, ଖରିଅ ।ର ରୋଡ଼, ମହାସମୁନ୍ଦ,ରାଇପୁର, ଟିଲଡା ନେଓରା, ଭଟପଡ଼ା,ବିଳାସପୁର, ଅକଲତାରା, ଯାଞ୍ଜଗିରିନାଇଲା ଓ ଚମ୍ପା ଠାରେ ଉଭୟ ଦିଗରୁରହଣି କରିବ । ଭୁବନେଶ୍ୱର-ଅହମଦାବାଦ-ଭୁବନେଶ୍ୱର ସାପ୍ତାହିକସ୍ୱତନ୍ତ୍ର ଟ୍ରେନ (୦୮୪୦୫/୦୮୪୦୬)ସେପ୍ଟେମ୍ବର ମାସ ୧୬ ତାରିଖ ଠାରୁଭୁବନେଶ୍ୱର ରୁ ପ୍ରତି ବୁଧବାର ସନ୍ଧ୍ର୍ୟା ୬ଘଟିକାରେ ଛାଡିବ । ସେପ୍ଟେମ୍ବର ମାସ୧୮ ତାରିଖ ଠାରୁ ଅହମଦାବାଦ ଠାରୁ ପ୍ରତିଶୁକ୍ରବାର ସନ୍ଧ୍ର୍ୟା ୬ ଘ. ୪୦ମି,ରେ ଛାଡିବ । ରହଣି – ଭୁବନେଶ୍ୱର ଓ ଅହମଦାବାଦମଧ୍ୟରେ ଢେଙ୍କାନାଳ, ତାଳଚେର,ଅନୁଗୁଳ, ସମ୍ବଲପୁର, ବରଗଡ଼ ରୋଡ଼,ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି,ଖରିଅ ।ର ରୋଡ଼, ମହାସମୁନ୍ଦ, ରାଇପୁର,ଦୁର୍ଗ, ଗୋଣ୍ଡିଅ ।, ନାଗପୁର, ୱର୍ଧା, ବଡ଼ନେରଓ,ଅକୋଲା, ମାଲ୍କାପୁର, ଭୁଷାବଲ ଓ ଅ ।ନନ୍ଦଷ୍ଟେସନ ମାନଙ୍କରେ ରହଣି କରିବ ।ତିରୁଚିରାପଲ୍ଲୀ-ହାଓଡ଼ା-ତିରୁଚିରାପଲ୍ଲୀଦ୍ୱି-ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ (୦୨୬୬୪/୦୨୬୬୩) ସେପ୍ଟେମ୍ବର ମାସ ୧୫ତାରିଖ ଠାରୁ ତିରୁଚିରାପଲ୍ଲୀ ଠାରୁ ପ୍ରତିମଙ୍ଗଳବାର ଓ ଶୁକ୍ରବାର ଦିନ ଅପରାହ୍ନ ୪ଘ.୨୦ମି,ରେ ଛାଡିବ । ସେପ୍ଟେମ୍ବର ମାସ୧୬ ତାରିଖ ଠାରୁ ହାଓଡ଼ାରୁ ପ୍ରତି ଗୁରୁବାରଓ ରବିବାର ଅପରାହ୍ନ ୪ ଘ.୧୦ମି.ରେଛାଡିବ ।ରହଣି – ତିରୁଚିରାପଲ୍ଲୀ ଓ ହାଓଡ଼ାମଧ୍ୟରେ ବିଜୟୱାଡା, ବିଶାଖାପାଟଣା,ବିଜୟନଗରମ, ଖୋର୍ଦ୍ଧା ରୋଡ଼,ଭୁବନେଶ୍ୱର, କଟକ ଓ ଭଦ୍ରକ ଇତ୍ୟାଦିଗୁରୁତ୍ୱପୂର୍ଣ ଷ୍ଟେସନ ମାନଙ୍କରେ ରହଣିକରିବ । ଗୌହାଟୀ-ବାଙ୍ଗାଲୋର-ଗୌହାଟୀତ୍ରି-ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ (୦୨୫୦୯/୦୨୫୧୦) ସେପ୍ଟେମ୍ବର ମାସ ୧୩ତାରିଖ ଠାରୁ ଗୌହାଟୀ ରୁ ପ୍ରତି ରବି,ସୋମ, ମଙ୍ଗଳ ଦିନ ମାନଙ୍କରେ ସକାଳ୬ ଘ.୨୦ମି.ରେ ଛାଡିବ ଏବଂସେପ୍ଟେମ୍ବର ମାସ ୧୬ ତାରିଖ ଠାରୁବାଙ୍ଗାଲୋର କେଣ୍ଟରୁ ପ୍ରତି ବୁଧ, ଗୁରୁ ଓଶୁକ୍ରବାର ଦିନ ମାନଙ୍କରେ ରାତ୍ର ୧୧ ଘ.୪୦ମି.ରେ ଛାଡିବ । ରହଣି – ଗୌହାଟୀଓ ବାଙ୍ଗାଲୋର ମଧ୍ୟରେ ରଙ୍ଗିଅ ।, ନ୍ୟୁଜଲପାଈଗୁଡ଼ି, ମାଲଦା ଟାଉନ, ହାଓଡ଼ା,ବାଲେଶ୍ୱର, ଭଦ୍ରକ, ଯାଜପୁର କେନ୍ଦୁଝରରୋଡ଼, କଟକ, ଭୁବନେଶ୍ୱର, ଖୋର୍ଦ୍ଧାରୋଡ଼, ଶ୍ରୀକାକୁଲମ, ବିଜୟନଗରମ,ବିଶାଖାପାଟଣା, ବିଜୟୱାଡା ସହିତଗୁରୁôବପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣିକରିବ ।ଉଭୟ ରେଳବାଇ ଯାତ୍ରୀ ସଂରକ୍ଷଣକେନ୍ଦ୍ର ଓ ଅ ।ଇଅ ।ରସିଟିସି ୱେବ ସାଇଟରୁ ଟିକେଟ ଉପଲବ୍ଧ ହୋଇପାରିବ ।କେବଳ ସଂରକ୍ଷିତ ଯାତ୍ରୀମାନେ ଟ୍ରେନ ରେଯାଇପାରିବେ । ପୂର୍ବରୁ ·ଲୁଥିବାନୂଅ ।ଦିଲ୍ଲୀ ରୁ ଭୁବନେଶ୍ୱର, ଭୁବନେଶ୍ୱରରୁ ମୁମ୍ବାଇ, ଭୁବନେଶ୍ୱର ରୁ ହାଓଡ଼ା/ସିଅ ।ଲଦଓ ସ୍ୱତନ୍ତ୍ର ଟ୍ରେନ ଗୁଡିକ ପୂର୍ବର୍ନିଧାରିତ ସମୟାନୁସାରେ ଚଳାଚଳ କରିବ ।

- Advertisement -ପୂର୍ବତଟ ରେଳପଥର ଅତିରିକ୍ତ ଅନ୍ତଃରାଜ୍ୟ ସ୍ୱତନ୍ତ୍ର ଟ୍ରେନ

More articles

LEAVE A REPLY

Please enter your comment!
Please enter your name here

- Advertisement -ପୂର୍ବତଟ ରେଳପଥର ଅତିରିକ୍ତ ଅନ୍ତଃରାଜ୍ୟ ସ୍ୱତନ୍ତ୍ର ଟ୍ରେନ

Latest article

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ଓଡିଶା ରାଜ୍ୟପାଳଙ୍କ ପତ୍ନୀ ସୁଶୀଲା ଦେବୀଙ୍କ ଦେହାନ୍ତ ।

ଭୁବନେଶ୍ୱର: ରାଜ୍ୟର ପ୍ରଥମ ମହିଳା ତଥା ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲଙ୍କ ପତ୍ନୀ ସୁଶୀଲା ଦେବୀ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ...