28 C
Bhubaneswar
Saturday, September 19, 2020

ଦିବଂଗତ ବ୍ୟକ୍ତିତ୍ୱଙ୍କ ଉଦେ୍ଦଶ୍ୟରେ ଶ୍ରଦ୍ଧାଞ୍ଜଳି

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ବାଲେଶ୍ୱର,୪ା୯(ନି.ପ୍ର): ପୂର୍ବତନ ରାଷ୍ଟ୍ରପତିଭାରତରତ୍ନ ସ୍ୱର୍ଗତଃ ପ୍ରଣବ ମୁଖାର୍ଜୀ ଓ ଜିଲ୍ଲା ବ୍ରାହ୍ମଣସମିତିର ପୂର୍ବତନ ସଭାପତି ପଣ୍ଡିତ ସ୍ୱର୍ଗତଃ ରଘୁନାଥଷଡ଼ଙ୍ଗୀଙ୍କ ବିୟୋଗରେ ଏକ ଏକ ଶ୍ରଦ୍ଧାଞ୍ଜଳି ସଭାଆଜି ଅନୁଷ୍ଠିତ ହୋଇଯାଇଛି ବାଲେଶ୍ୱର ଜିଲ୍ଲା ବ୍ରାହ୍ମଣସମିତିର ଦାମୋଦରପୁରସ୍ଥିତ କାର୍ଯ୍ୟାଳୟରେ ଡଃ.କ୍ଷିତୀଶ୍ୱର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳିସଭାରେ ଏହି ଦିବଂଗତ ଦୁଇ ବ୍ୟକ୍ତିତ୍ୱଙ୍କ ପ୍ରତି ଗଭୀରଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ସମିତିର ଜିଲ୍ଲାସଂପାଦକ ଗୌରଚନ୍ଦ୍ର ଦାଶ ପ୍ରାରମ୍ଭିକ ସୂଚନା ପ୍ରଦାନପରେ ଉଭୟଙ୍କ ଫଟୋଚିତ୍ରରେ ଉପସ୍ଥିତମାନେ ପୁଷ୍ପପ୍ରଦାନ କରିଥିଲେ । ବିରଞ୍ଚôନାରାୟଣ ମିଶ୍ର ବେଦପାଠକରିବା ପରେ ଦୁଇମିନିଟ୍ ନିରବ ପ୍ରାର୍ଥନାକରାଯାଇଥିଲା । ବିଭିନ୍ନ ସମସ୍ୟା ସମାଧାନ ଦିଗରେସ୍ୱର୍ଗତଃ ପ୍ରଣବ ମୁଖାର୍ଜୀ ଯେପରି ଦେଶର ସ୍ୱାର୍ଥରେସରକାରୀ ଦଳ ଓ ବିରୋଧି ଦଳ ମଧ୍ୟରେ ସମନ୍ୱୟରକ୍ଷା କରି ଆସିଥିଲେ ସେହିପରି ଜିଲ୍ଲା ଓ ରାଜ୍ୟ ବ୍ରାହ୍ମଣସମିତିର ବିଭିନ୍ନ ସାଂଗଠନିକ ସଂକଟବେଳେ ସ୍ୱର୍ଗତଃରଘୁନାଥ ଷଡ଼ଙ୍ଗୀ ତାଙ୍କର ଦକ୍ଷତା ପ୍ରଦର୍ଶନ କରି ସମିତିକୁଐକ୍ୟବଦ୍ଧ କରାଉଥିଲେ ବୋଲି ପ୍ରକାଶ କରିବକ୍ତାମାନେ ଉଭୟେ ଦିବଂଗତଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଓ ସମ୍ମାନ ଜଣାଇଥିଲେ । ଆସନ୍ତାବର୍ଷ ଜିଲ୍ଲା ସମିତିପ୍ରତିଷ୍ଠାର ଶତବାର୍ଷିକୀ ପାଳନ କରିବାକୁଯାଉଥିବାବେଳେ ପଣ୍ଡିତ ଷଡ଼ଙ୍ଗୀଙ୍କ ଦେହାନ୍ତ ସମିତିପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତପ୍ରକାଶପାଇଥିଲା । ଜିଲ୍ଲାକମିଟିର ଉପଦେଷ୍ଟାବୃନ୍ଦ ଓ କର୍ମକର୍ତ୍ତାଙ୍କସମେତ ବିଭିନ୍ନ ବ୍ଲକ୍ କମିଟିର ନେତୃତ୍ୱ ସର୍ବଶ୍ରୀ ଶକ୍ତିପଦପଣ୍ଡା, ଲକ୍ଷ୍ମୀଧର ମହାପାତ୍ର, ଶୁଭଙ୍କର ମହାପାତ୍ର,କୃଷ୍ଣଚନ୍ଦ୍ର ପତ୍ରୀ, ଗୌରାଙ୍ଗ ପାଣିଗ୍ରାହୀ, ଭଗବାନଆଚାର୍ଯ୍ୟ, କନକଲତା ତି୍ରପାଠୀ, ବୈଦ୍ୟନାଥ ଆଚାର୍ଯ୍ୟ,ନିରାକାର ଦାଶ, ବିଭୂତି ଭୂଷଣ ତି୍ରପାଠୀ, ବେଣୁଧରମିଶ୍ର, ସର୍ବେଶ୍ୱର ପତି, ପ୍ରସନ୍ନ ପାଢ଼ୀ, ଦେବବ୍ରତପାଣିଗ୍ରାହୀ ଓ ବେଣୁଧର ମିଶ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ସଭାରେବକ୍ତବ୍ୟ ପ୍ରଦାନ କରିଥିଲେ । ସମିତିର ଆଜୀବନ ସଦସ୍ୟସ୍ୱର୍ଗତଃ ମଧୁସୂଦନ ମିଶ୍ର ଓ କାର୍ତ୍ତିକ ଚନ୍ଦ୍ର ଦ୍ୱିବେଦୀଙ୍କବିୟୋଗରେ ଶୋକପ୍ରସ୍ତାବ ଗୃହୀତ ହୋଇଥିଲା । ରାଜ୍ୟକମିଟିର ସଭାପତି ପ୍ରଫେସର ଶରତ ମହାପାତ୍ର, ଭଦ୍ରକଜିଲ୍ଲା କମିଟିର ସଭାପତି ବିଷ୍ଣୁମୋହନ ପଣ୍ଡା ଓବାଲେଶ୍ୱର ଜିଲ୍ଲା ସଭାପତି ଡାକ୍ତର ଶୀର୍ଷ କୁମାର ଦାଶପଠାଇଥିବା ଶୋକବାର୍ତ୍ତା ପାଠ କରାଯାଇଥିଲା । ଶାନ୍ତିମନ୍ତ୍ରଓ ସର୍ବଧର୍ମ ପ୍ରାର୍ଥନା ପରେ ସଭାସାଙ୍ଗ କରାଯାଇଥିଲା ।କାର୍ଯ୍ୟକ୍ରମ ପରିଚାଳନାରେ କ୍ଷିତୀଶ ଚନ୍ଦ୍ର ପଣ୍ଡା, ଶଙ୍କର୍ଷଣପାଣିଗ୍ରାହୀ, କେଶବ ଚନ୍ଦ୍ର ପଣ୍ଡା, କୃତିବାସ ପଣ୍ଡା ଓଦିଲ୍ଲୀପ ଚକ୍ରବର୍ତ୍ତୀ ପ୍ରମୁଖ ସହଯୋଗ କରିଥିଲେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...