18 C
Bhubaneswar
Tuesday, November 24, 2020

ଆରମ୍ଭ ହେବ ନୌକା ବିହାର ପର୍ଯ୍ୟଟନ

Must read

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ଭୁବନେଶ୍ୱର,୪ ।୯(ନି.ପ୍ର): ପର୍ଯ୍ୟଟନଶିଳ୍ପକୁ ପୁନଃ ଚଳଚଞ୍ଚଳ କରିବା ନିମନ୍ତେରାଜ୍ୟରେ ନୌକା-ବିହାର ପର୍ଯ୍ୟଟନଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବଅସିô ତ୍ରିପାଠୀ ନିଦେ୍ର୍ଦଶ ଦେଇଛନ୍ତି ।ପର୍ଯ୍ୟଟନ ବିଶେଷଜ୍ଞ ଏବଂ ଏହି ଶିଳ୍ପ ସହସଂପୃକ୍ତ ବିଭାଗ ଓ ସଂସ୍ଥାମାନଙ୍କ ସହଅ ।ଲୋଚନା କରି ଶ୍ରୀ ତ୍ରିପାଠୀ ଏହିନିଦେ୍ର୍ଦଶ ଦେଇଛନ୍ତି । ଡ଼ିଜିଟାଲ୍ ମୋଡ୍ରେ ଅନୁଷ୍ଠିତ ଏହି ବୈଠକରେ ପର୍ଯ୍ୟଟନବିଭାଗ ଶାସନ ସଚିବ ବିଶାଳ କୁମାରଦେବ ରାଜ୍ୟରେ ନୌକାବିହାର ପର୍ଯ୍ୟଟନସମ୍ବନ୍ଧିତ ବିଭିନ୍ନ ନିତୀଗତ ଓ ବୈଷୟିକଆବଶ୍ୟକତା ବିଷୟ ଅ ।ଲୋଚନାନିମନ୍ତେ ଉପସ୍ଥାପନ କରିଥିଲେ । ମୁଖ୍ୟଶାସନ ସଚିବ ଶ୍ରୀ ତ୍ରିପାଠୀ କହିଥିଲେଯେ ରାଜ୍ୟର ନଦୀ ଓ ସମୁଦ୍ରରେ ନୌକା-ବିହାର ପର୍ଯ୍ୟଟନର ବ୍ୟାପକ ସୁଯୋଗଅଛି । ଏହି ପର୍ଯ୍ୟଟନ ବଜାର ·ହିଦାମଧ୍ୟ ରହିଛି । ଏ ପ୍ରକାର ପର୍ଯ୍ୟଟନରେକୋଭିଡ୍-୧୯ କଟକଣାର ଅନୁପାଳନମଧ୍ୟ ସହଜ । ନୌକା-ବିହାର ପର୍ଯ୍ୟଟନକୁରାଜ୍ୟର କେତେକ ପରିବେଶ ପର୍ଯ୍ୟଟନ( ଇକୋ ଟୁରିଜିମ୍ ) ସ୍ଥାନ ସହସଂଯୋଜିତ କରି ଏହାକୁ ଅଧିକଆକର୍ଶଣୀୟ କରିବାକୁ ଶ୍ରୀ ତ୍ରିପାଠୀ ନିଦେ୍ର୍ଦଶଦେଇଥିଲେ । ଖୁବ୍ ଶିଘ୍ର ରାଜ୍ୟରେ ୩ଟି ନୌକା-ବିହାର ପର୍ଯ୍ୟଟନ ପରିପଥଆରମ୍ଭ କରାଯାଇପାରିବ । ଏଗୁଡିକହେଲା ମହାନଦୀ, ଭିତରକନିକା, ଚିଲିକାଏବଂ ଜାତୀୟ ଜଳପଥ-୫ ।ଭିତରକନିକା ସର୍କିଟ୍ରେ ·ନ୍ଦବାଲି-ଅ ।ରଡି-ଧାମରା-ଖୋଳା ଏବଂଭିତରକନିକା ସ୍ଥିତ ଇକୋ-ସ୍ପଟ୍ ଗୁଡିକୁସଂଯୋଜିତ କରି ୫ ରାତ୍ରୀ ଏବଂ ୬ଦିନିଅ । ‘କ୍ରୁଇସ୍’ ଅ ।ୟୋଜନ କରାଯାଇପାରିବ । ସେହିପରି ଚିଲିକା ସର୍କିଟ୍ରେଚିଲିକା-କାଳିଜାଇ-ନଳବନ-ହନିମୁନ୍ଦ୍ୱୀପ- ମଙ୍ଗଳାଯୋଡି- ସାତପଡା-ରାଜହଂସ ଦ୍ୱୀପ- ପୁରୀକୁ ସଂଯୋଜିତ କରି୩ ରାତ୍ରୀ ଏବଂ ୪ ଦିନିଆ ‘କ୍ରୁଇସ୍’ଆୟୋଜନ ହୋଇ ପାରିବ । ନୌକା-ବିହାର ପର୍ଯ୍ୟଟନ ସମ୍ବନ୍ଧିତ ନିୟାମକ,ଆଇନଗତ ଅନୁମତି, ପ୍ରଦୂ୍ୟଷଣ ନିୟମରଅନୁପାଳନ, ନଦୀ ଓ ସମୁଦ୍ର କୂଳରେଜେ…ୀର ବ୍ୟବହାର ଆଦି ବିଷୟରେବୈଠକରେ ସବିଶେଷ ଅ ।ଲୋଚନାହୋଇଥିଲା । ମୁଖ୍ୟ ଶାସନ ସଚିବକହିଥିଲେ ଏ ପ୍ରକାର ପର୍ଯ୍ୟଯନ ନିମନ୍ତେରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗଯୋଗାଇଦେବେ । ଘରୋଇ-ସରକାରୀସହଭାଗିତା (ପି.ପି.ପି) ମୋର୍ଡରେ ଏହିପ୍ରକଳ୍ପ ଆରମ୍ଭ କରିବାକୁ ବୈଠକରେ ମତପ୍ରକାଶ ପାଇଥିଲା । ପର୍ଯ୍ୟଟନ ବିଭାଗଏବଂ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମଙ୍କସହ ସମନ୍ୱିତ ଭାବେ ବିସ୍ତୁତ ପ୍ରକଳ୍ପପ୍ରସ୍ତାବ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନସଚିବ ଶ୍ରୀ ତ୍ରିପାଠୀ ରାଜ୍ୟ ପି.ପି.ପି.ସେଲ୍ଙ୍କୁ ନିଦେ୍ର୍ଦଶ ଦେଇଥିଲେ ।ଇନଲ୍ୟାଣ୍ଡ ଜଳପଥ କର୍ତ୍ତୁପକ୍ଷଙ୍କ ସହଆଇନଗତ ଆବଶ୍ୟକତା ବିଷୟରେଯୋଗାଯୋଗ କରିବାକୁ ମଧ୍ୟ ଶ୍ରୀ ତ୍ରିପାଠୀପର୍ଯ୍ୟଟନ ବିଭାଗଙ୍କୁ ନିଦେ୍ର୍ଦଶଦେଇଥିଲେ । ଉନନୟନ କମିଶନରସୁରେଶ ଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନସଚିବ ଡ଼ଃ ମୋନା ଶର୍ମା, ଅର୍ଥ ବିଭାଗପ୍ରମୁଖ ଶାସନ ସଚିବ ଅଶୋକ କୁମାରମୀନା, ଜଳ ସଂପଦ ପ୍ରମୁଖ ଶାସନ ସଚିବଅନୁ ଗର୍ଗ, ପର୍ଯ୍ୟଟନ ସଚିବ ବିଶାଳ କୁମାରଦେବ, ପର୍ଯ୍ୟଟନ ନିଦେ୍ର୍ଦଶକ ସଚ୍ଚିନ୍ରାମଚନ୍ଦ୍ର ଯାଦବଙ୍କ ସମେତ ସଂପୃକ୍ତବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରଆଲୋଚନାରେ ଅଂଶଗ୍ରହଣ କରିଥିଲେ

- Advertisement -ଆରମ୍ଭ ହେବ ନୌକା ବିହାର ପର୍ଯ୍ୟଟନ

More articles

LEAVE A REPLY

Please enter your comment!
Please enter your name here

- Advertisement -ଆରମ୍ଭ ହେବ ନୌକା ବିହାର ପର୍ଯ୍ୟଟନ

Latest article

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...