24 C
Bhubaneswar
Tuesday, November 24, 2020

ଲିଭଷ୍ଟକ ଏଡ ସେଣ୍ଟର ନିର୍ମାଣ ଦୁର୍ନୀତିର ତଦନ୍ତ ଦାବି

Must read

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କେନ୍ଦ୍ରାପଡା,୪/୯(ନି.ପ୍ର): କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ପଳସିଂହା ଗ୍ରାମପଂଚାୟତପକ୍ଷରୁ ଲିଭଷ୍ଟକ ଏଡ ସେଂଟର ନିର୍ମାଣଦୁର୍ନିତୀର ତଦନ୍ତ ଦାବୀ କରାଯାଇଛି ।ଗୁରୁବାର ପଂଚାୟତର ଅଧିବାସୀମାନେଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଏହିଦୁର୍ନିତୀର ବିଧିବଦ୍ଧ ତଦନ୍ତ କରାଯିବାକୁଦାବି କରିଛନ୍ତି । ଅଭିଯୋଗ ଅନୁଯାଇଗତ ୨୦୦୯-୧୦ ଆର୍ଥିକ ବର୍ଷରେପଳସିଂହା ପଂଚାୟତରେ ଲିଭ ଷ୍ଟକ ଏଡସେଂଟର ନିର୍ମାଣ ପାଇଁ ୪ଲକ୍ଷ୨୫ହଜାର ଟଙ୍କା ସରକାରୀ ଅନୁଦାନମଞ୍ଜୁର ହୋଇଥିଲା । ଏହି ସେଂଟରନିର୍ମାଣ ନିମନ୍ତେ ପଳସିଂହା ମୈାଜାରସଂରକ୍ଷିତ ଖାତା ନମ୍ବର ୧୦୭୬ ଓ ପ୍ଲଟନମ୍ବର ୧୧୭୯ ଏରିଆ ଏ ୦.୦୧ଡିସିମିଲ କିଷମ ଘରବାରୀ ଉପରେ ନିର୍ମିତହୋଇଥିବା ପଳସିଂହା ଗ୍ରାମର ମହେନ୍ଦ୍ରମଳିକ ସୂଚନା ଅଧିକାର ଆଇନରେ ବ୍ଲକରେକର୍ଡରୁ ପାଇଥିବା ତଥ୍ୟରୁ ଜଣାପଡିଛିା ଏହି କାର୍ଯ୍ୟଟି ବ୍ଲକର ତତକାଳୀନ କନିଷ୍ଠଯନ୍ତ୍ରୀ ପ୍ରତାପ କୁମାର ସାହୁଙ୍କ ନାମରେଗତ ତା ୨୭.୧୨.୨୦୧୦ରିଖରେକାର୍ଯ୍ୟାଦେ୍ଦଶ ପ୍ରଦାନ କରାଯାଇଥିଲା । ଏହିକାର୍ଯ୍ୟ ନିମନ୍ତେ ପ୍ରଥମ କିସ୍ତି ବାବଦ ଗତତା ୯.୦୩.୨୦୧୬ରିଖରେ ୨ଲକ୍ଷ୨୧ହଜାର ୬୮୫ଟଙ୍କା ଅଗ୍ରୀମଉଠାଯାଇଛି । ଦ୍ୱିତୀୟ କିସ୍ତିରେ ଗତ ତା୯,୦୧.୨୦୧୭ରିଖରେ ୧ଲକ୍ଷ୧୬ହଜାର ୯୯୮ଟଙ୍କା ଅଗ୍ରୀମଉଠାଯାଇଥିବା ବେଳେ ଗତ ତା୬.୧୦.୨୦୧୭ରିଖରେ ଅନ୍ୟଜଣେତତକାଳୀନ କନିଷ୍ଠ ଯନ୍ତ୍ରୀ ନାରାୟଣରଣାଙ୍କ ନାମରେ କାର୍ଯ୍ୟାଦେ୍ଦଶ ପରିବର୍ତ୍ତନକରାଯାଇ ୮୬ହଜାର ୩୮୭ଟଙ୍କାଉଠାଯାଇଥିବା ସୂଚନା ଅଧିକାରଆଇନରେ ବ୍ଲକରୁ ମିଳିଥିବା ତଥ୍ୟରୁଜଣାପଡିଛି । କିନ୍ତୁ ଏହି ନିର୍ମାଣ ପାଇଁପ୍ରଦାନ କରାଯାଇଥିବା କାର୍ଯ୍ୟାଦେ୍ଦଶରେଉଲ୍ଲେଖଥିବା ପଳସିଂହା ମୈାଜାର ଖାତାନମ୍ବର ୧୦୭୬ ଓ ପ୍ଲଟ ନମ୍ବର ୧୧୭୯ଉପରେ କୈାଣସି ଗୃହ ନଥିବା ଅଭିଯୋଗହୋଇଛି । ତେଣୁ ଏହି ୪ଲକ୍ଷ୨୫ହଜାର ଟଙ୍କା ସରକାରୀ ଅନୁଦାନଅର୍ଥକୁ ମିଥ୍ୟା ବିଲ ପ୍ରସ୍ତୁତ କରାଯାଇହଡପ କରାଯାଇଥିବା ଯୋଗୁଁ ଏଥିନିମନ୍ତେଦାୟୀ ପୂର୍ବତନ କନିଷ୍ଠ ଯନ୍ତ୍ରୀ ପ୍ରତାପକୁମାର ସାହୁ ଓ ନାରାୟଣ ରଣା,ପୂର୍ବତନସହକାରୀ ଯନ୍ତ୍ରୀ ଅକ୍ଷୟ କୁମାରପ୍ରଧାନ,ପୂର୍ବତନ ବିଡିଓ କିଶୋର ଚନ୍ଦ୍ରସ୍ୱାଇଁ ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷାନିବେଦିତା ସାମଲଙ୍କ ବିରୋଧରେ ଦୃଢକାର୍ଯୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀକରାଯାଇଛି । ଏହି ପଂଚାୟତଟି ପୂର୍ବତନବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସାମଲଙ୍କ ନିଜପଂଚାୟତ ହୋଇଥିବାରୁ ଏଠାରେ ହଡପହୋଇଥିବା ସମସ୍ତ ସରକାରୀ ଅର୍ଥଅଧ୍ୟକ୍ଷାଙ୍କ ନିଦେ୍ର୍ଦଶରେ ଓ ସହଯୋଗରେହୋଇଛି ବୋଲି ଅଭିଯୋଗ ହୋଇଛି ।ତେଣୁ ତୁରନ୍ତ ସେହି କେଶ ରେକର୍ଡକୁଜବତ କରାଯିବା ସହ ସଂପୃକ୍ତ ସ୍ଥାନକୁପରିଦର୍ଶନ ପୂର୍ବକ ଘଟଣାର ବିଧିବଦ୍ଧତଦନ୍ତ କରାଯାଇ ଏଭଳି ମହାଦୁର୍ନିତୀପାଇଁ ଦାୟୀ ସମସ୍ତ ବ୍ୟକ୍ତି ବିଶେଷଙ୍କବିରୋଧରେ କଠୋରରୁ କଠୋରତମଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣକରାଯିବାକୁ ପଂଚାୟତବାସୀଙ୍କ ପକ୍ଷରୁଶରତ ଚନ୍ଦ୍ର ବିଶ୍ୱାଳ,ମହେନ୍ଦ୍ର କୁମାରମଳିକ,ଶଶୀକାନ୍ତ ମଳିକ,ଭିକାରୀପରିଡା,ଗୋପବନ୍ଧୁ ସେଠୀ,ବସନ୍ତସେଠୀ,ରଶ୍ମୀତା ସେଠୀ,ଚାନ୍ଦିନୀସେଠୀ,ରାମଚନ୍ଦ୍ରବେହେରା,ମଦନମୋହନସେଠୀ,ଜଗବନ୍ଧୁ ପଲାଇ,ଖଗେଶ୍ୱରମଳିକ,ବିଚିତ୍ର ନାୟକ ପ୍ରମୁଖ ଶତାଧିକଲୋକ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗକରିଛନ୍ତି । ଜିଲ୍ଲାପାଳ ଏହି ଘଟଣାରତଦନ୍ତ କରାଯିବ ବୋଲିଅଭିଯୋଗକାରୀମାନଙ୍କୁ ପ୍ରତିଶୃତିଦେଇଥିବା ଜଣାପଡିଛି ।

- Advertisement -ଲିଭଷ୍ଟକ ଏଡ ସେଣ୍ଟର ନିର୍ମାଣ ଦୁର୍ନୀତିର ତଦନ୍ତ ଦାବି

More articles

LEAVE A REPLY

Please enter your comment!
Please enter your name here

- Advertisement -ଲିଭଷ୍ଟକ ଏଡ ସେଣ୍ଟର ନିର୍ମାଣ ଦୁର୍ନୀତିର ତଦନ୍ତ ଦାବି

Latest article

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...