19 C
Bhubaneswar
Wednesday, November 25, 2020

ପଟିଆଲା କୋର୍ଟରେ ଅନୁଭବଙ୍କ ପିଟିସନ

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ଭୁବନେଶ୍ୱର,୬ା୯(ନି.ପ୍ର.): ଜୁଲାଇ୧୬ରୁ କେନ୍ଦ୍ରାପଡା ସାଂସଦ ତଥା ବଲିଉଡଅଭିନେତା ପଟିଅ ।ଲା କୋର୍ଟରେ ଦାଖଲକରିଥିବା ୪୭ ପୃଷ୍ଠାର ପିଟିସନରେ ରହିଛିପତ୍ନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ । ବର୍ଷା ପ୍ରିୟଦର୍ଶନୀ ଜଣେ ବିଫଳ ବୋହୂଓ ପତ୍ନୀ ବୋଲି ଜଣାଇଛନ୍ତି ।ବୈବାହିକ ସମ୍ପର୍କ ଏକ ପ୍ରକାରଭାଙ୍ଗିଥିବାରୁ ତାଙ୍କ ସହ ଅ ।ଉ ରହିବାସମ୍ଭବ ନୁହେଁ ବୋଲି ଅନୁଭବ କହିଛନ୍ତି ।ଏମିତିକି ୨୦୧୯, ମେ’୧ରୁ ଉଭୟଏକାଠି ରହୁନଥିବା ଉଲ୍ଲେଖ ରହିଛି ।ବାହାଘରର ପ୍ରଥମ ଦିନରୁ ବର୍ଷା ଶାରୀରିକସମ୍ପର୍କ ପାଇଁ ମନା କରି ଦେଇଥିଲେ ।ଏଥିପାଇଁ ସେ ୩ରୁ ୪ ମାସ ସମୟମାଗିଥିଲେ । ବର୍ଷାଙ୍କ ଇଚ୍ଛାକୁ ସମ୍ମାନଜଣାଇ ତାଙ୍କୁ ସମୟ ଦେଇଥିଲି ବୋଲିପିଟିସନରେ ରହିଛି ।ରାଜ୍ୟସଭା ଏମ୍ପି ହେବା ପରେଦିଲ୍ଲୀରେ ବର୍ଷାଙ୍କ ସହ ରହିଥିଲ ।ଦିଲ୍ଲୀରେ ମଧ୍ୟ ଶାରୀରିକ ସମ୍ପର୍କ ରଖିବାକୁଯାଇ ନିରାଶ ହୋଇଥିଲି । ଦିଲ୍ଲୀ ରହଣୀପରେ ଉଭୟ କଟକ ଫେରିଥିଲୁ ।କଟକକୁ ଫେରିବା ପରେ ବର୍ଷା ଖୁସିଥିଲେ । କଟକ ଫେରିଲେ ଅ ।ମର ସମ୍ପର୍କରହିବ ବୋଲି ବର୍ଷା କହିଥିଲେ । ହେଲେସେ ପୁଣି ୭ରୁ ୮ ମାସ ସମୟମାଗିଥିଲେ । ବର୍ଷା କେବେ ବି ବୈବାହିକଖୁସି ଦେଇ ନ ଥିବା ଅନୁଭବଙ୍କପିଟିସନରେ ଉଲ୍ଲେଖ ରହିଛି ।ଏହାଛଡ଼ା ଶାଶୁଘରେ ନ ରହି ବର୍ଷାଅଧିକାଂଶ ସମୟ ବାପଘରେ ରହୁଥିଲେ ।ଏହାକୁ ନେଇ ଅଧିକାଂଶ ସମୟ ଝଗଡ଼ାକରୁଥିଲେ । ବର୍ଷା ଶାଶୁଘର ଖାଦ୍ୟ ପସନ୍ଦକରୁ ନ ଥିଲେ । ଏପରିକିପରିବାରଲୋକଙ୍କ ସହ ମିଶୁ ନଥିଲେ ।ବାପଘର ଯିବାକୁ ବାହାନା କରୁଥିଲେ ।ସହ ଅଭିନେତ୍ରୀଙ୍କ ସହ ସମ୍ପର୍କ ଥିବା ମିଥ୍ୟାଅଭିଯୋଗ କରୁଥିଲେ । ମିଥ୍ୟା କେସରେ ତାଙ୍କୁଓ ତାଙ୍କ ପରିବାରକୁ ଫସାଇବାକୁ ଧମକଦେଉଥିଲେ । ବାପଘର ଲୋକଙ୍କ ଅ ।ଗରେବର୍ଷା ଅପମାନିତ କରୁଥିଲେ ।

- Advertisement -ପଟିଆଲା କୋର୍ଟରେ ଅନୁଭବଙ୍କ ପିଟିସନ

More articles

LEAVE A REPLY

Please enter your comment!
Please enter your name here

- Advertisement -ପଟିଆଲା କୋର୍ଟରେ ଅନୁଭବଙ୍କ ପିଟିସନ

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...