19 C
Bhubaneswar
Wednesday, November 25, 2020

କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କଲା ଆହ୍ୱାନ ଫାଉଣ୍ଡେସନ

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ବାରିପଦା,୪ ।୯(ନି.ପ୍ର) କରୋନାମହାମାରୀ ସମୟରେ ନିଜ ଜୀବନକୁବାଜି ଲଗାଇ, ଘରୁ ବାହାରକୁ ବାହାରିଲୋକଙ୍କୁ ସେବା ଯୋଗାଇଥିବା କୋଭିଡଯୋଧ୍ୟାଙ୍କୁ ସମ୍ମାନ ଜଣାଇ ଗୁରୁବାରଆହ୍ୱାନ ଫାଉଣ୍ଡେସନ ପକ୍ଷରୁ ସମ୍ମାନିତକରାଯାଇଛି । ସର୍ବଭାରତୀୟସ୍ତରରେସ୍ୱେଚ୍ଛାସେବୀ ସଙ୍ଗଠନ ‘ଆହ୍ୱାନ’ଫାଉଣ୍ଡେସନ ପକ୍ଷରୁ ଗୁରୁବାର ବାରିପଦାପୌରପରିଷଦର କାର୍ଯ୍ୟଳୟ ପରିସରରେଏକ ସମ୍ବର୍ଦ୍ଧନା ସଭା କୋଭିଡ ନିୟମଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି ।ମୟୂରଭଞ୍ଜ ଜିଲ୍ଲାରେ ପାଦ ରଖିଥିବାଆହ୍ୱାନ ଫାଉଣ୍ଡେସନ ତରଫରୁ ବାରିପଦାପୌରପରିଷଦର ସଫେଇ କର୍ମଚାରୀଙ୍କୁମହାମାରୀ ଭୂତାଣୁ ସଂକ୍ରମିତ ନ ହେବାପାଇଁ ସେମାନଙ୍କୁ ଜୋତା, ଗ୍ଲୋଭସ ଓମାସ୍କ ଆଦି ପ୍ରଦାନ କରଯାଇଛି । ବାରିପଦାପୌରପରିଷଦ କାର୍ଯ୍ୟାଳୟ ପରିସରରେଆୟୋଜିତ ଏହି ସମ୍ମଦ୍ଧନା ଉତ୍ସବରେମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ସିଡିଏମଓଡ଼ଃ ରୂପଭାନୁ ମିଶ୍ର ଯୋଗ ଦେଇଥିବାବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେବାରିପଦା ପୌରପରିଷଦ ମୁଖ୍ୟ କିରାଣୀନୀଳକଣ୍ଠ ଦାସ, ସମାଜସେବୀ ଅର୍ଯ୍ୟଭ…ମହାନ୍ତି ପ୍ରମୁଖ ଅତିଥି ଭାବେ ଉପସ୍ଥିତଥିଲେ । ମହାମାରୀ କରୋନା ସମୟରେନିଜ ଜୀବନକୁ ବାଜି ଲଗାଇ ସାଧାରଣଜନତାଙ୍କୁ ସୁରକ୍ଷା ଯୋଗଇ ଆସୁଥିବାତାକ୍ତର, ସଫେଇ କର୍ମଚାରୀ, ନର୍ସ,ପୁଲିସ୍, ସାମ୍ବାଦିକ ଓ ପୌରପରିଷଦକର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ଅବସରରେ ଡ଼ଃ ରୂପଭାନୁ ମିଶ୍ରଙ୍କସମେତ ସାମ୍ବାଦିକ କାହ୍ନୁ ଚରଣ ଶତପଥୀ,ମୃତ୍ୟୁଞ୍ଜୟ ସେନାପତି, ବରିଷ୍ଠ ସାମ୍ବାଦିକବିଜୟ ଅଗ୍ରୱାଲ, ବରିଷ୍ଠ ନର୍ସ ରଙ୍ଗଲତାବେହୁରା, ବାରିପଦା ଟାଉନ ଥାନାଅଧିକାରୀ ବିରେନ୍ଦ୍ର ସେନାପତି, ଜିଲ୍ଲାଜରୁରୀ କାଳୀନ ଅଧିକାରି ସୁଜୟ କୁମାରପତି, ବାରିପଦା ପରିମଳ ନିରୀକ୍ଷକ ସନ୍ତୋଷକୁମାର ମହାନ୍ତି ଓ ଯୁବସମାଜସେବୀ ତଥାସାମ୍ବାଦିକ ସୁବତ କୁମାର ଦାସଙ୍କୁ ସମ୍ମଦ୍ଧିତକରାଯାଇଛି । ଭାରତର ୨୬ ଟି ସହରରେଶିକ୍ଷା, ସ୍ୱାସ୍ଥ୍ୟ ମହିଳା ସଶକ୍ତିକରଣ,ପରିବେଶ ସୁରକ୍ଷା, ଗ୍ରାମାଞ୍ଚଳ ବିକାଶଦିଗରେ ଌ୰୩୯;ଆହ୍ୱାନଫାଉଣ୍ଡେସନଌ୰୩୯; ବିଭିନ୍ନ କାର୍ଯ୍ୟକ୍ରମଜାରି ରଖିଛି । ଏଥିସହିତ ମହାମାରୀକରୋନ ସମୟରେ ବିଭିନ୍ନ ରାଜ୍ୟରେ ଫସିରହିଥିବା ପ୍ରବାସୀଙ୍କୁ ସେମାନଙ୍କ ଘରୁଫେରାଇବାରେ ମଧ୍ୟ ସହାୟତା ଯୋଗଇଦେଉଛି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ‘ଆହ୍ମାନ’ ଫାଉଣ୍ଡେସନର ସ୍ୱେଚ୍ଛାସେବୀଜିତେନ୍ଦ୍ର ପାଲ ସଂଯୋଜନା କରିଥିବାବେଳେ ରାଜ୍ୟ ପ୍ରକଳ୍ପ ସଂଯୋଜକ ପ୍ରଶାନ୍ତବାରିକ୍, ଜିଲ୍ଲା ସଂଯୋଳିକ ସୁବ୍ରତ ଦାସ,ବାଲେଶ୍ୱର ଜିଲ୍ଲା ସଂଯୋଜକବିବେକାନନ୍ଦ ପ୍ରଧାନ, ମଧୁସ୍ମିତା ପାଣି,ସସ୍ମିତା ପାଣି ପ୍ରମୁଖ ଉପସ୍ଥିତ ଥିଲେ ।ରାଜ୍ୟର ବିଭିନ୍ନ ଜିଲ୍ଲାରେ ମହାମାରୀସମୟରେ ଅସହାୟ, ଗରିବ, ଭିନ୍ନକ୍ଷମଲୋକଙ୍କୁ ଶୁଖିଲା ଖାଦ୍ୟ, ମାସ୍କସାନିଗଇଜର, ମସାରି ଓ ଛତା ବନ କାର୍ଯ୍ୟମଧ୍ୟ ଜାରି ରହିଥିବା ସଙ୍ଗଠନର ମୁଖ୍ୟପରିଚାଳକ ବ୍ରଜ କିଶୋର ପ୍ରଧାନ ସୂଚନାଦେଇଛନ୍ତି । ବାରିପଦା,୪ ।୯(ନି.ପ୍ର) କରୋନାମହାମାରୀ ସମୟରେ ନିଜ ଜୀବନକୁବାଜି ଲଗାଇ, ଘରୁ ବାହାରକୁ ବାହାରିଲୋକଙ୍କୁ ସେବା ଯୋଗାଇଥିବା କୋଭିଡଯୋଧ୍ୟାଙ୍କୁ ସମ୍ମାନ ଜଣାଇ ଗୁରୁବାରଆହ୍ୱାନ ଫାଉଣ୍ଡେସନ ପକ୍ଷରୁ ସମ୍ମାନିତକରାଯାଇଛି । ସର୍ବଭାରତୀୟସ୍ତରରେସ୍ୱେଚ୍ଛାସେବୀ ସଙ୍ଗଠନ ‘ଆହ୍ୱାନ’ଫାଉଣ୍ଡେସନ ପକ୍ଷରୁ ଗୁରୁବାର ବାରିପଦାପୌରପରିଷଦର କାର୍ଯ୍ୟଳୟ ପରିସରରେଏକ ସମ୍ବର୍ଦ୍ଧନା ସଭା କୋଭିଡ ନିୟମଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି ।ମୟୂରଭଞ୍ଜ ଜିଲ୍ଲାରେ ପାଦ ରଖିଥିବାଆହ୍ୱାନ ଫାଉଣ୍ଡେସନ ତରଫରୁ ବାରିପଦାପୌରପରିଷଦର ସଫେଇ କର୍ମଚାରୀଙ୍କୁମହାମାରୀ ଭୂତାଣୁ ସଂକ୍ରମିତ ନ ହେବାପାଇଁ ସେମାନଙ୍କୁ ଜୋତା, ଗ୍ଲୋଭସ ଓମାସ୍କ ଆଦି ପ୍ରଦାନ କରଯାଇଛି । ବାରିପଦାପୌରପରିଷଦ କାର୍ଯ୍ୟାଳୟ ପରିସରରେଆୟୋଜିତ ଏହି ସମ୍ମଦ୍ଧନା ଉତ୍ସବରେମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ସିଡିଏମଓଡ଼ଃ ରୂପଭାନୁ ମିଶ୍ର ଯୋଗ ଦେଇଥିବାବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେବାରିପଦା ପୌରପରିଷଦ ମୁଖ୍ୟ କିରାଣୀନୀଳକଣ୍ଠ ଦାସ, ସମାଜସେବୀ ଅର୍ଯ୍ୟଭ…ମହାନ୍ତି ପ୍ରମୁଖ ଅତିଥି ଭାବେ ଉପସ୍ଥିତଥିଲେ । ମହାମାରୀ କରୋନା ସମୟରେନିଜ ଜୀବନକୁ ବାଜି ଲଗାଇ ସାଧାରଣଜନତାଙ୍କୁ ସୁରକ୍ଷା ଯୋଗଇ ଆସୁଥିବାତାକ୍ତର, ସଫେଇ କର୍ମଚାରୀ, ନର୍ସ,ପୁଲିସ୍, ସାମ୍ବାଦିକ ଓ ପୌରପରିଷଦକର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ଅବସରରେ ଡ଼ଃ ରୂପଭାନୁ ମିଶ୍ରଙ୍କସମେତ ସାମ୍ବାଦିକ କାହ୍ନୁ ଚରଣ ଶତପଥୀ,ମୃତ୍ୟୁଞ୍ଜୟ ସେନାପତି, ବରିଷ୍ଠ ସାମ୍ବାଦିକବିଜୟ ଅଗ୍ରୱାଲ, ବରିଷ୍ଠ ନର୍ସ ରଙ୍ଗଲତାବେହୁରା, ବାରିପଦା ଟାଉନ ଥାନାଅଧିକାରୀ ବିରେନ୍ଦ୍ର ସେନାପତି, ଜିଲ୍ଲାଜରୁରୀ କାଳୀନ ଅଧିକାରି ସୁଜୟ କୁମାରପତି, ବାରିପଦା ପରିମଳ ନିରୀକ୍ଷକ ସନ୍ତୋଷକୁମାର ମହାନ୍ତି ଓ ଯୁବସମାଜସେବୀ ତଥାସାମ୍ବାଦିକ ସୁବତ କୁମାର ଦାସଙ୍କୁ ସମ୍ମଦ୍ଧିତକରାଯାଇଛି । ଭାରତର ୨୬ ଟି ସହରରେଶିକ୍ଷା, ସ୍ୱାସ୍ଥ୍ୟ ମହିଳା ସଶକ୍ତିକରଣ,ପରିବେଶ ସୁରକ୍ଷା, ଗ୍ରାମାଞ୍ଚଳ ବିକାଶଦିଗରେ ଌ୰୩୯;ଆହ୍ୱାନଫାଉଣ୍ଡେସନଌ୰୩୯; ବିଭିନ୍ନ କାର୍ଯ୍ୟକ୍ରମଜାରି ରଖିଛି । ଏଥିସହିତ ମହାମାରୀକରୋନ ସମୟରେ ବିଭିନ୍ନ ରାଜ୍ୟରେ ଫସିରହିଥିବା ପ୍ରବାସୀଙ୍କୁ ସେମାନଙ୍କ ଘରୁଫେରାଇବାରେ ମଧ୍ୟ ସହାୟତା ଯୋଗଇଦେଉଛି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ‘ଆହ୍ମାନ’ ଫାଉଣ୍ଡେସନର ସ୍ୱେଚ୍ଛାସେବୀଜିତେନ୍ଦ୍ର ପାଲ ସଂଯୋଜନା କରିଥିବାବେଳେ ରାଜ୍ୟ ପ୍ରକଳ୍ପ ସଂଯୋଜକ ପ୍ରଶାନ୍ତବାରିକ୍, ଜିଲ୍ଲା ସଂଯୋଳିକ ସୁବ୍ରତ ଦାସ,ବାଲେଶ୍ୱର ଜିଲ୍ଲା ସଂଯୋଜକବିବେକାନନ୍ଦ ପ୍ରଧାନ, ମଧୁସ୍ମିତା ପାଣି,ସସ୍ମିତା ପାଣି ପ୍ରମୁଖ ଉପସ୍ଥିତ ଥିଲେ ।ରାଜ୍ୟର ବିଭିନ୍ନ ଜିଲ୍ଲାରେ ମହାମାରୀସମୟରେ ଅସହାୟ, ଗରିବ, ଭିନ୍ନକ୍ଷମଲୋକଙ୍କୁ ଶୁଖିଲା ଖାଦ୍ୟ, ମାସ୍କସାନିଗଇଜର, ମସାରି ଓ ଛତା ବନ କାର୍ଯ୍ୟମଧ୍ୟ ଜାରି ରହିଥିବା ସଙ୍ଗଠନର ମୁଖ୍ୟପରିଚାଳକ ବ୍ରଜ କିଶୋର ପ୍ରଧାନ ସୂଚନାଦେଇଛନ୍ତି ।

- Advertisement -କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କଲା ଆହ୍ୱାନ ଫାଉଣ୍ଡେସନ

More articles

LEAVE A REPLY

Please enter your comment!
Please enter your name here

- Advertisement -କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କଲା ଆହ୍ୱାନ ଫାଉଣ୍ଡେସନ

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...