24 C
Bhubaneswar
Wednesday, November 25, 2020

ଦ୍ୱିତୀୟ ସ୍ଥାନରେ କିଟ୍‍ ମ୍ୟାନେଜମେଣ୍ଟ ସ୍କୁଲ୍‍

Must read

ଆର୍ଥିକ ନିରାପତ୍ତା ଦେଇଛି ମାଛଚାଷ ।

ଭୁବନେଶ୍ଵର,୨୫ ।୧୧;ମହିଳାସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ମାଛଚାଷ ଜରିଆରେ ନିଜର ଆର୍ଥିକ ନିରାପତ୍ତାକୁ ସୁଦୃଢ କରିପାରିଛନ୍ତି । ଏହାର ଏକ ଉଦାହରଣା ତ୍ସାହିତ କରିଆସୁଛି...

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫ ।୧୧ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଭୁବନେଶ୍ୱର, ୪ ।୯(ନି.ପ୍ର): ଚଳିତବର୍ଷଟାଇମ୍‍ସ ବିବିଏ ଏଜୁକେସନ୍‍ ର୍ୟାଙ୍କିଙ୍ଗସର୍ଭେରେ ସମଗ୍ର ଦେଶରେ କିଟ୍‍ମ୍ୟାନେଜମେଣ୍ଟ ସ୍କୁଲ୍‍ (କେଏସ୍‍ଓଏମ୍‍)ଦ୍ୱିତୀୟ ସ୍ଥାନରେ ରହିବାର ଗୌରବଅର୍ଜନ କରିଛି । ସମଗ୍ର ଭାରତରେ ବିବିଏପାଠ୍ୟକ୍ରମ ପ୍ରଦାନ କରୁଥିବାଶିକ୍ଷାନୁଷ୍ଠାନଗୁଡ଼ିକୁ ନେଇ ଏହି ସର୍ଭେକରାଯାଇଥିବା ବେଳେ ମଙ୍ଗଳବାରଟାଇମ୍‍ସ ସର୍ଭେ ରିପୋର୍ଟ ପ୍ରକାଶପାଇଛି । ଏହି ସର୍ଭେରେ ଡେସ୍କ ରିସର୍ଚ୍ଚ,ଫାକ୍‍ଚୁଆଲ୍‍ ସର୍ଭେ ଓ ପରସେପ୍‍ଚୁଆଲ୍‍ରେଟିଂ ସର୍ଭେକୁ ମୁଖ୍ୟ ଆଧାର ଭାବେବ୍ୟବହାର କରାଯାଇଥିଲା । ଏଥିରେ ଭାଗନେଇଥିବା ବିବିଏ ଅନୁଷ୍ଠାନଗୁଡ଼ିକରତଥ୍ୟ ସଂଗ୍ରହ କରାଯିବା ପରେ ସେସବୁର ସ୍ୱତନ୍ତ୍ର ପଦ୍ଧତିରେ ବିଶ୍ଳେଷଣକରାଯାଇ ତଦନୁସାରେ ବିଭିନ୍ନଅନୁଷ୍ଠାନର ର୍ୟାଙ୍କିଙ୍ଗ କରାଯାଇଥିଲା ।ଜୁଲାଇ ମାସର ପ୍ରଥମ ସପ୍ତାହରୁ ଅଗଷ୍ଟତୃତୀୟ ସପ୍ତାହ ପର୍ଯ୍ୟନ୍ତ କରାଯାଇଥିବାଏହି ର୍ୟାଙ୍କିଙ୍ଗ ପ୍ରକ୍ରିୟାରେ ସାମଗ୍ରିକଅଧ୍ୟୟନ ଏବଂ ଅବଧାରଣାତ୍ମକ ଅଧ୍ୟୟନସହ ଜଡ଼ିତ ଏକ ସାମଗ୍ରିକ ଅନୁସନ୍ଧାନପ୍ରକ୍ରିୟା ଉପଯୋଗ କରାଯାଇଥିଲା ।ସୂଚନାଯୋଗ୍ୟ, କିଟ୍‍ ମ୍ୟାନେଜମେଣ୍ଟସ୍କୁଲ୍‍ ଦେଶର ପୁରାତନ ବିଜିନେସ୍‍ମ୍ୟାନେଜମେଣ୍ଟ ସ୍କୁଲ୍‍ ମଧ୍ୟରେ ଅନ୍ୟତମ ।କିଟ୍‍ ମ୍ୟାନେଜମେଣ୍ଟ ସ୍କୁଲ୍‍ର ୮୦ପ୍ରତିଶତ ଅଧ୍ୟାପକ କର୍ପୋରେଟ୍‍ କ୍ଷେତ୍ରରୁଆସିଥିବା ବେଳେ ସେମାନଙ୍କ ମଧ୍ୟରୁଅର୍ଦ୍ଧାଧିକ ବିଭିନ୍ନ ଆଇଆଇଏମ,ଆଇଆଇଟି, ଏକ୍‍ସଏଲ୍‍ଆର୍‍ଆଇ,ଏମ୍‍ଡିଆ ଏବଂ ଅନ୍ୟାନ୍ୟ ଶ୍ରେଷ୍ଠବିଜିନେସ୍‍ ସ୍କୁଲ୍‍ରୁ ଶିକ୍ଷାପ୍ରାପ୍ତ ହୋଇଛନ୍ତି ।କିଟ୍‍ ମ୍ୟାନେଜମେଣ୍ଟ ସ୍କୁଲ୍‍ରେବିଶ୍ୱସ୍ତରୀୟ ଶିକ୍ଷାଦାନ କରାଯାଇଥାଏ ।କିଟ୍‍ ମ୍ୟାନେଜମେଣ୍ଟ ସ୍କୁଲ୍‍ର ଅନେକଛାତ୍ରଛାତ୍ରୀ ଏବେ ବଡ଼ ବଡ଼ କମ୍ପାନୀରମୁଖ୍ୟ ହୋଇଥିବା ବେଳେ କେତେକସେମାନଙ୍କର ନିଜସ୍ୱ କମ୍ପାନୀ ଚଳାଉଛନ୍ତିକିମ୍ବା କର୍ପୋରେଟ୍‍ କ୍ଷେତ୍ରରେ ବରିଷ୍ଠପରିଚାଳନା ଦାୟିତ୍ୱରେ ରହିଛନ୍ତି । କିଟ୍‍ମ୍ୟାନେଜମେଣ୍ଟ ସ୍କୁଲ୍‍ର ଏହିସଫଳତାରେ ଆନନ୍ଦ ପ୍ରକାଶ କରିବା ସହପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ସମସ୍ତଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓକର୍ମଚାରୀଙ୍କ ଅଭିନନ୍ଦନ ଜଣାଇଛନ୍ତି ।ସେ କହିଛନ୍ତି, କିଟ୍‍ ମ୍ୟାନେଜମେଣ୍ଟ ସ୍କୁଲ୍‍ଦେଶର ଏକ ଅଗ୍ରଣୀ ବି-ସ୍କୁଲ୍‍ ଭାବେଖ୍ୟାତି ଅର୍ଜନ କରିଥିବା ବେଳେ କ୍ରମାଗତଭାବେ ପୂର୍ବ ଭାରତରେ ଅନ୍ୟତମ ଶ୍ରେଷ୍ଠବି-ସ୍କୁଲ୍‍ ଭାବେ ପରିଗଣିତହୋଇଆସୁଛି ।

- Advertisement -ଦ୍ୱିତୀୟ ସ୍ଥାନରେ କିଟ୍‍ ମ୍ୟାନେଜମେଣ୍ଟ ସ୍କୁଲ୍‍

More articles

LEAVE A REPLY

Please enter your comment!
Please enter your name here

- Advertisement -ଦ୍ୱିତୀୟ ସ୍ଥାନରେ କିଟ୍‍ ମ୍ୟାନେଜମେଣ୍ଟ ସ୍କୁଲ୍‍

Latest article

ଆର୍ଥିକ ନିରାପତ୍ତା ଦେଇଛି ମାଛଚାଷ ।

ଭୁବନେଶ୍ଵର,୨୫ ।୧୧;ମହିଳାସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ମାଛଚାଷ ଜରିଆରେ ନିଜର ଆର୍ଥିକ ନିରାପତ୍ତାକୁ ସୁଦୃଢ କରିପାରିଛନ୍ତି । ଏହାର ଏକ ଉଦାହରଣା ତ୍ସାହିତ କରିଆସୁଛି...

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫ ।୧୧ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଚାଷୀଙ୍କ ବିକାଶ ପାଇଁ ଦିଆଯାଇଥିବା ଟିପ୍ପଣୀ ବାସ୍ତବଠୁୁ ସମ୍ପୂର୍ଣ୍ଣ ଭିନ୍ନ .

ଭୁବନେଶ୍ବର,୨୪ା୧୧; କେନ୍ଦ୍ର ବିଜେପିସରକାର କୃଷି କୃଷକର ବିକାଶ ପାଇଁ ବହୁ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାସୀନ ହେବା ପରେ...