30 C
Bhubaneswar
Tuesday, September 22, 2020

୩୮୧୦ ପଜିଟିଭ୍ ଚିହ୍ନଟ, ଆଉ ୮ଜଣଙ୍କ ମୃତ୍ୟୁ

Must read

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଭୁବନେଶ୍ୱର,୬ା୯(ନି.ପ୍ର.): ଅ ।ଜିରାଜ୍ୟରେ କରୋନାରେ ୮ଜଣଙ୍କ ମୃତ୍ୟୁଘଟିଛି । ଏହାଫଳରେ ରାଜ୍ୟରେକରୋନାଜନିତ ମୃତ୍ୟୁ ସଂଖ୍ୟା ୫୪୬କୁବୃଦ୍ଧି ପାଇଛି । ସେହିପରି ୩୮୧୦ ଜଣକରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ୨୨୮୬ ଓ ସ୍ଥାନୀୟ ଅଞ୍ଚଳରୁ ୧୫୨୪ଅ ।କ୍ରାନ୍ତ ଅଛନ୍ତି । ଏହା ଫଳରେ ରାଜ୍ୟରେକରୋନା ପଜିଟିଭ୍ ସଂଖ୍ୟା ୧ ଲକ୍ଷ ୨୪ହଜାର ୩୧କୁ ବୃଦ୍ଧି ପାଇଛି । ୩୦ଟି ଜିଲ୍ଲାରୁଏହିସବୁ ଅ ।କ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କବିଭାଗ ପକ୍ଷରୁ ସୂଚନା ଦିଅ ।ଯାଇଛି ।ରାଜ୍ୟରେ ଅ ।ଜି ଯେଉଁ ୮ ଅ ।କ୍ରାନ୍ତଙ୍କମୃତ୍ୟୁ ଘଟିଛି, ସେଥିମଧ୍ୟରେ ଗଞ୍ଜାମରୁ୪ଜଣ ଥିବା ବେଳେ ଖୋର୍ଦ୍ଧା, କୋରାପୁଟ,ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁପ୍ରାଣ ହରାଇଥିବା ଜଣାଯାଇଛି । ଏମାନେସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି ।ଗଞ୍ଜାମର ଯେଉଁ ୪ ପୁରୁଷ ମୃତକ ଅଛନ୍ତି,ସେମାନଙ୍କ ବୟସ ଯଥାକ୍ରମେ ୪୫, ୭୮,୫୬ ଓ ୪୮ ବର୍ଷୟ ରାୟଗଡ଼ା ଜିଲ୍ଲାରଯେଉଁ କରୋନା ସଂକ୍ରମିତ ପୁରୁଷଙ୍କ ମୃତ୍ୟୁଘଟିଛି ତାଙ୍କର ବୟସ ୩୮ ବର୍ଷୟ ଖୋର୍ଦ୍ଧାଜିଲ୍ଲାର ମୃତକଜଣକ ଭୁବନେଶ୍ୱରର୪୮ବର୍ଷ ବୟସ୍କ ପୁରୁଷୟ ସୁନ୍ଦରଗଡ଼ରଜଣେ ୮୦ ବର୍ଷିୟ ପୁରୁଷଙ୍କ ପ୍ରାଣହାନିଘଟିଛି । ଅପରପକ୍ଷରେ କୋରାପୁଟର ଜଣେ୪୯ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ହୋଇଛି ।ଅ ।ଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ୭୯୭ଜଣ କରୋନା ଅ ।କ୍ରାନ୍ତ ଚିହ୍ନଟହୋଇଥିବା ବେଳ କଟକ ଜିଲ୍ଲାରୁ୩୨୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୬୨,ଗଞ୍ଜାମ ଜିଲ୍ଲାରୁ ୧୦୮, ବଲାଙ୍ଗୀର ଜିଲ୍ଲାରୁ୪୩, ବାଲେଶ୍ୱର ଜିଲ୍ଲାରୁ ୧୨୦,କୋରାପୁଟ ଜିଲ୍ଲାରୁ ୮୪, ଭଦ୍ରକ ଜିଲ୍ଲାରୁ୧୦୭, ରାୟଗଡ଼ା ଜିଲ୍ଲାରୁ ୧୦୧, ପୁରୀଜିଲ୍ଲାରୁ ୧୧୭, ସୁନ୍ଦରଗଡ଼ ଜିଲ୍ଲାରୁ ୩୪,ଜଗତସିଂହପୁର ଜିଲ୍ଲାରୁ ୬୭, ସମ୍ବଲପୁରଜିଲ୍ଲାରୁ ୮୩, କଳାହାଣ୍ଡି ଜିଲ୍ଲାରୁ ୫୭,ଯାଜପୁର ଜିଲ୍ଲାରୁ ୨୫୨, କନ୍ଧମାଳ ଜିଲ୍ଲାରୁ୪୫, କେନ୍ଦ୍ରାପଡ଼ା ଜିଲ୍ଲାରୁ୧୦୩,ମାଲକାନଗିରି ଜିଲ୍ଲାରୁ ୩୭, ଗଜପତିଜିଲ୍ଲାରୁ ୨୦, ମୟୂରଭଞ୍ଜ ଜିଲ୍ଲାରୁ ୧୪୨, ଝାରସୁଗୁଡ଼ା ଜିଲ୍ଲାରୁ ୧୯୨, ଢେଙ୍କାନାଳଜିଲ୍ଲାରୁ ୫୧, ନବରଙ୍ଗପୁର ଜିଲ୍ଲାରୁ ୭୮,କେନ୍ଦୁଝର ଜିଲ୍ଲାରୁ ୮

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଜମ୍ମୁ ଓ କାଶ୍ମୀର ରେ ଆତଙ୍କି ଆକ୍ରମଣ ।

ଶ୍ରୀନଗର: ସୋମବାର ସକାଳେ ଶ୍ରୀନଗରର ନୋଭଗାମରେ ଆତଙ୍କବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଦଳ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ସିଆରପିଏଫ ର ୧୧୦ ବାଟାଲିୟନର ଏକ ଅଂଶକୁ...