30 C
Bhubaneswar
Tuesday, September 22, 2020

ଗଙ୍ଗାହାର ନଦୀରେ ଗ୍ରାମବାସୀଙ୍କ ଦ୍ୱାରା ବାଉଁଶ ପୋଲ ନିର୍ମାଣ

Must read

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ବାଲେଶ୍ୱର,୪ା୯(ନି.ପ୍ର): ନଈ ପାରହୋଇ ଗାଁରୁ ଯିବାଆସିବା ପାଇଁକେତେ ଗୁହାରୀ କରିଥିଲେ ମଧ୍ୟଆଜିସୁଦ୍ଧା ରେମୁଣା ଗୁଡ଼ଦା ଅଞ୍ଚଳରେସ୍ଥାୟୀ ପୋଲଟିଏ ନିର୍ମାଣ କରିବାରେପ୍ରଶାସନ କିମ୍ବା ଲୋକପ୍ରତିନିଧି କେହିବି ସହାୟ ହେଲେନାହିଁ । ଆଉ ଯେଉଁଏକମାତ୍ର ବାଉଁଶ ପୋଲକୁ ଲୋକେଭରଷା କରିଥିଲେ ତାହାବି ଗତବନ୍ୟାଜଳରେ ଭାସିଯିବା ପରେ ଏବେଅଣ୍ଟା ଭିଡ଼ିଛନ୍ତି ଗ୍ରାମବାସୀ । ବାଲେଶ୍ୱରରେମୁଣା ଶିରାକୁଇଲି ଗାଁର ଗଙ୍ଗାହାରନଦୀର ଇଏ ହେଉଛି ସେଇ ବାଉଁଶପୋଲ । ଗତ ଲଘୁଚାପଜନିତ ବର୍ଷାରେସୃଷ୍ଟି ହୋଇଥିବା ବନ୍ୟାରେ ରାତି ଅଧିଆପୋଲଟିକୁୁ ବନ୍ୟା ସୁଅରେଭାସିଯାଇଥିଲା । ଯେଉଁ ପୋଲବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାକୁସଂଯୋଗ କରୁଥିଲା ଆଉ ହଜାରହଜାରଲୋକଙ୍କ ଏକ ମାତ୍ର ଭରଷା ଥିଲା ।ଦୈନିକ ପ୍ରାୟ ୩୦ ହଜାର ଲୋକେଏହି ପୋଲକୁ ଭରସା କରି ଯାତାୟତକରିଥା’ନ୍ତି । ତେବେ ଏହି ପୋଲଭାସିଯିବା ପରେ ମୟୂରଭଂଜ ଓବାଲେଶ୍ୱରକୁ ଯୋଗାଯୋଗ ରାସ୍ତାସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିବା ବେଳେନିକଟସ୍ଥ ଶିରାକୁଇଲି ଏବଂ ଭଦ୍ରସିଆଗାଁ ଲୋକେ ଘରୁୁ ବାହାରି ପାରୁନାହାଁନ୍ତିା ପ୍ରଶାସନ ସବୁ ଜାଣି ମଧ୍ୟ ଲୋକଙ୍କସମସ୍ୟା ଅନୁଧ୍ୟାନ ପାଇଁ ଜଣେ ହେଲେଅଧିକାରୀ ଏଠାକୁ ଆସିନଥିବାଗ୍ରାମବାସୀମାନେ ଆରୋପ ଉଠାଇଛନ୍ତି ।ଜିଲ୍ଲା ଅନ୍ୟାନ୍ୟ ସ୍ଥାନରେ ଉପୁଜୁଥିବାଏଭଳି ସ୍ଥିତିରେ ପ୍ରଶାସନ ଯୁଦ୍ଧକାଳୀନଭିତ୍ତିରେ ଅସ୍ଥାୟୀ ପୋଲ ନିର୍ମାଣକରୁଥିବା ବେଳ ଏଠି ତାହା ସ୍ୱପ୍ନହୋଇଛି ବୋଲି ସେମାନେ କହିଛନ୍ତି ।ଶେଷରେ ଗ୍ରାମବାସୀମାନେ ରାତିଦିନଏକ କରିଦେଇ ଲାଗିପଡ଼ିଛନ୍ତି ପୁଣି ଏକବାଉଁଶ ପୋଲ ନିର୍ମାଣରେ । ପ୍ରାୟ ଶହେମିଟରରୁ ଉଦ୍ଧ୍ୱର୍ ଲମ୍ବର ଏହି ପୋଲନିର୍ମାଣ ପାଇଁ ସମସ୍ତେ ଖାଇବା ପିଇବାବି ଭୁଲି ଯାଇଛନ୍ତି । ସ୍ୱାଧୀନତା ପରଠାରୁଏଠାରେ ଏକ ସ୍ଥାୟୀ ପୋଲ ନିର୍ମାଣପାଇଁ ଲୋକେ ନିର୍ବାଚିତ ଲୋକପ୍ରତିନିଧି ଓ ପ୍ରଶାସନିକଅଧିକାରୀଙ୍କଠାରେ ଗୁହାରୀ କରିଚାଲିଛନ୍ତି । ଇତି ମଧ୍ୟରେ ବହୁ ବାରନିର୍ବାଚନ ସରିଛି ଓ ମାତ୍ର ନିର୍ବାଚନବେଳର ପ୍ରତିଶ୍ରୁତି ପରବର୍ତ୍ତୀ ସମୟରେପାଣିର ଗାର ଭଳି ଧୋଇହୋଇଯାଇଛି । ପୋଲ ନିର୍ମାଣ ପାଇଁସରକାରୀ ସ୍ତରରେ ଯଦି ଉଚିତପଦକ୍ଷେପ ନିଆ ନ ଯାଏ ତାହାଲେଆଗାମୀ ଦିନରେ ଏହା ଏକ ବଡ଼ ଇସୁ୍ୟହୋଇ ଜନ ଆନେ୍ଦାଳନକୁ ଆମନ୍ତ୍ରଣକରିବ ବୋଲି ଗ୍ରାମବାସୀମାନେଚେତାବନୀ ଦେଇଛନ୍ତି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଜମ୍ମୁ ଓ କାଶ୍ମୀର ରେ ଆତଙ୍କି ଆକ୍ରମଣ ।

ଶ୍ରୀନଗର: ସୋମବାର ସକାଳେ ଶ୍ରୀନଗରର ନୋଭଗାମରେ ଆତଙ୍କବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଦଳ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ସିଆରପିଏଫ ର ୧୧୦ ବାଟାଲିୟନର ଏକ ଅଂଶକୁ...