29 C
Bhubaneswar
Thursday, September 24, 2020

ବଗଲା ବଞ୍ଚାଇବାକୁ ଡିଜିଟାଲ ଅଭିଯାନ

Must read

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ଭୁବନେଶ୍ୱର,୪ ।୯(ନି.ପ୍ର): ପୁରୀ ସ୍ଥିତବଗଲା ଧର୍ମଶାଳାର ସୁରକ୍ଷା ପାଇଁ ବିଜେପିପକ୍ଷରୁ ଅନଲାଇନ୍ ପିଟିସନ ତଥାଡିଜିଟାଲ ଦସ୍ତଖତ ଅଭିଯାନ ଆରମ୍ଭହୋଇଛି । ଏହି ଅନଲାଇନ ପିଟିସନକୁରାଜ୍ୟ ସଭାପତି ସମୀର ମହାନ୍ତି ବଗଳାଧର୍ମଶାଳା ସମ୍ମୁଖରେ ଉନ୍ମୋଚନ କରିଛନ୍ତି ।ଏହି ଅଭିଯାନରେ ବିଶ୍ୱରେ ଥିବା କୋଟିକୋଟି ଜଗନ୍ନାଥପ୍ରେମୀ ସୋସିଅ ।ଲମିଡିଅ । ମାଧ୍ୟମରେ ନିଜର ଡିଜିଟାଲଦସ୍ତଖତ କରି ନ୍ତବଗଲା ବଞ୍ଚାଓଆନେ୍ଦାଳନ’କୁ ସମର୍ଥନ କରିବା ପାଇଁ ଶ୍ରୀମହାନ୍ତି ଆହ୍ୱାନ ଦେଇଛନ୍ତି । ୧୯୦୫ମସିହାରେ ଗରିବ ଲୋକ ଏବଂତାର୍ଥଯାତ୍ରୀଙ୍କ ପାଇଁ ପୁରୀରେ ବଗଲାଧର୍ମଶାଳା ନିର୍ମାଣ ହୋଇଥିଲା । କହ୍ନେଇଲାଲ ବଗଲା ଏହାକୁ ଦାନରେଦେଇଥିଲେ । ଏହି ଧର୍ମଶାଳାରେତୀର୍ଥଯାତ୍ରୀମାନେ ଅତି କମ୍ ଖର୍ଚ୍ଚରେରହଣୀ କରନ୍ତି । ପୁରୀ ବାସୀ ବିବାହ,ବ୍ରତ, ଶୁଦ୍ଧକ୍ରିୟା ଅ ।ଦି କାର୍ଯ୍ୟକ୍ରମ ଏହିଧର୍ମଶାଳାରେ କରୁଥିଲେ । କିନ୍ତୁ ଏତେବଡ ଐତିହାସିକ ସ୍ଥାନକୁ ରାଜ୍ୟସରକାରମାଟିରେ ମିଶାଇବା ପାଇଁ ଯେଉଁ ପ୍ରୟାସକରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲିରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି ।ବଗଲା ଧର୍ମଶାଳାର ୨ଟି ପକ୍ଷ ରହିଛି ।ଗୋଟିଏ ଅ ।ଇନଗତ ଏବଂ ଅ ।ଉଗୋଟିଏ ଜନଭାବନାର ପକ୍ଷ । ଜଗନ୍ନାଥସଂସ୍କୃତିର ଅଭିନ୍ନ ଅଙ୍ଗ ହେଉଛି ବଗଲାଧର୍ମଶାଳା । ବେଆଇନ ଭାବେ ବଗଲାଧର୍ମଶାଳାକୁ ପ୍ଲଟିଂ କରି ବିକ୍ରି କରିବାବିରୋଧରେ ଏବଂ ଜଗନ୍ନାଥବିଶ୍ରାମସ୍ଥଳୀକୁ ନିର୍ମାଣ କରିବା ଦାବୀନେଇ ଅନଲାଇନ ପିଟିସନରେ ପୂରାବିଶ୍ୱରେ ଓଡିଆ ଭାଇ ଭଉଣୀ ଏବଂଜଗନ୍ନାଥ ପ୍ରେମୀମାନେ ସାମିଲ ହେବାପାଇଁ ଶ୍ରୀ ପାତ୍ର ଅ ।ହ୍ୱାନ କରିଛନ୍ତି । କେନ୍ଦ୍ରସରକାରଙ୍କ ପ୍ରସାଦ ଯୋଜନାରେଅ ।ଇଟିଡିସି ତରଫରୁ ଟେଣ୍ଡର ଅ ।ହ୍ୱାନକରାଯାଇ ପୁରୀ ବଗଲା ଧର୍ମଶାଳା ଜମିଉପରେ ଜଗନ୍ନାଥ ବିଶ୍ରାମସ୍ଥଳୀ ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ନିର୍ମାଣକାର୍ଯ୍ୟ ପାଇଁ ରାଜ୍ୟ ସରକାର, ମନ୍ଦିରପ୍ରଶାସନ, ପୁରୀ-କୋଣାର୍କ ବିକାଶପରିଷଦ, ଅଗ୍ନିଶମ ବିଭାଗ ପକ୍ଷରୁ ଅନୁମତିନିଯାଇଥିଲା । ମନ୍ଦିର ପ୍ରଶାସନ ଏନ.ଓ.ସିଦେବା ସମୟରେ ଦର୍ଶାଇଥିଲା କି,ଜଗନ୍ନାଥ ବିଶ୍ରାମସ୍ଥଳୀ ଜମି ଯେଉଁଠିହେଉଛି ତାହା ଜଗନ୍ନାଥଙ୍କ ଜମି । ୫୦କୋଟି ଟଙ୍କା ବ୍ୟୟ ଅ ।ନୁକୂଲ୍ୟରେଆରମ୍ଭ ହୋଇଥିବା ଏହି ନିର୍ମାଣ କାର୍ଯ୍ୟ ପାଇଁ୩.୨୬ କୋଟି ଟଙ୍କା ଖର୍ଚ୍ଚ ମଧ୍ୟହୋଇସାରିଥିଲା । ମାତ୍ର ପ୍ରପର୍ଟି ଡିଲରସାଜିଥିବା ରାଜ୍ୟ ସରକାର ହୀନ ଚକ୍ରାନ୍ତକରି ଉକ୍ତ ଜମିକୁ ପ୍ଲଟିଂ କରି ବିକିବା ଆରମ୍ଭକରିଦେଲେ । ବଗଲା ଧର୍ମଶାଳାକୁ ପ୍ଲଟିଂକରି ବିକ୍ରି କରିବା ପାଇଁ ଜିଲ୍ଲା ପ୍ରଶାସନମନ୍ଦିର ପ୍ରଶାସନ ଠାରୁ ଏନ.ଓ.ସି ଆଣିଛି କିବୋଲି ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି । ପ୍ରଥମେ ବଗଲା ଧର୍ମଶାଳା ଜମିକୁ ନିର୍ମାଣକାର୍ଯ୍ୟ ପାଇଁ ଆଇଟିଡିସିକୁ ହସ୍ତାନ୍ତର କରିବା,ପ୍ରକଳ୍ପ ଖର୍ଚ୍ଚ ପରିମାଣ ୫୦ କୋଟିରୁ ୭୮କୋଟି ଟଙ୍କା ବୃଦ୍ଧି କରିବା, ୩.୨୬ କୋଟିଟଙ୍କା ଖର୍ଚ୍ଚ ହୋଇ ପ୍ଲିଂô ଲେବଲ୍ କାର୍ଯ୍ୟ ସମାପ୍ତହୋଇଥିବାବେଳେ ହଠାତ୍ ନିର୍ମାଣ କାର୍ଯ୍ୟକୁବନ୍ଦ କରିବାର ନିଦେ୍ର୍ଦଶ, ବଗଲା ଧର୍ମଶାଳାଜମିକୁ ପ୍ଲଟିଂ କରି ବିକ୍ରି କରିବା, ଜଗନ୍ନାଥବିଶ୍ରାମସ୍ଥଳୀକୁ ଅନ୍ୟତ୍ର ସ୍ଥାନାନ୍ତର କରିବାରନିଷ୍ପତି ରାଜ୍ୟ ସରକାର କାହିଁକି ଏବଂ କାହାସ୍ୱାର୍ଥରେ ନେଇଛନ୍ତି ବୋଲି ଡ.ପାତ୍ର ପ୍ରଶ୍ନକରିଛନ୍ତି । ରାଜ୍ୟ ସରକାର ବଗଲାଧର୍ମଶାଳାରେ ହେଉଥିବା ପ୍ଲଟିଂ କାର୍ଯ୍ୟକୁତୁରନ୍ତ ବନ୍ଦ କରନ୍ତୁ । ଏହା ସହକେନ୍ଦ୍ରସରକାରଙ୍କ ପ୍ରସାଦ ଯୋଜନାଅନୁଯାୟୀ ତୀର୍ଥଯାତ୍ରୀଙ୍କ ରହିବା ପାଇଁ ଆରମ୍ଭହୋଇଥିବା ଜଗନ୍ନାଥ ବିଶ୍ରାମସ୍ଥଳୀ ନିର୍ମାଣକାର୍ଯ୍ୟକୁ ଗତିଶୀଳ କରାଇ ତୀର୍ଥଯାତ୍ରୀଙ୍କ ପାଇଁଏକ ଭବ୍ୟ ଧର୍ମଶାଳା ନିର୍ମାଣ କରାଯାଉବୋଲି ଶ୍ରୀ ପାତ୍ର ଦାବି କରିଛନ୍ତି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ଗୌତମ ଗମ୍ଭୀର ଏମଏସ ଧୋନିଙ୍କ ମଧ୍ୟରେ ଝଗଡା ।

ନୁଆଦିଲ୍ଲୀ,୨୩/୯ ;ଏକ ବଡ଼ ଧରଣର ଗୋଡ଼ାଇବା ସମୟରେ ନିଜକୁ ବ୍ୟାଟିଂ ଅର୍ଡରରୁ ଓହ୍ଲାଇ ଆଗରୁ ଆଗେଇ ନଥିଲେ, ପୂର୍ବତନ ଭାରତ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀରଙ୍କୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସପ୍ତମ...