27 C
Bhubaneswar
Wednesday, September 23, 2020

ମେଡିମିକ୍ସ ପକ୍ଷରୁ ଆୟୁର୍ବେଦିକ ହ୍ୟାଣ୍ଡ ୱାସ ଓ ସାନିଟାଇଜର୍ ର ଶୁଭାରମ୍ଭ

Must read

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ମେଡିମିକ୍ସ ପକ୍ଷରୁ ଆୟୁର୍ବେଦିକ ହ୍ୟାଣ୍ଡ ୱାସ ଓ ସାନିଟାଇଜର୍ ର ଶୁଭବନେଶ୍ୱର, ୪/୯ (ନିପ୍ର): ନିକଟରେଆୟୁର୍ବେଦିକ ଯତ୍ନରେ ୫୦ ବର୍ଷରୁ ଅଧିକଅଭିଜ୍ଞତା ସହିତ ମେଡିମିକ୍ସ ଏହାର ନୂତନଆୟୁର୍ବେଦିକ ହ୍ୟାଣ୍ଡ ୱାସ ଓ ହ୍ୟାଣ୍ଡସାନିଟାଇଜର୍ ଉତ୍ପାଦର ଶୁଭାରମ୍ଭ କରିଛି ।ଏହି ହ୍ୟାଣ୍ଡ ୱାସର ସମ୍ଭାର ପ୍ରାକୃତିକ ଉପାଦାନଜରିଆରେ ୯୯.୯% ଜୀବାଣୁରୁ ସୁରକ୍ଷାପ୍ରଦାନ କରିଥାଏ ।ସମୟ କ୍ରମେ, ମେଡିମିକ୍ସ ଗ୍ରାହକମାନଙ୍କ ଠାରୁଅନେକ ବିଶ୍ୱାସ ଭାଜନ ହୋଇ ପାରିଛି ଓ’ପ୍ରାକୃତିକ ଉପାୟରେ ତ୍ୱଚା ଯତ୍ନ’ର ଅନ୍ୟନାମ ଭାବରେ ଜଣାଯାଉଛି ବିଶେଷ କରିସେହିସବୁ ଗ୍ରାହକମାନେ ଯେଉଁମାନେପ୍ରାକୃତିକ ତ୍ୱଚା ଯତ୍ନ ଉତ୍ପାଦ ବ୍ୟବହାରକରିବାକୁ ଆଗ୍ରହୀ ଅଟନ୍ତି । ଏଥିରେ ରହିଛିଆୟୁର୍ବେଦର ଗୁଣଧର୍ମ, ଚାହିଦାର ବୃଦ୍ଧି ହେବାକାରଣରୁ ମେଡିମିକ୍ସ ବର୍ତମାନ ଏହାରପୋର୍ଟଫୋଲିଓକୁ ହ୍ୟାଣ୍ଡ ୱାସ ଓ ହ୍ୟାଣ୍ଡସାନିଟାଇଜର୍କୁ ସଂପ୍ରସାରିତ କରିଛି ।ମେଡିମିକ୍ସ ହ୍ୟାଣ୍ଡ ୱାସ ଓ ହ୍ୟାଣ୍ଡ ସାନିଟାଇଜର୍ରେ ରହିଛି ପ୍ରାକୃତିକ ଉପାଦାନ ସମୂହ ଯଥାଲେମ୍ବୁ, ତୁଳସୀ, ଆଲୋଭେରା, ନିମ୍ବ ଓହଳଦୀର ସମନ୍ୱୟ ଯାହାକି ୯୯.୯% ଜୀବାଣୁସୁରକ୍ଷା ପ୍ରଦାନ କରିଥାଏ । ଏହା ତ୍ୱଚା ଉପରେକୋମଳ ଅଟେ ଓ ଏହାକୁ ସତେଜ, କୋମଳଓ ପରିଷ୍କାର କରିଥାଏ ।ନୂତନ ମେଡିମିକ୍ସ ଆୟୁର୍ବେଦିକ ହ୍ୟାଣ୍ଡ ୱାସରେ ତିନିଟି ପ୍ରକାର ରହିଛି ଯଥା ନେଚରଫ୍ରେସ (ଲେମ୍ବୁ, ତୁଳସୀ, ଆଲୋଭେରାସହିତ), ନେଚର ସଫ୍ଟ (ନିମ, ହଳଦୀ,ଆଲୋଭେରା ସହିତ) ଓ ନେଚର କେୟାର(ନିମ, ତୁଳସୀ, ଆଲୋଭେରା ସହିତ) ।ଏହାର ମୂଲ୍ୟ ହେଉଛି ୧୯୦ ମିଲି ପାଇଁଟ.୮୫, ୧୭୫ ମିଲିର ଦୁଇଟି ରିଫିଲ୍ ପ୍ୟାକ୍ପାଇଁ ଟ.୯୦ ଓ ୭୫୦ ମିଲି ମେଗା ପ୍ୟାକରମୂଲ୍ୟ ହେଉଛି ଟ.୧୧୦ । ନୂଆ ମେଡିମିକ୍ସଆୟୁର୍ବେଦ ହ୍ୟାଣ୍ଡ ସାନିଟାଇଜର୍ ରେ ରହିଛିଦୁଇଟି ପ୍ରକାର ଯଥା : ନିମ୍, ତୁଳସୀ, ଆଲୋଭେରା ଓ ଲେମ୍ବୁ, ତୁଳସୀ, ଆଲୋ ଭେରା ।ଏହାର ମୂଲ୍ୟ ହେଉଛି ୧୦୦ ମିଲି ପାଇଁଟ.୫୦, ୨୦୦ ମିଲି ପାଇଁ ଟ.୧୦୦,୫୦୦ ମିଲି ପାଇଁ ଟ.୨୫୦ ଓ ୫ ଲିଟରପାଇଁ ଟ.୨୫୦୦ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନରସୁପାରିଶକ୍ରମେ, ଏହା ବିନା ପାଣିରେ ୯୯.୯ପ୍ରତିଶତ ଜୀବାଣୁକୁ ମାରିଥାଏ । ନୂତନଭାବରେ ଶୁଭାରମ୍ଭ ହୋଇଥିବା ଉତ୍ପାଦଟିସମସ୍ତ ମେଜର ଆଉଟଲେଟ୍ ଓ ଇକମର୍ସପ୍ଲାଟଫର୍ମରେ ଉପଲବ୍ଧ ରହିଛି ।ଶ୍ରୀ ପ୍ରଦୀପ ଚୋଲାଇଲ୍, ଚେୟାରମ୍ୟାନ୍ ଓପରିଚାଳନା ନିଦେ୍ର୍ଦଶକ, ଚୋଲାଇଲ୍ପ୍ରାଇଭେଟ ଲିମିଟେଡ୍ କହଛନ୍ତି ଯେ,ନ୍ତଆରମ୍ଭ ହେବା ଦିନ ଠାରୁ ଆମେଲୋକମାନଙ୍କର ଜୀବନକୁ ପ୍ରାକୃତିକ ଭାବରେବିଶ୍ୱଶ୍ରେଣୀୟ ବ୍ୟକ୍ତିଗତ ଓ ତ୍ୱଚାଯତ୍ନ ଉତ୍ପାଦଓ ସେବା ଜରିଆରେ ସଶକ୍ତ ଓ ସମୃଦ୍ଧ କରୁଛୁ ।ବର୍ତମାନ ହ୍ୟାଣ୍ଡ ୱାସ ଓ ସାନିଟାଇଜର୍ସମସ୍ତଙ୍କର ଜୀବନର ଏକ ଅବିଚ୍ଛିନ୍ନ ଅଂଶରୂପେ ପରିଣତ ହୋଇଛି । ମେଡିମିକ୍ସ ହେଉଛିଏକ ଦ୍ରୁତ କାର୍ଯ୍ୟକ୍ଷମ ଆୟୁର୍ବେଦିକ ଉତ୍ପାଦଯାହାକି ହ୍ୟାଣ୍ଡ ୱାସ ଓ ହ୍ୟାଣ୍ଡ ସାନିଟାଇଜରରନୂତନ ସମ୍ଭାରକୁ ଆରମ୍ଭ କରିଛି ଓ ଏଥିରେରହିଛି ଆୟୁର୍ବେଦର ଗୁଣଧର୍ମ । ଆମେ ଆମରଉତ୍ପାଦ ସମ୍ଭାରକୁ ସଂପ୍ରସାରିତ କରିଥିବାରୁବହୁତ ଖୁସି ଅନୁଭବ କରୁଛୁ ଯାହାକିଗ୍ରାହକମାନଙ୍କର ଆବଶ୍ୟକତାକୁ ପ୍ରାକୃତିକଭାବରେ ପୁରଣ କରିପାରିବ । ନୂତନ ଉତ୍ପାଦସମ୍ଭାରରକୁ ଆମର ବିଶେଷଜ୍ଞଙ୍କ ଦ୍ୱାରାଗଭୀର ଗବେଷଣା କ୍ରମେ ପ୍ରସ୍ତୁତ କରାଯାଇଛିଯେଉଁଥିରେ ଭରି ରହିଛି ଆୟୁର୍ବେଦରଗୁଣଧର୍ମା । ଆମର ହ୍ୟାଣ୍ଡ ୱାସ ରେରେ ୩ ଟିହର୍ବାଲ୍ ଆକ୍ଟିଭ୍ସର ସ୍ୱତନ୍ତ୍ର ଶକ୍ତି ରହିଛି ଯାହାକି୯୯.୯% ଜୀବାଣୁରୁ ସୁରକ୍ଷା ପ୍ରଦାନକରିଥାଏ । ପ୍ରାକୃତିକ ଉପାଦାନ ଜରିଆରେଜୀବାଣୁକୁ ଦୂର କରାଯାଇଥାଏ ଓ ମେଡିମିକ୍ସରସାମଗ୍ରୀକ ସମ୍ଭାର ‘ତ୍ୱଚା ଉପରେ ତୁରନ୍ତକାର୍ଯ୍ୟ କରେ ଓ ଏଥିରେ ରହିଛି ଆୟୁର୍ବେଦିକଗୁଣଧର୍ମ’ । ଆମେ ମଧ୍ୟ ଆଶା କରୁଛୁ ଯେଆମର ନୂତନ ଉତ୍ପାଦ ଯଥା ହ୍ୟାଣ୍ଡସାନିଟାଇଜର ଗ୍ରାହକମାନଙ୍କ ଦ୍ୱାରା ଆଦୃତିଲାଭ କରିବ । ଶ୍ରୀ ଆଶିଶ୍ ଓଲ୍ୟାନ୍, ମାର୍କେଟିଂରମୁଖ୍ୟ, ଚୋଲାଇଲ୍ ପ୍ରାଇଭେଟ୍ ଲିମିଟେଡ୍କହିଛନ୍ତ ଯେ ନ୍ତକୋଭିଡ୍ ହେତୁ ହ୍ୟାଣ୍ଡ ୱାସ ଓହ୍ୟାଣ୍ଡ ସାନିଟାଇଜର୍ର ବ୍ୟବହାର ବହୁ ଗୁଣାବୃଦ୍ଧି ପାଇଛି । ସଂକ୍ରମଣକୁ ଦୂର କରିବା ପାଇଁଲୋକମାନେ ଏହି ଉତ୍ପାଦର ବ୍ୟବହାରକରୁଛନ୍ତି । ଏହା ସହିତ ଲୋକମାନେ ଏପରିଉତ୍ପାଦ ଚାହୁଁଛନ୍ତି ଯାହାକି ନିରାପଦ ଓ ପ୍ରାକୃତିକହୋଇଥିବ ଏବଂ ତ୍ୱଚା ଉପରେ ପ୍ରଭାବନପକାଇ ଏହାକୁ ବାରମ୍ବାର ବ୍ୟବହାରକରାଯାଇପାରିବ । ଏହା ଆମ ପାଇଁ ଏକସୁଯୋାଗ । ତ୍ୱଚା ଯତ୍ନ ଉତ୍ପାଦରେ ଏକ ଅଗ୍ରଣୀବ୍ରାଣ୍ଡ ଭାବରେ ଆମ ନିକଟରେ ୫୦ ବର୍ଷରୁଅଧିକ ଅଭିଜ୍ଞତା ରହିଛି । ।ରମ୍ଭ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଜମ୍ମୁ ଓ କାଶ୍ମୀର ରେ ଆତଙ୍କି ଆକ୍ରମଣ ।

ଶ୍ରୀନଗର: ସୋମବାର ସକାଳେ ଶ୍ରୀନଗରର ନୋଭଗାମରେ ଆତଙ୍କବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଦଳ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ସିଆରପିଏଫ ର ୧୧୦ ବାଟାଲିୟନର ଏକ ଅଂଶକୁ...