17 C
Bhubaneswar
Monday, November 30, 2020

ବିଜୁ ଯୁବଛାତ୍ର ଜନତା ଦଳର ସାଙ୍ଗଠନିକ ସମୀକ୍ଷା

Must read

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଭୁବନେଶ୍ୱର,୪ ।୯(ନି.ପ୍ର): ବିଜୁଯୁବଛାତ୍ର ଜନତା ଦଳ ପକ୍ଷରୁ ପଞ୍ଚମପର୍ଯ୍ୟାୟ ସମୀକ୍ଷା ସମ୍ପର୍କୀୟ ଭର୍ଚୁଆଲ୍ମିଟିଙ୍ଗ୍ ଅନୁଷ୍ଠିତ ହୋଇଯାଇଛି । ଆଜିପଶ୍ଚିମ ଓଡିଶାର ବଲାଙ୍ଗିର, ସମ୍ବଲପୁର,ବରଗଡ ଓ ଝାରସୁଗୁଡା ଜିଲ୍ଲାରତୃଣମୂଳସ୍ତରୀୟ ସାଂଗଠନିକ କାର୍ଯ୍ୟକୁସମୀକ୍ଷା କରାଯାଇଛି । ଏହି ଭର୍ଚୁଆଲ୍ବୈଠକରେ ଜିଲ୍ଲାସ୍ତରରୁ ଆରମ୍ଭ କରିପଞ୍ଚାୟତସ୍ତର ପର୍ଯ୍ୟନ୍ତ ବହୁସଂଖ୍ୟାରେ ଯୁବଓ ଛାତ୍ରନେତାମାନେ ଯୋଗଦେଇସଙ୍ଗଠନ ସମ୍ପର୍କରେ ନିଜର ମତରଖିଥିଲେ । ପୂର୍ବରୁ ୪ଟି ପର୍ଯ୍ୟାୟରେ୧୬ଜିଲ୍ଲା ଏବଂ ୨ଟି ସାଂଗଠନିକ ଜିଲ୍ଲାରସାଙ୍ଗଠନିକ ବୈଠକ ସମୀକ୍ଷାକରାଯାଇଥିଲା । ଆଜିର ସାଙ୍ଗଠନିକସମୀକ୍ଷା ଭର୍ଚୁଆଲ ମିଟିଙ୍ଗ୍ରେ ମୁଖ୍ୟ ଅତିଥିରୂପେ ବିଜୁଜନତା ଦଳରସଂଗଠନସମ୍ପାଦକ ତଥା ବିଧାୟକ ଯାଜପୁର ପ୍ରଣବପ୍ରକାଶ ଦାସ ଯୋଗଦେଇ ପଶ୍ଚିମ ଓଡିଶାରସାମାଜିକ ତଥା ଅର୍ଥନୈତିକ ଉନ୍ନତି,ପ୍ରଗତି ଏବଂ ସମୃଦ୍ଧି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀନବୀନ ପ…ନାୟକଙ୍କ ନୀତି, ନେତୃତ୍ୱଏବଂ ଅବଦାନକୁ ଭୂୟଂସି ପ୍ରସଂଶାକରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ବଦ୍ଧତାଅଧ୍ୟବ୍ୟବସାୟ, ତ୍ୟାଗ, ସ୍ୱଚ୍ଛଭାବ ମୂର୍ତ୍ତିଏବଂ ବଳିଷ୍ଠ ନେତୃତ୍ୱ ଆଧାରରେ ତଥାନ୍ତ୫-ଟି’ ଓ ନ୍ତମୋ ସରକାର’କାର୍ଯ୍ୟକ୍ରମମାଧ୍ୟମରେ ଆଜି ସମଗ୍ର ଦେଶରେଓଡିଶାକୁଏକ ବିକଶିତ ରାଜ୍ୟର ମାନ୍ୟତାମିଳିଛି । ମୁଖ୍ୟମନ୍ତ୍ରୀ ସଦାସର୍ବଦାଅର୍ଥନିତୀଠାରୁ ଜୀବନକୁ ଅଧିକ ଗୁରୁତ୍ୱଦେଇଆସିଛନ୍ତି, ଏହାରସଂପ୍ରତି ଉଦାହରଣକୋଭିଡ୍ ସୁପରିଚାଳନା ବୋଲି ସେକହିଥିଲେ । ମୁଖ୍ୟମନ୍ତ୍ରୀ ଯୁବଛାତ୍ର ଏବଂମହିଳାମାନଙ୍କୁ ସଦାସର୍ବଦା ଗୁରୁତ୍ୱଦେଇଆସିଛନ୍ତି ।ତେଣୁ ବିଶେଷକରିଯୁବଛାତ୍ର ନେତୃତ୍ୱଗଣ ସମର୍ପଣ ଭାବ,ସାହାସ, ତ୍ୟାଗ ଏବଂ ସେବା ମନୋଭାବଦ୍ୱାରା ନିଜକୁ ସାମାଜିକ ସେବା କାର୍ଯ୍ୟରେନିୟୋଜିତ କରିବା ପାଇଁ ଆହ୍ୱାନଦେଇଥିଲେ । ଏହି ଭର୍ଚୁଆଲ୍ ବୈଠକରେବିଧାୟକ ବରଗଡ ଦେବେଶ ଆଚାର୍ଯ୍ୟଏବଂ ବିଧାୟକ ପାଟଣାଗଡ ସରୋଜମେହେରପ୍ର ମୁଖ ସ୍ୱେଚ୍ଛାକୃତ ଭାବେଯୋଗଦାନ କରି ଯୁବ ଛାତ୍ରମାନଙ୍କସଙ୍ଗଠନକୁ ତୃଣମୂଳସ୍ତରରେ ଆହୁରୀସୁସଙ୍ଗଠିତ କରିବା ପାଇଁମତାମତ ପ୍ରଦାନକରିଥିଲେ । ବିଜୁଜନତା ଦଳର ରାଜ୍ୟସାଧାରଣ ସମ୍ପାଦକ (ଯୁବବ୍ୟାପାର) ତଥାବିଧାୟକ ଧର୍ମଶାଳା ଶ୍ରୀ ପ୍ରଣବ କୁମାରବଳବନ୍ତ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତଏହି କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ(ଛାତ୍ରବ୍ୟାପାର) ତଥା ବିଧାୟକ ଚାନ୍ଦବାଲିବ୍ୟୋମକେଶ ରାୟ, ବିଜୁଜନତା ଦଳରରାଜ୍ୟ ସମ୍ପାଦକ (ଯୁବବ୍ୟାପାର) ତଥା ବିଜୁଯୁବଜନତା ଦଳର ରାଜ୍ୟ ସଭାପତିଅମରେଶ ପତ୍ରୀ ଏବଂବିଜୁଛାତ୍ର ଜନତାଦଳର ରାଜ୍ୟ ସଭାପତି ରାଣା ପ୍ରତାପ ପାତ୍ରପ୍ରମୂଖ ପରିଚାଳନା କରିଥିଲେ

- Advertisement -ବିଜୁ ଯୁବଛାତ୍ର ଜନତା ଦଳର ସାଙ୍ଗଠନିକ ସମୀକ୍ଷା

More articles

LEAVE A REPLY

Please enter your comment!
Please enter your name here

- Advertisement -ବିଜୁ ଯୁବଛାତ୍ର ଜନତା ଦଳର ସାଙ୍ଗଠନିକ ସମୀକ୍ଷା

Latest article

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଡିସେମ୍ବର ୧ ରୁ ଓଡିଶାର ମେଡିକାଲ କଲେଜଗୁଡ଼ିକ ଖୋଲିବ |

ଭୁବନେଶ୍ୱର: ଡିସେମ୍ବର ୧ ରୁ ମେଡିକାଲ କଲେଜ ଖୋଲିବା ଏବଂ ପରୀକ୍ଷା ପରିଚାଳନାରେ ସମାନତା ନିଶ୍ଚିତ କରିବାକୁ ଓଡିଶା ସରକାର ଶୁକ୍ରବାର ଦିନ ନିଷ୍ପତ୍ତି...