18 C
Bhubaneswar
Wednesday, November 25, 2020

ରାଜଧାନୀର ଅକୁହା କଥା : ରକ୍ଷକ ସାଜିଲେ ଭକ୍ଷକ

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ଭୁବନେଶ୍ୱର,୬ା୯(ନି.ପ୍ର): କରୋନାମହାମାରୀ ପାଇଁ ·ରିଅ ।ଡେ ଲକଡାଉନ୍ଓ ସଟଡାଉନ୍ ଲାଗୁ ହୋଇଥିଲା । କିନ୍ତୁ ଏହିସମୟରେ ଭୁବନେଶ୍ୱରରେ ଘଟିଛି ଏକଅମାନବୀୟ ଘଟଣା । ଜଣେ ନାବାଳିକାକୁପୋଲିସ-ଗଣାମଧ୍ୟମ କର୍ମ·ରୀ-ସିକ୍ୟୁରିଟିଗାର୍ଡ ଗଣଦୁଷ୍କର୍ମ କରିଥିବାର ଅଭିଯୋଗଅ ।ସିଛି । ତାହା ପୁଣି ବନ୍ଧୁକ ମୁନରେ ବୋଲିଅଭିଯୋଗ ହୋଇଛି । ଯଦି ସମାଜରେରକ୍ଷକ ସାଜିବ ଭକ୍ଷକ , ତେବେସାଧାରଣଲୋକେ ନ୍ୟାୟ ପାଇଁ କାହା ପାଖକୁଯିବ ।ଏହା ଅ ।ଜିର ସମାଜରେ ଏକ ବଡପ୍ରଶ୍ନବାଚୀ ।ଲକଡାଉନ୍ ସମୟରେ ରାଜଧାନୀରେଘଟିଛି ଲୋମହର୍ଷଣକାରୀ ଘଟଣା । ୧୩ବର୍ଷର ନାବାଳିକାରୁ ବନ୍ଧୁକ ଦେଖାଇବାରମ୍ବାର ଗଣଦୁଷ୍କର୍ମ କରୁଥିଲେ ପୁଲିସ୍ ଓଟିଭି ଚ୍ୟାନେଲ୍ କର୍ମ·ରୀୟ ସେମାନଙ୍କକବଳରୁ କୌଣସି ମତେ ମୁକୁଳି ଏବେନ୍ୟାୟ ପାଇଁ ମହିଳା ଥାନାର ଦ୍ୱାରସ୍ଥହୋଇଛନ୍ତି ନାବାଳିକାଙ୍କ ମା’ । ଘଟଣାକୁକମିଶନରେଟ୍ ପୁଲିସ୍ ଅତ୍ୟନ୍ତ ଗମ୍ଭୀରତାରସହ ନେଇ ତଦନ୍ତ କରୁଛି । ଏଥିପାଇଁ ସ୍୍ୱତନ୍ତ୍ରଟିମ୍ ଗଠନ କରାଯାଇ ତଦନ୍ତ ·ଲିଛି । ଏକଟିମ ସଂପୃକ୍ତ ଟିଭି ଚ୍ୟାନେଲ ଅଫିସକୁ ଯାଇକ•ୃର୍ପକ୍ଷଙ୍କୁ ୪ ଘଣ୍ଟା ଧରି ପଚରାଉଚରାକରି ଫେରିଛି । ତେବେ ଦେଖାଯାଉ ଏହିମାମଲାର ତଦନ୍ତ କେଉଁଅ ।ଡେ ଯିବ ।ପୁଲିସ୍ ସୂଚନା ମୁତାବକ, ଇନଫୋସିଟିଥାନା ଅଞ୍ଚଳରେ କେନ୍ଦ୍ରାପଡ଼ାର ୧୩ ବର୍ଷରନାବାଳିକା ପରିବାର ସହ ରହୁଛନ୍ତି । ତାଙ୍କଘରଠାରୁ କିଛି ଦୂରରେ ରହିଛି ଏକ ପ୍ରମୁଖଟିଭି ଚ୍ୟାନେଲର ଅଫିସ । ନାବାଳିକାଙ୍କ ମା’ସେହି ସଂସ୍ଥାରେ କାମ କରୁଥିଲେ । ସକାଳୁଅଫିସ୍ ଯାଇ ସନ୍ଧ୍ୟାରେ ଫେରନ୍ତି । ଉକ୍ତ ଟିଭିଚ୍ୟାନେଲର ୨ ଜଣ ସୁରକ୍ଷା କର୍ମୀ ସବୁଦିନନଜର ରଖନ୍ତି ନାବାଳିକାଙ୍କ ମା’ ଉପରେ ।ସେ ଅଫିସ୍ ଗଲା ପରେ ତାଙ୍କ ଘରକୁ ଯାଇନାବାଳିକା ଝିଅକୁ ପ୍ରଲୋଭନ ଦେଖାଇଦୁଷ୍କର୍ମ କରନ୍ତି । ସୁରକ୍ଷାକର୍ମୀଙ୍କର ଏଭଳି କାଣ୍ଡଦେଖିଥିଲେ ଟିଭି ୍ୟାନେଲର ଅନ୍ୟ ୨ ଜଣକର୍ମ·ରୀ ।ସେମାନେ ମଧ୍ୟ ନାବାଳିକାଙ୍କୁ ଦୁଷ୍କର୍ମକରିଥିଲେ । ନାବାଳିକା ଜଣକ ଅସହାୟହୋଇ ମା’କୁ କହିଦେବ ବୋଲି ଧମକଦେଇଥିଲା । ଏହା ଶୁଣି ଟିଭି ଚ୍ୟାନେଲର୨ ଜଣ କର୍ମ·ରୀ ନାବାଳିକାଙ୍କୁ ପୁଲିସରଭୟ ଦେଖାଇଥିଲେ । କାହାକୁ କହିଲେଜୀବନରୁ ମାରି ଦେବାକୁ ଧମକଦେଇଥିଲେ । ଅ ।ଉ ସତକୁ ସତ ସେକର୍ମ·ରୀ ତା’ ପୁଲିସ୍ ସାଙ୍ଗକୁ ଫୋନ୍ କରିଡାକିଥିଲା । ପରେ ପୁଲିସ୍ ଓ ତା’ ୨ ଜଣସାଙ୍ଗ ଅ ।ସି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ ।୭ ଜଣ ମିଶି ଏମିତି ତିନି ମାସ ଧରି ଦୁଷ୍କର୍ମକରି ·ଲିଥିଲେ । ଶେଷରେ ବାଧ୍ୟ ହୋଇନାବାଳିକ ଜଣଙ୍କ ଘଟଣା ଂପର୍କରେ ମା’ଙ୍କୁ ଜଣାଇଥିଲେ ।ପରେ ଭୟରେ ଝିଅକୁ ଧରି ମା’ କେନ୍ଦ୍ରାପଡ଼ା ଘରକୁପଳାଇଥିଲେ । ସେଠାରେ ଘଟଣା ବିଷୟରେ ସ୍ଥାନୀୟ ବିଧାୟକଙ୍କୁ ଜଣାଇଥିଲେ । ବିଧାୟକମହିଳାଙ୍କୁ ସାହାସ ଦେବାରୁ ସେ ଅଗଷ୍ଟ ୩୦ରେ ମହିଳା ଥାନାରେ ପହଞ୍ଚି ଏତଲା ଦେଇଥିଲେ ।ମହିଳା ଥାନା ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଅ ।ରମ୍ଭ କରିଛି । ଏନେଇ ଡିସିପିଉମାଶଙ୍କର ଦାସ କହିଛନ୍ତି, ଗଣଦୁଷ୍କର୍ମ ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନିଅ ।ଯାଇଛି ଓସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ କରାଯାଉଛି । ଘଟଣାରେ ଜଣେ ପୁଲିସ କର୍ମୀ ଓତାଙ୍କର ୨ ଜଣ ସହଯୋଗୀ, ୨ ଜଣ ସୁରକ୍ଷାକର୍ମୀ ଏବଂ ଏକ ବୈଦ୍ୟୁତିକ ଗଣମାଧ୍ୟମର ୨ ଜଣକର୍ମ·ରୀଙ୍କ ସଂପୃକ୍ତି ରହିଛି । ତଦନ୍ତ ସମୟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି । ସେନିଜ ବୟାନରେ ଏମାନଙ୍କର ସଂପୃକ୍ତି ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି ।

- Advertisement -ରାଜଧାନୀର ଅକୁହା କଥା : ରକ୍ଷକ ସାଜିଲେ ଭକ୍ଷକ

More articles

LEAVE A REPLY

Please enter your comment!
Please enter your name here

- Advertisement -ରାଜଧାନୀର ଅକୁହା କଥା : ରକ୍ଷକ ସାଜିଲେ ଭକ୍ଷକ

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...